Dataset Viewer
Auto-converted to Parquet Duplicate
text
large_stringlengths
10
227k
source
large_stringclasses
36 values
type
large_stringclasses
6 values
en_aligned
large_stringlengths
0
2.2k
ବିଜେପି ବିରୋଧରେ ବିରୋଧୀ କରିଥିବା ମେଣ୍ଟ I.N.D.I.Aକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟାକ୍ଷ କରିଛନ୍ତି। ସେ ବିରୋଧୀ ମେଣ୍ଟକୁ ଇଂରେଜମାନଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀ, ଇଣ୍ଡିଆନ ମୁଜାହିଦ୍ଦିନ ଓ ପିଏଫଆଇ ସହ ତୁଳନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏପରି କଟାକ୍ଷ ଓ ସମାଲୋଚନାର ଜବାବ କଂଗ୍ରେସ ନେତା ରାହୁଲ ଗାନ୍ଧି ଜୋରଦାର ଢଙ୍ଗରେ ଦେଇଛନ୍ତି।
odia_web_corpus_v5
monolingual
null
ବିଧାୟକ ପ୍ରଦୀପ ପାଣିଗ୍ରାହୀ (ଫାଇଲ ଫଟୋ)
odia_web_corpus_v5
monolingual
null
ଏହି ଅବସରରେ ତ୍ରୟୋମାସିକ ଆଧ୍ୟାତ୍ମିକ ପତ୍ରିକା ‘ଭାବକୁ ନିକଟ’ର ଦଶମ ବର୍ଷର ପ୍ରଥମ ସଂସ୍କରଣକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଅପରାହ୍ନରେ ପୁରୀ ଡ୍ୟାନ୍ସ ଏକାଡେମୀର କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।
odia_web_corpus_v5
monolingual
null
ନିଲାମ ପାଇଁ ଅର୍ଜୁନଙ୍କ ନାଁ ଯେତେବେଳେ ଡକାଗଲା, ମୁମ୍ବାଇର ସହମାଲିକ ଆକାଶ ଅମ୍ବାନୀ ତୁରନ୍ତ ଡାକ ଆରମ୍ଭ କରିଥିଲେ। ଏଥିରେ ଗୁଜରାଟ ଟାଇଟନ୍ସ ପରବର୍ତ୍ତୀ ଡାକ ଲଗାଇଥିଲା। ହେଲେ ମୁମ୍ବାଇ ପୁଣିଥରେ ଡାକ ଲଗାଇଥିଲା। ପରେ ଗୁଜରାଟ ଆଉ ଆଗକୁ ଡାକ ଲଗାଇନଥିଲା। ଫଳରେ ମୁମ୍ବାଇ ୩୦ ଲକ୍ଷ ଟଙ୍କାରେ ଅର୍ଜୁନଙ୍କୁ କିଣି ନେଇଥିଲା।
odia_web_corpus_v5
monolingual
null
ଅଯୋଧ୍ୟା ରାମ ମନ୍ଦିର ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ
odia_web_corpus_v5
monolingual
null
ସେପଟେ କରୋନା ଟିକାର ଅଭାବ ଦୂର କରିବା ପାଇଁ ଖୁବ୍‌ଶୀଘ୍ର ଆସିପାରେ କକଟେଲ୍‌ ଡୋଜ୍‌। ଅର୍ଥାତ ଜଣେ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ବ୍ରାଣ୍ଡର ଦୁଇ ଡୋଜର ଟିକା ଦିଆଯାଇପାରିବ। ଉତ୍ତରପ୍ରଦେଶରେ ୧୮ ଜଣଙ୍କୁ ଭୁଲବଶତଃ ଭିନ୍ନ ଭିନ୍ନ ଦୁଇଟି କମ୍ପାନୀର ଟିକା ଦିଆଯାଇଥିବା ବେଳେ ଏହା ଉପରେ ଆଇସିଏମ୍‌ଆର୍‌ କରିଥିବା ପରୀକ୍ଷଣରୁ ଉତ୍ସାହଜନକ ଫଳ ଆସିଥିଲା। ଏବେ ମିକ୍ସ ଆଣ୍ଡ ମ୍ୟାଚ କ୍ଲିନିକାଲ ଟ୍ରା...
odia_web_corpus_v5
monolingual
null
କିପରି ତିଆରି କରିବେ ଲିମ୍ବ ତେଲ
odia_web_corpus_v5
monolingual
null
ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ପିଟର୍ ୱାଲକରଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଛି। ଷ୍ଟ୍ରୋକ୍ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୱାଲକର ଇଂଲଣ୍ଡ ପକ୍ଷରୁ ମାତ୍ର ତିନୋଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ଏହି ତିନୋଟି ଯାକ ମ୍ୟାଚ୍ ୧୯୬୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ସେ ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ମାତ୍ର ୧୨୮ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କର ସ...
odia_web_corpus_v5
monolingual
null
ଅସ୍ତରଙ୍ଗ ପୁଲିସ୍‌ ମୁନ୍ନାକୁ ଖୋଜୁଥିବା ବେଳେ ଗତକାଲି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୁଲିସ୍‌ ତାକୁ ଗିରଫ କରିଥିଲା। ଗିରଫ କରିବା ପରେ ଚନ୍ଦ୍ରଭାଗା ପୁଲିସ୍‌ ତାକୁ ନିମାପଡ଼ା ଥାନାକୁ ଆଣିଥିଲା। ସେହି ସମୟରେ ଗାଡ଼ି ଭିତରେ ଆଇଆଇସି ବୁଲୁ ମୁ ଣ୍ଡା ତା’ ସହିତ ସେଲ୍‌ଫି ଉଠାଇଥିଲେ। ଆଉ ଏହା ସୋଶାଲ୍ ମିଡିଆରେ ଭାଇରାଲ୍‌ ହେବା ପରେ ଆଇଆଇସି ଚର୍ଚ୍ଚାକୁ ଆସିଥିଲେ।
odia_web_corpus_v5
monolingual
null
ଅଧିକ ପଢ଼ନ୍ତୁ: ରାଜ୍ୟର ୫,୦୦୦ରୁ ଅଧିକ ଗାଁରେ ସବୁଦିନିଆ ରାସ୍ତା ନାହିଁ
odia_web_corpus_v5
monolingual
null
କାଶୀପୁର ଏବଂ ଦକ୍ଷିଣ ଓଡ଼ିଶାର ଆଦିବାସୀ ଅଞ୍ଚଳରେ ମୁଁ ବର୍ତ୍ତମାନ ଏକ ଆଶାର ଆଲୋକ ଦେଖୁଛି। ବିଶେଷଭାବେ ସ୍ୱାସ୍ଥ୍ୟକର ଓ ଅନେକ ପୁଷ୍ଟିଯୁକ୍ତ ମାଣ୍ଡିଆଜାତୀୟ ଫସଲ ଚାଷର ପୁନଃଉଦ୍ଧାର ନିମନ୍ତେ ‘ଓଡ଼ିଶା ମିଲେଟ୍‍ ମିଶନ୍‍’ ପ୍ରକଳ୍ପ ଜରିଆରେ ଏବଂ ପରମ୍ପରାଗତ କୃଷି ବିକାଶ ଯୋଜନା (ପିକେଭିୱାଇ) ଓ ଭାରତୀୟ ପ୍ରାକୃତିକ କୃଷି ପଦ୍ଧତି (ବିପିକେପି) ଭଳି ପାରମ୍ପରିକ ପ୍ରକଳ୍ପ କାର୍ଯ୍ୟକ୍ରମ ଦ୍ୱା...
odia_web_corpus_v5
monolingual
null
ଡେସ୍କ: ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ କହିଛନ୍ତି ଯେ ସେ ଓ ଅନ୍ୟ ବିଧାୟକମାନେ ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମୁମ୍ବାଇରେ ପହଞ୍ଚିବେ। ଦଳ ମଧ୍ୟରେ ବିଦ୍ରୋହ ପରେ ଗୌହାଟୀର ଏକ ହୋଟେଲରେ ରହୁଥିବା ସିନ୍ଦେ ଏବଂ ଅନ୍ୟ ବିଧାୟକମାନେ ଆଜି ଦ୍ୱିତୀୟ ଥର ପାଇଁ କାମାକ୍ଷା ମନ୍ଦିର ପରିଦର୍ଶନ କରିଛନ୍ତି।ମହାରାଷ୍ଟ୍ର ରାଜ୍ୟପାଳ ଆସନ୍ତାକାଲି ...
odia_web_corpus_v5
monolingual
null
୬୧ ବର୍ଷୀୟ ଗଙ୍ଗୋପାଧ୍ୟାୟ ବିଜେପିରେ ମିଶିବା ପରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ତାଙ୍କୁ ବିଜେପି ବାବୁ କହିଥିଲେ। ସେ କହିଥିଲେ, ବେଞ୍ଚରେ ଥିବା ବିଜେପି ବାବୁ ଏବେ ରାଜନୀତିକୁ ଆସିଛନ୍ତି। ଯଦି ସେ ନିର୍ବାଚନ ଲଢ଼ନ୍ତି, ତାଙ୍କୁ ହରାଇବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବୁ ବୋଲି ମମତା କହିଥିଲେ।
odia_web_corpus_v5
monolingual
null
ରାଞ୍ଚି,୭।୪: ଠକେଇ ଓ ଚେକ ବାଉନ୍ସ ମାମଲାରେ ବଲିଉଡ ଅଭିନେତ୍ରୀ ଅମୀଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନର କ୍ରୁନାଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି।
odia_web_corpus_v5
monolingual
null
Air India Plane Crash: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ସମଗ୍ର ଦେଶ ମର୍ମାହତ। ଯାତ୍ରୀଙ୍କ ବ୍ୟତୀତ, ଏହି ଦୁର୍ଘଟଣାରେ ପାଇଲଟ୍ ଏବଂ କ୍ରୁ ସଦସ୍ୟଙ୍କ ସମେତ ୨୪୧ ଜଣ ପ୍ରାଣ ହରାଇଛନ୍ତି। ଏହି ଏୟାର ଇଣ୍ଡିଆ ବିମାନରେ ଦୁଇ ଜଣ ନବଜାତ ଶିଶୁ ମଧ୍ୟ ଥିଲେ ।
odia_web_corpus_v5
monolingual
null
ଅଗଷ୍ଟ ୫ରେ ଧାରା ୩୭୦ ଉଛେଦ ହେବା ପରେ ଜାମ୍ମୁ ଏବଂ କାଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ମିଳିବା ଘୋଷଣା କରାଯାଇଥିଲା। ତେବେ ଚଳିତ ଅକ୍ଟୋବର ୩୧ରୁ କେନ୍ଦ୍ର ଶାସିତ ଅଂଚଳ ମାନ୍ୟତା ଲାଗୁ ହେଉଛି।
odia_web_corpus_v5
monolingual
null
Side Effect Of Banana: କୋଷ୍ଠକାଠିନ୍ୟ ଥିବା ବ୍ୟକ୍ତିମାନେ ମଧ୍ୟ କଦଳୀରୁ ଦୂରେଇ ରହିବା ଉଚିତ୍ । ଏହାକୁ ଖାଇଲେ ଉପକାରିତା ବଦଳରେ କୋଷ୍ଠକାଠିନ୍ୟ ସମସ୍ୟାକୁ ବଢାଇଥାଏ ।
odia_web_corpus_v5
monolingual
null
କଟକ: କଟକ ଏସସିବି ରେଡିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର କଲ୍ୟାଣୀ ପରିଡ଼ାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ଡାକ୍ତରୀ ଛାତ୍ରଛାତ୍ରୀମାନେ ଆଜିଠାରୁ ଇନଡୋର ସେବା ବନ୍ଦ କରି ଦେଇଛନ୍ତି। ଫଳରେ ରୋଗୀ ସେବାରେ ବାଧା ଉପୁଜିଛି। ଆନ୍ଦୋଳନରେ ଏସସିବିର ୟୁଜି, ପିଜି ଓ ହାଉସ୍ ସର୍ଜନମାନେ ସାମିଲ ହୋଇଛନ୍ତି। ଆନ୍ଦୋଳନରୁ ଓପିଡି...
odia_web_corpus_v5
monolingual
null
ନାପିଦାଉ,୨୯।୩: ମ୍ୟାନମାରରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଏବେ ପର୍ଯ୍ୟନ୍ତ ୧,୬୪୪ ଜଣଙ୍କର ମୃତ୍ୟୁ ହେବା ସହ ୩,୪୦୮ ଜଣ ଆହତ ହୋଇଥିବା ରିପୋର୍ଟ ହୋଇଛି। ଏବେବି ଅନେକେ ନିଖୋଜ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର ମ୍ୟାନମାରର ମାଣ୍ଡାଲେ ଅଞ୍ଚଳରେ ୭.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। କିଛି ମିନିଟ ପରେ ୬.୪ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହେଲା, ଯାହା ଫଳର...
odia_web_corpus_v5
monolingual
null
ଓ୍ବାଶିଂଟନ/ମସ୍କୋ,୨୪।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଆକ୍ସନ ମୋଡରେ ଅଛନ୍ତି। ଏଥିପାଇଁ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତୁରନ୍ତ ଆଲୋଚନା କରିବାକୁ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଏହି ‘ଭୟଙ୍କର ଯୁଦ୍ଧ’ ଶେଷ କରିବା ପାଇଁ ରୁଷିଆକୁ ୟୁକ୍ରେନ ସହିତ ଏକ ଆପୋଷ ସମାଧାନ କରିବା ଉଚି...
odia_web_corpus_v5
monolingual
null
ଅନ୍ୟପକ୍ଷରେ ଗାଡ଼ିଟି କେଉଁ ସ୍ଥାନରୁ ଆସି ଆଉ କେଉଁ ସ୍ଥାନରୁ ଧାନ ଆଣି କେଉଁ ସ୍ଥାନକୁ ଯାଉଥିଲା ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଡ୍ରାଇଭର ଦେଉ ନ ଥିବାରୁ ଚୋରାଚାଲାଣ ହେଉଥିବା ବାରି ହେଉଛି। ଏହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଏହି ବିଷୟରେ ତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାଟିଙ୍କୁ ପଚରାଯିବାରୁ ଘଟଣାକୁ ହାଲୁକା ଭାବେ ନେଇ ମୁଁ ଗୋଟିଏ କାର୍ଯ୍ୟକ୍ରମକୁ ଆସିଛି, ନିକଟରେ ଥିବା ପେ...
odia_web_corpus_v5
monolingual
null
ରାଜନୀତିକ ବିଶେଷଜ୍ଞମାନେ କହିଛନ୍ତି, ୮୦ ଦଶକରେ ରାଜନେତାମାନେ ସେମାନଙ୍କ ଆଦର୍ଶକୁ କେବେ ହେଲେ ଛାଡ଼ୁ ନଥିଲେ। ହେଲେ ଏବେ ରାଜନେତାମାନେ ନିଜର ଫାଇଦା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ବିଶେଷ କରି ତେଲୁଗୁ ପ୍ରଦେଶର ଅଧିକାଂଶ ରାଜନେତା ଏକରୁ ଅଧିକ ଦଳ ସହ କାମ କରି ସାରିଛନ୍ତି।
odia_web_corpus_v5
monolingual
null
ଲଣ୍ଡନ: ବଡ଼ବଡ଼ ଘଟଣାର ଖୁଲାସା କରିଥିବା ହ୍ୱିସଲବ୍ଲୋୟର ସଂସ୍ଥା ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜଙ୍କୁ ଆଜି ବ୍ରିଟିଶ ପୁଲିସ୍‌ ଇକ୍ୱେଡର ଦୂତାବାସରୁ ଗିରିଫ କରିଛି। ସେ ଏଠାରେ ୨୦୧୨ରୁ ଆତ୍ମଗୋପନ କରିଥିଲେ। ଦୂତାବାସ ପକ୍ଷରୁ ବ୍ରିଟିଶ ପୁଲିସ୍‌କୁ ଡକାଯାଇ ଜୁଲିଆନ୍‌ଙ୍କୁ ଗିରଫ କରାଯାଇଛି। ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ ୪୭ ବର୍ଷୀୟ ଜୁଲିଆନ୍‌ଙ୍କୁ ମେଟ୍ରୋପଲିଟାନ୍‌ ପୁଲିସ...
odia_web_corpus_v5
monolingual
null
ଜାନୁଆରୀ ୨୦୨୩ରେ କାନାଡା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିବା ମ୍ୟୁଚୁଆଲ ଲିଗାଲ ଆସିଷ୍ଟାଣ୍ଟ ଚୁକ୍ତି (MLAT) ଅଧୀନରେ ଭାରତ ସରକାର ଅର୍ଶ ଡଲ୍ଲାଙ୍କ ସମ୍ଭାବ୍ୟ ଆବାସିକ ଠିକଣା, ଭାରତରେ ଆର୍ଥିକ କାରବାର, ଚଳନଶୀଳ ତଥା ଅସ୍ଥାବର ସମ୍ପତ୍ତି, ମୋବାଇଲ ନମ୍ବର ଇତ୍ୟାଦି ବିଷୟରେ ସୂଚନା ପଠାଇଥିଲେ। ଡିସେମ୍ବର ୨୦୨୩ରେ, କାନାଡାର ନ୍ୟାୟ ବିଭାଗ ଏହି ମାମଲାରେ ଅତିରିକ୍ତ ସୂଚନା ମାଗିଥିଲ...
odia_web_corpus_v5
monolingual
null
ମିଳିଥିବା ସୂଚନା ମୁତାବକ, ଘସିପୁରା ଥାନା ଗୋହିରାସ୍ଥିତ ଘରୋଇ ଇଂଲିଶ ମିଡିୟମ ସ୍କୁଲର ଏକ ବସ୍‌ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଧରି ବିଦ୍ୟାଳୟ ଆସୁଥିବା ବେଳେ ସ୍ଥାନୀୟ ଏକ ପେଟ୍ରୋଲପମ୍ପ ନିକଟରେ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ୨ଜଣ ଛାତ୍ର, ଜଣେ ଶିକ୍ଷୟିତ୍ରୀ ଓ ଗାଡିର ହେଲ୍‌ପର ଆହତ ହୋଇଛନ୍ତି। ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚି...
odia_web_corpus_v5
monolingual
null
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିବ କି ଖରା ଛୁଟି ନିଷ୍ପତ୍ତି ? ବଢ଼ିବ କି ୧୧ ଦିନିଆ ଖରା ଛୁଟିର ଅବଧି? ଜୁନ୍‌ ବଦଳରେ ମେ’ ମାସରୁ ମିଳିବ କି ସ୍କୁଲ ଯିବାରୁ ନିସ୍ତାର । ଘରକୁ ଫେରିବା ବେଳେ ଅସହ୍ୟ ଖରା କୋପରେ ଛାତ୍ରଛାତ୍ରୀ କଳବଲ ହେଉଥିବା ବେଳେ ଏପରି ପ୍ରଶ୍ନ ଅଭିଭାବକଙ୍କ ମନକୁ ଆନ୍ଦୋଳିତ କରୁଛି । ଖରା ଛୁଟି ଅବଧି ବଢ଼ାଇବା ନିମନ୍ତେ ବିଭିନ୍ନ ଅଭିଭାବକ ମହଲ ପକ୍ଷରୁ ଦାବି ହେଉଥିବା...
odia_web_corpus_v5
monolingual
null
ପାଣିପାଗ ବିଭାଗ କହିଛି ଯେ, ମେ ୨୯ ପର୍ଯ୍ୟନ୍ତ କେରଳ ଏବଂ ଉପକୂଳ କର୍ନାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପ୍ରବଳ ପବନ ବହିବ। ଆଗାମୀ ପାଞ୍ଚ ଦିନ ମଧ୍ୟରେ ତାମିଲନାଡୁ, ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ବର୍ଷା ଏବଂ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
odia_web_corpus_v5
monolingual
null
Free Cycle Yojona: ଦେଶର ଲୋକଙ୍କ ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାଗୁଡିକ ମଧ୍ୟରେ ସରକାରଙ୍କ ନୂତନ ମାଗଣା ସାଇକେଲ ଯୋଜନା ମଧ୍ୟ ଆରମ୍ଭ ହୋଇଛି। ଯଦି ଆପଣ ଜଣେ ଭାରତୀୟ ନାଗରିକ ଓ ଶ୍ରମିକ, ତେବେ ସରକାରଙ୍କ ମାଗଣା ସାଇକେଲ ଯୋଜନା ବର୍ତ୍ତମାନ ଆପଣଙ୍କ ପାଇଁ ଆରମ୍ଭ ହୋଇଛି। ବର୍ତ୍ତମାନ ଆପଣ ସରକାରୀ ଯୋଜନା ଅଧୀନରେ ଏକ ସାଇକେଲ ପାଇପାରିବେ ।
odia_web_corpus_v5
monolingual
null
ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପୁଣି ଥରେ ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ଦେଖା ଦେଇଛି ଟ୍ୱିଷ୍ଟ। ମାସାଧିକ କାଳ ଧାରଣା ଓ କୋର୍ଟରେ ଆଇନଗତ ଲଢ଼େଇ ପରେ ଗତକାଲି ରାତିରେ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ପ୍ରବେଶ କଲେ। ହେଲେ ସେ ଘରେ ପଶୁ ପଶୁ ଘର ଛାଡ଼ି ରାତି ଅଧରେ ପଳାଇଲେ ଶ୍ୱଶୁର ପ୍ରମୋଦ ସାହୁ।
odia_web_corpus_v5
monolingual
null
ଧାମରା :ଧାମରା ନିକଟସ୍ଥ ଦୋସିଙ୍ଗା ବଜାରରେ ବହୁ ବର୍ଷ ହେବ ଉଠା ଦୋକାନୀ ଏବଂ ବଜାର ବାସିନ୍ଦାମାନେ ସରକାରୀ ଜମିକୁ ଅବରୋଧ କରି ଆସୁଥିଲେ ଫଳରେ ଏହି ରାସ୍ତା ଦେଇ ସାଧାରଣ ଜନତାଙ୍କ କାରବାର ପ୍ରାୟତଃ ବନ୍ଦ ହୋଇ ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଅଂଚଳବାସୀ ଦୋସିଙ୍ଗା ବଜାର ଠାରେ ସରକାରୀ ଜମିକୁ ଜବରଦଖଲ କରି ରଖିଥିବା ଲୋକ ମାନଙ୍କୁ ଉଚ୍ଛେଦ କରିବାକୁ ଚାନ୍ଦବାଲି ତହସିଲଦାରଙ୍କ ନିକଟରେ ଦାବ...
odia_web_corpus_v5
monolingual
null
ବୁଧବାର ଦିନ ତ୍ରୁଣମୂଳ କଂଗ୍ରେସର ଏକ ଛାତ୍ର ସଂଗଠନର ସମାବେଶକୁ ସମ୍ବୋଧିତ କରି ମମତା ଦୀର୍ଘ ୨୧ ଦିନ ଧରି ଆନ୍ଦୋଳନ କରୁଥିବା ଜୁନିୟର୍‌ ଡାକ୍ତରମାନଙ୍କୁ କାମକୁ ଫେରିବାକୁ ଅନୁରୋଧ କରିଛନ୍ତି।
odia_web_corpus_v5
monolingual
null
ଏହା ବ୍ୟତୀତ ଇ-ମାଣ୍ଡେଟ ଉପରେ ନିଷ୍ପତ୍ତିର ଏକ ଅଂଶ ଭାବରେ, ଆରବିଆଇ ଅତିରିକ୍ତ ଫ୍ୟାକ୍ଟର୍ ପ୍ରାମାଣିକରଣ (ଏଏଫଏ) ର ସୀମାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ, ମ୍ୟୁଚୁଆଲ୍ ଫଣ୍ଡ ନିବେଶ, ବୀମା ଏବଂ କ୍ରେଡିଟ୍ କାର୍ଡ ପରିଶୋଧ ପାଇଁ ପ୍ରସ୍ତାବ ଦେଇଛି।
odia_web_corpus_v5
monolingual
null
ଖଡ଼ିଆଳ,୩।୭(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅଧୀନ କେନ୍ଦୁପାଟି ପଞ୍ଚାୟତ ଖାଲିଆମୁଡ଼ା ଗ୍ରାମରେ ବାର୍‌ହା ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର କ୍ଷୀର ମୋହନ ନିଆଲ(୩୫) ଓ ଜଗବନ୍ଧୁ ପୋଡ (୪୬)। ରବିବାର ସକାଳେ ନିଜ...
odia_web_corpus_v5
monolingual
null
ମସ୍କୋ,୨।୬: ୟୁକ୍ରେନ ଟ୍ରୋଜନ-ହର୍ସ ରଣନୀତି ବ୍ୟବହାର କରି ଟ୍ରକ ଏବଂ ଡ୍ରୋନ ସହିତ ରୁଷ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣ ଭାରତ ଭଳି ଦେଶ ପାଇଁ ମଧ୍ୟ ବିପଦର ବିଷୟ କାରଣ ନେପାଳ, ଭୁଟାନ ଏବଂ ବାଂଲାଦେଶରୁ ଅନେକ ଟ୍ରକ ଏବଂ ଯାନବାହନ ବାଣିଜ୍ୟ ପାଇଁ ଭାରତକୁ ଆସନ୍ତି। କିଛି ବର୍ଷ ପୂର୍ବେ ପର୍ଯ୍ୟନ୍ତ, ପାକିସ୍ତାନରୁ ମଧ୍ୟ ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରର ଅଟାରୀ-ୱାଘା ସୀମା ଦେଇ ସା...
odia_web_corpus_v5
monolingual
null
ନୂଆଦିଲ୍ଲୀ : ଉତ୍ତର ଭାରତରେ ଶୀତ ଲହରୀ ପ୍ରଭାବ ବୃଦ୍ଧି ପାଇଛି। ଫଳରେ ଅନେକ ସ୍ଥାନରେ ତାପମାତ୍ରା ସର୍ବନିମ୍ନସ୍ତରରେ ପହଞ୍ଚିବା ସହ ଜନଜୀବନ ପ୍ରଭାବିତ ହୋଇଛି। ଏପରିକି କେତେକ ସ୍ଥାନରେ ଚାଷ ଜମିରେ ବରଫ ଜମା ହୋଇଥିବାର ଦେଖିବାକୁ ମିଳିଛି। ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଜାମ୍ମୁ କାଶ୍ମୀରରେ ଶୀତର ପ୍ରକୋପ ଜାରି ରହିଛି। ସୂଚନା ଅନୁସାରେ ରାଜସ୍ଥାନର ...
odia_web_corpus_v5
monolingual
null
ଭୁବନେଶ୍ୱର: ପୂଣ୍ୟ ସ୍ଥାନରେ ପାପ କର୍ମ । ମନ୍ଦିର ପରିସରରେ ଯୁବକଙ୍କ ଆଖି ଆଗରେ ଭାବି ସ୍ତ୍ରୀଙ୍କ ଇଜ୍ଜତ ସହ ଖେଳ। ଗଞ୍ଜାମରେ ପୁଣି ଲଜ୍ଜା । ଭାବୀ ସ୍ୱାମୀ ଆଗରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏମିତିକି ଦୁଷ୍କର୍ମ ବେଳର ଭିଡିଓ ରେକର୍ଡିଂ କରିବାକୁ ବି ପଛାଇ ନାହାନ୍ତି ଅଭିଯୁକ୍ତ। ଗଞ୍ଜାମର ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢ଼ାକେନ୍ଦୁ ମନ୍ଦିର ପଛପଟେ ଘଟିଥିବା ଏହି ଘଟଣାରେ ପୋଲିସ ମୁଖ...
odia_web_corpus_v5
monolingual
null
ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଳାର ଲିଖିରିଆ ଗାଁରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୬ ଦିନ ହେଲା ଗୁଡଭେଲା ବ୍ଲକର ରୁଷୁଡା ପଂଚାୟତ, ତୁଷୁରା ଏନଏସି ଏବଂ ଦେଓଗାଁ ପଂଚାୟତ ଏବଂ ଅନ୍ୟାନ୍ୟ କିଛି ଗାଁକୁ କଣ୍ଟେନମେଣ୍ଟ ଏରିଆ ଭାବରେ ଚିହ୍ନଟ କରାଯାଇ ଥିଲା। ଆଜି ମଧ୍ୟରାତ୍ରରେ କଣ୍ଟେନମେଣ୍ଟ ଅବଧି ସରିବାକୁ ଥିବା ବେଳେ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢାଇ ...
odia_web_corpus_v5
monolingual
null
କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ସେ ରକ୍ତ ନମୁନା ପରୀକ୍ଷା କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ କୃଷି ସଚିବ ଘରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। କୃଷି ସଚିବ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।
odia_web_corpus_v5
monolingual
null
ଏହାଛଡା ବଗଲା ଧର୍ମଶାଳା ଜମିରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳ ନିର୍ମାଣ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପିକେଡିଏକୁ ଆପତ୍ତି ବିହୀନ ପ୍ରମାଣପତ୍ର ଦିଆଯାଇଥିବା ବେଳେ ତାହାକୁ ଖଣ୍ଡ ଖଣ୍ଡ କରି ବିକ୍ରି କରାଯାଉଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ହୋଇଥିବା ଲଜିଂ ମାଲିକଙ୍କୁ ପୁରୀ ସହରର କେଉଁ ସ୍ଥାନରେ ଜମି ଯୋଗାଯିବ ସେଥିନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗତବର୍ଷ ସେପ୍ଟେମ୍ବର ମାସରେ ଏ...
odia_web_corpus_v5
monolingual
null
ବିବାହ ନିକ୍‌ଙ୍କ ବଡ ଭାଇଙ୍କର ହେଉଥିଲେ ମଧ୍ୟ ଭାରତୀୟ ମିଡିଆର ନଜର ରହିଛି ପିସିଙ୍କ ଉପରେ। ପିସିଙ୍କ ଗ୍ଲାମରସ୍‌ ଆଉଟଫିଟ୍‌, ତାଙ୍କ ଲୁକ୍‌ ଓ ପରିବାର, ସ୍ୱାମୀଙ୍କ ସହ ମସ୍ତି ବେଳର ଫଟୋରେ ଖୁବ୍‌ ସୁନ୍ଦର ଲାଗୁଛନ୍ତି ଏହି ମିସ୍‌ ୱାର୍ଲ୍ଡ । ପ୍ୟାରିସ୍‌ରୁ ଯେତେ ବି ଫଟୋ ଲିକ୍‌ ହେଉଛି, ସବୁ ଫଟୋରେ ନୂଆ ଲୁକ୍‌ରେ ନଜର ଆସୁଛନ୍ତି ପ୍ରିୟଙ୍କା।
odia_web_corpus_v5
monolingual
null
ଉଲ୍ଲେଖଯୋଗ୍ୟ, ଛାତ୍ରଛାତ୍ରୀମାନେ ପ୍ରାୟ ଏକ ସପ୍ତାହ ହେଲା ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ହାଇକୋର୍ଟର ନୂତନ କୋଠା ନିର୍ମାଣ ହେଲେ ବହୁ ସଂଖ୍ୟାରେ ଗଛ କଟାଯିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ତେଣୁ ଟାଙ୍ଗରା ଭୂମିରେ ନୂଆ ହାଇକୋର୍ଟ କୋଠା ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି।
odia_web_corpus_v5
monolingual
null
ଶ୍ରୀମନ୍ଦିର ହେରିଟେଜ୍‌ କରିଡର୍‌ ବା ପରିକ୍ରମା ପ୍ରକଳ୍ପ ବଦଳାଇ ଦେଇଛି ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟ । ନୂଆ ରୂପରେ ଉଭା ହୋଇଛି ଶ୍ରୀମନ୍ଦିର ଚାରିପଟେ ଥିବା ଏରିଆ । ଏହି ପ୍ରକଳ୍ପର ଲୋକାର୍ପଣ ହେଉଛି ।
odia_web_corpus_v5
monolingual
null
ନୂଆଦିଲ୍ଲୀ : ଦୁଇଚକିଆ କମ୍ପାନୀ ହୋଣ୍ଡା ନିଜ ସବୁଠାରୁ ଶସ୍ତା ଏବଂ ଲୋକପ୍ରିୟ ବାଇକ୍ ସାଇନ୍ ୧୦୦ର ଏକ ନୂଆ ପ୍ରିମିୟମ୍ ଭର୍ସନ ସାଇନ୍ ୧୦୦ ଡିଏକ୍ସ ଲଞ୍ଚ୍ କରିଦେଇଛି । ଏହି ବାଇକ୍ ଏବେ ଅଧିକ ମଡର୍ଣ୍ଣ ନଜର ଆସିବା ସହିତ ନୂଆ ଫିଚର୍ ମଧ୍ୟ ଯୋଡି ହୋଇଛି । ଏହାର ବୁକିଂ ୧ ଅଗଷ୍ଟରୁ ଆରମ୍ଭ ହେବ ।
odia_web_corpus_v5
monolingual
null
ଗ୍ରାମାଞ୍ଚଳ/ଛୋଟ ସହରରେ ଥିବା ଶାଖାରେ ନିଯୁକ୍ତି ପାଇଲେ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ। ସେହିପରି ସହରାଞ୍ଚଳ ଓ ମେଟ୍ରୋ ଶାଖାଗୁଡ଼ିକରେ ନିଯୁକ୍ତି ପାଇଲେ ମଧ୍ୟ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ।
odia_web_corpus_v5
monolingual
null
ଶହୀଦ ଅଂଶୁମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଥିଲା। ସେନା ସହ ଜଡିତ ସୂତ୍ର ଅନୁଯାୟୀ, ତାଙ୍କ ମା’ ଏବଂ ପତ୍ନୀ । କୋଟି AGIF ଅର୍ଥାତ୍‌ ଆର୍ମି ଗ୍ରୁପ ବୀମା ପାଣ୍ଠିରୁ ସମାନ ଭାବରେ ୫୦ ଲକ୍ଷ ଟଙ୍କା ପାଇଛନ୍ତି। ଏହା ସହିତ ପତ୍ନୀ DSOPF ପ୍ରତିରକ୍ଷା ସେବା ଅଧିକାରୀ ପ୍ରୋଭିଡେଣ୍ଟ ପାଣ୍ଠି ପାଇଲେ (ଯାହା ସୈନିକମାନଙ୍କ ଦ୍ୱାରା ଜମା ହୋଇଥାଏ)। ଏଥିସହିତ ସୂଚନା ମଧ୍ୟ ଆସୁଛି ଯେ ରାଜ୍...
odia_web_corpus_v5
monolingual
null
ଜାନୁଆରୀ ୨୧,୨୨, ୨୩ରେ ଏନେଇ କର୍ମଶାଳା ଅନୁଷ୍ଠିତ ହେବ। ଏହା ଦ୍ବାରା ଓଡ଼ିଶାର ପାଠପଢାରେ ବୈପ୍ଳବିକ ପରିବର୍ତ୍ତନ ହେବ ବୋଲି ମନ୍ତ୍ରୀ କହିଛନ୍ତି।
odia_web_corpus_v5
monolingual
null
ଏହା ପରେ ଏକ ମତବିନିମୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଶ୍ରୀ ପୌଣ୍ଡ୍ରିକ୍ ଶନିବାର ପୂର୍ବାହ୍ନରେ କାରଖାନାର ବିଭିନ୍ନ ବିଭାଗ ପରିଦର୍ଶନ କରିବେ। ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି। ସମୀକ୍ଷା ବୈଠକରେ ସେଲ୍‌ ଅଧ୍ୟକ୍ଷ ଅମରେନ୍ଦୁ ପ୍ରକାଶ, ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡ. ସଞ୍ଜୟ ରୟ, ଆର୍‌ଏସ୍‌ପିର ଭାରପ୍ରାପ୍ତ ନି...
odia_web_corpus_v5
monolingual
null
ସେନା ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇବା ପରେ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଡିଜିପି। ଡିଏସପି ନରେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଭରତପୁର ଥାନାରେ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ ଟିମ୍। ସେତେବେଳେ ଥାନାରେ ଥାନା ଅଧିକାରୀ ନଥିବା ବେଳେ ଥାନାରେ ସିସିଟିଭି ନଥିବାରୁ ଖାଲି ହାତରେ ଫେରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଡିଏସପି କହିଛନ୍ତି, ଥାନାର ସମସ୍ତ ପୁଲିସ୍ ...
odia_web_corpus_v5
monolingual
null
ପାତ୍ରପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତର ରାଜପୁର ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଓଲଟି ପଡ଼ିବା ଫଳରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ଶ୍ରମିକ ହେଲେ ଏସ.ବି. ଜଗଦ୍ଦେବପୁର ଗ୍ରାମର ଭୈର ସାହୁଙ୍କ ସ୍ତ୍ରୀ ବନିତା ସାହୁ(୪୦)। ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି।
odia_web_corpus_v5
monolingual
null
ତେବେ ତୁଲସୀଙ୍କ ସଂଗୀତ କ୍ୟାରିଅର୍ ପ୍ରାୟ ଦୁଇ ଦଶନ୍ଧି ଧରି ସଫଳ ରହିଛି। ସେ ‘ଭୁଲ ଭୁଲୈୟା’, ‘ରେଡି’, ‘ଦବଙ୍ଗ’, ‘କବୀର ସିଂହ’ ଓ ‘ସତ୍ୟପ୍ରେମ କି କଥା’ ଭଳି ଚଳଚ୍ଚିତ୍ର ପାଇଁ ଅନେକ ହିଟ୍ ଗୀତ ଗାଇଛନ୍ତି। ୨୦୦୦ ଦଶକ ଆରମ୍ଭରେ ସେ ହିମେଶ ରେଶମିଆଙ୍କ ସହ ଏକ ସଫଳ ଯୋଡ଼ି ତିଆରି କରିଥିଲେ ଏବଂ ‘ହମ୍‌କୋ ଦିୱାନା କର ଗଏ’, ‘ଅକ୍‌ସର’ ଏବଂ ‘ଅଫସାନା’ ଭଳି ଗୀତରେ ନିଜ କଣ୍ଠଦାନ କରିଛନ୍ତି।
odia_web_corpus_v5
monolingual
null
ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଚାପୁଡ଼ା ମରା ଭିଡ଼ିଓ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଆଜି ଏହା ନୂଆ ମୋଡ଼ ନେଇଛି। ଚାପୁଡ଼ା ଖାଇଥିବା ଯୁବକ ତଥା ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ କିଶୋର ସାହୁ ଖୋଦ୍ ଏ ଘଟଣାକୁ ଖଣ୍ଡନ କରିଛନ୍ତି। ଏ ...
odia_web_corpus_v5
monolingual
null
ସିଜେଆଇଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ଉଦୟନିଧି ଷ୍ଟାଲିନ କେବଳ ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଇ ନାହାନ୍ତି ବରଂ ସେ ନିଜର ବିବାଦୀୟ ବୟାନ ପାଇଁ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି।
odia_web_corpus_v5
monolingual
null
ରାଉରକେଲା ମହାନଗରର ସମସ୍ତ ୱାର୍ଡ ସମେତ, ବିଶ୍ରା, ଲାଠିକଟା ଆଦି ସ୍ଥାନମାନଙ୍କରେ ମଧ୍ୟ ଟେଷ୍ଟ କରାଯିବ । ଏ ସଂକ୍ରାନ୍ତରେ ରାଉରକେଲା ଏଡିଏମ୍‌ କହିଛନ୍ତି, ସମ୍ପୂର୍ଣ୍ଣ ରାଉରକେଲାରେ ଟେଷ୍ଟିଂ ବଢ଼ାଯାଉଛି। ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବରିଷ୍ଠ ନାଗରିକମାନଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଇଛି। ଏହି ଗାଡ଼ି ତାଙ୍କ ଘର ନିକଟକୁ ଯିବା ଦ୍ୱାରା ସେମାନେ ବିନା କୌଣସି ଅସୁବିଧାରେ ଟେଷ୍ଟିଂ କରା...
odia_web_corpus_v5
monolingual
null
ନୂଆପଡା ଅଫିସ,୧୨ା୫: କରୋନା ପାଇଁ ସାରା ଦେଶ ଲକ୍‌ ଡାଉନ୍‌ ରହିଛି। କାମ ଧନ୍ଦା ବନ୍ଦ ହୋଇଯିବାରୁ ଶ୍ରମିକମାନେ ଚିନ୍ତାରେ ପଡ଼ିଛନ୍ତି। ଗାଡ଼ିମୋଟର ବନ୍ଦ ଥିବାରୁ ଲୋକେ ଯିଏ ଯେଉଁଠି ଅଟକି ରହିଛନ୍ତି। ଆଉ କେତେକ ସାଇକେଲ ଅଥବା ଚାଲି ଚାଲି ଘରମୁହାଁ ହୋଇଛନ୍ତି। ଭିଟାମାଟିରେ ପହଞ୍ଚିବାକୁ ଲୋକେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଚାଲି ଚାଲି ଚାଲି ହଜାର ହଜାର କି.ମି. ରାସ୍ତା ଅତିକ୍ରମ ...
odia_web_corpus_v5
monolingual
null
ସୂଚନାଯୋଗ୍ୟ, ଆଗରୁ ଏଭଳି ଅଭିଯୋଗ ଆସିଥିବାରୁ କମିଶନରେଟ୍ ପୋଲିସ ଜେଲ ବିଭାଗ ଏଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିଚାରଧୀନ କଏଦୀଙ୍କୁ ଜେଲରୁ କୋର୍ଟ ଓ ହସପିଟାଲ ଆଣିବା ବେଳେ ଏଭଳି ତ୍ରୁଟି ବିଚ୍ୟୁତିର ଅଭିଯୋଗ ଆସୁଥିବାରୁ ଦୁଇ ଡିସିପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଦାୟିତ୍ୱରେ ଖିଲାପ କରୁଥିବା ସୁରକ୍ଷା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକ...
odia_web_corpus_v5
monolingual
null
ନିରାକାରପୁର,୧୬।୫: ପୁରୀ-ବଲାଙ୍ଗୀର ନୂଆ ଜଗନ୍ନାଥ ସଡକ ଏବେ ମରଣଯନ୍ତା ପାଲଟିଛି। ଲୋକ ଏବେ ଏହି ବାଟ ଦେଇ ଯିବା ପାଇଁ ବି ଡରିଲେଣି। ଦୈନିକ ହଜାର ହଜାର ପର୍ଯ୍ୟଟକ ଦକ୍ଷିଣ ତଥା ପଶ୍ଚିମ ଭାରତରୁ ଆସି ରାମେଶ୍ୱର ଛକରୁ ନୂଆ...
odia_web_corpus_v5
monolingual
null
ମୁମ୍ବାଇ: ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅନେକ ଦିନରୁ ଥିବା ସ୍ୱପ୍ନ ପୂରା ହେବାକୁ ଯାଉଛି। ଆଉ ତାଙ୍କର ଏହି ଖୁସିକୁ ସେ ଲୁଚାଇ ନ ପାରି ଟ୍ୱିଟ୍‌ କରି ନିଜ ଫ୍ୟାନ୍‌ଙ୍କୁ ଜଣାଇଛନ୍ତି। ଆପଣ ଏଠାରେ ଜାଣିବାକୁ ଚାହୁଁଥିବେ ଆଲିଆଙ୍କ ବହୁଦିନରୁ ଏପରି କ’ଣ ସ୍ୱପ୍ନ ଥିଲା, ଯାହା ଏବେ ପୂରଣ ହେବାକୁ ଯାଉଛି । ଏଠାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ, ବଲିଉଡ୍‌ର ଲୋକପ୍ରିୟ ଡାଇରେ...
odia_web_corpus_v5
monolingual
null
ଏହି ସମସ୍ତ ଘଟଣାକୁ ଆଧାର କରି କଲେଜ ପ୍ରିନ୍ସିପାଲ ଶ୍ରୀ ପଟ୍ଟନାୟକ କାକଟପୁର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବାପରେ କାକଟପୁର ଥାନା ପୁଲିସ୍ ଗତ ୨ ତାରିଖରେ ବାଧ୍ୟ ହୋଇ ଏକ ମାମଲା ପଞ୍ଜିକରଣ କରିଛି। ଏହି ଘଟଣାରେ କ୍ରୀଡ଼ାମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେବାକୁ ମଧ୍ୟ ଉଦ୍ୟମ ଆରମ୍ଭ କରିଛି। ଏବେ ପୁଣି ଜଣେ ଅଧ୍ୟାପକ ସମାନ ଭାବରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ବ...
odia_web_corpus_v5
monolingual
null
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଜିଲା ଦୁଷ୍କର୍ମ ବିରୋଧୀ ନିଆଁ। ଶାଣିତ ହେଲା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ସ୍ୱର। ଗତ କିଛି ଦିନ ଧରି ଲଗାତାର ସାମ୍ନାକୁ ଆସୁଥିବା ଦୁଷ୍କର୍ମ ଏବଂ ନାରୀ ନିର୍ଯାତନା ଭଳି ସଂଗୀନ ମାମଲାର ପ୍ରତିବାଦରେ ଦେଖିବାକୁ ମିଳିଥିଲା ଆନ୍ଦୋଳନର ତାତି। ଉଭୟ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍...
odia_web_corpus_v5
monolingual
null
ନାନକାଇ ଟ୍ରଫ୍ କ’ଣ? ଆପଣଙ୍କୁ ଜଣାଇ ଦେଉଛୁ ଯେ, ନାନକାଇ ଟ୍ରଫ୍ ହେଉଛି ଜାପାନର ମୁଖ୍ୟଭୂମିର ଦକ୍ଷିଣ ଉପକୂଳରେ ଅବସ୍ଥିତ ଏକ ସମୁଦ୍ର ଖାତ। ଏହା ଆମୁର, ଓଖୋଟସ୍କ ଏବଂ ଫିଲିପାଇନ୍ସ ସମୁଦ୍ର ପ୍ଲେଟ ମଧ୍ୟରେ ତ୍ରିସ୍ତରୀୟ ସୀମାରେ ଅବସ୍ଥିତ। ୨୦୧୧ ମସିହାରେ ଭୂମିକମ୍ପ ନିକଟସ୍ଥ ଜାପାନ ଟ୍ରେଞ୍ଚରେ ଘଟିଥିଲା। ଜାପାନରେ ପ୍ରତି ୧୦୦ ରୁ ୧୫୦ ବର୍ଷରେ ନାନକାଇ ଟ୍ରଫ୍ ଭୂମିକମ୍ପ ହୁଏ, ଏବଂ ବିଶେଷଜ...
odia_web_corpus_v5
monolingual
null
ଭୁବନେଶ୍ବର : ଭାରତୀୟ ଅର୍ଥନୀତିକୁ ଅସ୍ଥିର କରିବାକୁ ଷଡ଼ଯନ୍ତ୍ର ରଚୁଛି ଚୀନ। ଡିଜିଟାଲ ଋଣ ଆପ୍‌କୁ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରୁଛି ଡ୍ରାଗନ। ଚୀନର ବିଶେଷଜ୍ଞମାନେ ଏଥିପାଇଁ ନେପାଳରେ ଡେରା ପକାଇ ଏହି କାରବାର ଚଳାଉଛନ୍ତି। ସେଠାରେ କଲ ସେଣ୍ଟର ଖୋଲି ଭାରତୀୟଙ୍କୁ ସହଜ ନିଶାଣ କରୁଥିବା ନେପାଳ ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି। ନେପାଳରୁ ଏଭଳି ବେଆଇନ କାର୍ଯ୍ୟକଳାପ ଚୀନ୍‌ ଚଳାଇବା ନ...
odia_web_corpus_v5
monolingual
null
ପରଦାରେ ଅନେକ ସମୟ ଗମ୍ଭୀର ଅଭିନୟ କରୁଥିବା ସଞ୍ଜୀବ ପ୍ରକୃତ ଜୀବନରେ ବହୁତ ଖୁସି ମିଜାଜ୍‌ର ଲୋକ ଥିଲେ। ସଞ୍ଜୀବଙ୍କ ଡ୍ରିମ୍‌ ଗାର୍ଲ ଥିଲେ ହେମାମାଳିନୀ। ଯାହାକୁ ସେ ଜୀବନ ଦେଇ ଭଲ ପାଉଥିଲେ। ହେମା ମଧ୍ୟ ତାଙ୍କୁ ବହୁତ ଭଲ ପାଉଥିଲେ ଏବଂ ପସନ୍ଦ ମଧ୍ୟ କରୁଥିଲେ। କିନ୍ତୁ ଏହା ମଧ୍ୟରେ ହେମାଙ୍କ ଜୀବନରେ ଆସିଯାଇ ଥିଲେ ଧର୍ମେନ୍ଦ୍ର। ପରେ ହେମାମାଳିନୀ ଧର୍ମେନ୍ଦ୍ରଙ୍କୁ ବିବାହ କରିବାର ନିଷ୍...
odia_web_corpus_v5
monolingual
null
ମୁମ୍ବାଇ: ଖୁବଶୀଘ୍ର ବଡ଼ ପରଦାରେ ଆସୁଛନ୍ତି ଜନ ଆବ୍ରାହମ। ୨୦୧୧ରେ ‘ଫୋର୍ସ’ ଫିଲ୍ମରେ ୧୫୦ କିଲୋ ବାଇକ୍ ଉଠାଇ ଦର୍ଶକଙ୍କୁ ଚକିତ କରିଥିବା ଜନ୍‌ ଏଥର ଆଉ ପାଦେ ଆଗକୁ ବଢି ଯାଇଛନ୍ତି। ‘ଫୋର୍ସ’ର ସ୍ୱିକେଲ ‘ଫୋର୍ସ-୨’ରେ ଜନ୍‌ କାର୍‌ ଉଠାଉ ଥିବା ଦେଖିବାକୁ ମିଳିବ।
odia_web_corpus_v5
monolingual
null
ଏହି ପ୍ରୋଟୋକଲ୍ ନିଶ୍ଚିତ କରୁଛି ଯଦି କୌଣସି ଅପ୍ରତ୍ୟାଶିତ ଘଟଣା ଘଟେ ତେବେ ପୁଲିସ୍‌ ସେମାନଙ୍କ ସୁରକ୍ଷା କରିବ ବୋଲି କଶ୍ମୀର ପୁଲିସ୍‌ ମୁଖ୍ୟ ବିଦ୍ଧି କୁମାର ବିରିଡ଼ି କହିଛନ୍ତି।
odia_web_corpus_v5
monolingual
null
କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷ ପାଉଁଶିଆ ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ ।
odia_web_corpus_v5
monolingual
null
ଉପାଧ୍ୟକ୍ଷ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଚଳିତ ମାସ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ୨୩ଟି ଦଳର ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି । ମ୍ୟାଚ୍ ଗୁଡ଼ିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ସେହିପରି ବିଭିନ୍ନ ରାଜ୍ୟ ପୁଲିସ୍ ଦଳ ଏବଂ କେନ୍ଦ୍ରୀୟ ପୁଲିସ୍ ଦଳ ପକ୍ଷରୁ ପ୍ରାୟ ୨୦୦ ଜଣ ପ୍ରଶିକ୍...
odia_web_corpus_v5
monolingual
null
ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ଭାରତ ୩୬ଟି ‘ରାଫେଲ୍‌’ ଲଢୁଆ ବିମାନ କିଣିବ । ଏ ନେଇ ଭାରତ ଓ ଫ୍ରାନ୍ସ ମଧ୍ୟରେ ଶୀଘ୍ର ଚୁକ୍ତି ଚୂଡାନ୍ତ ହେବ। ଚୁକ୍ତି ଅନୁସାରେ ଭାରତ ୮ଶହ ୮୦ କୋଟି ଡଲାର ବିନିମୟରେ ୩୬ଟି ‘ରାଫେଲ୍‌’ ଜେଟ୍‌ କିଣିବ। ଆସନ୍ତା ସପ୍ତାହ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଏ ନେଇ ଚୁକ୍ତି ସ୍ୱାକ୍ଷର ହେବାର ସମ୍ଭାବନା ରହିଛି। ଚୁକ୍ତି ସ୍ୱାକ୍ଷରିତ ହେବାର ୧୮ ମାସ ପରେ ଭାରତକୁ ଏହି ଲଢୁଆ...
odia_web_corpus_v5
monolingual
null
ନୂଆଦିଲ୍ଲୀ: ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ପାଖରେ ଲୋକବଳ ନାହିଁ । ଭାରତୀୟ ସେନାରେ ଏବେ ଏଭଳି ପରିସ୍ଥିତି ଉପୁଜିଛି। ସେନାର ତିନି ମୁଖ୍ୟ ବିଭାଗ ସ୍ଥଳସେନା , ନୌସେନା ଓ ବାୟୁସେନାରେ ପାଖାପାଖି ୫୨ ହଜାର ଯବାନ କମ ଥିବା ଜଣାପଡିଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତରମଣ ଏନେଇ ରାଜ୍ୟସଭାରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ସେନାର ତିନି ମୁଖ୍ୟ ବିଭାଗରେ ପାଖାପାଖି ୫୨, ୭୪୧ ଯବାନ କମ...
odia_web_corpus_v5
monolingual
null
ନିଜ କର୍ମଚାରୀ ଏବଂ ବ୍ୟବସାୟ ଉପରେ କରୋନା ଭାଇରସ୍‍ କ’ଣ ପ୍ରଭାବ ରହିଛି ତାହା ଜାଣିବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି ପ୍ରତି ତୃତୀୟ ଦିନରେ ବୈଠକ କରିଥିସେ। ନଭି ମୁମ୍ବାଇରେ ଥିବା ରିଲାଏନ୍ସ କର୍ପୋରେଟ୍‍ ପାର୍କ ଏବଂ ଜାମନଗରର ବିଶୋଧନାଗାର ଓ ପେଟ୍‍କେମ୍‍ ପରିସରରେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପାତାଲଗଙ୍ଗାରେ ଥିବା...
odia_web_corpus_v5
monolingual
null
ବର୍ତ୍ତମାନ, ରିଜର୍ଭ ବ୍ୟାଙ୍କ ମାସକୁ ୫ଥର ଟଙ୍କା ଉଠାଇବା ପାଇଁ ସୁବିଧା ଦେଉଥିଲା। ଏଥିରେ କୌଣସି ଅଳଗା ଚାର୍ଜ ପଡୁ ନ ଥିଲା। କିନ୍ତୁ ଏବେ RBI ଏହି ୫ଟି କାରବାର ପରେ ହେଉଥିବା ଟଙ୍କା ଉଠାଣ ଉପରେ ଚାର୍ଜ ଏବଂ ATM ଇଣ୍ଟରଚେଞ୍ଜ ଫି ବୃଦ୍ଧି କରିବାକୁ ଯୋଜନା କରୁଛି। ଏହାର ଅର୍ଥ ହେଉଛି ଯେ ଆପଣଙ୍କୁ ATM ରୁ ଟଙ୍କା ଉଠାଇବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।
odia_web_corpus_v5
monolingual
null
କର୍ମକ୍ଷେତ୍ରରେ ଅପମାନ ମିଳିବାର ସମ୍ଭାବନା ରହିଛି ଏବଂ ଗୁପ୍ତଶତ୍ରୁ ବୃଦ୍ଧି ହେବେ । ମାଙ୍ଗଳିକ କାର୍ଯ୍ୟ ପାଇଁ ବାଧାବିଘ୍ନ ଦେଖାଯିବାରୁ ମନ ଭଲ ରହିବ ନାହିଁ ।
odia_web_corpus_v5
monolingual
null
ଆବଶ୍ୟକ ସାମଗ୍ରୀ ଦହି –୧ କପ ସପୁରୀ –୨କପ (କଟା ହୋଇଥିବା) ଅଦାଖଣ୍ଡ – ସାମାନ୍ୟ ଚିନି- ୨ ଚାମଚ ଗୁଜୁରାତି ଗୁଣ୍ଡ – ସାମାନ୍ୟ କଳାଲୁଣ – ଅଳ୍ପ ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସପୁରୀ, ଚିନି, ଅଦାକୁ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଦହି, କଳାଲୁଣ, ଗୁଜୁରାତି ଗୁଣ୍ଡକୁ ପେଷି ଦିଅନ୍ତୁ। ଏବେ ୨ଟି ଯାକ ମିଶ୍ରଣକୁ ମିଶାଇ ଭଲ ଭାବେ ପେଷି ଏକ ଗ୍ଲାସକୁ କାଢି ପିଅନ୍ତୁ ସ୍ୱାଦିଷ୍ଟ ସପୁରୀ ଲସୀ।
odia_web_corpus_v5
monolingual
null
ପଞ୍ଚମରେ ରହିଛି ବିଜେପି । ଦଳ ପାଖରେ ୮୨ କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ଅଛି। ତେବେ ନିର୍ବାଚନ ବଣ୍ଡ୍ ନିୟମ ଅନୁଯାୟୀ ମିଳିଥିବା ଚାନ୍ଦା ବାବଦରେ ଦଳ ସମସ୍ତ ତଥ୍ୟ ସାର୍ବଜନୀନ କରିନାହିଁ।
odia_web_corpus_v5
monolingual
null
କୋଭିଡ୍‌ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଗତକାଲି ଶିକ୍ଷକ ଶ୍ରୀ ପଟେଲ ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ସଡୋ ପଞ୍ଚାୟତର ଡଙ୍ଗାପଥର ଗ୍ରାମରେ ପହଂଚିଥିଲେ। ସେଠାରେ ତାଙ୍କୁ ସଡୋ ସରପଞ୍ଚ ସୁଶୀଳ ପ୍ରଧାନ, ସମିତି ସଦସ୍ୟା ରାଶେଶ୍ୱରୀ ପଟେଲଙ୍କ ସମେତ ବହୁ ଗ୍ରାମବାସୀ କଳଶ ସ୍ଥାପନା ସହ ଧୂପ ଦୀପ ପ୍ରଜ୍ୱଳନ ପୂର୍ବକ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ।
odia_web_corpus_v5
monolingual
null
ଭାରତୀୟ ଜନସଂଖ୍ୟାର ପ୍ରାୟ ୧୫–୨୦% ପ୍ରତିଶତ ଲୋକ ଗଣ୍ଠିବାତ ଓ ମାଂସପେଶୀଜନିତ ଭଳି ବିଭିନ୍ନ ରୋଗରେ ପୀଡ଼ିତ। ଭାରତରେ ପ୍ରାୟ ୧୮୦ ମିଲିୟନରୁ ଅଧିକ ଲୋକଙ୍କୁ ଗଣ୍ଠିବାତ(ଆର୍ଥ୍ରାଇଟିସ୍) ପ୍ରଭାବିତ କରିଛି। ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରାୟ ୧୦ ଲକ୍ଷ ଲୋକ ଯନ୍ତ୍ରଣାଦାୟକ ରିମାଟଏଡ ଆର୍ଥ୍ରାଇଟିସରେ ପୀଡ଼ିତ। ଗଣ୍ଠିବାତ ଜନିତ (ରିମାଟୋଲୋଜିକାଲ୍) ରୋଗ ସବୁ ବୟସ ବର୍ଗଙ୍କୁ ...
odia_web_corpus_v5
monolingual
null
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ପାଇଁ ଆଜି ଭୋଟ ଗ୍ରହଣ ହୋଇଛି। ଆସନ୍ତା ୨୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଆଜି ରାଜନେତାଙ୍କ ଠାରୁ ଆରମ୍ଭ କରି କଳାକାର ଓ ସାଧାରଣ ଲୋକ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ତେବେ ମହାରାଷ୍ଟ୍ରର ନକ୍ସଲ ପ୍ରବଣ ଅଞ୍ଚଳ ଗଡ଼ଚିରୋଲି ଉପରେ ସମସ୍ତଙ୍କ ନଜର ରହିଥିଲା। ଏଠାରେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ନ ହେବାକୁ ମାଓବାଦୀମାନେ...
odia_web_corpus_v5
monolingual
null
ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ତହସିଲଦାର ଶିବ ପ୍ରସାଦ ମୁର୍ମ୍ମୁ ପାଟଣାରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ରେ ମେଡିକାଲ ଟିମ ସହଯୋଗରେ ଏମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଇଛନ୍ତି। ସୂଚନା ଯୋଗ୍ୟ ଯେ ଗତ ମଇ ୧୯ ରେ ଅହମ୍ମଦାବାଦରୁ ଫେରିଥିବା ଆଠ ଜଣ ପ୍ରବାସୀ ଚେମଣା ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବେଳେ ଏମାନଙ୍କ ମଧ୍ୟରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ଚେମଣା ସଙ୍ଗରୋଧ କେନ...
odia_web_corpus_v5
monolingual
null
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ର ପରୀକ୍ଷା କେନ୍ଦ୍ର ଚୟନରେ ଫିକ୍ସିଂ ହୋଇଛି! ଏହାକୁ ନେଇ ବିବାଦ ଦେଖାଦେବା ପରେ ମୁଣ୍ଡ ନୁଆଁଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ବିବାଦୀୟ କେନ୍ଦ୍ରକୁ ବାଦ ଦେବାକୁ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ପରୀକ୍ଷା କେନ୍ଦ୍ର ଚୟନରେ ଫିକ୍ସିଂ ହୋଇଥିବା ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଭ...
odia_web_corpus_v5
monolingual
null
ନୂଆଦିଲ୍ଲୀ,୮।୫: ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ବିଶ୍ୱ ବଜାରରୁ ଏହାର କୋଭିଡ-୧୯ ଟିକାର ବିକ୍ରି ଉପରେ ରୋକୋ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏଥିରେ ଭାରତରେ ପ୍ରସ୍ତୁତ କୋଭିସିଲ୍ଡ ଟିକା ସାମିଲ ଅଛି। କିଛି ଦିନ ପୂର୍ବେ ଏହି ଫାର୍ମା କମ୍ପାନୀ କୋର୍ଟରେ ଟିକାର ପାର୍ଶ୍ୱପ୍ରତିକ୍ରିୟା ଥିବା ସ୍ବୀକାର କରିଥିଲା। ତେବେ ଆଷ୍ଟ୍ରାଜେନେକା ଟିକାକୁ ଭାରତରେ କୋଭିସିଲ୍ଡ ନାମରେ ବ୍ୟବହ...
odia_web_corpus_v5
monolingual
null
Jasprit Bumrah Records: ଭାରତୀୟ ଷ୍ଟାର ବୋଲର ଜଶପ୍ରୀତ ବୁମରା ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି । ବର୍ତ୍ତମାନ ସେ ପାକିସ୍ତାନର ଷ୍ଟାର ବୋଲର ତଥା ରାୱଲପିଣ୍ଡି ଏକ୍ସପ୍ରେସ କୁହାଯାଉଥିବା ଶୋଏବ ଅଖତରଙ୍କ ରେକର୍ଡ ଭାଙ୍ଗିଛନ୍ତି ।
odia_web_corpus_v5
monolingual
null
ଘରୋଇ ଉପକରଣକୁ ଭଲ ଭାବରେ ସଫା ରଖନ୍ତୁ ଏବଂ ଧୂଳି ଜମିବାକୁ ଦିଅନ୍ତୁ ନାହିଁ ।
odia_web_corpus_v5
monolingual
null
ଯଦିଓ ତାଙ୍କ ରିପୋର୍ଟ ଚୂଡ଼ାନ୍ତ ଥିଲା ଏହା ସଂପୂର୍ଣ୍ଣ ନୁହେଁ ବୋଲି କିଛି ନିର୍ଦ୍ଧିଷ୍ଟ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ କହିଥିବା ତାରା ଲେଖିଛନ୍ତି । ଟାସ୍କ ଫୋର୍ସ ରିପୋର୍ଟରେ ବିଡିଏ ଓ ସିଡିଏ ସମ୍ପର୍କରେ ଉଲ୍ଲେଖ ଥିବା ତଥ୍ୟ, ସିଏଜି ଅଡିଟ ରିପୋର୍ଟ ସହ ମେଳ ଖାଉନଥିବା ବାହାନା ଦେଖାଯାଇଥିଲା । ତେଣୁ ଏହାକୁ ଫାଇନାଲ ରିପୋର୍ଟ ଭାବେ ଗ୍ରହଣ କରାଯିବ ନାହିଁ ଏବଂ ଏହା ଉପରରେ ଅଧିକ ତର୍ଯମା...
odia_web_corpus_v5
monolingual
null
ତାମିଲ ନାଡ଼ୁର ବହୁ-ଚର୍ଚ୍ଚିତ ନେତ୍ରୀ ଜୟଲଳିତାଙ୍କ ଉପରେ ଆଧାରିତ ଏହି ଫିଲ୍ମଟି ଖୁବ୍‌ ଆଦୃତ ହେବ ବୋଲି ଆଶା କରାଯାଉଛି ।
odia_web_corpus_v5
monolingual
null
ବଗଡା ଲୁଣରେ ପ୍ରାୟ ୮୫% ସୋଡିୟମ ରହିଥାଏ । ଏଥିରେ ଆୟରନ, କପର, ଜିଙ୍କ, ମ୍ୟାଗ୍ନେଶିୟମ, ଆୟୋଡିନ ଭରପୁର ମାତ୍ରାରେ ରହିଥାଏ । ବଗଡା ଲୁଣ ଶୋଧିତ ହୋଇନଥିବାରୁ ତାହା ପ୍ରାକୃତିକ ଅଟେ । ଅଧିକ ଶୋଧିତ ହେବା କାରଣରୁ ଲୁଣର ଆବଶ୍ୟକୀୟ ପଦାର୍ଥ ନଷ୍ଟ ହୋଇଯାଇଥାଏ । କିଡନୀ ପାଇଁ ମଧ୍ୟ ବହୁତ ଲାଭ ହୋଇଥାଏ । କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ବଗଡା ଲୁଣ ଉତ୍ତମ ଅଟେ । ବଗଡା ଲୁଣ ଖାଇବା ଦ୍ବାରା ରୋଗ...
odia_web_corpus_v5
monolingual
null
ଏହାପରେ ସହରର ପ୍ରାୟ ୫୦ରୁ ଅଧିକ ସଂଗଠନର କର୍ମକର୍ତ୍ତା ଏବଂ ରାଜନୀତିକ ଦଳର ବ୍ୟକ୍ତି ବିଶେଷଙ୍କୁ ଜିଲ୍ଲାପାଳ ଡାକି ଆଲୋଚନା କରିଛନ୍ତି। ବର୍ଷାଦିନ ପରେ ପଙ୍କ ଉଦ୍ଧାର ସହ ଜବରଦଖଲ ଉଚ୍ଛେଦ ଓ କରଙ୍ଗାକଟାର ଉନ୍ନତିକରଣ ପାଇଁ ପ୍ରୟାସ କରାଯିବା ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ କହିଛନ୍ତି।
odia_web_corpus_v5
monolingual
null
ପୁଲିସ୍‌, ଅଗ୍ନିଶମ ବିଭାଗ, ଏନସିସ୍‌, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଅବସରରେ ପରେଡ୍‌ ପ୍ରଦର୍ଶନ କରିଥିଲେ । ଏହା ସହ ବିଭିନ୍ନ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।
odia_web_corpus_v5
monolingual
null
ଭୋଗୁଥିବା ଯନ୍ତ୍ରଣାର ଉପଶମ ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ସର୍ଜରୀ ଦ୍ୱାରା ମହିଳାଙ୍କର ଆପେଣ୍ଡିକ୍ସ କାଢ଼ିଥିଲେ। ତେବେ ସିକ୍କିମର ମହିଳା ଜଣଙ୍କ ଅପରେସନ ପରେ ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇ ନଥିଲେ।
odia_web_corpus_v5
monolingual
null
ପାଟଣା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଢେଙ୍କିକୋଟ – ବରାହଟିପୁରା ରାସ୍ତାର ରାଇବଣ ସାହି ବାଙ୍କ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇଛି। ଦୁର୍ଘଟଣାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ବାଇକ ପଛରେ ବସିଥିବା ଜଣେ ବୃଦ୍ଧ ଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ କେନ୍ଦୁଝର ସଦର ଥାନା ଅନ୍ତର୍ଗତ କାଠବାରି ପଞ୍ଚାୟତ କୁମୁଳାବାହାଳି ଗ୍ରାମର...
odia_web_corpus_v5
monolingual
null
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲ୍‌କୁ ନେବା ପୂର୍ବରୁ ପତ୍ନୀ ସୁନୀତା କେଜ୍ରିୱାଲ ଓ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଅତିଶି ଏବଂ ସୌରଭ ଭରଦ୍ୱାଜଙ୍କ ସହିତ ଭେଟ କରାଇ ଦେବାକୁ କୋର୍ଟ ଅନୁମତି ଦେଇଥିଲେ।
odia_web_corpus_v5
monolingual
null
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି।  ରାଜ୍ୟର ୧୪ଟି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ସେଲସିୟସରୁ କମ୍ ରହିଛି।  ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ପର୍ଯ୍ୟନ୍ତ ଏଭଳି ତାପମାତ୍ରା ରହିବ। ଏହାପରେ ତାପମାତ୍ରା ଟିକେ ବ଼ଢ଼ିବାର ସ...
odia_web_corpus_v5
monolingual
null
ଭାରତ ପ୍ରଥମ ଇନିଂସ ୩୬୭, ଦ୍ୱିତୀୟ ଇନିଂସ ୭୫/୦
odia_web_corpus_v5
monolingual
null
ନୂଆଦିଲ୍ଲୀ: ସାଧାରଣ ଲୋକ ଓ ପୂର୍ବତନ କ୍ରିକେଟରଙ୍କ ପରେ ଏବେ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଭାରତ ଓ ପାକ୍‌ ମ୍ୟାଚ୍‌ ନ ହେବା ସପକ୍ଷରେ ମତ ଦେଇଛନ୍ତି। ସେ କହିଛନ୍ତି, ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କ ସ୍ଥାପନ ନ ହେବା ପାଇଁ ଯେଉଁ ଦାବି ହେଉଛି, ତାହା ଯୁକ୍ତିଯୁକ୍ତ। ଭାରତ ଓ ପାକିସ୍ତାନ ୨୦୧୩ରୁ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ...
odia_web_corpus_v5
monolingual
null
ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍
odia_web_corpus_v5
monolingual
null
ନୟାଗଡ଼ରେ ଆଉ ୬ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୨୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ କେବଳ ଜଣେ ସୁସ୍ଥ ହୋଇଛନ୍ତି। ଗଞ୍ଜାମରେ ପୁଣି ୫ ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨ ହୋଇଛି। ସେମାନଙ୍କ ମଧ୍ୟରୁ ୧୫୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୬୫ ଜଣ ଚିକିତ୍ସାଧୀନ ଅଛନ୍ତି। ଏଠାରେ ୩ ଜଣଙ୍କ ମୃତ୍ୟୁ ବି ଘଟିଛି।
odia_web_corpus_v5
monolingual
null
[caption id="attachment_264930" align="aligncenter" width="1740"] ବାୟୁସେନା ମୁଖ୍ୟ ବିଏସ୍‌ ଧନ୍‌ୱାଙ୍କ ଶ୍ରଦ୍ଧାଞ୍ଜଳି [/caption]
odia_web_corpus_v5
monolingual
null
ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ବିଭାଗର ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ ମଧ୍ୟ ପରୀକ୍ଷଣ ଟିମ୍‌ଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଏହି ପର୍ଯ୍ୟାୟ-୧ ଉଡ଼ାଣ ପରୀକ୍ଷଣର ସଫଳ ସମାପ୍ତି ନିକଟ ଭବିଷ୍ୟତରେ ସଶସ୍ତ୍ର ବାହିନୀରେ ଏହି ପ୍ରଣାଳୀକୁ ସାମିଲ କରିବା ପାଇଁ ପଥ ପ୍ରଶସ୍ତ କରୁଛି।
odia_web_corpus_v5
monolingual
null
କେଜ୍ରିୱାଲଙ୍କ କହିବାନୁଯାୟୀ, ୪୮୦ ଟନରୁ କେବଳ ୩୮୦ ଟନ୍‍ ଅକ୍ସିଜେନ୍‍ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ପହଞ୍ଚିଛି। ଦିଲ୍ଲୀ ଅବସ୍ଥା ବହୁତ ଖରାପ। ଅନ୍ୟ ରାଜ୍ୟଗୁଡ଼ିକ ଅକ୍ସିଜେନ୍‍ ଟ୍ରକକୁ ଦିଲ୍ଲୀ ଆସିବା ବେଳେ ଅଟକାଉଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି ଯେ, ଅକ୍ସିଜେନ୍‍ ଟ୍ରକ୍‍ଗୁଡ଼ିକୁ ସେନାଙ୍କ ତତ୍ତ୍ୱାବଧାନରେ ଆସୁ ଏବଂ ପ୍ଲାଣ୍ଟରେ ମଧ୍ୟ ସେନା ନିୟୋଜିତ କରାଯ...
odia_web_corpus_v5
monolingual
null
ଦେବ ରଞ୍ଜନ ମାନବିକ ଅଧିକାର ସମ୍ପର୍କିତ ଚେତନା ହିଁ ଆମକୁ ଦର୍ଶାଉଛି ଯେ ସମାଜର ଅବହେଳିତ ବର୍ଗ କଦାପି ନିଜର ଭାଗ୍ୟ ବା ନିଜ ପୂର୍ବଜଙ୍କ ଦୁର୍ବଳ ଆର୍ଥିକ ସ୍ଥିତି ଲାଗି ଅବହେଳିତ ନୁହନ୍ତି। ସେମାନେ ଅବହେଳିତ ସରକାରଙ୍କ କ୍ରମାଗତ “ଅବ୍ୟବସ୍ଥା” ଲାଗି। ବିଧାନସଭାର ସଦସ୍ୟମାନେ ନିଜର ଦରମାର ବୃଦ୍ଧିର ଆବଶ୍ୟକତାକୁ ଅନୁଭବ କରୁଥିଲା ବେଳେ ସେମାନେ କିନ୍ତୁ ଅନୁଭବ କରିପାରୁନାହାନ୍ତି ଏହି ରାଜ୍...
odia_web_corpus_v5
monolingual
null
ଏହି ସମସ୍ତ ବିକାଶ ମଧ୍ୟରେ, ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ଏହି ବାଣିଜ୍ୟ ଆଲୋଚନା ମଧ୍ୟ ଦର୍ଶାଉଛି ଯେ ଆର୍ଥିକ ଲାଭ ପାଇଁ ଇସଲାମାବାଦ ଯେକୌଣସି ସୀମାକୁ ଯାଇପାରେ। ପାକିସ୍ତାନ ପାଇଁ, ‘ଯୁଦ୍ଧ’ ବର୍ତ୍ତମାନ ଏକ ରାଜନୈତିକ ସ୍ଲୋଗାନ, କିନ୍ତୁ ପ୍ରକୃତ ପ୍ରାଥମିକତା ବାଣିଜ୍ୟ ଏବଂ ଆମେରିକୀୟ ନିବେଶକୁ ସୁରକ୍ଷିତ କରିବା। ଏହି କାରଣରୁ ଗୋଟିଏ ପଟେ ‘ଇରାନ ପାଇଁ ବଳିଦାନ’ କଥା କୁହାଯାଉଛି, ଅ...
odia_web_corpus_v5
monolingual
null
ଏକ୍ସପର୍ଟ ଟିମ୍ କହିଥିଲେ ବାଲ୍ମିକୀ ରାମାୟଣର ୮୧ ରୁ ୮୩ ପଦରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେହେତୁ ଅଞ୍ଜନା ପାହାଡରେ ତପସ୍ୟା କରିବା ପରେ ହନୁମାନ ଜନ୍ମ ନେଇଥିଲେ। ଏଥିପାଇଁ ହନୁମାନଙ୍କୁ ଅଞ୍ଜନେୟ କୁହାଯାଏ। ଏବଂ ସେହି ପାହାଡକୁ ଅଞ୍ଜାନାଦ୍ରୀ ନାମରେ ନାମିତ କରାଗଲା।
odia_web_corpus_v5
monolingual
null
End of preview. Expand in Data Studio

Odia Pre-training Dataset

RACER IS OP

10.32 million rows of Odia text. Zero access requests. Zero waiting. Zero gating nonsense.


The Origin Story (a.k.a. How a Pending Access Request Created a Monster)

It all started with a simple request: "Can I please access your Odia pretraining dataset?"

That was months ago. The access request is still pending.

So we did what any reasonable person would do when faced with institutional gatekeeping of a low-resource language's most important resource: we rebuilt the entire thing from scratch.

What began as a humble attempt to recreate a ~6M row dataset has now ballooned into a **10.32M rows (merged Odia-Web-Corpus-v5)er tabs, downloads every publicly available Odia corpus on the internet, writes deduplication scripts at 3 AM, spins up cloud VMs that keep getting preempted, fights with sandboxes that timeout, battles upload size limits, and emerges with a dataset that is 63% larger than the one they were trying to access in the first place.

The original team wanted to gate access to protect their work. Instead, they inadvertently motivated the creation of a bigger, more diverse, and more openly accessible dataset. You're welcome.

Moral of the story: Gating your dataset doesn't protect it. It just makes someone build a better one out of spite.


What's In This Beast

Metric Value
Total Rows 10,316,629
Unique Sources 25+
License CC-BY-4.0 (yes, commercially usable)
Access Required None. Just download it.

Source Breakdown (all 25+ sources, because why stop at one)

Source Rows What It Is
indic_nlp_corp 3,122,796 IndicNLP Corpus - the backbone
odia_web_corpus_v5 3,340,338 Our own web scraping (news, instructions, everything)
varta 1,014,936 DailyHunt Odia news articles
samanantar 992,064 Parallel Odia-English sentences
xp3 486,529 BigScience multilingual parallel data
culturax 150,318 Cleaned web crawl
odia_qa 84,920 Odia question-answering
oscar_odia 50,092 OSCAR Odia subset
alpaca_odia 49,076 Odia instruction data
eng_to_odia 20,828 Translation pairs
wikipedia 17,210 Odia Wikipedia
dolly_odia 14,959 Odia Dolly data
gpt_teacher 18,184 GPTeacher Odia
odia_news 5,993 Common Crawl news
odia_lyrics 156 Because music is culture
+ 10 more ~100K Various community contributions

What We Couldn't Get (Gated Datasets That Refused to Open)

Dataset Rows Status
oscar-corpus/OSCAR-2301 48,780 Applied. Waiting.
OdiaGenAIdata/pre_train_odia_data_processed 5,980,000 Applied. Still waiting.

If these ever get accepted, we'll merge them in too. Because apparently we can't stop.


Quality

We didn't just dump everything into a bucket. We actually cleaned it.

Check Result
Empty text 0
Odia content ratio 80.6% mean
Rows with >50% Odia 98.5%
Duplicate removal 805,532 rows removed
HTML tag cleanup Done
Short text removal (<15 chars) Done
Quality score 99.5/100

Data Schema

Field Type Description
text string Odia text content
source string Where it came from
type string monolingual, parallel, instruction, qa, etc.
en_aligned string English translation (for parallel data)

Quick Start

from datasets import load_dataset

# Just load it. No access form. No waiting. No emails.
dataset = load_dataset("saidutta69/odia_pretrain_dataset", split="train")

# Filter by source
news = dataset.filter(lambda x: x["source"] in ("varta", "odia_web_corpus_v5"))
instructions = dataset.filter(lambda x: x["type"] == "instruction")
parallel = dataset.filter(lambda x: x["source"] == "samanantar")

# Count by source
from collections import Counter
sources = Counter(x["source"] for x in dataset)
for src, count in sources.most_common():
    print(f"{src}: {count:,}")

License

CC-BY-4.0 - Use it commercially. Use it for research. Use it to train a model that competes with OdiaGenAI. We don't gate things here.


Acknowledgments

Special thanks to:

  • OdiaGenAI for accidentally motivating this entire project through the power of a pending access request
  • AI4Bharat for Samanantar and IndicNLP (openly accessible, unlike some)
  • BigScience for xp3 and the multilingual parallel data
  • DailyHunt/Varta for the news corpus
  • Every Odia NLP researcher who contributed open datasets
  • Coffee for keeping us awake during the 3 AM deduplication runs
  • Cloud VMs for getting killed mid-push exactly when it hurt the most

Citation

If this dataset helped your research, cite it:

@misc{odia_pretrain_dataset,
  author = {Saidutta Abhishek Dash},
  title = {Odia Pre-training Dataset: What Happens When You Gate a Low-Resource Language},
  year = {2025},
  publisher = {Hugging Face},
  note = {10.32M rows (merged Odia-Web-Corpus-v5) of Odia text, rebuilt from scratch because access requests went unanswered},
  howpublished = {\url{https://huggingface.co/datasets/saidutta69/odia_pretrain_dataset}},
}

"They gated the data. We un-gated the language."

Downloads last month
157

Collection including saidutta69/odia_pretrain_dataset