audio
audio
sentence
string
ସେଠାରୁ ନଗଦ ଟଙ୍କା ସୁନା ହୀରା ଓ ଅନ୍ୟାନ୍ୟ ଗହଣା ଏବଂ ବ୍ୟାଙ୍କରେ ସ୍ଥାୟୀ ଜମା ଟଙ୍କା ଥିବା ଖାତା ଜବତ କରାଯାଇଛି
ଆସନ୍ତାବର୍ଷ ଜାନୁୟାରୀ ଏକୋଇଶି ରୁ ତେଇଶି ପର୍ଯ୍ୟନ୍ତ ବାରଣାସୀରେ ହେବାକୁଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବାପାଇଁ ସେଠାରେ ବସବାସ କରୁଥିବା ଭାରତୀୟ ବଂଶଭୋବମାନଙ୍କୁ ରାଷ୍ଟ୍ରପତି ନିମନ୍ତ୍ରଣ କରିଛନ୍ତି
ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ପ୍ରୟାସ କରାଯିବ
ଆଫଗାନ ଆଟାକ୍ ଆଫଗାନିସ୍ତାନର କାବୁଲ ସ୍ଥିତ ଏକ ସରକାରୀ କାର୍ଯ୍ୟାଳୟ ପରିସରରେ ଗତକାଲିର ଆତ୍ମଘାତି ଆକ୍ରମଣରେ ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧିପାଇଛି
ପ୍ରତ୍ୟେକ ଏସ୍ଆଇଟିରେ ୪ଜଣ ଆସିଷ୍ଟାଣ୍ଟ କମିଶନର ରହିବେ ଏବଂ ସେମାନଙ୍କ ଅଧୀନରେ ତିନି ଜଣ ଇନ୍ସପେକ୍ଟର ଚାରି ଜଣ ସବ୍ଇନ୍ସପେକ୍ଟର ୩ଜଣ ମୁଖ୍ୟ କନେଷ୍ଟବଳ ଏବଂ ଅନ୍ୟ ତିନିଜଣ କନେଷ୍ଟବଳ ରହିବେ
ଲୋକମାନଙ୍କ ଜୀବନ ରକ୍ଷା କରିବା ପାଇଁ ସଂକ୍ରମଣର ଶୃଙ୍ଖଳକୁ ଭଙ୍ଗ କରିବା ଦିଗରେ ପଦକ୍ଷେପ ଗ୍ରହଣ ବର୍ତ୍ତମାନ ପରିସ୍ଥିତିରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ମସ୍ୟ ସମ୍ପଦା ଯୋଜନାର ଶୁଭାରମ୍ଭ କରିବେ
ସୁପ୍ରିମକୋର୍ଟ ରାମ ଜନ୍ମଭୂମିବାବ୍ରି ମସ୍ଜିଦ୍ ଜମି ବିବାଦ ମାମଲାର ସୌହାର୍ଦପୂର୍ଣ୍ଣ ସମାଧାନ ପାଇଁ ଏହାର ମଧ୍ୟସ୍ଥତା ମାଧ୍ୟମରେ ଫଇସଲା କରାଯିବାକୁ କହିଛନ୍ତି
ଆସାମରେ ୪୭ଟି ଆସନପାଇଁ ଚଳିତ ମାସ ୨୭ରେ ପ୍ରଥମ ପର୍ଯ୍ୟାୟ ଏବଂ ଅଣଚାଳିଶି ଟି ଆସନ ପାଇଁ ଏପ୍ରିଲ୍ ପହିଲାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ଗ୍ରହଣ କରାଯିବ
ରାଜ୍ୟର ସବୁ ଡିଗ୍ରୀ କଲେଜର ପରିଚାଳନା କମିଟିକୁ ଭାଙ୍ଗିଲେ ସରକାର
ରାଷ୍ଟ୍ରପତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ତିନିଦିନିଆ ଓଡିଶା ଗସ୍ତରେ ଆସି ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି
ଏଥିରେ ରାଜ୍ୟର ୩୦ଟି ଜିଲ୍ଲାର ଆସିଥିବା ପ୍ରତିଯୋଗୀମାନଙ୍କ ଅଂଶଗ୍ରହଣ କରିବା ସହ ଶାନ୍ତିଶୃଙ୍ଖଳା ସହ ଖେଳ ପ୍ରଦର୍ଶନ କରିବା ନିମନ୍ତେ ଶପଥ ନେଇଥିଲେ
ଏହି ଅବସରରେ ପ୍ରଧାନମନ୍ତ୍ରୀ ପୋର୍ଟ ଟ୍ରଷ୍ଟର ସଂପ୍ରସାରଣ ଏବଂ ଆଧୁନିକୀକରଣ କାର୍ଯ୍ୟର ଶୁଭାରମ୍ଭ କରିବା ସହିତ ଆଦିବାସୀ ମହିଳାମାନଙ୍କ ପାଇଁ ଏକ ହଷ୍ଟେଲ୍ ଏବଂ କୌଶଳ ବିକାଶ କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି
ସେହିଦିନ ପ୍ରଧାନ ବିଚାରପତି ଅବସର ନେବେ
ମନ୍ତ୍ରୀ ଏ ସବୁର ସମୀକ୍ଷା କରିଛନ୍ତି
ସେହିଭଳି କଂଗ୍ରେସକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ରରେ କଂଗ୍ରେସ ଦଳର ଏତେବର୍ଷ ଶାସନ କାଳରେ ଆଦିବାସୀ ମନ୍ତ୍ରଣାଳୟ ନଥିଲା
କୃଷକମାନଙ୍କର ସବୁପ୍ରକାର ସମସ୍ୟା ଏବଂ ଦାବି ଉପରେ ସରକାର ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି
ଭୋଟ୍ ସରିବା ପରେ ପ୍ରିଜାଇଡିଂ ଅଫିସର ଏଜେଣ୍ଟମାନଙ୍କୁବାହାରକୁ କାଢ଼ିଦେଇ ମେସିନ୍ରେ ଏକ ନିଦ୍ଧିଷ୍ଟ ରାଜନୈତିକ ଦଳ ପାଇଁ ଭୋଟ୍ ଟାମ୍ପରିଂ କରିଥିବା ଅଭିଯୋଗ ହୋଇଥିଲା
ତେର ଓ ଚଉଦ ତାରିଖରେ ବ୍ରାଜିଲ୍ରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ଶିଖର ବୈଠକରେ ସେ ଅଂଶଗ୍ରହଣ କରିବେ
ଅଟ୍ଟାଳିକାର ସପିଙ୍ଗ୍ ମଲ୍ ଥିବା ଉପର ମହଲାରେ ନିଆଁ ଲାଗିଥିଲା
ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଗତକାଲିଠାରୁ ବର୍ଷା ଲାଗି ରହିଛି
ପ୍ରଧାନ ଅଏଲ୍ କଞ୍ଚା ତୈଳମୂଲ୍ୟର ଅହେତୁକ ଦର ବୃଦ୍ଧି ନେଇ ଭାରତ ଚିନ୍ତାପ୍ରକଟ କରିଛି
ଆଜି ରାତି ନଅ ଟା୩୦ ମିନିଟ୍ରେ ଏହି କାର୍ଯ୍ୟକ୍ରମ ଏଫଏମ୍ ଗୋଲ୍ମ ଚ୍ୟାନେଲ ତଥା ଅନ୍ୟାନ୍ୟ ଫ୍ରିକ୍ୟୁଏନ୍ତିରେ ଉପଲବ୍ଧ ହେବ
ଅନ୍ୟପକ୍ଷରେ ରାଜ୍ୟରେ ୩୮ହଜାର ଆଠ ଶହେ ଅଠର ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି
ଏକ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆମ୍ ଆଦମୀ ପାର୍ଟି ଦେଶରେ ବିଭାଜନକାରୀ ଶକ୍ତିଗୁଡ଼ିକୁ ସମର୍ଥନ କରୁଥିବାର ଦୋଷାରୋପ କରିଛନ୍ତି
ରାଜନାଥ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ପ୍ୟାରିସ୍ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରଙ୍କୁ ଭେଟିବେ
ତଦନୁସାରେ ତୁଟିବିଚ୍ୟୁତି ନିର୍ଣ୍ଣୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି
ପ୍ରଧାନମନ୍ତ୍ରୀ କହିଛନ୍ତି ଜାମ୍ମୁ କାଶ୍ମୀର ଏବେ ବିକାଶ ଦିଗରେ ଅଗ୍ରସର ହେଉଛି
ପିଏମ୍ ପ୍ରିନ୍ସିପାଲ୍ ସେକ୍ରେଟାରୀ ପିକେ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି
ଆସାମରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ତେତିଶି ହଜାର ୫୩୦ଟି ଭୋଟ୍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯିବ
ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି
ମୃତ୍ୟୁବେଳକୁ ତାଙ୍କୁ ଚଉସ୍ତରୀ ବର୍ଷ ବୟସ ହୋଇଥିଲା
ବିଶ୍ ମଧୁମେହ ଦିବସ ପ୍ରତିବର୍ଷ ନଭେମ୍ବର ଚଉଦ ତାରିଖକୁ ବିଶ୍ ମଧୁମେହ ବା ଡାଇବେଟିସ୍ ଦିବସ ଭାବେ ପାଳନ କରାଯାଉଛି
ଭାରତ ଓ ବିଶ୍ ପାଇଁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବା ସକାଶେ ମିଳିତ ଉଦ୍ୟୋଗ ସ୍ଥାପନ କରିବାକୁ ସେ ସେମାନଙ୍କୁ ଆହ୍ବାନ ଦେଇଛନ୍ତି
ସାରିଆ ଭଗିଆ ଦୁଇ ଜଣ ଶୁଣି ଡରରେ ଥରୁଥାନ୍ତି କିଛି କଥା କହିପାରିଲେ ନାହିଁ
ପାକିସ୍ତାନ ଓ ବାଙ୍ଗଲାଦେଶ ସୀମାରେ ମୁତୟନ ବିଏସ୍ଏଫ୍ ଯବାନମାନେ କୋଭିଜ୍ନାଇଣ୍ଟିନ୍ ଭୂତାଣୁ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରୁଛନ୍ତି
ରାଜପ୍ରାସାଦରେ ଯେଉଁଠାରେ ବୋଧିସତ୍ୱ ରହୁଥିଲେ ତାହାର ନିକଟବର୍ତ୍ତୀ ଗୋଟିଏ କୋଠରିରେ ଜଣେ ପଥିକ ବିଶ୍ରାମ କରୁଥିଲା
ଏହାସହ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି
ଗତବର୍ଷ ଜୁଲାଇ ମାସରେ ବର୍ଷାରେ ନାଗାବଳି ନଦୀରେ ପୋଲ ଭାସିଯାଇଥିବାରୁ ଦୁଇଟି ବାତିଲ କରାଯାଇଥିବା ଟ୍ରେନ୍କୁ ପୁନଃ ଚଳାଚଳ ପାଇଁ ରେଳବାଇ ପକ୍ଷରୁ ନିଷ୍ପତ୍ତି ଏବଂ ଶୁନ୍ୟ ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ସ୍ାସ୍ଯ କଲ୍ୟାଣ ଯୋଜନା ରାଜ୍ୟ ସରକାର ସାର୍ବଜନୀନ ସ୍ବାସ୍ଥ୍ୟସେବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସୁଛନ୍ତି
କୋଭିଡ୍ ନାଇଣ୍ଟିନ୍ ଆରୋଗ୍ୟ ହାର ଶତକଡ଼ା ଅଠାବନ ଭାଗରୁ ଅଧିକ ଥିବାବେଳେ ଚିକିତ୍ସିତ ହେଉଥିବା ଲୋକମାନଙ୍କଠାରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୯୬ହଜାରରୁ ଅଧିକ ରହିଛି
ଆସନ୍ତା ବାର ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି
ବିଦ୍ୟାଧର ଶ୍ୱଶୁର ଘରେ ରାଜଭୋଗରେ ଅଛି
ଏକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି
ପୁଅମାନେ ବାପା ପରି ଉଡ଼ାବାଜ ନୁହନ୍ତି ଚାରିଆଡ଼କୁ ନଜର ରଖି ଚାଲନ୍ତି
୨ଟା ତିରିଶି ମିନିଟ୍ରୁ ମ୍ୟାଚ୍ର ସିଧାସଳଖ ଧାରାବିବରଣୀ ଆକାଶବାଣୀ ମାଧ୍ୟମରେ ପ୍ରସାରଣ କରାଯିବ
ଏଥିପାଇଁ ଆସନ୍ତା ସତାଇଶି ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇବ
ମଧ୍ୟପ୍ରଦେଶର ହୋସଙ୍ଗାବାଦ ଜିଲ୍ଲା ଅନ୍ତର୍ଗତ ଇଟାଶୀଠାରେ ଶ୍ରୀ ମୋଦି ଆଜି ଅପରାହ୍ନରେ ଉଦ୍ବୋଧନ ଦେବେ
ଦେଶର ମୋଟ୍ ଏକ କୋଟି ଷାଠିଏ ଲକ୍ଷ ଯୋଗ୍ୟ ମତଦାତା ପଞ୍ଚତିରିଶି ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଛନ୍ତି
ବିଭିନ୍ନ ସ୍ଥାନରେ ପବନ ସହ ପ୍ରବଳ ବର୍ଷା ମଧ୍ୟ ହୋଇଛି
ମେ ୨୩ରେ ଭୋଟ ଗଣତି
ପ୍ରଥମ ପର୍ଯ୍ୟାୟ ପାଇଁ ଦୁଇ ଶହେ ପଚାଶ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
ଏ ବର୍ଷ ପରୀକ୍ଷାର୍ଥୀମାନେ ୪ଟି ସମାନ୍ତର ପ୍ରଶ୍ନସେଟ୍ରେ ପରୀକ୍ଷା ଦେବେ
ଏହି ଆର୍ଥିକ ସହାୟତା ଅନୁସୂଚିତ ଜାତି ସମୂଦାୟର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବ
ଏଥିପାଇଁ ଅସ୍ତି କଳସମାନ ସବୁ ରାଜ୍ୟର ରାଜଧାନୀ ଏବଂ ଜିଲ୍ଲା ସଦର କାର୍ଯ୍ୟାଳୟକୁ ପଠାଯିବାର ବ୍ୟବସ୍ଥା କରାଯାଇଛି
ଆଜି ତିନି ରଥକୁ ସିଂହଦ୍ାର ସମ୍ମୁଖରେ ପହଞ୍ଚିବା ପାଇଁ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି
ଆଜି ଚିହ୍ନଟ ହେଲେ ଆଉ ଛଅ ଶହେ ଅଠଷଠି ନୂଆ ସଂକ୍ରମିତ
ହୀରାକୁଦ ଆଜି ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଛଅ ଶହେ ପଚିଶି ଦଶମିକ ଛଅ ଫୁଟ୍ ରହିଛି
ସଂଗ୍ରାମୀମାନଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଟୁରି ନଦୀଠାରେ ତିଳତର୍ପଣ କରାଯାଇଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ଶିଖର ବୈଠକରେ ଯୋଗଦେବା ପାଇଁ ବ୍ରାଜିଲ୍କୁ ଗସ୍ତରେ ଯିବା ପୂର୍ବରୁ ଏହି କ୍ୟାବିନେଟ୍ ବୈଠକ ବସିଥିଲା
ଚେନ୍ନାଇ ନିକଟସ୍ଥ ଥରୁ ବିଧାନଥାଇଠାରେ ପ୍ରତିରକ୍ଷା ପ୍ରଦର୍ଶନୀକୁ ଶ୍ରୀ ମୋଦି ଉଦ୍ଘାଟନ କରିବେ
ଏକ ହଜାର ଚାରି ଶହେ ପଚାଶ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୭ରୁ ଦୁଇ ହଜାର କୋଡିଏ ମସିହା ମଧ୍ୟରେ ବାୟୁ ମଣ୍ଡଳ ଓ ଜଳବାୟୁ ଗବେଷଣା ମଡେଲିଂ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ଓ ସେବା ଯୋଜନାର ୯ଟି ଉପଯୋଜନାକୁ ଜାରି ରଖିବା ପାଇଁ ମଧ୍ୟ ଅନୁମୋଦନ କରିଛି
ସଡାଉନ୍ବାଲେଶ୍ର ବାଲେଶ୍ବର ଜିଲ୍ଲାରେ ଆଜିଠାରୁ ଲାଗୁ କରାଯାଇଥିବା ଦୁଇ ଦିନିଆ ସପ୍ତାହାନ୍ତ ସଡାଉନ୍ର ପ୍ରଥମ ଦିନରେ ଦୋକାନ ବଜାର ବନ୍ଦ ରହିଛି
ଯାହା ଏକ ପ୍ରଦୂଷଣ ମୁକ୍ତ ଅଭିଯାନକୁ ସଫଳ କରିବା ସହ ଲୋକମାନଙ୍କୁ ନିର୍ମଳ ବାୟୁ ଓ ଉତ୍ତମ ଜୀବନ ଶୈଳୀ ଦେଇପାରିବ
ଏଥିରେ ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଂ ପ୍ରଭାକର ସ୍ବାଇଁ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଡକ୍ଟର ବୈଷ୍ଣବଚରଣ ସାମଲ ପ୍ରମୁଖ କାଳିନ୍ଦୀଚରଣଙ୍କ ସାହିତ୍ୟକୃତି ସମ୍ପର୍କରେ ଆଲୋଚନା କରିଥିଲେ
ଜାତୀୟ ବୁଝାମଣା ଅଧାଦେଶ ମାମଲାର ଶୁଣାଣି କରୁଥିବା ପ୍ରଧାନବିଚାରପତି ସାକିବ୍ ନିଶାର୍ କହିଛନ୍ତି ଶକ୍ତିଶାଳୀ ବ୍ୟକ୍ତିମାନଙ୍କ ପାଖରୁ ଉତ୍ତରଦାୟିତାର ହିସାବ ଆରମ୍ଭ ହେବା ଆବଶ୍ୟକ
ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ଏକୋଇଶି ହଜାର ୫୬୪କୁ ବୃଦ୍ଧି ପାଇଛି
କରୋନା ଟିକାକରଣ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା
ଅଠାଇଶି ଜଣ ମହିଳା ଆଇପିଏସ୍ ଶିକ୍ଷାନବିସଙ୍କ ସମେତ ମୋଟ ଏକ ଶହେ ଏକତିରିଶି ଜଣ ଆଇପିଏସ୍ ଶିକ୍ଷାନବିସ ବୟାଳିଶି ସପ୍ତାହର ମୌଳିକ ତାଲିମ୍ ପୂରଣ କରିଛନ୍ତି
ମୋଟରେ ସତରଟି ହୀରା ଥିଲା ମୁଖିଆ ସାଙ୍ଗରେ ନେଇଥିବା ନିଜ ହୀରାଟିକୁ ମିଶାଇ ଦେବାରୁ ମୋଟ ଅଠରଟି ହୀରା ହୋଇଗଲା
ପିଏମ୍ ଓଡ଼ିଶା ଝାଡ଼ଖଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ପୂର୍ବ ଓ ଉତ୍ତରପୂର୍ବାଞ୍ଚଳରେ ରାଜପଥ ରେଳପଥ ଓ ଆକାଶପଥର ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି
ଖବର ପାଇ ପୁଲିସ୍ ଓ ଜିଲ୍ଲା ପ୍ରଶାସନିକ ଅଧୁକାରୀ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହାର କରାଯାଇଥିଲା
ଗୁଜରାତ ସ୍ବରାଜ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗ ଘଟିବାରୁ ଗୁଜରାତ ସରକାର ଆଜି ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି
କିନ୍ତୁ ଆଉ କିଛିଦିନ କାର୍ଯ୍ୟ କରିବାପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲା
ଏକ ଆୟୋଜକ ରାଷ୍ଟ୍ର ଆର୍ଜେଣ୍ଟିନାରେ ଆସନ୍ତା ନଭେମ୍ବରରେ ଆରମ୍ଭ ହେବାକୁଥିବା ଜି୨୦ ଶିଖର ବୈଠକ ପୂର୍ବରୁ ଏହିଭଳି ପାଞ୍ଚଟି ସମିଳନୀ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି
ଏହି ସଂରକ୍ଷଣ ପାଇଁ ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକ ଉପରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଛନ୍ତି
ତଫସିଲଭୁକ୍ତ ଜାତି ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ ପରବର୍ତ୍ତୀ ବୃଦ୍ଧି ଯୋଜନାରେ କେନ୍ଦ୍ର ସରକାର ଷାଠିଏ ଷାଠିଏ ପ୍ରତିଶତ ପ୍ରତିଶତ ଅର୍ଥ ଅର୍ଥ ଯୋଗାଇଦେବା ନିଷ୍ପତ୍ତି ଐତିହାସିକ ବୋଲି ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭାରତ ଆଜିର ମ୍ୟାଚ୍ ଜିତି ସିରିଜ୍କୁ ୩୦ରେ ଜିତି ନେବାକୁ ଲକ୍ଷ୍ୟ ରଖିଛି
ଦେବାଶିଷ ସାମନ୍ତରାୟ ଏକ ଶହେ ଛପନ ରନ୍ର ଗୁରୁତ୍ପୂର୍ଣ୍ଣ ଇସ ଖେଳିଛନ୍ତି
ଭିଜିଲାନ୍ସ ଚଢ଼ଉ ଝାରସୁଗୁଡା ଲଖନପୁର ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ କରାଯାଇଛି
ଗୁରୁତର କର୍ମଚାରୀଙ୍କୁ ନାଲ୍କୋ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି
ଏହା ସହିତ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ନବନିର୍ମିତ ସର୍ଦାର ବଲ୍ଲଭ ଭାଇ ପଟେଲ ଆୟୁବିଜ୍ଞାନ ସଂସ୍ଥାନକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି
ଦେଶ ସ୍ାସ୍ଥ୍ୟ ସେବା କ୍ଷେତ୍ରରେ ଏହାର ଦକ୍ଷତା ବୃଦ୍ଧି କରିପାରିଛି ଓ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ନିଜକୁ ଅଧିକ ମଜବୁତ କରିଛି
ଆମେରିକା ଇତିହାସରେ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଉପରେ ବିଚାର ଏହା ହେଉଛି ତୃତୀୟ ଘଟଣା
ଏହାବ୍ୟତୀତ ସମ୍ବେଦନଶୀଳ ଥିବା ଏକ ହଜାର ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି
ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟକୁ ଚିଠି ଲେଖୁଛି
ମୁଖ୍ୟ ସମ୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ପଶ୍ଚିମବଙ୍ଗରୁ ମଜବୁତ କରାଯିବ
ଉଭୟ ସନ୍ତ୍ରାସବାଦୀ ଗୋଷ୍ଠୀ ଜୈସ୍ଇମହମ୍ମଦର ସଦସ୍ୟ ବୋଲି ସୂଚନା ମିଳିଛି
ତହସିଲ ଅଫିସ ଘେରାଉ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ତହସିଲର ସମସ୍ତ ଭୂମିହୀନ ପରିବାରକୁ ଚିହ୍ନଟ କରି ଜମି ପଟ୍ଟା ପ୍ରଦାନ ଦାବିରେ ଆଜି ଜିଲ୍ଲା ଏକତା ପରିଷଦ ପକ୍ଷରୁ ଭବାନୀପାଟଣା ତହସିଲ ଅଫିସ ଘେରାଓ କରାଯାଇଛି
ଫଳରେ ଭବିଷ୍ୟତରେ ଏଭଳି ପରିସ୍ଥିତି ସୃଷ୍ଟି ହେବାକୁ ରୋକାଯାଇପାରିବ
ଏହା କ୍ରମଶଃ ଅନ୍ୟାନ୍ୟ କୋକୁ ବ୍ୟାପିବା ସହ ସମସ୍ତ ବଗି ଜଳି ଯାଇଥିଲା
ହାଇକୋର୍ଟ ଲିଗାଲ୍ କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗମନାଗମନ ବ୍ୟବସ୍ଥା ସଂପୂର୍ଣ୍ଣ ସ୍ାଭାବିକ ହୋଇ ନ ଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି
ଉପଭୋକ୍ତାମାନଙ୍କର ସ୍ାର୍ଥର ସୁରକ୍ଷା ଏବଂ ବିଭିନ୍ନ ବିବାଦର ସମୟାନୁବର୍ତ୍ତୀ ସମାଧାନ ନିମନ୍ତେ କେନ୍ଦ୍ର ସରକାର ଏକ ହଜାର ନଅ ଶହେ ଛୟାଅଶୀ ମସିହାର ପୁରୁଣା ଆଇରେ ସଂଶୋଧନ କରି ଏହା ସ୍ଥାନରେ ଖାଉଟୀ ସୁରକ୍ଷା ଆଇନ୍ ଦୁଇ ହଜାର ଊଣାଇଶ ପ୍ରଣୟନ କରିଛନ୍ତି
ପ୍ରଧାନମନ୍ତ୍ରୀ ଏଥିପାଇଁ ଦେଶର ଉଦ୍ୟୋଗପତି ଯୁବସମାଜ କୃଷକ ଓ ଜନସାଧାରଣଙ୍କୁ ଶ୍ରେୟ ଦେଇଛନ୍ତି
ଇଏସ୍ଆଇସି ହସ୍ପିଟାଲ କର୍ମଚାରୀ ରାଜ୍ୟ ବିମା ନିଗମ ପକ୍ଷରୁ ଶ୍ରୀନଗରରେ ଏକ ଶହେ ଶଯ୍ୟ ବିଶିଷ୍ଟ ଡାକ୍ତରଖାନା ଏବଂ ଲେହରେ ତିରିଶି ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ଖୋଲାଯିବ
କାର୍ତ୍ତିଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା
ଦୁଇ ହଜାର ଷୋହଳ ମସିହାରୁ ଧନ୍ବନ୍ତରୀ ଜୟନ୍ତୀକୁ ଆୟୁର୍ବେଦ ଦିବସ ଭାବେ ପାଳନ କରାଯାଉଛି
ରାଜସୁନ ଗୁଜର ଆଜିଟେସନ୍ ରାଜସ୍ଥାନରେ ଗୁଜର ଆନ୍ଦୋଳନ ଅବ୍ୟାହତି ରହିଥିବାବେଳେ ସଇ ମାଧୋପୁର ଜିଲ୍ଲାର ମଲାଣ୍ଡୀ ଡୁଙ୍ଗରଠାରେ ଦିଲ୍ଲୀମୁମ୍ବାଇ ରେଳ ଲାଇନ୍ ଅବରୋଧ ହୋଇରହିଛି
ଏହା ଦ୍ାରା ପାକିସ୍ତାନକୁ ଏକ ଶକ୍ତ ଧକ୍କା ଲାଗିଥିବା ସେ କହିଛନ୍ତି
ତେଣୁ ସାରାରାତି ଶ୍ରୀମନ୍ଦିର ଖୋଲା ରହିବ
README.md exists but content is empty. Use the Edit dataset card button to edit it.
Downloads last month
1
Edit dataset card