audio
audio | sentence
string |
---|---|
ହନୁମାନ ଜୟନ୍ତୀ ମହାବିଷୁବ ସଂକ୍ରାନ୍ତୀ ଅବସରରେ ଆଜି ସଂକଟମୋଚନ ଶ୍ରୀହନୁମାନଙ୍କ ଜୟନ୍ତୀ ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି |
|
ସୂଚନାଯୋଗ୍ୟ ଯେ ଦୁଇଦେଶ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନର ଏବେ ପଚିଶି ବର୍ଷ ପୂର୍ତ୍ତି ପାଳନ ହେଉଛି |
|
ପାର ଆଜଡ୍ ସଂସଦର ଉଭୟ ଗୃହରେ ଆଜି ଦଶମ ଦିନପାଇଁ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ସମ୍ଭବ ହୋଇପାରି ନାହିଁ |
|
ଶ୍ରୀମତୀ ସୀତାରମଣ କହିଛନ୍ତି ଦେଶର ଜିଡିପି ହାର ୨୦୧୪୧୫ର ଦୁଇ ଟ୍ରିଲିୟନ୍ ଡଲାରରୁ ବୃଦ୍ଧି ପାଇ ୨୦୧୯୨୦ରେ ଅଣତିରିଶି ଟ୍ରିଲିୟନ୍ ଡଲାରରେ ପହଞ୍ଚିଛି |
|
ସୁଦାନ ସରକାର ଓ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଗତ ସପ୍ତାହରେ ଶାନ୍ତି ବୁଝାମଣା ହୋଇଛି |
|
ବର୍ତ୍ତମାନ ଦେଶରେ ବାର ଶହ ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲ୍ ଦୁଇ ହଜାର ଛଅ ଶହେ ଏଗାର ଉତ୍ସର୍ଗୀକୃତ କୋଭିଡ୍ ହେଲ୍ଥକେୟାର ସେଣ୍ଟର ଓ ୯ହଜାର ୯୦୯ଟି କୋଭିଡ୍ କେୟାର୍ ସେଣ୍ଟର ରହିଛି |
|
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ଅଠଚାଳିଶି ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ |
|
ସୁସ୍ଥ ଶିଶୁ ଦେଶର ଭବିଷ୍ୟତ |
|
ବୈଦେଶିକ ସଚିବ ମଧ୍ୟ ବାଙ୍ଗଲାଦେଶ ରାଷ୍ଟ୍ରଦୂତ ମହମ୍ମଦ ଇମ୍ରାଙ୍କୁ ସାକ୍ଷାତ କରିଛନ୍ତି |
|
ନେପାଳ ପୁଲିସ୍ ମୁଖପାତ୍ର ଶୈଳେଶ ଥାପା ଛେତ୍ରି ଆମ ସମ୍ବାଦଦାତାଙ୍କୁ କହିଛନ୍ତି ଏହି ଦୁର୍ଘଟରାରେ ପାଞ୍ଚ ଜଣ କୋରିଆ ନାଗରିକ ଓ ତିନି ଜଣ ନେପାଳୀ ପର୍ବତାରୋହୀ ପ୍ରାଣ ହରାଇଛନ୍ତି |
|
ସେହିପରି ଭୁବନେଶ୍ବରରେ ସ୍କୁଲ କିମ୍ବା କଲେଜରେ ପାଠପଢୁଥିବା ସଂଖ୍ୟାଲଘୁ ଛାତ୍ରୀମାନଙ୍କ ପାଇଁ ଏକ ଛାତ୍ରୀ ନିବାସ ନିର୍ମାଣ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନଭିଙ୍କୁ ଅନ୍ୟ ଏକ ପତ୍ର ଲେଖୁ ଜଣାଇଛନ୍ତି |
|
ଏହାଦ୍ାରା ନିରବ ମୋଦିଙ୍କ ଭାରତ ପ୍ରତ୍ୟାବର୍ତ୍ତନର ଆୟୋଜନ କରାଯାଇପାରିବ |
|
ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟର ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପନ୍ଦର ଡିଗ୍ରୀରୁ କମ୍ ରେକର୍ଡ କରାଯାଇଛି |
|
ନନ୍ଦ ପୁନର୍ବାର ଧନ ପୋତା ହୋଇଥିବା ସ୍ଥାନ ଉପରେ ଛିଡ଼ା ହୋଇ ଯୁବକଟିକୁ ଗାଳି ଗୁଲଜ କଲା |
|
ସେଗୁଡିକ ହେଲା ସୀମାନ୍ତ ଅଞ୍ଚଳ ବନ୍ୟା ପରିଚାଳନା କାର୍ଯ୍ୟକ୍ରମ ଓ ନଦୀ ପରିଚାଳନା କାର୍ଯ୍ୟକ୍ରମ |
|
ଦିଲ୍ଲୀ ପୁଲିସ୍ ଲୋକସଂପର୍କ ଅଧିକାରୀ ଏମ୍ଏସ୍ ରାନ୍ଧା ଶାନ୍ତି ବଜାୟ ରଖିବା ଲାଗି ନିବେଦନ କରିଛନ୍ତି |
|
ପାକିସ୍ତାନ ଓ କାନାଡା ପ୍ରତିଯୋଗିତାରୁ ବାଦ୍ ପଡ଼ିଯାଇଛନ୍ତି |
|
ଏହି ନିଷ୍ପତ୍ତି ବିଜେପି ସହ ସମ୍ପର୍କରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଶ୍ରୀ କୁମାରଙ୍କୁ କହିଛନ୍ତି |
|
ସେମାନଙ୍କୁ ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ କୁହାଯାଉଛି |
|
ଦ୍ବିପକ୍ଷିୟ ବାଣିଜ୍ୟ କାରବାର ପଚାଶ ହଜାର କୋଟି ଡଲାରରେ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଉଦ୍ୟୋଗପତିମାନେ ଇଚ୍ଛାବ୍ୟକ୍ତ କରିଛନ୍ତି |
|
ଚିକିସ୍ଥିତ ହେଉଥିବା ସଂକ୍ରମିତ ମାନଙ୍କ ସଂଖ୍ୟା ଛଅ ଲକ୍ଷ ତେପନ ହଜାର ସାତ ଶହେ ସତର ରହିଛି ଯାହା ମୋଟ୍ ସଂକ୍ରମଣର ଶତକଡା ଆଠ ଦଶମିକ ଛବିଶି ଭାଗ |
|
ପିଏମ୍ ମାଳଦ୍ବୀପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଦୀ କହିଛନ୍ତିକହିଛନ୍ତି କେଭିଡ୍ ନାଇଣ୍ଟିନ୍ ମହାମାରୀର ଆର୍ଥିକ ପ୍ରଭାବରୁ ମୁକ୍ତ କରିବାପାଇଁ ଭାରତ ମାଳଦ୍ବୀପକୁ ସମସ୍ତ ପ୍ରକାର ସହାୟତା ଜାରି ରଖୁବ |
|
ସେ ଏହି ଗସ୍ତ ସମୟରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜା ଆବେଙ୍କ ସହ ଏକ ଦ୍ିପାକ୍ଷିକ ଶିଖର ବୈଠକରେ ଯୋଗଦେବେ |
|
କମ୍ ମୂଲ୍ୟର ସାବୁନ ଅଣ୍ଡା ଚାଉଳ ଓ ଡାଲିଜାତୀୟ ଖାଦ୍ୟକୁ ଏଣିକି ସ୍ଳ୍ପ ପରିମାଣରେ ବିକ୍ରି କରାଯିବ |
|
କରୋନା ଅପଡେଟ୍ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି |
|
ଦଳର ମୁଖପାତ୍ର ଗୋଲକ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଶ୍ରୀ ସିଂହ ଆଜି ଅପରାହ୍ନରେ କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଧୁବନ ହେଙ୍ଗୁଳା ପଡ଼ିଆରେ ଉଦ୍ବୋଧନ ଦେବେ |
|
କୌଣସି ମହିଳା ଶ୍ରମିକ ମୃତ୍ୟୁବରଣ କରିନାହାନ୍ତି ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡିଛି |
|
ଯାହା ଏକ ହଜାର ନଅ ଶହେ ବାଉନ ମସିହାରେ ଅଧିବେଶନରେ ପାରିତ ହୋଇଥିବା ବିଲ୍ ସଂଖ୍ୟାଠାରୁ ଅଧିକ ସେ କହିଛନ୍ତି ଚଳିତ ଅଧିବେଶନରେ କୌଣସି ବାଧା ଦେଖୁବାକୁ ମିଳି ନ ଥିଲା |
|
ଏହି ଅବସରରେ ଶ୍ରୀ ଗଡ଼କରୀ ବାକିଆ କାର୍ଯ୍ୟଗୁଡ଼ିକର ଅଗ୍ରଗତିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି |
|
ଜାତୀୟ ହୋମିଓପାଥି କମିଶନ୍ ବିଲ୍ ୨୦୧୮କୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି |
|
ସମ୍ପୃକ୍ତ ଅଞ୍ଚଳ ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହିତ ସିଏମସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବ୍ୟବସ୍ଥା କରାଯାଇଛି |
|
ଦିଲ୍ଲୀ କ୍ୟାଣ୍ଟମେଣ୍ଟଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ |
|
ଲୋକ ଦୁଃଖ କଷ୍ଟରେ ରହିଛନ୍ତି ସିନା ହେଲେ ଛନ୍ଦକପଟ ଜାଣନ୍ତି ନାହିଁ |
|
ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧକ୍ଷ ବିରୋଧୀ ଦଳ ସଦସ୍ୟମାନଙ୍କୁ ବୁଝାଇବାରେ କରିଥିବା ଉଦ୍ୟମ ବ୍ୟର୍ଥ ହେବା ପରେ ଦୁଇ ସଭାକୁ ପ୍ରଥମେ ମଧାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା |
|
ଜୋରିମାନା ଆଦାୟକୁ ନେଇ ଜନ ଅସନ୍ତୋଷ ପରିପ୍ରେକ୍ଷୀରେ ସେ କହିଛନ୍ତି ଆଇରେ ଥିବା ଅତ୍ୟଧିକ ଜୋରିମାନା ବ୍ୟବସ୍ଥାକୁ କୋହଳ କରିବା ନେଇ ରାଜ୍ୟ ସରକାର ବିଚାର କରିବେ |
|
ଡଙ୍ଗାରେ ଚାରି ଜଣ ବ୍ୟକ୍ତି ଥିଲେ |
|
୩ହଜାର ପାଞ୍ଚ ଶହେ କୋଟି ଟଙ୍କା ସମ୍ବଳିତ ଏୟାର୍ସେଲ୍ ମାସିସ୍ ବୁଝାମଣା ଓ ତିନି ଶହେ ପାଞ୍ଚ କୋଟି ଟଙ୍କା ସମ୍ବଳିତ ଆଇଏନ୍ଏକ୍ସ ମିଡିଆ ମାମଲାରେ ଶ୍ରୀ ଚିଦାମ୍ବରମ୍ଙ୍କ ଭୂମିକାର ସିବିଆଇ ଯାଞ୍ଚ କରୁଛି |
|
ଶୂନ |
|
ସରକାରଙ୍କର ଏହି ପଦକ୍ଷେପ ଯୋଗୁଁ କୃଷକମାନଙ୍କୁ ସେମାନଙ୍କ ଦ୍ାରା ଉତ୍ପାଦିତ ପଦାର୍ଥଗୁଡ଼ିକ ପାଇଁ ଉପଯୁକ୍ତ ମୂଲ୍ୟ ମିଳିପାରିବ ଓ ଏହାର ବାଟମାରଣା ନହୋଇ ତାହା ସିଧାସଳଖ ସେମାନଙ୍କର ହାତରେ ପହଞ୍ଚିବ |
|
ଏଥିସହିତ କୋବିଡ ଆରୋଗ୍ୟହାର ଶତକଡା ଚଉରାନବେ ଦଶମିକ ଚଉସ୍ତରୀ ଭାଗକୁ ବୃଦ୍ଧି ପାଇଛି |