audio
audioduration (s)
1.81
18.5
sentence
stringlengths
3
152
ଏହି ସବୁ କାରଣ ନେଇ ଗୋପାଳ ତାଙ୍କ ସଙ୍ଗରେ ଚାଲି ନ ପାରି ପଛରେ ପଡ଼ିରହିଲା
ଲୋକଟି କାନ୍ଦୁ ଥାଏ ଏଣେ ଗୋପାଳଙ୍କୁ କୁଣ୍ଢାଇ ଧରି ତାଙ୍କର ସଫା ଲୁଗାରେ କାଦୁଅ ବୋଳୁଥାଏ
ଯେଉଁ ଭଦ୍ରବ୍ୟକ୍ତି ଗୋପାଳଙ୍କୁ ଏକଥା ପଚାରିଥିଲେ ଲାଜରେ ତାଙ୍କ ମୁହଁ କଳା କାଠ ପାଲଟି ଗଲା
ଅବଶ୍ୟ ବାଟରେ ବଡ଼ ଧରଣର ହ୍ରଦଟିଏ ପାଇଲେ ମୁଁ ସେଇଠି ଅଟକିଯାଏ ତା ପାଣିରେ ମୋ ପାଣି ମିଶେଇ ଦିଏ
ସେ ଭଲ ଘର ଏବଂ ଭଲ ପାତ୍ରଟିଏ ଦେଖି ବାହା କରିଦେଲେ ଝିଅ ତାଙ୍କର ସୁଖରେ ରହିବ
ସେହି ହ୍ରଦ ଭିତରେ ଗୋଟିଏ କୁମ୍ଭୀରର ଘର
ସେ ଆସି ବୁଢ଼ୀ ଦୁଆରେ ପହଞ୍ଚିଗଲା
କାନ୍ଦି କାନ୍ଦି ଖାଲି ଜୀବନକୁ କଷ୍ଟ ଦେବା କଥା
ଆମେ ନାକ ଟେକିବୁ ନାହିଁ ତମେ ଆଈଙ୍କ କଥାକୁହ
ଏଇଟା କିଛି ବଡ଼ କଥା ନୁହେଁ ଯେତେବେଳେ ତୁମେ ମଦ୍ୟପାନ କରିବା ଛାଡ଼ିଦେବ ସେତେବେଳେ ମଦ ବି ତୁମକୁ ଛାଡ଼ିଦେବ
ରାଜା ଏସବୁ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ
ରାଜାଙ୍କ ଘରକୁ ମାଛଟି ଦେବାକୁ ଗଲାବେଳେ ସିପାହୀ ତାକୁ ଭିତରକୁ ଛାଡ଼ିଲା ନାହିଁ
ଗାଁ ଗୋଟାକ ବାଡ଼େ ହେଲେ ବୀରେଇ ମାମୁ ମାଇଁଙ୍କର ବିକଳ ସହିପାରିଲା ନାହିଁ
ବାକି ଯେ କେତେ ମାଣ ମଙ୍ଗରାଜେ ସମ୍ଭାଳିଛନ୍ତି ବୋଲି ଅଛି
ବନ୍ଧୁ କହିଲେ ଏତେବେଳଯାଏ ମତେ ସେ କଥା କିଛି ତ କହି ନାହଁ
ଅତି ଅଳ୍ପ ସମୟ ଭିତରେ ସେ ତାର ଯୋଗ୍ୟତାର ପ୍ରମାଣ ଦେଲା
ସବାରିରେ ବସି ଧାରାନଗରୀରେ ଘେରାଏ ବୁଲି ଆସନ୍ତି
ଆଉ ଡିସ୍ମିସ ହେବାର କେତେ ଦୂର ଥିଲା
ପାହାଡ଼ରେ ବର୍ଷା ପାଣି ପଡ଼ିଲେ ଛୋଟ ଛୋଟ ଧାର ଗଡ଼ିଆସେ ତଳକୁ
ବାଟୋଇକୁ କହିଲା ଆଣ ଆଣ କଣ ଦେଉଛ ଦିଅ
ଏ ସବୁ କଥା ଶୁଣି ରାଣୀଙ୍କ ମନ ଭାଙ୍ଗି ଗଲା
କନ୍ୟାଟି ଯେମନ୍ତ ସୁନ୍ଦରୀ ଗୁଣବତୀ ସେହିପରି ପତିବ୍ରତା
କୋକି ଯାଇ ଆଢ଼ୁଆଳରେ ଗୋଟେ ବଡ଼ଗଛ ଗଣ୍ଡି ପଛଆଡ଼େ ଲୁଚି ଆରାମ୍ କଲା
ପ୍ରଥମ ନାଲୁ ମିର୍ଦ୍ଧା ଦ୍ୱିତୀୟ ନାମ ବୈଦୀ ଶେଠୀ
ତାର ସୌନ୍ଦର୍ଯ୍ୟ ଅତ୍ୟନ୍ତ ଅନୁପମ
କଣ କଥା
ଚଞ୍ଚଳ ଘର ଭିତରୁ ଆଣି ଦୁଇଖଣ୍ଡ ପଲାଣ ତାଟ ପାରିଦେଲେ
ରାଜା ସମସ୍ତଙ୍କ ଆଡ଼କୁ ଥରେ ଦୃଷ୍ଟି ପକାଇଲେ ତା ପରେ କହିଲେ।
ଦୋକାନରେ ସାତ ଆଠ ବରଷର ଛୁଆଟିଏ ଛଡ଼ା ଆଉ କେହି ନାହାଁନ୍ତି
ସମୁଦ୍ର କୂଳରେ ନାବିକ ତାଙ୍କୁ ବାହାନା କରି କାତ ଧରାଇଦେଇ ମୁକ୍ତି ପାଇଗଲା
ଏଥିପାଇଁ ଯେଉଁଠୁ ଫୁଲ ତୋଳିଲେ ମଧ୍ୟ ତାକୁ ଚୋରି କୁହାଯିବ ନାହିଁ
ବାଁ ହାତ କେବେହେଲେ ଜୁଆ ଖେଳେ ନାହିଁ
ଥଣ୍ଡା ଜାଗାକୁ ଯିବାର ଇଚ୍ଛା ଘରଯାକ ଗଡ଼ି ଗଡ଼ି ବାହାରକୁ ଆସିଲା ସୁଖ ଲାଗିଲା ନାହିଁ
ଗଡ଼ିଆ ପାଣିରେ ଖେଳିବୁଲି ଦିନ କଟି ଯାଉଥାଏ
ରାଜା ଗୋପାଳଙ୍କ ବୁଦ୍ଧି ଓ କଥା ଚାତୁରୀରେ ମୁଗ୍ଧ ହେଲେ
ସୱାଲ ତୁ ଦିନବେଳେ ଶୋଇଥିଲୁ
ଗୋପାଳ ଏହା କହି ହାତ ଯୋଡ଼ି ଛିଡ଼ା ହେଲା
ରାଜା କହିଲେ ନାଁ ତୁମେ ମୋର ପ୍ରିୟ ସାପକୁ ମାରିବାକୁ ଉଦ୍ୟତ ହେଉଛ କାହିଁକି ତୁମେ ସାପକୁ ମାରି ପାରିବ ନାହିଁ
ରୋଷେୟା ବ୍ରାହ୍ମଣ ଟିକିଏ ମୁରକିହସା ଦେଇ ଚାଲିଗଲା
ଶୁଣାଯାଏ ଆଡ଼େ ଦୀର୍ଘେ ଚାରି କୋଶ ମଧ୍ୟରେ ଆଉ କାହାରି କାରବାର ଚଳେନାହିଁ
ଏଣେ ବ୍ରାହ୍ମଣ ଅନ୍ଧାର ରାତିରେ ଗୋପାଳ ଘରକୁ ଯାଇ ସିନ୍ଧି ଗାତ କରି ଆଗେ ମୁଣ୍ଡଟି ଗଳାଇଲା
ସେହି ପିଲାଟିକୁ ଚାହିଁ ପରିଦର୍ଶକ ଶିକ୍ଷକଙ୍କୁ ପଚାରିଲେ ପଛ ବେଂଚ୍ରେ ବସି ଦୁଷ୍ଟାମି କରୁଥିବା ପିଲାଟି କିଏ ତା ର ପାଠରେ ମନ ନାହିଁ ନା କ ଣ
ଏହି ଅଦ୍ଭୁତ ଓ ଭୀଷଣ ବ୍ୟାପାର ଦେଖି ସେ ମଧ୍ୟ ଚିତ୍କାର କରି ଗଛଡାଳରୁ ତଳକୁ ଖସିପଡ଼ିଲେ
ଆଜି ସେ ଶ୍ରୀକୃଷ୍ଣ ହୋଇ ବିଦୁର ଘରେ ଶାଗଭାତ ଖାଇବେ
ସୁତରାଂ ତା ମନରୁ ଏ ଭାବନା ଦୂର କରିବାର ଉପାୟ ମୋତେ ବତାଇ ଦିଅନ୍ତୁ
ଆପଣମାନେ କୁହନ୍ତୁ ଆମ୍ବ ଓ ଆମ୍ବଡ଼ାର ବଉଳ ଏକ ସମୟରେ ମୁକୁଳିତ ହୁଅନ୍ତି
ଅନଉ ଅନଉ ସେ ଦେଖିଲେ ବୋଇତାଳୁ ଲତାରେ ବୋଇତାଳୁ କଷିଟେ ଫଳିଛି
ତାଙ୍କ ଘରେ ଦାସ ଦାସୀ ଛଡ଼ା ଅନ୍ୟ କେହି ନ ଥିଲେ
ଧୂର୍ତ୍ତ ଶୃଗାଳଟି ଉତ୍ତର ଦେଲା ଇଶ୍ଵର ଭକ୍ତ ।
ଗୋପାଳ ସେସବୁ ବଜାରରେ ବିକି ବହୁତ୍ ପଇସା ପାଇଲା
ମୁକୁନ୍ଦାର ତିନିକୂଳରେ କେହିଥିବାର ଜଣା ନାହିଁ
ରାଜାଙ୍କର ଏ ପ୍ରଶ୍ନ ଶୁଣି ସମସ୍ତ ସଭାସଦ୍ ଗଣ ପରସ୍ପର ଚାହାଁ ଚାହିଁ ଟିପା ଟିପି ଆଖିରେ ଠରା ଠରି ହେଲେ
ଆମ ରାଜା ଯଦି ଗୋଟିଏ ଆତ୍ମା ତାହେଲେ ଆମେ ସମସ୍ତେ ମିଶି ସେହି ଗୋଟିଏ ଆତ୍ମା
ସାଧୁବାବା ଦାଶିଆକୁ କଲ୍ୟାଣ କଲେ
ବେକରେ ଦଉଡ଼ିବନ୍ଧା ମୁହଁରେ ସୋଲବିଣ୍ତା ଦିଆ ଚେନିବାସନର ଦୁଆତ ଆଗରେ ଥୁଆଗଲା
ଏ ଘଟଣା ଦେଖିବାକୁ ଶହ ଶହ ଲୋକ ଧାଇଁଲେ
ଲୁଗାପଟାରୁ ଗୋପୀ ବୁଝିଗଲା ଆଣ୍ଟୁଆ ମହାଜନ
ଯେ କୌଣସି ମାଧ୍ୟମରେ ଏବଂ ଦେଶର ସୀମାଚିତ୍ରଣ କରି
ଏମାନଙ୍କୁ ଦେଖି ପଞ୍ଜୁରୀରେ ଥିବା ଶୁଆଟି ଡାକଛାଡ଼ିଲା ବାପା ଛୋଟଲୋକ ଗୁଡ଼ା ଆସିଲେଣି
ଗୋପାଳ କହିଲେ ଥରେ ଦୟା କରି କହନ୍ତୁ ଶୁଣିଲେ କ ଣ କିଛି ମାରାତ୍ମକ ଦୋଷ ଅଛି।
ସାଆନ୍ତେ ଆପେ କହନ୍ତି ସେ କାହାରି ଗୋଟିଏ ପଇସା ଆଣନ୍ତି ନାହିଁ
ସୁରେଶ୍ ସାତଦିନ ଡାକ୍ତରଖାନାରେ ରହିଲା
”ବଡ଼ ପୁଅ ତ ଚୋରି ବିଦ୍ୟାରେ ଧୁରନ୍ଧର
ବୀର୍‌ବଲ୍‌ଙ୍କ କଥାରେ ବୁଢ଼ା ମୁଣ୍ଡ ଟୁଙ୍ଗାରିଲା ତା ଆରଦିନ ସେ ଦରବାରକୁ ଗଲା
ତୁମେ ବର୍ତ୍ତମାନ୍ କଦଳୀ ଗଛ ଲଗାଇଲ କଦଳୀ ହେଲେ ସିନା ଖାଇବ
ଖଳ ବୁଦ୍ଧିରେ କୌଣସି କାମ ସଫଳ ହୁଏ ନାହିଁ
ତାହାର ବୟସ ଜାତି କୁଳ ଗୁଣ ଗ୍ରାମର କଥା ଶୁଣିବେ
ସାଆନ୍ତଙ୍କର ଏହିବଡ଼ ବଗିଚାଟି ଗୋବିନ୍ଦପୁର ହାଟର ସ୍ଥିତି ଓ ଉନ୍ନତିର ମୂଳାଧାର ଅଟେ
ତେଣୁ ମୁଁ ଦୌଡ଼ିଯାଇ ଗାଈର ଲାଙ୍ଗୁଡ଼କୁ ଭିଡ଼ି ଧରିଲି
ଦୃଢ଼ ଆତ୍ମବଳ ଏବଂ କର୍ତ୍ତବ୍ୟନିଷ୍ଠା ସହକାରେ ବିପଦକୁ ହଟାଇ ଦିଆଯାଏ
କେଉଁ ଦିନ ମନ୍ତ୍ରୀଙ୍କୁ ସଙ୍ଗରେ ନିଅନ୍ତି ତ କେଉଁ ଦିନ ଏକା ଏକା ଚାଲିଯାଆନ୍ତି
ଶାସ୍ତ୍ରରେ ଅଛି ରାଜଦ୍ୱାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ ବାନ୍ଧବଃ
ଏହା ଦେଖି ରାଜାଙ୍କର ଜିଜ୍ଞାସା ବଳବତ୍ତର ହେଲା
ଗୋପାଳର ଏ କଥା ଶୁଣି ନବାବ୍ କୌତୁହଳୀ ହୋଇ କହିଲେ କି ସକାଶେ ଲେଖା ବାକି ଅଛି କୁହ
ସ୍ତ୍ରୀଙ୍କ ଆଗରେ ନିଜ ଭକ୍ତିର ପରାକାଷ୍ଠା ଦେଖାଇବା ପାଇଁ ବ୍ରାହ୍ମଣ ବ୍ୟାକୁଳ ଭାବେ ଈଶ୍ୱରଙ୍କ ଦର୍ଶନ ପ୍ରାର୍ଥନା କଲେ
ତେଣୁ ଚାଉଳ ଦେଲେ ରୋଷେଇ କରିବାରେ ବିଶେଷ୍ କିଛି ଅସୁବିଧା ହେବ ନାହିଁ
ତହୁଁ ଗୋପାଳ ପଚାରିଲେ ମହାରାଜ୍ ବର୍ତ୍ତମାନ୍ କିପରି ମନରେ ସୁଖାନୁଭବ କରୁଛନ୍ତି କୁହନ୍ତୁ
ରାଜା ଭାଇମାନଙ୍କ ଏ ସବୁ କଥା ଶୁଣି କଥାଟା ନିଷ୍ପତ୍ତି କରି ଦେବାକୁ କହିଲେ ତୁମ ପ୍ରତ୍ୟକଙ୍କ କଥା ଠିକ୍
ସେ ଆସୁଆସୁ ବାଟରେ ଗୋଟିଏ ବଣ ପଡ଼ିଲା
ଗୋପାଳର କଥା ଶୁଣି ପିଲାଟି କହିଲା ତୁ ଏଇଠି ଥା ମୁଁ ଯାଉଛି ବାପାକୁ ପଚାରି ଆସେ
ସମାଜରେ ପ୍ରତିଷ୍ଠିତ ହେବାକୁ ହେଲେ ନିଜର ବ୍ୟବହାରକୁ ସଂଯତ କରିବା ଆବଶ୍ୟକ
ତାହା ନକରି ଯେବେ ତୁମେ ଏହି ମନ୍ତୁରା ପାଣିକୁ ନେଇ ଅନ୍ୟ ଆଡ଼େ ଢାଳି ଦେବ ତାହାହେଲେ ମୋ ଜୀବନ ଶେଷ ହୋଇଗଲା ବୋଲି ଜାଣିବ
କଚେରିରେ ଯେତେ ଲୋକ ଥିଲେ ସମସ୍ତେ ହସି ଉଠିଲେ
ମୋହର ପୁଟୁଳାଟି ଧରି ବସିଥାନ୍ତି କେତେବେଳେ ତଳେ ରଖି ଦେଲେଣି
ରାଜା ପ୍ରଜା ଜମିଦାର ସମସ୍ତେ ତାଙ୍କ ପାଖରେ ଠକି ଯାଆନ୍ତି
କଟକ ଜିଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ ନାମ ପାଟପୁର
ସେ କଥାକଥାକେ ଖାଲି ହାସ୍ୟରୋଳ ସୃଷ୍ଟି କରୁଥିଲେ
ଏହାପରେ ଛାତ୍ରଜଣକ ଶପଥ କଲେ ସହରରେ ଆଉ ଗୋଟିଏ ସ୍କୁଲ୍ ବସାଇବାପାଇଁ
ପୁନର୍ବାର ଠିକ୍ ଉତ୍ତର ପାଇ ବେତାଳ ଶ୍ମଶାନର ଗଛରେ ଯାଇ ଝୁଲି ପଡ଼ିଲା
ବନ୍ଧୁଙ୍କଠାରୁ ଚିଠି ପାଇଥିଲି ତାଙ୍କର ଝିଅ ବହୁତ ଅସୁସ୍ଥ ବୋଲି
ଯଦି ଦୈବାତ୍ କେତେବେଳେ ସେ ଦୁହିଁଙ୍କର ଦିନବେଳେ ଭେଟ ହୋଇଯାଏ କୁଆ ପେଚାକୁ ଖୁମ୍ପି ଖୁମ୍ପି ଅସ୍ତବ୍ୟସ୍ତ କରିପକାଏ
ନଅ ଛଅ ଦୁଇ ମୋଟ ସତର ଏହିପରି ଭାବେ ସେ ତିନିଭାଇ ଯାକ ନିଜ ନିଜର ସମାନ ଭାଗ ପାଇ ଅତ୍ୟନ୍ତ ଖୁସି ହେଲେ
ଗୋପାଳ କହିଲା ମହାରାଜ ଯଦି ବିନା ସାହାଯ୍ୟରେ ମୁଦିଟିକି ମୋ ହାତ ପାଖକୁ ଘେନି ଆସିବି ତେବେ ମୋତେ ଆଠ ଦିନ ସମୟ ଦିଅନ୍ତୁ
ଯେଉଁମାନେ ବଳୁଆ ଧନୀ ଓ କ୍ଷମତାର ଅଧିକାରୀ ସେମାନେ ସାଧାରଣତଃ ଗର୍ବୀ
ଯୋଡ଼ାଏ ତିନିଟା ଧକା ବିଧା ଚାପୁଡ଼ା ବି ବାଜିଗଲାଣି
ସେ ଉଠି ଛିଡ଼ା ହେବାକ୍ଷଣି ହାତରେ ଧରିଥିବା ଗୋଟିଏ ଲଫାପା ମଞ୍ଚ ଉପରକୁ ଫୋପାଡ଼ି ଦେଲେ
ସେ ପଦ୍ମଫୁଲଟି ଏପରି ସୁନ୍ଦର ଯେ ଅବୋଲକରା ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲା
ଦିହେଁ ଏକ ଗୁରୁଙ୍କ ପାଖରେ ରହି ବିଦ୍ୟା ଅଧ୍ୟୟନ କଲେ
ଆଈ ତ ଅନେକ୍ ଦିନୁ ଗଲେଣି ଆମେ ତାଙ୍କୁ ଦେଖିନାହୁଁ ତାଙ୍କକଥା ଆମକୁ ଟିକେ କୁହ
ଜ୍ୟେଷ୍ଠ ଭୀମସେନ ଅନ୍ୟ ତିନି ପୁଅ ପହ୍ଲାଦ ମଲ୍ଲ କୁଚୁଳି ମଲ୍ଲ ବଳରାମ ମଲ୍ଲ
README.md exists but content is empty. Use the Edit dataset card button to edit it.
Downloads last month
23
Edit dataset card