audio
audioduration (s)
1.81
18.5
sentence
stringlengths
3
152
ଆଜିଠାରୁ ମୋର ନାଁ ହେଲା କାଳିଦାସ ସେଦିନ କାଳିଦାସ ଋଷିଙ୍କୁ ପ୍ରଣାମ କରି ସେଠାରୁ ଚାଲିଗଲେ
ଏ କଥା ମୋ ବାପାଙ୍କର ସେହି କୃଷକ ବନ୍ଧୁଙ୍କଠାରୁ ବୁଝିଲେ ଜଣା ପଡ଼ିବ
ଯେପରି କାହାର ପ୍ରାଣ ନାହିଁ
ଉଦାହରଣ ଦେବାକୁ ଯାଇ କହିଲେ ପାଣି ମଧ୍ୟରେ କୁମ୍ଭୀରଟି ବିରାଟକାୟ ହାତୀକୁ ଟାଣି ନେଇପାରେ
ମାହାଳିଆକୁ ସମସ୍ତେ ଗାଦିକୁ ମୁଣ୍ତିଆ ମାରୁଛନ୍ତି
ସେଠାରେ ପହଞ୍ଚିବା ପାଇଁ ମିତ୍ରା ନଦୀକୁ ପାର ହେବାକୁ ପଡ଼େ
ଛଦ୍ମବେଶୀ ଜଗନ୍ନାଥ କହିଲେ ପଦ୍ମା ମୋର ଗୀତଗୋବିନ୍ଦର କେତୋଟି ପଦ ମନେପଡ଼ିଲା
ତାଙ୍କରି କୃପାରୁ ଘଣ୍ଟେଶ୍ଵର ଇଲାକା ଧନଧାନ୍ୟରେ ପୂର୍ଣ୍ଣ ହୋଇ ରହିଛି
ଭଗବାନ୍ ଆମକୁ ଏତେ ଗରିବ କରିଛନ୍ତି ଯେ କାମ ନ କଲେ ପେଟ ଓପାସ
ଲୋକଟି ପଚାରିଲା ଭାଇ କଣ ତମର ଦରକାର
ଶ୍ୟାମ ଥରିଥରି ହାତଯୋଡ଼ି ଆଜ୍ଞା ମୁଁ ତ ସବୁ ବରଷ ଏହିପରି ରୁଏଁ ସମସ୍ତେ ରୁଅନ୍ତି
କାଗଜଟି ସେ ସଙ୍ଗେ ସଙ୍ଗେ ପକେଟ୍ ଭିତରେ ରଖିଦେଲେ
ସେଦିନ ସେଇ ପିଲାଟିକୁ ସେ କହିଥିଲେ ତୁମର ସ୍ୱପ୍ନ ଅବଶ୍ୟ ଦିନେ ନା ଦିନେ ଚରିତାର୍ଥ ହେବ ଏବେ ତୁମେ ଯାଇପାର
ପୂର୍ବରେ ବଙ୍ଗୋପସାଗର ଓଡ଼ିଶାର ସୀମା ଚିହ୍ନିତ କରୁଅଛି
ଏହା ଶୁଣି ବିଲୁଆକୁ ଅପମାନ ଲାଗିଲା
କହିଲେ ଦେଖ୍ ବାବୁ ତୋ ହାତ ଗୋଡ଼ ଧରି କହୁଛି ମୁଁ ତୋ ମା ଭଳି ଏ କଥା ଆଉ କାହାକୁ କହିବୁ ନାହିଁ
ଗୋପାଳ ଭାଣ୍ଡଙ୍କର ଏ ପ୍ରକାର ମୁହେଁ ମୁହେଁ ଜବାବ୍ ଶୁଣି ଉପସ୍ଥିତ ଲୋକମାନେ ସ୍ତବ୍ଧ ହୋଇଗଲେ
ତନ୍ତ୍ର ମନ୍ତ୍ର ଯନ୍ତ୍ର ଏ ସମସ୍ତ ବିଦ୍ୟାରେ ତୋର ପାରଙ୍ଗମତା ଦେଖି ଆମେ ଗର୍ବରେ ଫାଟିପଡ଼ୁଛୁ
ଆଗେ ବନ୍ଧ ବହୁତ୍ ନୀଚା ଥିଲା ଟିକକ ବର୍ଷାରେ ମୋ ପାଣି ପଶିଯାଉଥିଲା ଗାଁକୁ
ଯୋଜନା ଅନୁଯାୟୀ ଭୁଆଁ ବିରାଡ଼ି ସେଦିନ ରାତିରେ ନେଉଳ ଘରେ ରହିଲା
ଚମ୍ପା ରନ୍ଧାବଢ଼ା କରି ମା ଭାଇଙ୍କୁ ଖୁଆଇଲା
ଆପଣଙ୍କ ଶାସ୍ତ୍ର ଅନୁସାରେ ଆପଣ ତ ଆପଣଙ୍କ ଜେଜେ ବାପାଙ୍କୁ ଦେଖି ନାହାଁନ୍ତି ତେବେ କ ଣ ଆପଣଙ୍କର କୌଣସି ଜେଜେବାପା ନ ଥିଲେ।
ମୋର ଯେତେଦୂର ବିଶ୍ୱାସ ଆମ ଘରେ ଯେଉଁ ମୂଷାମାନେ ରହୁଛନ୍ତି ସେଇମାନଙ୍କ ମଧ୍ୟରୁ କିଏ ଗୋଟେ ଆସି ମାଳିଟା ନେଇ ଯାଇଛି
ଋଷି ତାର ମନକଥା ବୁଝିପାରିଲେ
ଆଉ ମଧ୍ୟ ଯେଉଁ ସ୍ତ୍ରୀ ଲୋକଟିକୁ ଦେଖୁଛନ୍ତି ଏ ହେଉଛି ଜଣେ ବେଶ୍ୟା
ନିଜେ କରିଥିବା କର୍ମ ପାଇଁ ସେ ଲଜ୍ଜିତ ହେଲା
ଗୋପାଳକୁ କହିଲେ ଏ କୁଅ ଭିତରେ ପଡ଼ିଥିବା ମୋର ସୁନା ମୁଦିଟି ବାହାର କରିଦେଲେ ମୁଁ ତୁମକୁ ହଜାରେ ଟଙ୍କା ପୁରସ୍କାର ଦେବି।
ହରିଣ ସେଠୁ ଦୌଡ଼ି ପଳାଇ ଯାଇ ଏସବୁ ଦେଖିବାକୁ ଇଚ୍ଛାକଲା
ଆପଣ ତ ନାଁ ନେବାକୁ ଦାନ କରୁଛନ୍ତି ଅର୍ଥାତ ଆପଣ ଦାନ ଦେବା ବଦଳରେ ନାଁ ଚାହାଁନ୍ତି