instruction
stringlengths
9
1.46k
input
stringlengths
5
3.79k
output
stringlengths
1
2.69k
source
stringclasses
6 values
translate sentence into Odia : Behold, all his fellows shall be ashamed: and the workmen, they are of men: let them all be gathered together, let them stand up; yet they shall fear, and they shall be ashamed together.
null
ସଯଉଁ ଶ୍ରମିକଗଣସସହି ପ୍ରତିମା ନିର୍ମାଣ କରିଛନ୍ତି,ସସମାଲନ ମନୁଷ୍ଯ ମାତ୍ର,ସସମାଲନ ପରଲମଶ୍ବର ନୁହଁନ୍ତି।ସସମାଲନ ସମସ୍ଲତ ଯଦି ଏକତ୍ରୀତସହାଇ ଆଲୋଚନା କରିଲବ,ସତଲବସସମାଲନ ସଂପୂର୍ଣ୍ଣ ଲଜ୍ଜିତସହଲବ ଏବଂ କମ୍ପିତସହଲବ।
odiaencorp
translate sentence into Odia : But as they sailed he fell asleep: and there came down a storm of wind on the lake; and they were filled with water, and were in jeopardy.
null
ସମାନେେ ଡଙ୍ଗା ବାହି ନେଉଥିବା ସମୟରେ ଯୀଶୁ ଶୋଇ ପଡିଲେ। ହ୍ରଦ ରେ ଝଡତାଫୋନ ମାଡି ଆସିଲା। ଡଙ୍ଗା ରେ ପାଣି ପଶିବାକୁ ଲାଗିଲା। ସମାନେେ ବିପଦ ରେ ପଡିଗଲେ।
odiaencorp
translate sentence into Odia : And the LORD spake unto Moses, saying,
null
ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
odiaencorp
translate sentence into Odia : And Abraham hearkened unto Ephron; and Abraham weighed to Ephron the silver, which he had named in the audience of the sons of Heth, four hundred shekels of silver, current money with the merchant.
null
ଅବ୍ରହାମ ବୁଝି ପାରିଲେ ଯେ ଇଫ୍ରୋଣ ଜମିର ମୂଲ୍ଯ ବିଷଯ ରେ କଥା କହୁଛନ୍ତି। ତେଣୁ ଅବ୍ରହାମ ତାଙ୍କୁ ଜମିର ମୂଲ୍ଯ ଦେଲେ। ଯାହା ହତେୀଯମାନଙ୍କର ଥିଲା। ଅବ୍ରହାମ ଅଢ଼ଇେ ପାଉଣ୍ଡ ରୂପା ଏବଂ ସମସ୍ତଙ୍କ ସମ୍ମୁଖ ରେ ଇଫ୍ରୋଣକୁ ଦେଲେ।
odiaencorp
translate sentence into Odia : Where is the wise? where is the scribe? where is the disputer of this world? hath not God made foolish the wisdom of this world?
null
ଜ୍ଞାନୀ ଲୋକ କେଉଁଠା ରେ ଅଛନ୍ତି ? ବିଦ୍ବାନ ଲୋକ କେଉଁଠା ରେ ଅଛନ୍ତି ? ବର୍ତ୍ତମାନ ୟୁଗର ଦାର୍ଶନିକ କେଉଁଠା ରେ ଅଛନ୍ତି? ପରମେଶ୍ବର ଜାଗତିକ ଜ୍ଞାନକୁ ମୂର୍ଖତା ବୋଲି ଦର୍ଶାଇଛନ୍ତି।
odiaencorp
translate sentence into Odia : Therefore I was left alone, and saw this great vision, and there remained no strength in me: for my comeliness was turned in me into corruption, and I retained no strength.
null
ତହିଁରେ ମୁଁ ଏକାକୀ ରହି ସହେି ମହା ଦର୍ଶନ ଦେଖିଲି। ମୁଁ ଅତ୍ଯନ୍ତ ଭୟଭୀତ ହାଇେ ମାରେ ସମସ୍ତ ଶକ୍ତି ହରାଇଲି। ମାରେ ମୁଖ ମୃତ ବ୍ଯକ୍ତିର ମୁଖପରି ରକ୍ତହୀନ ହାଇଗେଲା ଓ ମୁଁ ଅସହାୟ ବୋଧ କଲି।
odiaencorp
translate sentence into Odia : And her neighbours and her cousins heard how the Lord had shewed great mercy upon her; and they rejoiced with her.
null
ତାହାଙ୍କର ପଡ଼ୋଶୀ ଓ ପରିବାରର ଲୋକେ ଶୁଣିଲେ ଯେ ପ୍ରଭୁ ତାହାଙ୍କ ଉପରେ ଅଶଷେ ଦୟା କରିଛନ୍ତି। ସମାନେେ ଏଲୀଶାବେଥଙ୍କ ପାଇଁ ଆନନ୍ଦିତ ହେଲେ।
odiaencorp
translate sentence into Odia : I make a decree, That in every dominion of my kingdom men tremble and fear before the God of Daniel: for he is the living God, and stedfast for ever, and his kingdom that which shall not be destroyed, and his dominion shall be even unto the end.
null
ମୁଁ ଆଦେଶ ଦଲେି ଯେ, ମାରେରାଜ୍ଯସ୍ଥ ସମୁଦାଯ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ବରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍। daniel He delivereth and rescueth, and he worketh signs and wonders in heaven and in earth, who hath delivered Daniel from the power of the lions. ସେ ଲୋକମାନଙ୍କୁ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି। ସେ ସ୍ବର୍ଗ ରେ ଓ ପୃଥିବୀ ରେ ଅଦ୍ଭୁତ ଓ ଅଲୌକିକ କାର୍ୟ୍ଯ ସମ୍ପାଦନ କରନ୍ତି। ସେ ଦାନିୟେଲଙ୍କୁ ସିଂହମାନଙ୍କଠାରୁ ଉଦ୍ଧାର କରି ଅଛନ୍ତି।
odiaencorp
translate sentence into Odia : Well; because of unbelief they were broken off, and thou standest by faith. Be not highminded, but fear:
null
ଏହା ସତ୍ଯ କିନ୍ତୁ ସେ ଡାଳ ଗୁଡିକ ଭାଙ୍ଗି ପଡିବାର କାରଣ ହେଉଛି ସମାନଙ୍କେର ଅବିଶ୍ବାସ। କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କ ବିଶ୍ବାସ ହତେୁ ସହେି ଗଛର ଅଂଶୀ ହାଇେ ପାରିଛ। ଅତଏବ ଗର୍ବ କରିବା ପରିବର୍ତେ ଭୟ କରିବା ଦରକାର।
odiaencorp
translate sentence into Odia : These are the sons of Esau, who is Edom, and these are their dukes.
null
ଏମାନେ ଏଷୌର ଅର୍ଥାତ୍ ଇଦୋମର ସନ୍ତାନ ଓ ଏମାନେ ସମାନଙ୍କେର ପରିବାରର ମୂଖ୍ଯ।
odiaencorp
translate sentence into Odia : Then ye shall sacrifice one kid of the goats for a sin offering, and two lambs of the first year for a sacrifice of peace offerings.
null
ତା'ପରେ ତୁମ୍ଭମାନେେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳି ନିମନ୍ତେ ଦୁଇଟି ଏକ ବର୍ଷୀଯ ମଷେବତ୍ସ ଉତ୍ସର୍ଗ କରିବ।
odiaencorp
translate sentence into Odia : And the passover, a feast of the Jews, was nigh.
null
ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହାଇଯୋଇଥିଲା।
odiaencorp
translate sentence into Odia : And Leah said, God hath endued me with a good dowry; now will my husband dwell with me, because I have born him six sons: and she called his name Zebulun.
null
ଲୟୋ କହିଲା, "ପରମେଶ୍ବର ମାେତେ ଏକ ସୁନ୍ଦର ଉପହାର ଦେଲେ। ବର୍ତ୍ତମାନ ଯାକୁବ ମାେତେ ସମାଦାର କରିବେ। କାରଣ ମୁଁ ତାଙ୍କୁ ଛଅଟି ପୁତ୍ର ଦଇେଅଛି।" ତେଣୁ ଲୟୋ ତାହାର ନାମ ସବୂଲୂନ୍ ଦଲୋ।
odiaencorp
translate sentence into Odia : And he dreamed, and behold a ladder set up on the earth, and the top of it reached to heaven: and behold the angels of God ascending and descending on it.
null
ଯାକୁବ ଏକ ସ୍ବପ୍ନ ଦେଖିଲେ। ସେ ସ୍ବପ୍ନ ରେ ଦେଖିଲେ ଯେ ଏକ ସିଡ଼ି ଭୂମିରୁ ସ୍ବର୍ଗକୁ ଲାଗିଛି। ଯାକୁବ ଦେଖିଲେ ପରମେଶ୍ବରଙ୍କର ଦୂତଗଣ ସହେି ସିଢ଼ିଦଇେ ଚଢୁଛନ୍ତି ଓ ଓହ୍ଲାଉଛନ୍ତ।
odiaencorp
translate sentence into Odia : And the children of Israel smote them not, because the princes of the congregation had sworn unto them by the LORD God of Israel. And all the congregation murmured against the princes.
null
କିନ୍ତୁ ଇଶ୍ରାୟେଲର ସୈନ୍ଯମାନେ ସହେିସବୁ ନଗର ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ରାଜି ହେଲେ ନାହିଁ। କାରଣ ଇଶ୍ରାୟେଲର ନତେୃବର୍ଗ, ଏପରି ନ କରିବାକୁ ସଦାପ୍ରଭୁଙ୍କ ଆଗ ରେ ଶପଥ କରିଥିଲେ
odiaencorp
translate sentence into Odia : And David enquired of God, saying, Shall I go up against the Philistines? And wilt thou deliver them into mine hand? And the LORD said unto him, Go up; for I will deliver them into thine hand.
null
ଦାଉଦ ପରମେଶ୍ବରଙ୍କୁ ପଚାରିଲେ, "ମୁଁ ୟାଇ ପଲେଷ୍ଟୀୟମାନଙ୍କ ସହିତ ୟୁଦ୍ଧ କରିବି କି ? ତୁମ୍ଭେ ମାେତେ ସମାନଙ୍କେ ଉପରେ ବିଜଯ ପ୍ରଦାନ କରିବ କି ?" ସଦାପ୍ରଭୁ ଦାଉଦଙ୍କୁ ଉତ୍ତର ଦେଲେ, "ୟାଅ, ଆମ୍ଭେ ତୁମ୍ଭକୁ ପଲେଷ୍ଟୀୟ ଲୋକଙ୍କ ଉପରେ ବିଜଯ ପ୍ରଦାନ କରାଇବା।"
odiaencorp
translate sentence into Odia : But howsoever, said he, let me run. And he said unto him, Run. Then Ahimaaz ran by the way of the plain, and overran Cushi.
null
ଅହୀମାସ ଉତ୍ତର ଦଲୋ, "ଯାହା ହେଉନା କାହିଁକି ମୁ ୟିବି।"
odiaencorp
translate sentence into Odia : And Jesus went out, and departed from the temple: and his disciples came to him for to shew him the buildings of the temple.
null
ଯୀଶୁ ମନ୍ଦିର ଛାଡ଼ି ବାହରି ଆସିଲେ ଓ ଚ଼ାଲି ଯାଉଥିଲେ। ସହେି ସମୟରେ ତାହାଙ୍କ ଶିଷ୍ଯମାନେ ତାହାଙ୍କୁ ମନ୍ଦିରର ଭବନଗୁଡ଼ିକୁ ଦଖାଇବୋ ପାଇଁ ତାହାଙ୍କ ପାଖକୁ ଆସିଲେ।
odiaencorp
translate sentence into Odia : I will also break in pieces with thee the shepherd and his flock; and with thee will I break in pieces the husbandman and his yoke of oxen; and with thee will I break in pieces captains and rulers.
null
ପୁଣି ତୁମ୍ଭ ମାଧ୍ଯମ ରେ ଆମ୍ଭେ ପାଳକ ଓ ତାହାର ପଲକୁ କୃଷକକୁ ଓ ତାହାର ହଳ ବଳଦକୁ ଏବଂ ଦଶାେଧ୍ଯକ୍ଷ ଓ ରାଜ୍ଯର ଅଧିପତିଗଣକୁ ଚୂର୍ଣ୍ଣ କଲୁ।
odiaencorp
translate sentence into Odia : And judgment is turned away backward, and justice standeth afar off: for truth is fallen in the street, and equity cannot enter.
null
ଏଣୁ ସୁବିଚାର ପଛକୁ ହଟି ୟାଇଛି ଓ ଧର୍ମ ଦୂର ରେ ଠିଆ ହାଇେଅଛି। ଛକ ସ୍ଥାନ ରେ ସତ୍ଯତାର ପତନ ଘଟିଛି ଓ ସରଳତା ନଗର ମଧ୍ଯକୁ ପ୍ରବେଶ କରିପାରୁ ନାହିଁ।
odiaencorp
translate sentence into Odia : Know now that there shall fall unto the earth nothing of the word of the LORD, which the LORD spake concerning the house of Ahab: for the LORD hath done that which he spake by his servant Elijah.
null
ଏବେ ତୁମ୍ଭମାନେେ ଜାଣ ସଦାପ୍ରଭୁ ଯାହା ଆହାବ୍ ବଂଶ ବିଷଯ ରେ କହିଥିଲେ, ତାହା ନିଶ୍ଚଯ ଘଟିବ। ସଦାପ୍ରଭୁ ତାଙ୍କର ଦାସ ଏଲିଯ ଦ୍ବାରା ଯାହା କହିଥିଲେ ତାହା ଆଜି ସଫଳ କରାଇଛନ୍ତି।"
odiaencorp
translate sentence into Odia : Therefore thus saith the LORD; Behold, I will give this city into the hand of the Chaldeans, and into the hand of Nebuchadrezzar king of Babylon, and he shall take it:
null
ପୁଣି ସଦାପ୍ରଭୁ ଏହା ମଧ୍ଯ କହିଲେ, " ଦେଖ, ଆମ୍ଭେ କଲଦୀଯମାନଙ୍କ ହସ୍ତ ରେ ଓ ବାବିଲର ରାଜା ନବୂଖଦନିତ୍ସରର ହସ୍ତ ରେ ଏହି ନଗର ସମର୍ପଣ କରିବା। ସେ ତାହା ହସ୍ତଗତ କରିବେ।
odiaencorp
translate sentence into Odia : He that is of a proud heart stirreth up strife: but he that putteth his trust in the LORD shall be made fat.
null
ଜଣେ ଲୋଭି ମନୁଷ୍ଯ କଳହ ସୃଷ୍ଟି କରେ। କିନ୍ତୁ ସହେି ମନୁଷ୍ଯ ୟିଏ ସଦାପ୍ରଭୁଙ୍କ ଉପ ରେ ବିଶ୍ବାସ ରେଖ ସେ ଉନ୍ନତି କରିବ।
odiaencorp
translate sentence into Odia : I was a derision to all my people; and their song all the day.
null
ମୁଁ ମାେ ନିଜ ଲୋକମାନଙ୍କର ଉପହାସର ପାତ୍ର ଓ ଦିନସାରା ତାତ୍ସଲ୍ଯ ସଂଗୀତର ଏକ ଉତ୍ସ ହାଇେଅଛି।
odiaencorp
translate sentence into Odia : Who can understand his errors? cleanse thou me from secret faults.
null
କହେି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ। ତଣେୁ ମାେତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
odiaencorp
translate sentence into Odia : Also Judah took Gaza with the coast thereof, and Askelon with the coast thereof, and Ekron with the coast thereof.
null
ୟିହକ୍ସ୍ଟଦା ଓ ତାଙ୍କର ଭାଇମାନେ ମିଶିଶିମିଯୋନ ପରିବାରବର୍ଗ ସହିତ ଗଲେ, ସମାନେେ ସଫାତ୍ବାସୀ କିଣାନୀଯମାନଙ୍କୁ ଆଘାତ କରି ସହେି ନଗରକକ୍ସ୍ଟ ବର୍ଜିତ ରୂପେ ବିନାଶ କଲେ ଏବଂ ସହେି ନଗର ନାମ ହେଲା ହର୍ମା।
odiaencorp
translate sentence into Odia : And they withstood Uzziah the king, and said unto him, It appertaineth not unto thee, Uzziah, to burn incense unto the LORD, but to the priests the sons of Aaron, that are consecrated to burn incense: go out of the sanctuary; for thou hast trespassed; neither shall it be for thine honour from the LORD God.
null
ସମାନେେ ଉଷିୟଙ୍କୁ କହିଲେ, ଯେ, ସେ ଭୂଲ କାର୍ୟ୍ଯ କରୁଛନ୍ତି। ସମାନେେ ତାଙ୍କୁ କହିଲେ, "ଉଷିୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଧୂପ ଜ୍ବଳାଇବା ତୁମ୍ଭର କାର୍ୟ୍ଯ ନୁହେଁ। ଏହି କାର୍ୟ୍ଯ କରିବା ତୁମ୍ଭ ନିମନ୍ତେ ମଙ୍ଗଳ ଜନକ ନୁହେଁ।ଯାଜକ ଓ ହାରୋଣଙ୍କ ବଂଶଧରମାନେ କବଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁଗନ୍ଧିଧୂପ ଜ୍ବଳାନ୍ତି। ଏହି ଯାଜକମାନେ ସୁଗନ୍ଧିଧୂପ ଜ୍ବଳାଇବାର ପବିତ୍ର ସବୋକାର୍ୟ୍ଯ ନିମନ୍ତେ ତାଲିମପ୍ରାପ୍ତ ହାଇେଛନ୍ତି। ଏହି ମହାପବିତ୍ର ସ୍ଥାନରୁ ବାହାରି ୟାଅ। ତୁମ୍ଭେ ବିଶ୍ବସ୍ତ ହାଇେ ନାହଁ। ସଦାପ୍ରଭୁ ପରମେଶ୍ବର ଏଥି ନିମନ୍ତେ ତୁମ୍ଭକୁ ସମ୍ମାନିତ କରିବେ ନାହିଁ।"
odiaencorp
translate sentence into Odia : In the ninth year of Zedekiah king of Judah, in the tenth month, came Nebuchadrezzar king of Babylon and all his army against Jerusalem, and they besieged it.
null
ଅନନ୍ତର ଯିହୁଦାର ରାଜା ସିଦିକିଯର ରାଜଜ୍ବର ନବମ ବର୍ଷର ଦଶମ ମାସ ରେ ବାବିଲର ରାଜା ନବୁଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ ୟିରୁଶାଲମର ବିରୁଦ୍ଧ ରେ ଆସି ତାହା ଅବରୋଧ କଲେ।
odiaencorp
translate sentence into Odia : Now be ye not stiffnecked, as your fathers were, but yield yourselves unto the LORD, and enter into his sanctuary, which he hath sanctified for ever: and serve the LORD your God, that the fierceness of his wrath may turn away from you.
null
ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କ ପରି ଦାମ୍ଭିକ ହୁଅ ନାହିଁ। କିନ୍ତୁ ଇଚ୍ଛୁକ ହୃଦଯର ସହିତ ସଦାପ୍ରଭୁଙ୍କର ଆଜ୍ଞାକାରୀ ହୁଅ। ସହେି ପବିତ୍ର ସ୍ଥାନକୁ ଆସ। ସଦାପ୍ରଭୁ ତାଙ୍କ ପବିତ୍ର ସ୍ଥାନକୁ ଚିରଦିନ ନିମନ୍ତେ ପବିତ୍ର କରିଛନ୍ତି। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ବରଙ୍କର ସବୋ କର। ତବେେ ସଦାପ୍ରଭୁଙ୍କର କୋରଧ ତୁମ୍ଭମାନଙ୍କଠାରୁ ନିବୃତ୍ତ ହବେ।
odiaencorp
translate sentence into Odia : And I will deliver them into the hand of those that seek their lives, and into the hand of Nebuchadrezzar king of Babylon, and into the hand of his servants: and afterward it shall be inhabited, as in the days of old, saith the LORD.
null
ପୁଣି ସମାନଙ୍କେର ପ୍ରାଣନାଶକାରୀ ଲୋକମାନଙ୍କ ହସ୍ତ ରେ ଓ ବାବିଲର ରାଜା ନବୂଖଦନିତ୍ସର ଓ ତାହାର ଦାସମାନଙ୍କ ହସ୍ତ ରେ ଆମ୍ଭେ ସମାନଙ୍କେୁ ସମର୍ପଣ କରିବା।" ପୁଣି ସଦାପ୍ରଭୁ କହନ୍ତି, "ପୂର୍ବକାଳ ରେ ମିଶର ଯେଉଁପରି ଶାନ୍ତି ରେ ବାସ କରୁଥିଲା, ଏହି ଦୁଃସମୟ ପ ରେ ସେ ପୁନର୍ବାର ଶାନ୍ତି ରେ ରହିବ।"
odiaencorp
translate sentence into Odia : And the people asked him, saying, What shall we do then?
null
ଲୋକମାନେ ତାହାଙ୍କୁ ପଚାରିଲେ, " ତବେେ ଆମ୍ଭମାନେେ କ'ଣ କରିବୁ?"
odiaencorp
translate sentence into Odia : Then shall ye know that I am the LORD, when their slain men shall be among their idols round about their altars, upon every high hill, in all the tops of the mountains, and under every green tree, and under every thick oak, the place where they did offer sweet savour to all their idols.
null
ସମାନେେ ଜାଣିବେ ଯେ, ଆମ୍ଭେ ହିଁ ସଦାପ୍ରଭୁ, ଯେତବେେଳେ ସମାନେେ ସମାନଙ୍କେର ମୃତ ଶରୀର ମୂର୍ତ୍ତିମାନଙ୍କ ମଧିଅରେ, ୟଜ୍ଞବଦେୀ ଚାରିପାଖ ରେ, ପର୍ବତର ଶୀର୍ଷ ଦେଶ ରେ, ଶୃଙ୍ଗ ରେ, ପ୍ରେତ୍ୟକକ ସବୁଜ ହରିତବର୍ଣ୍ଣ ବୃକ୍ଷ ତଳେ ଓ ପ୍ରେତ୍ୟକକ ଆଲୋନ ଓକ ବୃକ୍ଷ ତଳେ, ଯେଉଁ ଯେଉଁ ସ୍ଥାନମାନଙ୍କ ରେ ସମାନେେ ନିଜ ନିଜର ସକଳ ପ୍ରତିମାଗୁଡ଼ିକୁ ସୁବାସିତ ନବୈେଦ୍ଯ ଉତ୍ସର୍ଗ କରୁଥିଲେ, ସହେି ସକଳ ସ୍ଥାନ ରେ ପାଇବେ।
odiaencorp
translate sentence into Odia : And of some, that Elias had appeared; and of others, that one of the old prophets was risen again.
null
ଆଉ କେତକେ କହୁଥିଲେ, "ଏଲିୟ ଆମ୍ଭ ପାଖ ରେ ପ୍ରକଟିତ ହାଇେଛନ୍ତି।" ଅନ୍ୟମାନେ ମଧ୍ଯ କହୁଥିଲେ, "ଆଗ କାଳର କୌଣସି ଭବିଷ୍ଯଦ୍ବକ୍ତା ଜୀବନ ରେ ଉଠିଛନ୍ତି।"
odiaencorp
translate sentence into Odia : He answered them, He that made me whole, the same said unto me, Take up thy bed, and walk.
null
କିନ୍ତୁ ଲୋକଟି କହିଲା, " ମାେତେ ୟିଏ ସୁସ୍ଥ କଲେ, ସେ ମାେତେ କହିଲେ 'ତୁମ୍ଭର ବିଛଣା ନିଅ ଓ ଚାଲ।"'
odiaencorp
translate sentence into Odia : Therefore thus saith the LORD of hosts; Because ye have not heard my words,
null
ତେଣୁ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, "ତୁମ୍ଭମାନେେ ଆମ୍ଭ ବାକ୍ଯ ପ୍ରତି ଧ୍ଯାନ ଦେଉ ନାହଁ।"
odiaencorp
translate sentence into Odia : And thou shalt remember that thou wast a bondman in the land of Egypt, and the LORD thy God redeemed thee: therefore I command thee this thing to day.
null
ମନରେଖ, ଯେ ତୁମ୍ଭମାନେେ ମିଶର ଦେଶ ରେ ସଐୂର୍ଣ୍ଣ ଭାବରେ ଦାସରୂପେ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲେ। ଏଥିପାଇଁ ମୁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।
odiaencorp
translate sentence into Odia : And the LORD spake unto Moses, saying,
null
ପୁଣି ସଦାପ୍ରଭୁ ମାଶାଙ୍କେୁ କହିଲେ,
odiaencorp
translate sentence into Odia : Then said the Jews, Forty and six years was this temple in building, and wilt thou rear it up in three days?
null
ଯିହୂଦୀମାନେ କହିଲେ, "ଏହି ମନ୍ଦିର ନିର୍ମାଣ କରିବା ପାଇଁ ଲୋକମାନେ ଛଯାଳିଶ ବର୍ଷ ପର୍ୟ୍ଯନ୍ତ କାମ କରିଥିଲେ। ଆଉ ତୁମ୍ଭେ କ'ଣ ପ୍ରକୃତ ରେ ବିଶ୍ବାସ କରୁଛ, ତୁମ୍ଭେ ଏହା ତିନି ଦିନ ମଧିଅରେ ନିର୍ମାଣ କରି ଦବେ?"
odiaencorp
translate sentence into Odia : (As it is written, I have made thee a father of many nations,) before him whom he believed, even God, who quickeneth the dead, and calleth those things which be not as though they were.
null
ଶାସ୍ତ୍ର ରେ ଲଖାେ ଅଛି, "ମୁଁ ତୁମ୍ଭକୁ (ଅବ୍ରାହାମ) ଅନକେ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି।" ପରମେଶ୍ବରଙ୍କ ଆଗ ରେ ଏହା ସତ୍ଯ ଅଟେ। ଅବ୍ରାହାମ ଯେଉଁ ପରମେଶ୍ବରଙ୍କୁ ବିଶ୍ବାସ କରିଥିଲେ, ସହେି ପରମେଶ୍ବର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ଯାପି ଘଟି ନାହିଁ ସଗେୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।
odiaencorp
translate sentence into Odia : And David said unto the young man that told him, How knowest thou that Saul and Jonathan his son be dead?
null
ଦାଉଦ ସହେି ୟକ୍ସ୍ଟବ ସୈନିକକକ୍ସ୍ଟ ପଚାରିଲେ, "ଶାଉଲ ଓ ତାଙ୍କର ପକ୍ସ୍ଟତ୍ର ଯୋନାଥନ ମୃତକ୍ସ୍ଟ୍ଯବରଣ କଲେ ବୋଲି ତୁମ୍ଭେ କିପରି ଜାଣିଲ?"
odiaencorp
translate sentence into Odia : At the same time came to them Tatnai, governor on this side the river, and Shetharboznai, and their companions, and said thus unto them, Who hath commanded you to build this house, and to make up this wall?
null
ସହେି ସମୟରେ ତତ୍ତନଯ, ନଦୀ ସପୋରିସ୍ଥ ଦଶାେଧ୍ଯକ୍ଷ ଓ ଶଥର ବୋଷଣଯ ଓ ସମାନଙ୍କେ ସଙ୍ଗୀମାନେ ଆସି ସମାନଙ୍କେୁ ପଚାରିଲେ, "ଏହି ମନ୍ଦିର ନିର୍ମାଣ କରିବାକୁ, ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦଲୋ।"
odiaencorp
translate sentence into Odia : And the woman said unto him, Behold, thou knowest what Saul hath done, how he hath cut off those that have familiar spirits, and the wizards, out of the land: wherefore then layest thou a snare for my life, to cause me to die?
null
କିନ୍ତୁ ସ୍ତ୍ରୀ ଲୋକଟି ଶାଉଲଙ୍କକ୍ସ୍ଟ କହିଲା, "ତୁମ୍ଭେ ଜାଣ ଶାଉଲ ଯାହା କରିଅଛି। କିପରି ସେ ଭକ୍ସ୍ଟତକ୍ସ୍ଟଡିଯା ଓ ଗକ୍ସ୍ଟଣିଆମାନଙ୍କୁ ଇଶ୍ରାୟେଲ ଦେଶରକ୍ସ୍ଟ ବିତାଡିତ କରିଛି। ତୁମ୍ଭେ ମାେତେ ଫାନ୍ଦ ରେ ପକାଇ ମାରିବା ପାଇଁ ଗ୍ଭହକ୍ସ୍ଟଁଛ।"
odiaencorp
translate sentence into Odia : And Saul arose from the earth; and when his eyes were opened, he saw no man: but they led him by the hand, and brought him into Damascus.
null
ଶାଉଲ ଭୂମି ଉପରୁ ଉଠିଲେ, କିନ୍ତୁ କିଛି ଦେଖିପାରିଲେ ନାହିଁ। ତେଣୁ ଲୋକମାନେ ତାହାଙ୍କର ହାତ ଧରି ଦମ୍ମସକେକୁ ନଇଗେଲେ।
odiaencorp
translate sentence into Odia : Now, O LORD God, let thy promise unto David my father be established: for thou hast made me king over a people like the dust of the earth in multitude.
null
ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବର, ମାରେବାପା ଦାଉଦଙ୍କୁ ଦଇେଥିବା ପ୍ରତିଜ୍ଞା ରକ୍ଷା କର। ଏକ ଅତି ବଡ଼ ଜାତିର ରାଜା ହବୋ ନିମନ୍ତେ ତୁମ୍ଭେ ମାେତେ ମନୋନୀତ କରିଛ। ସଠାେରେ ଅନକେ ଲୋକ ଅଛନ୍ତି ସମାନେେ ପୃଥିବୀର ଧୂଳି ସଦୃଶ।
odiaencorp
translate sentence into Odia : So the young man, even the young man the prophet, went to Ramothgilead.
null
ତେଣୁ ସହେି ୟୁବକ, ଭବିଷ୍ଯଦ୍ବକ୍ତା ରାମାେତ୍-ଗିଲିଯଦକୁ ଗଲେ।
odiaencorp
translate sentence into Odia : I thank my God, I speak with tongues more than ye all:
null
ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ବିଭିନ୍ନ ଭାଷାଗୁଡ଼ିକରେ କଥା କହିବାର ଦାନ ପାଇଛି ବୋଲି ପରମେଶ୍ବରଙ୍କୁ ଧନ୍ଯବାଦ ଦେଉଛି।
odiaencorp
translate sentence into Odia : And Manoah said unto his wife, We shall surely die, because we have seen God.
null
ମ ନୋହ ତାଙ୍କ ସ୍ତ୍ରୀଙ୍କକ୍ସ୍ଟ କହିଲେ, "ଆମ୍ଭେ ପରମେଶ୍ବରଙ୍କର ଦର୍ଶନ ପାଇଲକ୍ସ୍ଟ। ଆମ୍ଭେ ନିଶ୍ଚିତ ମରିବା!"
odiaencorp
translate sentence into Odia : Vanity of vanities, saith the preacher; all is vanity.
null
ଉପଦେଶକ କହଇ, ଅସାରର ଅସାର ସବୁ ହିଁ ଅସାର।
odiaencorp
translate sentence into Odia : As soon as the morning was light, the men were sent away, they and their asses. 
null
 ତା' ପରଦିନ ପ୍ରତ୍ଯୁଷରୁ, ଭାଇମାନଙ୍କୁ ଓ ତାଙ୍କର ଗଧମାନଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଗଲା। 
odiaencorp
translate sentence into Odia : He that backbiteth not with his tongue, nor doeth evil to his neighbour, nor taketh up a reproach against his neighbour.
null
ସହେିଭଳି ମନୁଷ୍ଯ ୟିଏ କବେେ ଅନ୍ୟମାନଙ୍କ ବିଷଯରେ ମିଥ୍ଯା କଥା କ ହେ ନାହିଁ। ସହେି ବ୍ଯକ୍ତି ୟିଏ କବେେ ପଡ଼ୋଶୀ ପ୍ରତି ଅନିଷ୍ଟ ଚିନ୍ତା କରେ ନାହିଁ। ସହେି ବ୍ଯକ୍ତି ଲଜ୍ଜାଜନକ କଥା ନିଜ ପରିବାର ବିଷଯରେ ମଧ୍ଯ କ ହେ ନାହିଁ।
odiaencorp
translate sentence into Odia : I got me servants and maidens, and had servants born in my house; also I had great possessions of great and small cattle above all that were in Jerusalem before me:
null
ମୁଁ ଦାସଦାସୀ ମାନଙ୍କୁ କ୍ରଯ କଲି ଓ ମାରଦୋସଗଣ ଥିଲେ, ଯେଉଁମାନେ ମାେ ଘ ରେ ଜନ୍ମ ହାଇେଥିଲେ ଓ ଆହୁରି ମାେ ପୂର୍ବେ ୟିରୁଶାଲମସ୍ଥିତ ସମସ୍ତଙ୍କ ଅପେକ୍ଷା ମାରେ ଗୋମଷୋଦି ପଲ ଅଧିକ ଥିଲା।
odiaencorp
translate sentence into Odia : For God hath not given us the spirit of fear; but of power, and of love, and of a sound mind.
null
ପରମେଶ୍ବର ଆମ୍ଭକୁ ଭୟର ଆତ୍ମା ଦଇେ ନାହାଁନ୍ତି। ସେ ଆମ୍ଭକୁ ଶକ୍ତି, ପ୍ ରମେ ଓ ଆତ୍ମସଂୟମର ଆତ୍ମା ପ୍ରଦାନ କରିଛନ୍ତି।
odiaencorp
translate sentence into Odia : If she be a wall, we will build upon her a palace of silver: and if she be a door, we will inclose her with boards of cedar.
null
ଯବେେ ସେ ପ୍ରାଚୀର ସ୍ବରୂପା ହୁଏ। ତବେେ ଆମ୍ଭମାନେେ ତାକୁ ରୂପା ଗହଣା ରେ ଢ଼ାଙ୍କି ଦବେୁ। ଯଦି ସେ ଏକ ଦ୍ବାର ପରି ହୁଏ, ତବେେ ଆମ୍ଭମାନେେ ତାକୁ ଏରସ ପଟା ରେ ଆବରଣ କରିଦବେୁ।
odiaencorp
translate sentence into Odia : And Jonathan Saul's son arose, and went to David into the wood, and strengthened his hand in God.
null
ଶାଉଲଙ୍କର ପକ୍ସ୍ଟତ୍ର ଯୋନାଥନ ଦାଉଦଙ୍କ ପାଖକକ୍ସ୍ଟ ଗଲା। ତାଙ୍କୁ ପରମେଶ୍ବରଙ୍କଠା ରେ ଏକ ଦୃଢ ବିଶ୍ବାସ କରିବା ରେ ସାହାୟ୍ଯ କଲା।
odiaencorp
translate sentence into Odia : And the shooters shot from off the wall upon thy servants; and some of the king's servants be dead, and thy servant Uriah the Hittite is dead also.
null
ଏଥି ରେ ଧନକ୍ସ୍ଟର୍ଦ୍ଧାରୀମାନେ ପ୍ରାଚୀରରକ୍ସ୍ଟ ଆପଣଙ୍କର ଦାସମାନଙ୍କ ଉପରେ ତୀର ନିକ୍ଷପେ କଲେ। ତେଣୁ ମହାରାଜଙ୍କର କିଛି ଦାସ ମୃତକ୍ସ୍ଟ୍ଯବରଣ କଲେ ଓ ଆପଣଙ୍କର ଦାସ ହିତ୍ତୀଯ ଊରିଯ ମଧ୍ଯ ମୃତକ୍ସ୍ଟ୍ଯବରଣ କଲେ।"
odiaencorp
translate sentence into Odia : Shall they not rise up suddenly that shall bite thee, and awake that shall vex thee, and thou shalt be for booties unto them?
null
ତୁମ୍ଭମାନଙ୍କର ଋଣକର୍ତ୍ତାମାନେ ହଠାତ୍ ତୁମ୍ଭ ବିରୁଦ୍ଧ ରେ ଛିଡା ହବେେ। ତା'ପ ରେ ସମାନେେ ତୁମ୍ଭଠାରୁ ଚୋରି କରିବେ। ତୁମ୍ଭେ ଅତି ଭୟଭୀତ ହାଇେ ପଡିବ।
odiaencorp
translate sentence into Odia : For I will lay the land most desolate, and the pomp of her strength shall cease; and the mountains of Israel shall be desolate, that none shall pass through.
null
ଏବଂ ମୁଁ ଇଶ୍ରାୟେଲ ଦେଶକୁ ବିନଷ୍ଟ ଓ ଶୂନ୍ଯ କରିବି। ତହିଁରେ ତାହାର ପରାକ୍ରମର ଗର୍ବ ଲୁପ୍ତ ହବେ। ପୁଣି ଇଶ୍ରାୟେଲର ପର୍ବତଗଣ ନିର୍ଜ୍ଜନ ହବେେ, ଆଉ କହେି ତାହା ମଧ୍ଯ ଦଇେ ଗମନାଗମନ କରିବେ ନାହିଁ।
odiaencorp
translate sentence into Odia : Let Israel rejoice in him that made him: let the children of Zion be joyful in their King.
null
ଇଶ୍ରାୟେଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର। ସିୟୋନର ଲୋକମାନେ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ।
odiaencorp
translate sentence into Odia : And the residue of the families of the sons of Kohath had cities of their coasts out of the tribe of Ephraim.
null
ଇଫ୍ରଯିମ୍ ଗୋଷ୍ଠୀ କହାତ୍ର କେତକେ ପରିବାର କିଛି ନଗରୀଗୁଡ଼ିକ ଦେଲେ।
odiaencorp
translate sentence into Odia : And this shall be the priest's due from the people, from them that offer a sacrifice, whether it be ox or sheep; and they shall give unto the priest the shoulder, and the two cheeks, and the maw.
null
ତୁମ୍ଭମାନେେ ଯେତବେେଳେ ବଳିଦାନ କରିବ, ତୁମ୍ଭମାନେେ ଯାଜକଙ୍କକ୍ସ୍ଟ ଏହି ଅଂଶ ଯଥା: ଆଗଚଟକ୍ସ୍ଟଆ, ଦକ୍ସ୍ଟଇଗାଲ ଓ ପାକସ୍ଥଳୀ ଦବେ। deuteronomy For the LORD thy God hath chosen him out of all thy tribes, to stand to minister in the name of the LORD, him and his sons for ever. କାରଣ ସଦାପ୍ରଭୁଙ୍କ ନାମ ରେ ସବୋ କରିବାକୁ ନିତ୍ଯ ଠିଆ ହବୋ ନିମନ୍ତେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସମସ୍ତ ବଂଶଧର ମଧରକ୍ସ୍ଟ ତାହାକକ୍ସ୍ଟ ଓ ତାହାର ସନ୍ତାନଗଣକକ୍ସ୍ଟ ମନୋନୀତ କରିଅଛନ୍ତି। deuteronomy Then he shall minister in the name of the LORD his God, as all his brethren the Levites do, which stand there before the LORD. ସହେି ସ୍ଥାନ ରେ ସେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଠିଆ ହବୋର ଆପଣା ସମସ୍ତ ଲବେୀୟ ଭାଇମାନଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ନାମ ରେ ସବୋ କରିବ। deuteronomy They shall have like portions to eat, beside that which cometh of the sale of his patrimony. ଲବେୀୟମାନେ ଆପଣା ପୈତୃକ ଅଧିକାରର ମୂଲ୍ଯଛଡା ସମାନଙ୍କେ ସମାନ ଭୋଜନର ଅଂଶ ପାଇବେ। deuteronomy When thou art come into the land which the LORD thy God giveth thee, thou shalt not learn to do after the abominations of those nations. ତୁମ୍ଭମାନେେ ଯେତବେେଳେ ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶ୍ବରଙ୍କ ଦତ୍ତ ଦେଶ ରେ ପ୍ରବେଶ କରି ବାସ କରିବ, ସେ ଲୋକମାନଙ୍କ ତକ୍ସ୍ଟଲ୍ଯ ଘୃଣ୍ଯ କାର୍ଯଗୁଡିକ କରିବାକୁ ତୁମ୍ଭମାନେେ ଶିଖିବା ଉଚିତ୍ ନକ୍ସ୍ଟ ହେଁ।
odiaencorp
translate sentence into Odia : And Absalom said unto him, See, thy matters are good and right; but there is no man deputed of the king to hear thee.
null
ଲୋକର ୟକ୍ସ୍ଟକ୍ତି ଶକ୍ସ୍ଟଣିଲା ପରେ ଅବଶା ଲୋମ ତାକକ୍ସ୍ଟ କହିଥାନ୍ତା, "ତୁମ୍ଭେ ଠିକ୍ କହକ୍ସ୍ଟଛ, ତୁମ୍ଭର କଥା ଯଥାର୍ଥ ଅଟେ। କିନ୍ତୁ ରାଜା ତକ୍ସ୍ଟମ୍ଭ କଥା ଶକ୍ସ୍ଟଣିବେ ନାହିଁ।"
odiaencorp
translate sentence into Odia : And it shall come to pass, if they say unto thee, Whither shall we go forth? then thou shalt tell them, Thus saith the LORD; Such as are for death, to death; and such as are for the sword, to the sword; and such as are for the famine, to the famine; and such as are for the captivity, to the captivity.
null
ପୁଣି ଯବେେ ସମାନେେ ତୁମ୍ଭକୁ ପଚାରନ୍ତି, 'ଆମ୍ଭମାନେେ କେଉଁଠାକୁ ୟିବା ?' ତବେେ ତୁମ୍ଭେ ସମାନଙ୍କେୁ ଏହା କହିବ, ସଦାପ୍ରଭୁ ଏହି କଥା କହିଲେ,
odiaencorp
translate sentence into Odia : Sixteen years old was Uzziah when he began to reign, and he reigned fifty and two years in Jerusalem. His mother's name also was Jecoliah of Jerusalem.
null
ଉଷିୟ ରାଜା ହବୋ ସମୟରେ ଷୋହଳ ବର୍ଷ ବଯସ୍କ ଥିଲେ। ସେ ୟିରୁଶାଲମ ରେ ବାଉନ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ୟିଖଲିଯା। ୟିଖଲିଯା ୟିରୁଶାଲମରୁ ଆସିଥିଲେ।
odiaencorp
translate sentence into Odia : Now when the centurion, and they that were with him, watching Jesus, saw the earthquake, and those things that were done, they feared greatly, saying, Truly this was the Son of God.
null
ରୋମୀୟ ସନୋଧ୍ଯକ୍ଷ ଓ ଯୀଶୁଙ୍କୁ ଜଗି ରହିଥିବା ସୈନ୍ଯମାନେ ଭୂମିକମ୍ପ ଓ ଅନ୍ୟସବୁ ଘଟଣାମାନ ଘଟୁଥିବା ଦେଖିଲେ, ସମାନେେ ବହୁତ ଭୟ କଲେ ଓ ସମାନେେ କହିଲେ, " ସେ ପ୍ରକୃତ ରେ ପରମେଶ୍ବରଙ୍କ ପୁତ୍ର ଥିଲେ।"
odiaencorp
translate sentence into Odia : For the living know that they shall die: but the dead know not any thing, neither have they any more a reward; for the memory of them is forgotten.
null
ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି, ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ କିଅବା ସମାନେେ ଆଉ କୌଣସି ଫଳ ପାଆନ୍ତି ନାହିଁ। କାରଣ ସମାନଙ୍କେ ବିଷଯକ ସ୍ମରଣ ବିସ୍ମୃତ ହୁଏ।
odiaencorp
translate sentence into Odia : And always, night and day, he was in the mountains, and in the tombs, crying, and cutting himself with stones.
null
ସେ ଦିନରାତି ସଦା ବେଳେ କବର ଓ ପାହାଡ ରେ ଥାଇ ଚିତ୍କାର କରୁଥିଲା ଓ ନିଜକୁ ପଥର ରେ କ୍ଷତ ବିକ୍ଷତ କରି ପକାଉଥିଲା।
odiaencorp
translate sentence into Odia : I will consume man and beast; I will consume the fowls of the heaven, and the fishes of the sea, and the stumbling blocks with the wicked: and I will cut off man from off the land, saith the LORD.
null
ଆମ୍ଭେ ସମସ୍ତ ପ୍ରାଣୀ ଓ ସମସ୍ତ ମାନବମାନଙ୍କୁ ବିନଷ୍ଟ କରିବା। ଆକାଶର ପକ୍ଷୀ ଓ ସମୁଦ୍ରର ମାଛଗୁଡିକୁ ବିନାଶ କରିବା। ସମସ୍ତ ମନ୍ଦ ଲୋକ ଓ ସମସ୍ତ ଜିନିଷ ଯେଉଁଗୁଡିକ ସମାନଙ୍କେୁ ପାପ କରାଉଛି ସହେି ସବୁକୁ ଧ୍ବଂସ କରିବା। ସବୁ ଲୋକଙ୍କୁ ପୃଥିବୀରୁ ବିତାଡିତ କରିବା।" ଏହିସବୁ କଥା ସଦାପ୍ରଭୁ କହିଲେ।
odiaencorp
translate sentence into Odia : And Leah conceived again, and bare Jacob the sixth son.
null
ଲୟୋ ପୁନ୍ନରାଯ ଗର୍ଭବତୀ ହାଇେ ଷଷ୍ଠ ସନ୍ତାନକୁ ନ୍ମ ଦଲୋ।
odiaencorp
translate sentence into Odia : And, behold, they cried out, saying, What have we to do with thee, Jesus, thou Son of God? art thou come hither to torment us before the time?
null
ସମାନଙ୍କେ ନିମନ୍ତେ କହେି ସହେି ବାଟେ ଯାଇପାରୁ ନଥିଲେ। ସମାନେେ ପାଟିକରି କହିଲେ, " ହେ ପରମେଶ୍ବରଙ୍କ ପୁତ୍ର! ତୁମ୍ଭେ ଆମ୍ଭଠାରୁ କ'ଣ ଚାହୁଁଛ? ଉପୟୁକ୍ତ ସମୟ ପୂର୍ବରୁ ତୁମ୍ଭେ କ'ଣ ଆମ୍ଭକୁ ଦଣ୍ଡ ଦବୋପାଇଁ ଆସିଛ?"
odiaencorp
translate sentence into Odia : All the brethren of the poor do hate him: how much more do his friends go far from him? he pursueth them with words, yet they are wanting to him.
null
ଦରିଦ୍ର ଲୋକଙ୍କୁ ତା'ର ପରିବାର ମଧ୍ଯ ଭଲ ପାଏ ନାହିଁ। ତା'ର ମିତ୍ରମାନେ ତାଠାରୁ ଅଧିକ ଦୂରତା ରକ୍ଷା କରନ୍ତି। ସେ ସମାନଙ୍କେର ସାହାୟ୍ଯ ପାଇଁ ଭିକ୍ଷା କରେ, କିନ୍ତୁ ସମାନେେ ତା'ର ନିକଟକୁ ୟାଆନ୍ତି ନାହିଁ।
odiaencorp
translate sentence into Odia : And when he looked on Amalek, he took up his parable, and said, Amalek was the first of the nations; but his latter end shall be that he perish for ever.
null
ଏହାପରେ ସେ ଅମାଲକେ ପ୍ରତି ଦୃଷ୍ଟିକରି ଗୀତ ରେ କହିଲା,
odiaencorp
translate sentence into Odia : Who have received the law by the disposition of angels, and have not kept it.
null
ତୁମ୍ଭମାନେେ ପରମେଶ୍ବରଙ୍କ ଦୂତ ଦ୍ବାରା ମାଶାଙ୍କେୁ ଦିଆଯାଇଥିବା ବ୍ଯବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ଯ ହାଇନୋହଁ।"
odiaencorp
translate sentence into Odia : And he had two wives; the name of the one was Hannah, and the name of the other Peninnah: and Peninnah had children, but Hannah had no children.
null
ଇଲ୍କାନାର ଦକ୍ସ୍ଟଇଟି ସ୍ତ୍ରୀ ଥିଲେ, ଜଣଙ୍କର ନାମଥିଲା ହାନ୍ନା ଓ ଅନ୍ୟ ଜଣଙ୍କର ନାମ ଥିଲା ପନିନ୍ନା। ପିନ୍ନିନାର ପିଲାପିଲି ଥିଲେ। କିନ୍ତୁ ହାନ୍ନାର କୌଣସି ପିଲାପିଲି ନ ଥିଲେ।
odiaencorp
translate sentence into Odia : Jehoahaz was twenty and three years old when he began to reign; and he reigned three months in Jerusalem. And his mother's name was Hamutal, the daughter of Jeremiah of Libnah.
null
ସେ ମଧ୍ଯ ତାଙ୍କ ପୂର୍ବପୁରୁଷମାନଙ୍କ ପରି କୁକର୍ମ କଲେ, ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ଥିଲା।
odiaencorp
translate sentence into Odia : And he lifted up his eyes on his disciples, and said, Blessed be ye poor: for yours is the kingdom of God.
null
ଶିଷ୍ଯମାନଙ୍କ ଆଡକୁ ଚାହିଁ ଯୀଶୁ କହିଲେ,
odiaencorp
translate sentence into Odia : And my master made me swear, saying, Thou shalt not take a wife to my son of the daughters of the Canaanites, in whose land I dwell:
null
ମୁଁ ମାରେକର୍ତ୍ତାଙ୍କୁ କହିଲି, 'ଏପରିକି ସେ ସ୍ତ୍ରୀ ମାେ ସହିତ ଏଠାକୁ ଆସିନପା ରେ।'
odiaencorp
translate sentence into Odia : And the rulers brought onyx stones, and stones to be set, for the ephod, and for the breastplate;
null
ଅଧ୍ଯକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମଦେକାଦି ଖଚନାର୍ଥକ ମଣି ଆଣିଲେ।
odiaencorp
translate sentence into Odia : Therefore thus saith the LORD of hosts, the God of Israel; Behold, I will set my face against you for evil, and to cut off all Judah.
null
ଏଣୁ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, " ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷ ରେ ଓ ସମଗ୍ର ଯିହୁଦା ବିପକ୍ଷ ରେ ଅମଙ୍ଗଳ ଓ ଧ୍ବଂସ ଘଟାଇବା ପାଇଁ ମନସ୍ଥ କରିଅଛୁ।
odiaencorp
translate sentence into Odia : And it came to pass, that as he was come nigh unto Jericho, a certain blind man sat by the way side begging:
null
ଯୀଶୁ ଯିରୀହାେ ନଗର ପାଖାପାଖି ହାଇେ ଆସିଲେ। ସେତବେେଳେ ରାସ୍ତା କଡ ରେ ଗୋଟିଏ ଅନ୍ଧ ବସିଥିଲା। ସହେି ଅନ୍ଧଟି ଭିକ ମାଗୁଥିଲା।
odiaencorp
translate sentence into Odia : For if, when we were enemies, we were reconciled to God by the death of his Son, much more, being reconciled, we shall be saved by his life.
null
ମାେ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ବରଙ୍କର ଶତୃ ହାଇେଥିଲେ ମଧ୍ଯ, ସେ ନିଜ ପୁତ୍ରଙ୍କ ମୃତ୍ଯୁ ଦ୍ବାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେ ହତେୁ ଆମ୍ଭେ ପରମେଶ୍ବରଙ୍କର ମିତ୍ର, ପରମେଶ୍ବର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ଯମ ରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ।
odiaencorp
translate sentence into Odia : And Jonathan caused David to swear again, because he loved him: for he loved him as he loved his own soul.
null
ତା'ପରେ ଯୋନାଥନ ଦାଉଦଙ୍କକ୍ସ୍ଟ ସ୍ନହେ କରିବାରକ୍ସ୍ଟ ତା'ର ପ୍ରତିଜ୍ଞା ଦୋହୋରାଇଲେ ଓ ସେ ତାଙ୍କୁ କରିଥିବା ପ୍ରତିଜ୍ଞା ପକ୍ସ୍ଟନର୍ବାର ସତ୍ଯତା ପ୍ରମାଣ କରାଇବାକକ୍ସ୍ଟ ଦାଉଦଙ୍କକ୍ସ୍ଟ ପଚାରିଲେ। ଯୋନାଥନ ଏପରି କଲା କାରଣ ସେ ନିଜକକ୍ସ୍ଟ ଯେତିକି ଭଲ ପାଉଥିଲେ ଦାଉଦଙ୍କକ୍ସ୍ଟ ମଧ୍ଯ ସହେିପରି ଭଲ ପାଉଥିଲେ।
odiaencorp
translate sentence into Odia : Thus saith the Lord GOD; I will also destroy the idols, and I will cause their images to cease out of Noph; and there shall be no more a prince of the land of Egypt: and I will put a fear in the land of Egypt.
null
ସଦାପ୍ରଭୁ, ମାରେ ପ୍ରଭୁ ଏ କଥା କହିଛନ୍ତି, "ମୁଁ ଦବେତାଗଣକୁ ହିଁ ବିନାଶ କରିବି ଓ ନୋଫରୁ ପ୍ରତିମାଗୁଡ଼ିକୁ ଶଷେ କରାଇବି। ପୁଣି ମିଶର ଦେଶରୁ ଆଉ ଅଧିପତି ଆସିବେ ନାହିଁ। ମୁଁ ମିଶର ଦେଶ ରେ ଭୟ ସୃଷ୍ଟି କରିବି।
odiaencorp
translate sentence into Odia : When he had heard therefore that he was sick, he abode two days still in the same place where he was.
null
ସେ ଲାଜାରଙ୍କ ଅସୁସ୍ଥତାର ଖବର ପାଇ ସେ ଯେଉଁଠି ଥିଲେ ସଠାେରେ ଆହୁରି ଦୁଇ ଦିନ ରହିଗଲେ।
odiaencorp
translate sentence into Odia : And the LORD magnified Solomon exceedingly in the sight of all Israel, and bestowed upon him such royal majesty as had not been on any king before him in Israel.
null
ସଦାପ୍ରଭୁ ଶଲୋମନଙ୍କୁ ଅତି ମହାନ୍ କଲେ। ଇଶ୍ରାୟେଲର ସମସ୍ତ ଲୋକ ଜାଣିଥିଲେ ଯେ, ସଦାପ୍ରଭୁ ହିଁ ଶଲୋମନଙ୍କୁ ମହାନ୍ କରିଅଛନ୍ତି। ସଦାପ୍ରଭୁ ଶଲୋମନଙ୍କୁ ରାଜୋଚିତ ସମ୍ମାନ ପ୍ରଦାନ କଲେ। ଶଲୋମନଙ୍କ ପୂର୍ବରୁ ଇଶ୍ରାୟେଲର କୌଣସି ରାଜା ଏହିପରି ସମ୍ମାନ ପାଇ ନ ଥିଲେ।
odiaencorp
translate sentence into Odia : He that is unjust, let him be unjust still: and he which is filthy, let him be filthy still: and he that is righteous, let him be righteous still: and he that is holy, let him be holy still.
null
ଯେ ମନ୍ଦ କରୁଛି, ତାହାକୁ ମନ୍ଦ କରିବାକୁ ଦିଅ। ଯେ ଅଶୁଚି, ସେ ଅଶୁଚି ହାଇେ ରହୁ। ଯେ ଭଲ କରୁଛି, ତାହାକୁ ଭଲ କରିବାକୁ ଦିଅ। ଯେ ପବିତ୍ର, ତାହାକୁ ପବିତ୍ର ହାଇେ ରହିବାକୁ ଦିଅ।"
odiaencorp
translate sentence into Odia : That they shall drive thee from men, and thy dwelling shall be with the beasts of the field, and they shall make thee to eat grass as oxen, and they shall wet thee with the dew of heaven, and seven times shall pass over thee, till thou know that the most High ruleth in the kingdom of men, and giveth it to whomsoever he will.
null
ତୁମ୍ଭେ ମନୁଷ୍ଯମାନଙ୍କ ସଙ୍ଗ ମଧ୍ଯରୁ ବିତାଡିତ ହବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକର ରେ ତିନ୍ତିବ। ଏହିରୂପେ ତୁମ୍ଭ ଉପ ରେ ସାତବର୍ଷ ଅତିକ୍ରମ କରିବ। ଶଷେ ରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ବର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ଯ ଦାନ କରନ୍ତି।
odiaencorp
translate sentence into Odia : But I have said unto you, Ye shall inherit their land, and I will give it unto you to possess it, a land that floweth with milk and honey: I am the LORD your God, which have separated you from other people.
null
ମୁଁ ତୁମ୍ଭଙ୍କୁ କହିଲି, ସମାନଙ୍କେର ଭୂମି ତୁମ୍ଭେ ଅକ୍ତିଆର କରିବ, ମୁଁ କହିବି ଏହା ତୁମ୍ଭେ ଅକ୍ତିଆର କର। ଏହା ଗୋଟିଏ ଭୂମି ଯେଉଁଠା ରେ ଦୁଧ ଓ ମଧୁ ବହି ଯାଉଥାଏ।
odiaencorp
translate sentence into Odia : The children of Bazluth, the children of Mehida, the children of Harsha,
null
ବସ୍ଲୂତ ବଂଶଧରଗଣ, ମହୀଦା ବଂଶଧରଗଣ, ଦର୍ଶା ବଂଶଧରଗଣ,
odiaencorp
translate sentence into Odia : And I gave my heart to seek and search out by wisdom concerning all things that are done under heaven: this sore travail hath God given to the sons of man to be exercised therewith.
null
ମୁଁ ମନ ଯୋଗ କରି ଅଧ୍ଯଯନ ପାଇଁ ଏବଂ ଜ୍ଞାନ ଦ୍ବାରା ସବୁକିଛି ବୁଝିବା ପାଇଁ ଯାହା ସ୍ବର୍ଗତଳେ ହୁଏ। ଏହି କାର୍ୟ୍ଯ, ଯାହା ପରମେଶ୍ବର ମନୁଷ୍ଯମାନଙ୍କୁ ଦଇେଛନ୍ତି ବ୍ଯସ୍ତ ରହିବାକୁ ଅତି ଅପ୍ରିତିକର ଅଟେ।
odiaencorp
translate sentence into Odia : Thou hast made us as the offscouring and refuse in the midst of the people.
null
ତୁମ୍ଭେ ଗୋଷ୍ଠୀଗଣ ମଧିଅରେ ଆମ୍ଭମାନଙ୍କୁ ଝଟା ଅଳିଆ ଓ ଅଗ୍ରାହ୍ଯ ବସ୍ତୁତୁଲ୍ଯ କରିଅଛ।
odiaencorp
translate sentence into Odia : Come, eat of my bread, and drink of the wine which I have mingled.
null
ଆସ ମାରେ ଖାଦ୍ୟକୁ ଭକ୍ଷଣ କର ଏବଂ ମାରେଦ୍ରାକ୍ଷାରସ ପାନ କର।
odiaencorp
translate sentence into Odia : And when they were escaped, then they knew that the island was called Melita.
null
ଆମ୍ଭେ ନିରାପଦ ରେ କୂଳ ରେ ପହଞ୍ଚିବା ପରେ ଜାଣିଲୁ ଯେ, ସହେି ଉପଦ୍ବୀପର ନାମ ମଲେିତୀ। ସେତବେେଳେ ବର୍ଷା ହେଉଥିଲା।
odiaencorp
translate sentence into Odia : Behold, thou hast instructed many, and thou hast strengthened the weak hands.
null
ଆୟୁବ ତୁମ୍ଭେ ବହୁତ ଲୋକଙ୍କୁ ଶିକ୍ଷା ଦଇେଛ। କେତେ ଦୁର୍ବଳ ଲୋକକୁ ତୁମ୍ଭେ ବଳବାନ କରିଛ।
odiaencorp
translate sentence into Odia : And so Pilate, willing to content the people, released Barabbas unto them, and delivered Jesus, when he had scourged him, to be crucified.
null
ପୀଲାତ ଲୋକମାନଙ୍କୁ ଖୁସି କରିବାକୁ ଚାହିଁଲେ, ତେଣୁ ସେ ସମାନଙ୍କେ ପାଇଁ ବାରବ୍ବାକୁ ମୁକ୍ତ କରି ଦେଲେ ଏବଂ ଯୀଶୁଙ୍କୁ କୋରଡା ରେ ପିଟିବା ପାଇଁ ସୈନ୍ଯମାନଙ୍କୁ ଆଦେଶ ଦେଲେ। ତା'ପରେ ସେ ଯୀଶୁଙ୍କୁ କୃଶ ରେ ଚଢାଇ ମାରିଦବୋ ପାଇଁ ତାହାଙ୍କୁ ସୈନ୍ଯମାନଙ୍କ ହାତ ରେ ଦଇେ ଦେଲେ।
odiaencorp
translate sentence into Odia : Open thy doors, O Lebanon, that the fire may devour thy cedars.
null
ହେ ଲିବାନୋନ୍, ତୁମ୍ଭେ ତୁମ୍ଭର ସମସ୍ତ ଦ୍ବାର ଖାଲିଦେିଅ ଯେପରି ଅଗ୍ନି ତୁମ୍ଭର ସମସ୍ତ ଦବଦୋରୁ ବୃକ୍ଷଗୁଡିକୁ ପୋଡି଼ ପକାଇବେ।
odiaencorp
translate sentence into Odia : Then call thou, and I will answer: or let me speak, and answer thou me.
null
ତା'ପରେ ମାେତେ ଡ଼ାକ ମୁଁ ଉତ୍ତର ଦବେି କିମ୍ବା ମୁଁ କହିବି ତୁମ୍ଭେ ଉତ୍ତର ଦିଅ।
odiaencorp
translate sentence into Odia : Let no man deceive you with vain words: for because of these things cometh the wrath of God upon the children of disobedience.
null
ମିଥ୍ଯାକଥା କହି କହେି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟ ରେ ସଚତନେ ରୁହ। ଯେଉଁମାନେ ଅବାଧ୍ଯ ହାଇେ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସମାନଙ୍କେ ଉପରେ ପରମେଶ୍ବର କୋରଧାନ୍ବିତ ହୁଅନ୍ତି।
odiaencorp
translate sentence into Odia : And Solomon reigned in Jerusalem over all Israel forty years.
null
ଶଲୋମନ ସମଗ୍ର ଇଶ୍ରାୟେଲ ଉପରେ ୟିରୁଶାଲମ ରେ ଚାଳିଶ ବର୍ଷ ପର୍ୟ୍ଯନ୍ତ ରାଜା ହାଇେ ରହିଲେ।
odiaencorp
translate sentence into Odia : Remember me, O my God, concerning this, and wipe not out my good deeds that I have done for the house of my God, and for the offices thereof.
null
ହେ ମାରେ ପରମେଶ୍ବର, ଏ ବିଷଯ ରେ ମାେତେ ସ୍ମରଣ କର। ଆଉ ମୁଁ ମାହେର ପରମଶ୍ବରଙ୍କ ଗୃହ ଓ ତହିଁର ବିଷଯ ପାଳନୀଯ ବିଷଯ ନିମନ୍ତେ ଯାହା କରିଅଛି ମାରେ କୃତ ସହେି ସୁକର୍ମ ସବୁ ଲିଭାଇ ଦିଅ।
odiaencorp
translate sentence into Odia : And when he came to the den, he cried with a lamentable voice unto Daniel: and the king spake and said to Daniel, O Daniel, servant of the living God, is thy God, whom thou servest continually, able to deliver thee from the lions?
null
ଚିନ୍ତିତ ରାଜା ଦାନିୟେଲଙ୍କୁ ବିଳାପ ସ୍ବର ରେ ଡାକିଲା, " ହେ ଜୀବିତ ପରମେଶ୍ବରଙ୍କ ସବେକ ଦାନିୟେଲ, ତୁମ୍ଭେ ପ୍ରତିଦିନ ଯେଉଁ ପରମେଶ୍ବରଙ୍କୁ ସବୋ କରୁଅଛ, ସହେି ପରମେଶ୍ବର ତୁମ୍ଭକୁ ସିଂହମାନଙ୍କଠାରୁ ଉଦ୍ଧାର କରିଛନ୍ତି କି?"
odiaencorp

No dataset card yet

New: Create and edit this dataset card directly on the website!

Contribute a Dataset Card
Downloads last month
4
Add dataset card