id
stringlengths
1
6
pivot
stringlengths
5
901
input
stringlengths
5
946
target
stringlengths
5
1.03k
references
list
101
the police seized two bikes from them .
ପୁଲିସ ସେମାନଙ୍କଠାରୁ ଏକ ନକଲି ବନ୍ଧୁକ ସହ ଦୁଇଟି ବାଇକ୍‌ ଜବତ କରିଥିଲା।
ସେମାନେ ବ୍ୟବହାର କରିଥିବା ବାଇକ୍‌ ଦୁଇଟିକୁ ମଧ୍ୟ ପୁଲିସ୍‌ ଜବତ କରିଛି।
[ "ସେମାନେ ବ୍ୟବହାର କରିଥିବା ବାଇକ୍‌ ଦୁଇଟିକୁ ମଧ୍ୟ ପୁଲିସ୍‌ ଜବତ କରିଛି।", "ଉଭୟଙ୍କ ଠାରୁ ପୁଲିସ ଏକ ବାଇକ୍‌ ଜବତ କରିଛି ।", "ତା’ଠାରୁ ତଥ୍ୟ ନେଇ ପୁଲିସ ଆଉ ଦୁଇଟି ବାଇକ୍‌ ଜବତ କରିଛି।", "ସେମାନଙ୍କଠାରୁ ପୁଲିସ୍ ଦୁଇଟି ବାଇକ୍ ଜବତ କରିଛି।" ]
102
the test match was being played between india and bangladesh .
ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ୍‌ ଡ୍ର ରହିଥିଲା।
ଚାଲିଥିଲା ଭାରତ-ବାଂଲାଦେଶ ଟେଷ୍ଟ ମ୍ୟାଚ୍ ।
[ "ଚାଲିଥିଲା ଭାରତ-ବାଂଲାଦେଶ ଟେଷ୍ଟ ମ୍ୟାଚ୍ ।", "ଫାଇନାଲ ମୁକାବିଲା ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା।", "ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିଲା ଟେଷ୍ଟ ଲଢେଇ ।", "ଭାରତ ଓ ଇ˚ଲଣ୍ଡ ମଧ୍ୟରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।" ]
103
the local residents pulled out the injured and shifted them to civil hospital at anandpur sahib .
ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ।
[ "ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ।", "ସ୍ଥାନୀୟ ଲୋକମାନେ ଦୁଇଜଣ ଯାକ ଆହତଙ୍କୁ ଉଦ୍ଧାରକରି ଆମ୍ବୁଲାନସ ଯୋଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି।", "ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।", "ସ୍ଥାନୀୟ ଲୋକମାନେ ଛାତ୍ରୀଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।" ]
104
he was also awarded padma shri by indian government .
ତାଙ୍କ ମଧ୍ୟ ଭାରତ ସରକାର ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି।
ଏଥିସହିତ ଭାରତ ସରକାରଙଙ୍କ ଦ୍ୱାରା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି ।
[ "ଏଥିସହିତ ଭାରତ ସରକାରଙଙ୍କ ଦ୍ୱାରା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପାଇଛନ୍ତି ।", "ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମଧ୍ୟ ମିଳିଛି ।", "ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରିଛନ୍ତି।", "ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’ଉପାଧି ମଧ୍ୟ ପ୍ରଦାନ କରିଛନ୍ତି।" ]
105
cause of the leopards death was not yet ascertained .
ହାତୀଛୁଆର ମୃତ୍ୟୁର କାରଣ ଜଣାପଡ଼ିନି।
ତେବେ ହାତୀ ମୃତ୍ୟୁ କାରଣ ଜଣାପଡିନାହିଁ।
[ "ତେବେ ହାତୀ ମୃତ୍ୟୁ କାରଣ ଜଣାପଡିନାହିଁ।", "ହାତୀ ଶାବକର ମୃତ୍ୟୁର କାରଣ ଜଣାପଡିନାହିଁ ।", "ତେବେ ହାତୀର ମୃତ୍ୟୁର କାରଣ ଜଣାପଡିନାହିଁ।", "ହାତୀଟିର ମୃତ୍ୟୁର କାରଣ ଜଣାପଡ଼ି ନାହିଁ।" ]
106
in spite of big defeats in bihar and west bengal , modi has successfully established bjp govt in more than 15 states .
ମୋଦି ବିହାର ଓ ପଶ୍ଚିମବଙ୍ଗ ବ୍ୟତୀତ ୧୫ରୁ ଅଧିକ ରାଜ୍ୟରେ ବିଜେପିକୁ ପ୍ରତିଷ୍ଠିତ କରିବାରେ ସଫଳ ହେଇଛନ୍ତି ।
ବିହାର ଓ ପଶ୍ଚିମବଙ୍ଗରେ ବଡ଼ ପରାଜୟ ସତ୍ତେ୍ୱ ୧୫ଟି ରାଜ୍ୟରେ ବିଜେପି ସରକାର ଗଠନ କରିଛି ।
[ "ବିହାର ଓ ପଶ୍ଚିମବଙ୍ଗରେ ବଡ଼ ପରାଜୟ ସତ୍ତେ୍ୱ ୧୫ଟି ରାଜ୍ୟରେ ବିଜେପି ସରକାର ଗଠନ କରିଛି ।", "ବିହାର ଓ ପଶ୍ଚିମବଙ୍ଗକୁ ଛାଡ଼ି ଦେଲେ ୧୫ଟି ରାଜ୍ୟରେ ବିଜେପି ଶାସନ କରିବାରେ ସଫଳ ହୋଇଛି।", "ବିହାର ଓ ପଶ୍ଚିମବଙ୍ଗ ବ୍ୟତୀ ମୋଦି ଦେଶର ୧୫ରୁ ଅଧିକ ରାଜ୍ୟରେ ବିଜେପିକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି।", "ବିହାର ଓ ପଶ୍ଚିମବଙ୍ଗ ବ୍ୟତୀତ ମୋଦି ଦେଶର ୧୫ରୁ ଅଧିକ ରାଜ୍ୟରେ ବିଜେପିକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି।" ]
107
during this time period , all shops and markets will stay closed .
ଏହି ସମୟରେ ସମସ୍ତ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ ରହିବ।
ଏହି ସମୟରେ ସବୁ ଦୋକାନ ଓ ବସ୍ ଚଳାଚଳ ବନ୍ଦ ରହିବ ।
[ "ଏହି ସମୟରେ ସବୁ ଦୋକାନ ଓ ବସ୍ ଚଳାଚଳ ବନ୍ଦ ରହିବ ।", "ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ସମସ୍ତ ଦୋକାନ, ବଜାର ବନ୍ଦ ରହିବ।", "ଏହି ସମୟରେ ସମସ୍ତ ଦୋକାନ ବଜାର ଓ ଯାତାୟାତ ବନ୍ଦ ରହିବ ।", "ଏହି ସମୟରେ ସମସ୍ତ ଦୋକାନ ବଜାର ଓ ଯାତାୟାତ ବନ୍ଦ ରହିବ।" ]
108
heavy rainfall in mumbai .
ଲଗାଣ ବର୍ଷାରେ ବେହାଲ ମୁମ୍ବାଇ ।
ମାୟାନଗରୀ ମୁମ୍ବାଇରେ ପ୍ରବଳରୁ ଅତିପ୍ରବଳ ବର୍ଷା ।
[ "ମାୟାନଗରୀ ମୁମ୍ବାଇରେ ପ୍ରବଳରୁ ଅତିପ୍ରବଳ ବର୍ଷା ।", "ମୁମ୍ବାଇ: ମୟାନଗରୀରେ ପ୍ରବଳ ବର୍ଷା ।", "ମୁମ୍ବାଇ କୋଲାବା ଅଂଚଳରେ ହୋଇଛି ପ୍ରବଳ ବର୍ଷା ।", "ଲଗାଣ ବର୍ଷାରେ ଉବୁଟୁବୁ ମୁମ୍ବାଇ ।" ]
109
however , the reason behind the death was not yet ascertained .
ଅଥଚ ଏହି ରହସ୍ୟଜନକ ମୃତ୍ୟୁ ପଛର କାରଣ ଏଯାଏଁ ସାମ୍ନାକୁ ଆସିପାରିନି ।
ତେବେ ଏଯାବତ୍ ସମ୍ପୃକ୍ତ ଅନ୍ତେବାସୀଙ୍କ ମୃତ୍ୟୁର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
[ "ତେବେ ଏଯାବତ୍ ସମ୍ପୃକ୍ତ ଅନ୍ତେବାସୀଙ୍କ ମୃତ୍ୟୁର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।", "ତେବେ ବର୍ତମାନ ସୁଧା ହତ୍ୟାର କାରଣ ଅସ୍ପଷ୍ଟ ରହିଛି।", "ତେବେ ମୃତ ଯୁବକଙ୍କ ପରିଚୟ ମିଲିପାରିନଥିବା ବେଳେ ମୃତ୍ୟ ପଛର କାରଣ କ’ଣ ତାହା ଅସ୍ପଷ୍ଟ ରହିଛି ।", "ତେବେ ସୁରଜଙ୍କ ହତ୍ୟା ପଛର କାରଣ ଏବେ ସୁଦ୍ଧା ଜଣାପଡିନାହିଁ।" ]
110
india has benefited from this .
ଯାହାର ଫାଇଦା ଉଠାଇଥିଲା ଭାରତ ।
ଏହାର ସୁଫଳ ଭାରତକୁ ମିଳିଛି।
[ "ଏହାର ସୁଫଳ ଭାରତକୁ ମିଳିଛି।", "ନିଃସନ୍ଦେହ ଭାରତକୁ ଏହା ଦ୍ବାରା ଲାଭ ହୋଇଛି।", "ଏହାର ଫାଇଦା ନେଇ ଭାରତ ଏକ ଗୋଲ ଦେବାରେ ସକ୍ଷମ ହୋଇଥିଲା।", "ଯାହାର ଜବରଦସ୍ତ ଫାଇଦା ଭାରତକୁ ମିଳିଛି ।" ]
111
the injured were rushed to mkcg medical college and hospital , berhampur .
ଆହତମାନଙ୍କୁ ବ୍ରାହ୍ମଣୀ ଗାଁ ମେଡିକାଲ ଓ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି ।
ଉଦ୍ଧାର କରା ଯାଇଥିବା ଆହତ ଯାତ୍ରୀ ମାନଙ୍କୁ ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରେ ଭର୍ତି କରା ଯାଇଛି।
[ "ଉଦ୍ଧାର କରା ଯାଇଥିବା ଆହତ ଯାତ୍ରୀ ମାନଙ୍କୁ ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରେ ଭର୍ତି କରା ଯାଇଛି।", "ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।", "ଗୁରୁତର ଆହତମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।", "ଆହତମାନଙ୍କୁ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା ।" ]
112
thermal scanning of students will be done before they enter the exam hall .
ସେଣ୍ଟର ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ।
ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଜେଇଇ ପରୀକ୍ଷାର୍ଥୀଙ୍କର ଥର୍ମାଲ ସ୍କାନିଂ କରାଯିବ ।
[ "ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଜେଇଇ ପରୀକ୍ଷାର୍ଥୀଙ୍କର ଥର୍ମାଲ ସ୍କାନିଂ କରାଯିବ ।", "ସେଣ୍ଟରରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ।", "ଛାତ୍ରଛାତ୍ରୀ ହଲ୍‌ ଭିତରକୁ ପ୍ରବେଶ କରିବା ବେଳେ ଥର୍ମାଲ ସ୍କ୍ରିନିଂ କରାଯିବ।", "ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିିଂ କରାଯିବ।" ]
113
have done it .
କରାଇଛନ୍ତି।
କରିନେଇଛନ୍ତି ।
[ "କରିନେଇଛନ୍ତି ।", "କରିଛନ୍ତି ।", "କରିିଛନ୍ତି।", "ି କରିଛନ୍ତି ।" ]
114
the family of the deceased was informed .
ପରେ ଏହି ମୃତକଙ୍କ ପରିବାରକୁ ଖବର ଦିଆଯାଇଥିଲା ।
ମୃତଦେହ ପଡିଥିବା ନେଇ ପରିବାର ଲୋକେଙ୍କ ଜଣାଯାଇଥିଲା ।
[ "ମୃତଦେହ ପଡିଥିବା ନେଇ ପରିବାର ଲୋକେଙ୍କ ଜଣାଯାଇଥିଲା ।", "ମୃତକଙ୍କ ମୋବାଇଲ୍ ଯୋଗେଁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା।", "ଏହାପରେ ମୃତଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଥିଲା।", "ମୃତକଙ୍କ ପରିବାରକୁ ଜଣାଇଥିଲେ ।" ]
115
the meeting was presided over by its president rash bihari das .
ଫୋରମର ସଭାପତି ରାସ ବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଥମେ ସମ୍ପାଦକ ସୀମାଞ୍ଚଳ ପ୍ରସାଦ ବିଷୋୟୀ ବିବରଣୀ ପାଠ କରିଥିଲେ ।
ଏହି ବୈଠକ ରାସବିହାରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିଲା ।
[ "ଏହି ବୈଠକ ରାସବିହାରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିଲା ।", "ଏହି କାର୍ଯ୍ୟକ୍ରମରେ ସଭାପତି ରାସ ବିହାରୀ ଦାସ ଅଧ୍ୟକ୍ଷତା କରିଥିଲେ ।", "ଏହି ଆଲୋଚନା ଚକ୍ରରେ ଫୋରମର ସଭାପତି ରାସ ବିହାରୀ ଦାସ ସଭାପତିତ୍ୱ କରିବା ସହିତ ସଂଯୋଜନା କରିଥିଲେ ।", "ଏହି କାର୍ଯ୍ୟକ୍ରମ ସଂଘର ସଭାପତି ରାସ ବିହାରୀ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ କରାଯାଇଥିଲା ।" ]
116
on being informed , police and scientific team reached the spot , started investigation and sent the body for autopsy .
ସୂଚନା ପାଇ ପୁଲିସ୍‌, ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।
ଖବର ପାଇ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ସହିତ ଶବ ଜବତ କରିଛି ।
[ "ଖବର ପାଇ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ସହିତ ଶବ ଜବତ କରିଛି ।", "ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟଫିକ୍ ଟିମ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।", "ଘଟଣାସ୍ଥଳରେ ପୁଲିସ୍‌ ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ କରିଥିଲା ଓ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।", "ଖବର ପାଇ ଲରମ୍ଭା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।" ]
117
he is making false allegations against the bjp .
ବିଜେପି ଉପରେ ମିଥ୍ୟା ଅଭିଯୋଗ ଲଗାଯାଉଛି।
ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ସଂସ୍ଥାଗତ ଭାବେ ମିଛର ପ୍ରଚାର କରୁଛି
[ "ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ସଂସ୍ଥାଗତ ଭାବେ ମିଛର ପ୍ରଚାର କରୁଛି", "ଏହା ସହ କହିଛନ୍ତି ସରକାରଙ୍କ ଉପରେ ବିଜେପି ମିଥ୍ୟା ଆରୋପ ଲଗାଉଛି ।", "ବିଜେପି ଉପରେ ଅଯଥାରେ ମିଥ୍ୟା ଆରୋପ ଲଗାଉଛନ୍ତି।", "ବିଜେପି ଉପରେ କେବଳ ମିଥ୍ୟା ଅଭିଯୋଗ ଲଗାଇ ଆସିଛି।" ]
118
the mercy petition by mukesh was rejected by the president .
ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିିଥିଲେ ରାଷ୍ଟ୍ରପତି ।
ମୁକେଶ ପକ୍ଷରୁ ରାଷ୍ଟ୍ରପତିଙ୍କ ସମ୍ମୁଖରେ କ୍ଷମା ଆବେଦନ କରାଯାଇଥିଲା, ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।
[ "ମୁକେଶ ପକ୍ଷରୁ ରାଷ୍ଟ୍ରପତିଙ୍କ ସମ୍ମୁଖରେ କ୍ଷମା ଆବେଦନ କରାଯାଇଥିଲା, ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।", "ମୁକେଶର ଦୟା ପିଟିସନ୍‌କୁ ରାଷ୍ଟ୍ରପତି ମଧ୍ୟ ନାକଚ କରି ଦେଇଛନ୍ତି।", "ମୁକେଶର କ୍ଷମା ଆବେଦନ ରାଷ୍ଚ୍ରପତି ଖାରଜ କରିଦେଇଛନ୍ତି।", "ରାଷ୍ଟ୍ରପତି ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଥିଲେ।" ]
119
such incidents have occurred many times .
ଏଇମିତି ହୃଦୟ ବିଦାରକ ଘଟଣା ଘଟିଛି ଅନେକ ଥର।
ଏହି ସ୍ଥାନରେ ଏମିତି ଘଟଣା ବହୁତ ଥର ଦେଖିବାକୁ ମିଳିଛି।
[ "ଏହି ସ୍ଥାନରେ ଏମିତି ଘଟଣା ବହୁତ ଥର ଦେଖିବାକୁ ମିଳିଛି।", "ପୂର୍ବରୁ ମଧ୍ୟ ଏ ପ୍ରକାର ଦୁର୍ଭାଗ୍ୟଜନକ ଘଟଣା ବାରମ୍ବାର ଘଟିଛି।", "ଋାରଣ ଅନେକ ଥର ଏଭଳି ଘଟଣା ଘଟିଥିବା ନଜରକୁ ଆସିଛି ।", "ଅନେକ ସ୍ଥାନରେ ଏଭଳି ଘଟଣା ସମ୍ନାକୁ ଆସିଛି ।" ]
120
people , who had lined up on both sides of the road greeted modi .
ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ଲୋକଙ୍କ ପାଖକୁ ଯାଇ ମୋଦି ହାତ ମିଳାଇଥିଲେ।
ରାସ୍ତାର ଉଭୟ ପାଶ୍ୱର୍ରେ ଅପେକ୍ଷାରତ ହଜାର ହଜାର ଜନତା ମୋଦିଙ୍କୁ ହାତ ହଲାଇ ଅଭିବାଦନ ଜଣାଉଛନ୍ତି ।
[ "ରାସ୍ତାର ଉଭୟ ପାଶ୍ୱର୍ରେ ଅପେକ୍ଷାରତ ହଜାର ହଜାର ଜନତା ମୋଦିଙ୍କୁ ହାତ ହଲାଇ ଅଭିବାଦନ ଜଣାଉଛନ୍ତି ।", "ରାସ୍ତାର ଉଭୟ ପଟେ ମୋଦିଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିବାବେଳେ ମୋଦି ହାତ ହଲାଇ ସେମାନଙ୍କୁ ଅଭିବାଦନ ଜଣାଇଛନ୍ତି ।", "ରାସ୍ତାର ଦୁଇ ପାର୍ଶ୍ୱରେ ଅପେକ୍ଷାରତ ହଜାର ହଜାର ଜନତା ମୋଦିଙ୍କୁ ହାତ ହଲାଇ ଅଭିବାଦନ ଜଣାଉଛନ୍ତି।", "ରାସ୍ତାର ଦୁଇ ପାର୍ଶ୍ୱରେ ଅପେକ୍ଷାରତ ହଜାର ହଜାର ଜନତା ମୋଦିଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।" ]
121
can benefit .
ଲାଭବାନ ହୋଇପାରନ୍ତି।
ଲାଭ ଯୁକ୍ତ ହୋଇପାରନ୍ତି ।
[ "ଲାଭ ଯୁକ୍ତ ହୋଇପାରନ୍ତି ।", "ଉପାର୍ଜନକାରୀ ହୋଇପାରନ୍ତି।", "ଉପକୃତ ହୋଇପାରନ୍ତି।", "ଲାଭାନ୍ବିତ ହୋଇପାରନ୍ତି।" ]
122
the administration has failed to stop it .
ଏଥିରେ ପ୍ରଶାସନ ଅଙ୍କୁଶ ଲଗାଇ ପାରିଲାନାହିଁ ।
ଏହାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ନାକେଦମ୍ ହୋଇପଡ଼ିଛି।
[ "ଏହାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ନାକେଦମ୍ ହୋଇପଡ଼ିଛି।", "ଯାହାକୁ ରୋକିବାରେ ପ୍ରଶାସନ ବିଫଳ ହେଉଛି।", "ଏହାକୁ ରୋକିବାରେ ପ୍ରଶାସନ ବିଫଳ ହୋଇଛି।", "ଏହାକୁ ରୋକିବାକୁ ପ୍ରଶାସନ ସକ୍ଷମ ହେଉନାହିଁ।" ]
123
there were scuffles between lawyers and policemen .
ଏହାକୁ ନେଇ ବିଧାୟକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ଫଳରେ ଆଇନଜୀବୀ ଏବଂ ପୋଲିସ କର୍ମଚାରୀ ମୁହାଁମୁହିଁ ହୋଇଥିଲେ।
[ "ଫଳରେ ଆଇନଜୀବୀ ଏବଂ ପୋଲିସ କର୍ମଚାରୀ ମୁହାଁମୁହିଁ ହୋଇଥିଲେ।", "ଆଇନଜୀବୀ ଏବଂ ପୋଲିସ ଅଧିକାରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।", "ତେବେ ଏହି ସମୟରେ ଥାନାଧିକାରୀ ଏବଂ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।", "ପୁଲିସ ଓ ଓକିଲଙ୍କ ମଧ୍ୟରେ ମାରପିଟ୍ ହେବା ସହ ଗୁଳି ଚାଳନା ହୋଇଥିଲା ।" ]
124
the child was subsequently rescued safely .
ପରେ ଯୁବକ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା ।
ଆଉ ନିରାପଦରେ ଉଦ୍ଧାର କରି ଆଣିଥିଲେ ଶିଶୁକନ୍ୟାକୁ।
[ "ଆଉ ନିରାପଦରେ ଉଦ୍ଧାର କରି ଆଣିଥିଲେ ଶିଶୁକନ୍ୟାକୁ।", "ଶେଷରେ ଶିଶୁକୁ ସେଠାରୁ କୌଶଳକ୍ରମେ ଉଦ୍ଧାର କରାଯାଇଥିଲା।", "ହେଲେ ପିଲାଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।", "ପରେ ଯୁବକଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।" ]
125
some villagers had spotted it and informed the police .
ଏହା ଦେଖି କିଛି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଆଜି ଭୋରରୁ କିଛି ଗ୍ରାମବାସୀ ଏହାକୁ ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ।
[ "ଆଜି ଭୋରରୁ କିଛି ଗ୍ରାମବାସୀ ଏହାକୁ ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ।", "ଗାଁର କିଛି ଲୋକ ଏହାକୁ ଦେଖି ପୋଲିସ୍‌କୁ ଖବର ଦେଇଥିଲେ ।", "କିଛି ଛାତ୍ର ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ।", "ଗାଁର କିଛି ଲୋକେ ଏହା ଦେଖି ତାଳପଟିଆ ପୋଲିସକୁ ଖବର ଦେଇଥିଲେ ।" ]
126
later he left for delhi .
ପରେ ଶୈଳଜା ଦିଲ୍ଲୀ ଚାଲି ଆସିଥିଲେ।
ପରେ ଦିଲ୍ଲୀରୁ ଓଡିଶା ପାଇଁ ଯାତ୍ରା କରିଥିଲେ ।
[ "ପରେ ଦିଲ୍ଲୀରୁ ଓଡିଶା ପାଇଁ ଯାତ୍ରା କରିଥିଲେ ।", "ଏହାପରେ ଚାକିରି ଛାଡ଼ି ଆସିଥିଲେ ଦିଲ୍ଲୀକୁ।", "ପରେ ଏହା ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା।", "ଏହାପରେ ସେ ଦିଲ୍ଲୀ ଛାଡ଼ି ଅନ୍ୟତ୍ର ଚାଲି ଯାଇଥିଲେ।" ]
127
drink cardamom water in the morning everyday .
ପ୍ରତିଦିନ ସକାଳୁ ଉଠି ଏହି ପାଣି ପିଅନ୍ତୁ ।
ପ୍ରତିଦିନ ସକାଳେ ଗରମ ପାଣିରେ ଲେମ୍ବୁ ଚିପୁଡି ପିଇବା ଉଚିତ।
[ "ପ୍ରତିଦିନ ସକାଳେ ଗରମ ପାଣିରେ ଲେମ୍ବୁ ଚିପୁଡି ପିଇବା ଉଚିତ।", "ପ୍ରତିଦିନ ସକାଳୁ ଏହି ପାଣିକୁ ପିଅନ୍ତୁ।", "ପ୍ରତିଦିନ ସକାଳୁ ଉଠି ହଳଦୀ ପାଣି ପିଇବା ଉଚିତ୍।", "ପ୍ରତିଦିନ ସକାଳେ ଏହି ପାଣି ପିଅନ୍ତୁ।" ]
128
students are sitting on the verandah .
ବାରଣ୍ଡାରେ ବସୁଛନ୍ତି ଛାତ୍ରଛାତ୍ରୀ।
ଡଙ୍ଗା ଉପରେ ଛାତ୍ରଛାତ୍ରୀମାନେ ବସି ରହିଛନ୍ତି ।
[ "ଡଙ୍ଗା ଉପରେ ଛାତ୍ରଛାତ୍ରୀମାନେ ବସି ରହିଛନ୍ତି ।", "ସ୍ଥାନାଭାବ ରୁ ଛାତ୍ରଛାତ୍ରୀ ବାରଣ୍ଡା ରେ ବସି ପାଠ ପଢୁଛନ୍ତି ।", "ଫଳରେ ବାରଣ୍ଡାରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ।", "ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ,…" ]
129
students can apply on the universitys website .
ବିଦ୍ୟାର୍ଥୀ ସାମ୍ସ ଓ୍ୱେବସାଇଟକୁ ଯାଇ ଆବେଦନ କରିପାରିବେ।
ଓ୍ଵେବସାଇଟ୍‌ରେ ଛାତ୍ର-ଛାତ୍ରୀ ଆବେଦନ କରି ପାରିବେ।
[ "ଓ୍ଵେବସାଇଟ୍‌ରେ ଛାତ୍ର-ଛାତ୍ରୀ ଆବେଦନ କରି ପାରିବେ।", "ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ୱେବସାଇଟକୁ ଯାଇ ଅଧ୍ୟୟନ କରିପାରିବେ।", "ଉଚ୍ଚଶିକ୍ଷା ବିଭାଗର ନିଜସ୍ୱ ୱେବସାଇଟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।", "ଛାତ୍ରଛାତ୍ରୀମାନେ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।" ]
130
but it could not be saved .
ହେଲେ ରିତିମାକୁ ବଞ୍ଚା ଯାଇପାରିନି ।
କିନ୍ତୁ ଏଥିରୁ ନିସ୍ତାର ମିଳିପାରୁନଥିଲା ।
[ "କିନ୍ତୁ ଏଥିରୁ ନିସ୍ତାର ମିଳିପାରୁନଥିଲା ।", "ମାତ୍ର ତାହା ଧାନକୁ ରକ୍ଷା କରିପାରି ନଥିଲା।", "ମାତ୍ର ଉଦ୍ଧାର କରିବାରେ ସଫଳ ହୋଇପାରିନଥିଲା।", "ହେଲେ ଇଜ୍ଜତ ବଞ୍ଚାଇ ପାରିଲି ନାହିଁ।" ]
131
this is not so only in india but across the world .
ଏହି ବିଡ଼ମ୍ବନା କେବଳ ଓଡ଼ିଶା କିମ୍ବା ଭାରତର ନୁହେଁ, ବରଂ ବିଶ୍ୱର।
କେବଳ ଭାରତରେ ନୁହଁ ପୂରା ବିଶ୍ୱରେ ଏବେ ଏହି ଚର୍ଚ୍ଚା ହେଉଛି।
[ "କେବଳ ଭାରତରେ ନୁହଁ ପୂରା ବିଶ୍ୱରେ ଏବେ ଏହି ଚର୍ଚ୍ଚା ହେଉଛି।", "ଏହା କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଉଦାହରଣ।", "କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏହି ଘଟଣାକୁ ନିନ୍ଦା କରିଯାଇଛି ।", "ଏହି ପରମ୍ପରା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ବରେ ବିରଳ ।" ]
132
but it remained a dream .
ହେଲେ ସ୍ୱପ୍ନ ରହିଗଲା ସ୍ୱପ୍ନରେ।
କିନ୍ତୁ ସେହି ଇଛା ସ୍ବପ୍ନରେ ହିଁ ରହିଯାଇଥିଲା।
[ "କିନ୍ତୁ ସେହି ଇଛା ସ୍ବପ୍ନରେ ହିଁ ରହିଯାଇଥିଲା।", "ମାତ୍ର ଏହି ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା।", "ହେଲେ ସେତେବେଳେ ତାହା ସ୍ୱପ୍ନ ଭଳି ଲାଗୁଥିଲା।", "ହେଲେ ସବୁ ସ୍ୱପ୍ନରେ ରହିଗଲା।" ]
133
new delhi : theres good news for job seekers out there .
ନୂଆଦିଲ୍ଲୀ: ଶ୍ରମିକଙ୍କ ପାଇଁ ଖୁସି ଖବର ।
ନୂଆଦିଲ୍ଲୀ:ସରକାରୀ ଚାକିରୀ ଖୋଜୁଥିବା ଯୁବଗୋଷ୍ଠୀଙ୍କ ପାଇଁ ଖୁସି ଖବର।
[ "ନୂଆଦିଲ୍ଲୀ:ସରକାରୀ ଚାକିରୀ ଖୋଜୁଥିବା ଯୁବଗୋଷ୍ଠୀଙ୍କ ପାଇଁ ଖୁସି ଖବର।", "ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର।", "ନୂଆଦିଲ୍ଲୀ: ଚାକିରି ଆଶୟୀଙ୍କ ପାଇଁ ଖୁସି ଖବର।", "ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଖବର।" ]
134
the whole world is in thrall .
ଅଟକି ଯାଇଛି ସାରା ବିଶ୍ୱ।
ସମଗ୍ର ବିଶ୍ବ କରୋନାଗ୍ରସ୍ତ।
[ "ସମଗ୍ର ବିଶ୍ବ କରୋନାଗ୍ରସ୍ତ।", "ପୂରା ଦୁନିଆ ଏବେ ସଙ୍କଟରେ ରହିଛି।", "ଚଳଚଂଚଳ ହୋଇପଡ଼ିଛି ସାରା ପୃଥିବୀ ।", "ହାତମୁଠାରେ ପୂରା ବିଶ୍ୱ।" ]
135
kashmir zone police tweeted .
କଶ୍ମୀର ଜୋନ୍ ପୁଲିସ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛି।
ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି କାଶ୍ମୀର ଜୋନ୍ ପୋଲିସ ।
[ "ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି କାଶ୍ମୀର ଜୋନ୍ ପୋଲିସ ।", "ଏନେଇ କାଶ୍ମୀର ଜୋନ୍ ପୋଲିସ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ।", "ଟୁଇଟ୍‌ କରି ଏ ତଥ୍ୟ ଦେଇଛି କଶ୍ମୀର ଜୋନ୍‌ ପୋଲିସ୍‌।", "ଏନେଇ କାଶ୍ମୀର ଜୋନ୍‌ ପୋଲିସ ଟ୍ଵିଟ୍‌ କରି ସୂଚନା ଦେଇଛି ।" ]
136
an investigation will be conducted in this incident .
ଯଦି ଏମିତି ଘଟୁଥାଏ ତାହାହେଲେ ତଦନ୍ତ କରାଯିବ।
ଏହି ଘଟଣାର ତଦନ୍ତ ମଧ୍ୟ କରାଯିବ।
[ "ଏହି ଘଟଣାର ତଦନ୍ତ ମଧ୍ୟ କରାଯିବ।", "ସେପଟେ ଘଟଣା ସଂପର୍କରେ ତଦନ୍ତ କରାଯିବ।", "ଏ ଘଟଣାର ତଦନ୍ତ କରାଯିବ।", "ଏହି ଘଟଣାର ତଦନ୍ତ କରାଯିବ।" ]
137
the girl was sleeping .
ଝିଅ ଶୋଇଥିଲା ଖଟ ଉପରେ ।
ସେତେବେଳେ କନ୍ୟା ବି ଶୋଇ ପଡିଥିଲା।
[ "ସେତେବେଳେ କନ୍ୟା ବି ଶୋଇ ପଡିଥିଲା।", "ଝିଅକୁ ଆଉଁସୁ ଅଉଁସୁ ଝିଅ ଶୋଇପଡ଼ିଲା ।", "ନିଘୋଡ଼ ନିଦରେ ଶୋଇପଡ଼ିଥିଲା ଝିଅ ।", "ଫଳରେ ଝିଅ ନଖାଇ ଶୋଇପଡ଼ିଥିଲା।" ]
138
but the love did not end there .
କିନ୍ତୁ ଏତେ ପରେ ମଧ୍ୟ କମ ହେଲା ନାହିଁ ପ୍ରେମ ସମ୍ପର୍କ।
ହେଲେ ପ୍ରେମର ଦଂଶନଜ୍ୱାଳା ଏବେବି ମନରୁ ଲିଭି ନଥିଲା ।
[ "ହେଲେ ପ୍ରେମର ଦଂଶନଜ୍ୱାଳା ଏବେବି ମନରୁ ଲିଭି ନଥିଲା ।", "ହେଲେ ତାଙ୍କ ପ୍ରେମ କମିଯାଇ ନ ଥିଲା।", "ମାତ୍ର ସେହି ପ୍ରେମ କେବଳ ସେଇଠି ଅଟକିଗଲା ।", "ହେଲେ ପ୍ରେମ ନିଶା ଛାଡ଼ି ନଥିଲା ।" ]
139
there have been many successes .
ଏହାକୁ ଅନେକ ସଫଳତା ମିଳିଥିଲା।
ଅନେକ ଉପଲବ୍‌ଧି ହାସଲ ହୋଇଛି।
[ "ଅନେକ ଉପଲବ୍‌ଧି ହାସଲ ହୋଇଛି।", "ଅନେକ ସଫଳତା ମଧ୍ୟ ହାସଲ କରିଛି।", "ଅନେକ ସଫଳତା ମଧ୍ୟ ମିଳିଛି।", "ଅନେକ ସଫଳତା ପାଇଛନ୍ତି ।" ]
140
later , police reached the spot and pacified the protesting locals .
ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
ଘଟଣାସ୍ଥଳରେ ପୁଲିସ ପହଂଚି ଗାଁଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗାଁଲୋକେ ଏହାକୁ ବିରୋଧ କରିଥିଲେ।
[ "ଘଟଣାସ୍ଥଳରେ ପୁଲିସ ପହଂଚି ଗାଁଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗାଁଲୋକେ ଏହାକୁ ବିରୋଧ କରିଥିଲେ।", "ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିଲା।", "ଶେଷରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତେକ୍ତ ଲୋକଙ୍କୁ ବିଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।", "ଅନ୍ୟପକ୍ଷରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତିରେ ସୁଧାର ଆସିଥିଲା ।" ]
141
he is also leader of the bjp .
ଏହାସହିତ ସେ ବିଜେଡିର ଜଣେ ତୁଙ୍ଗ ନେତା ମଧ୍ୟ।
ହେଲେ ସେ ପ୍ରଥମେ ବିଜେପି ନେତା ଅଟନ୍ତି.
[ "ହେଲେ ସେ ପ୍ରଥମେ ବିଜେପି ନେତା ଅଟନ୍ତି.", "ସେ ମଧ୍ୟ ବିଜେପିର ଆଗ ଧାଡିର କର୍ମୀ ।", "ସେ ମଧ୍ୟ ନବାଗତା ବିଜେପି ନେତ୍ରୀ।", "ସେ ଜଣେ ବିଜେପି ନେତା।" ]
142
he submitted his resignation to deputy speaker krishna reddy .
ତେବେ ସେ ତାଙ୍କ ଇସ୍ତଫା ପତ୍ର ଉପ ବାଚସ୍ପତି କ୍ରିଷ୍ଣା ରେଡ୍ଡୀଙ୍କୁ ପ୍ରଦାନ କରିଛନ୍ତି ।
ଏହାପରେ ସେ ଉପବାଚସ୍ପତି କୃଷ୍ଣ ରେଡ୍ଡୀଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଥିଲେ।
[ "ଏହାପରେ ସେ ଉପବାଚସ୍ପତି କୃଷ୍ଣ ରେଡ୍ଡୀଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଥିଲେ।", "ବାଚସ୍ପତି ପଦରୁ ସେ ଅବ୍ୟାହତି ନେବାକୁ ଚାହୁଁଥିବା ଦର୍ଶାଇ ଉପବାଚସ୍ପତି କ୍ରିଷ୍ଣା ରେଡ୍ଡିଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ ।", "ଏହାପରେ ସେ ଉପ ବାଚସ୍ପତି କ୍ରି‌ଷ୍ଣା ରେଡ୍ଡୀଙ୍କୁ ତାଙ୍କର ଇସ୍ତଫାପତ୍ର ହସ୍ତାନ୍ତର କରିଥିଲେ।", "ଏହାପରେ ଉପ ବାଚସ୍ପତି କ୍ରିଷ୍ଣା ରେଡ୍ଡୀଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ବାଚସ୍ପତି।" ]
143
it can be had in the morning .
ସକାଳୁ ଆପଣ ଏହାକୁ ଖାଇ ପାରିବେ।
ଏହା ସକାଳ ସମୟରେ ମିଳିଥାଏ।
[ "ଏହା ସକାଳ ସମୟରେ ମିଳିଥାଏ।", "ଏହାକୁ ଆପଣ ସକାଳେ ସେବନ କରିପାରିବେ ।", "ଏହାକୁ ଆପଣ ସକାଳେ ଖାଇପାରିବେ।", "ଏହାକୁ ଆପଣ ସକାଳେ ପିଇପାରିବେ।" ]
144
national security advisor ajit doval was also present on the occasion .
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ତାଙ୍କ ସହିତ ଥିଲେ।
ଜୟଶଙ୍କର,ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଥିଲେ।
[ "ଜୟଶଙ୍କର,ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଥିଲେ।", "ଏମିତି ସ୍ଥିତିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ।", "ଏହି ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଥିଲେ ।", "ତାଙ୍କ ସହ ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ।" ]
145
were not saying that .
ଆମେ ଏ କଥା କହୁ ନାହୁଁ।
ଏକଥା ଆମେ କହୁନାହୁଁ ବରଂ…
[ "ଏକଥା ଆମେ କହୁନାହୁଁ ବରଂ…", "ଆମେ ଏହି କଥା କହୁନାହୁଁ।", "ଏ କଥା ଆମେ କହୁନାହୁଁ ।", "ଏହା ଆମେ କହୁ ନାହୁଁ ।" ]
146
kolkata : the preparations for the west bengal assembly election has started in the eastern state .
କୋଲକାତା: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ।
କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ଜିତିବା ପାଇଁ ବିଜେପି ଜୋରସୋରରେ ଉଦ୍ୟମ ଆରମ୍ଭ କରିଦେଇଛି ।
[ "କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ଜିତିବା ପାଇଁ ବିଜେପି ଜୋରସୋରରେ ଉଦ୍ୟମ ଆରମ୍ଭ କରିଦେଇଛି ।", "କୋଲକାତା : ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଆରମ୍ଭ ହୋଇଯାଇଛି ।", "କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଶାସକ ତୃଣମୂଳ କଂଗ୍ରେସ ଆରମ୍ଭ କଲା ଅଭିଯାନ ।", "କୋଲକାତା: ପାଖେଇ ଅସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ।" ]
147
a car was damaged in the explosion .
ଏକ କାରରେ ଏହି ବିସ୍ଫୋରଣ କରାଯାଇଥିଲା।
ଅଟୋ ଭିତରେ ବୋମା ଫୁଟି ଜଣେ ଆହତ ହୋଇଛନ୍ତି ।
[ "ଅଟୋ ଭିତରେ ବୋମା ଫୁଟି ଜଣେ ଆହତ ହୋଇଛନ୍ତି ।", "ଆକ୍ରମଣରେ ସେଠାରେ ଥିବା କାର୍‌ ଭାଙ୍ଗି ଯାଇଥିଲା।", "ବୋମା ମାଡ଼ରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି।", "ବୋମା ମାଡ଼ରେ ଅଟୋଟି କ୍ଷତିଗ୍ରସ୍ତ ହୋଇଥିଲା।" ]
148
two persons were killed in the firing .
ଏହି ଗୁଳିମାଡରେ ଦୁଇଜଣଙ୍କର ପ୍ରାଣହାନି ହୋଇଛି।
ଏହି ହିଂସାକାଣ୍ଡରୁ ଦୁଇଜଣ ବ୍ୟକ୍ତିଙ୍କୁ ଗୁଳିମାଡ କରାଯାଇଛି ।
[ "ଏହି ହିଂସାକାଣ୍ଡରୁ ଦୁଇଜଣ ବ୍ୟକ୍ତିଙ୍କୁ ଗୁଳିମାଡ କରାଯାଇଛି ।", "ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।", "ଗୁଳିଚାଳନାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।", "ଗୁଳିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ।" ]
149
laptops , mobile phones and other items seized from the accused .
ଅଭିଯୁକ୍ତ ନିକଟରୁ ପାସ୍‌ବୁକ୍‌, ଚେକ୍‌ବୁକ୍‌ ଓ ମୋବାଇଲ ଆଦି ଜବତ ହୋଇଛି ।
ଗିରଫ ହୋଇଥିବା ଏହି ବ୍ୟକ୍ତିଙ୍କ ପାଖରୁ ଅନେକ ମୋବାଇଲ, ଲାପଟପ୍‌ ଏବଂ ଆହୁରି ଅନେକ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା ।
[ "ଗିରଫ ହୋଇଥିବା ଏହି ବ୍ୟକ୍ତିଙ୍କ ପାଖରୁ ଅନେକ ମୋବାଇଲ, ଲାପଟପ୍‌ ଏବଂ ଆହୁରି ଅନେକ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା ।", "ଅଭିଯୁକ୍ତ ପାଖରୁ ମୋବାଇଲ ଫୋନ୍, ସିମ୍ କାର୍ଡ଼ ଆଦି ସାମଗ୍ରୀ ଜବତ ହୋଇଛି ।", "ଅଭିଯୁକ୍ତଙ୍କ ଠାରୁ ଟଙ୍କା, ଲ୍ୟାପଟପ, ମୋବାଇଲ ଆଦି ଜବତ କରାଯାଇଛି ।", "ଅଭିଯୁକ୍ତଙ୍କ ପାଖରୁ ପାସ୍ବୁକ, ଚେକବୁକ୍, ମୋବାଇଲ ଆଦି ଜବତ ହୋଇଛି।" ]
150
the citizenship amendment bill has been tabled in the rajya sabha .
ଲୋକସଭାରେ ନାଗରିକତା ସଂଶୋଧନ ବିଧେୟକ ଆଗତ ହୋଇଛି ।
ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ନାଗରିକତା ସଂଶୋଧନ ବିଲ ।
[ "ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ନାଗରିକତା ସଂଶୋଧନ ବିଲ ।", "ଲୋକସଭା ପରେ ରାଜ୍ୟସଭାରେ ପାସ୍‌ ହୋଇଛି ନାଗରିକତା ସଂଶୋଧନ ବିଲ୍‌।", "ରାଜ୍ୟସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ।", "ଏହାରି ଭିତରେ ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍‌ ।" ]
151
no meeting has been held since then .
ତା ପରଠାରୁ ଆଉ ବୈଠକ ବସିନାହିଁ।
ତା’ ପରଠାରୁ କୌଣସି ପ୍ରକାରର ଆଲୋଚନା ହୋଇନାହିଁ।
[ "ତା’ ପରଠାରୁ କୌଣସି ପ୍ରକାରର ଆଲୋଚନା ହୋଇନାହିଁ।", "ପରେ ଆଉ କୌଣସି ବୈଠକ ବସିନାହିଁ।", "ତା’ ପରଠୁ ଆଉ ବୈଠକ ହୋଇନାହିଁ।", "ସେବେଠାରୁ ଆଉ ଦ୍ଵିତୀୟ ବୈଠକ ବସିନାହିଁ।" ]
152
this however is no permanent solution .
ତେବେ ଏହା ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ।
ହେଲେ ଏସବୁର କିଛି ସ୍ଥାୟୀ ସମାଧାନ ହେଉ ନାହିଁ।
[ "ହେଲେ ଏସବୁର କିଛି ସ୍ଥାୟୀ ସମାଧାନ ହେଉ ନାହିଁ।", "ହେଲେ ସ୍ଥାୟୀ ସମାଧାନ ହେଉ ନାହିଁ।", "ତେବେ ଏହା ପୂର୍ଣ୍ଣକାଳୀନ ସମାଧାନ ନୁହେଁ।", "ହେଲେ ଏହାସମସ୍ୟାର ସ୍ଥାୟୀ ସମାଧାନ ନୁହେଁ।" ]
153
police and fire and rescue services personnel rushed to the spot after receiving the information .
ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି…
ଖବର ପାଇ ଜରପଡ଼ା ପୁଲିସ ଓ ଆମ୍ବୁଲାନ୍ସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।
[ "ଖବର ପାଇ ଜରପଡ଼ା ପୁଲିସ ଓ ଆମ୍ବୁଲାନ୍ସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।", "ଲିଫ୍ଟ ଖସିବା ଖବର ଶୁଣି ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ।", "ଖବର ପାଇ କେନ୍ଦ୍ରାପଡା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।", "ଖବର ପାଇ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।" ]
154
opposition parties raised a number of issues during the meeting .
ବିରୋଧୀ ଦଳଗୁଡ଼ିକ ପକ୍ଷରୁ ମଧ୍ୟ ଚଳିତ ଅଧିବେଶନରେ ଅନେକ ପ୍ରସଙ୍ଗ ରହିଛି ।
ଆୟୋଜନ ହୋଇଥିବା ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ।
[ "ଆୟୋଜନ ହୋଇଥିବା ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ।", "ଅପରପକ୍ଷରେ ଉକ୍ତ ବୈଠକରେ ବିରୋଧୀ ଦଳ ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ।", "ବୈଠକରେ ବିରୋଧୀ ଦଳ ପକ୍ଷରୁ ଅନେକ ପ୍ରସ୍ତାବ ଦିଆଯାଇଛି ।", "ବିଭିନ୍ନ ସମୟରେ ବିରୋଧୀ ଦଳ ଅନେକ ପ୍ରସଙ୍ଗ ଉଠାଇଛି।" ]
155
once it is found action will be taken .
ଚିହ୍ନଟ ପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।
ସେପଟୁ ନିଦେ୍ର୍ଦଶ ଆସିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
[ "ସେପଟୁ ନିଦେ୍ର୍ଦଶ ଆସିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।", "ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।", "ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ।", "ଏହାକୁ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।" ]
156
the top three panchayats in each taluk will get a cash award of rs 5 lakh each .
ପ୍ରତ୍ୟେକ ମାସରେ ପ୍ରତି ବ୍ଲକ୍‌ର ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ।
ବ୍ଲକ ସ୍ତରରେ ପ୍ରତି ମାସରେ ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିବ ।
[ "ବ୍ଲକ ସ୍ତରରେ ପ୍ରତି ମାସରେ ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିବ ।", "ସବୁ ମାସରେ ପ୍ରତି ବ୍ଲକର ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ।", "ଶ୍ରେଷ୍ଠ ପଞ୍ଚାୟତକୁ ଜିଲ୍ଲା ସ୍ତରରେ ୫ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ।", "ପ୍ରତି ବ୍ଲକର ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ।" ]
157
police have launched a manhunt to arrest him .
ତାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି।
ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ।
[ "ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ।", "ତାଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ଛାନଭିନ୍ ଆରମ୍ଭ କରିଛି।", "ତାଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଆରମ୍ଭ କରିଛି।", "ତାକୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି।" ]
158
the congress has failed to open an account .
କଂଗ୍ରେସ ଖାତା ଖୋଲିବା ରେ ଅକ୍ଷମ ହୋଇଛି ।
କଂଗ୍ରେସ ଏଠାରେ ଖାତା ଖୋଲିବାରେ ସକ୍ଷମ ହୋଇପାରିନାହିଁ ।
[ "କଂଗ୍ରେସ ଏଠାରେ ଖାତା ଖୋଲିବାରେ ସକ୍ଷମ ହୋଇପାରିନାହିଁ ।", "କଂଗ୍ରେସ ଗୋଟିଏରେ ବି ଖାତା ଖୋଲିନି ।", "ଏଠାରେ କଂଗ୍ରେସ ଖାତା ଖୋଲି ପାରିନାହିଁ ।", "ଏହି ନିର୍ବାଚନରେ କଂଗ୍ରେସ ଖାତା ଖୋଲିପାରିନାହିଁ।" ]
159
he had also served as a minister during the biju patnaik-led janata dal government .
ବିଜୁ ପଟ୍ଟନାୟକଙ୍କ ସରକାରରେ ସେ ଅର୍ଥମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ ।
ବିଜେଡି-ବିଜେପି ମେଣ୍ଟ ସରକାର ଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ।
[ "ବିଜେଡି-ବିଜେପି ମେଣ୍ଟ ସରକାର ଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ।", "ବିଜୁ ପଟ୍ଟନାୟକ ସରକାର ସମୟରେ ସେ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ।", "ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ସେ ମନ୍ତ୍ରୀ ରହିଥିଲେ।", "ବିଜୁ ପଟ୍ଟନାୟକଙ୍କ ସରକାରରେ ବି ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ ।" ]
160
the mother and the baby got admitted in the hospital for treatment .
ମା’ ଓ ପୁଅକୁ ଉଦ୍ଧାର କରିବା ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ମାଆ-ଝିଅଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
[ "ମାଆ-ଝିଅଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।", "ମା ଓ ଶିଶୁ ଦୁହିଙ୍କୁ ଡାକ୍ତରଖାନାରେ ରଖାଯାଇ ଚିକିତ୍ସା କରାଯାଇଥିଲା ।", "ମଥୁରାରେ ମା’ଓ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।", "ଡାକ୍ତରଖାନାରେ ମା’ଓ ନବଜାତକର ଚିକିତ୍ସା କରାଯାଇଥିଲା ।" ]
161
congress president rahul gandhi targeted prime minister narendra modi over the rafale deal .
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଫେଲ୍ ଡିଲ୍ ଉପରେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ୍‌ ଚୁକ୍ତି ସଂପର୍କରେ ନିଜ ଯୁକ୍ତି ରଖି ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଥିଲେ।
[ "କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ୍‌ ଚୁକ୍ତି ସଂପର୍କରେ ନିଜ ଯୁକ୍ତି ରଖି ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଥିଲେ।", "ରାଫେଲ୍ ଡିଲ୍ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି।", "କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲୋକସଭାରେ ରାଫେଲ ଜେଟ୍ କିଣା ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।", "କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ୍‌ ଡିଲ୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ।" ]
162
so here they are
ତେବେ ଏମାନେ…
ତେଣୁ ସେସବୁ…
[ "ତେଣୁ ସେସବୁ…", "ତେବେ ସେଗୁଡିକ ହେଲା-…", "ତେବେ ଏମାନଙ୍କ…", "ତେବେ ଏମାନଙ୍କୁ…" ]
163
bjp is resisting the move .
ବିଜେପି ଆନ୍ଦୋଳନ ପାଇଁ ଉସକାଉଛି ।
ଯାହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି ।
[ "ଯାହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି ।", "ଏହାର ପ୍ରତିବାଦରେ ଆନ୍ଦୋଳନ କରୁଛି ବିଜେଡି ।", "ବିଜେପି ଏହି ଆନ୍ଦୋଳନକୁ ସମର୍ଥନ କରୁଛି।", "ବିଜେପି ଏହା ବିରୋଧରେ ଆନ୍ଦୋଳନ କରିବ।" ]
164
her first husband died .
ସେଥିରେ ତାଙ୍କର ପ୍ରଥମ ପତିଙ୍କର ମୃତ୍ୟୁଯୋଗ ରହିଥିଲା ।
ପ୍ରଥମ ପୁରୁଷ ବାଘର ମୃତ୍ୟୁ ହୋଇଗଲା।
[ "ପ୍ରଥମ ପୁରୁଷ ବାଘର ମୃତ୍ୟୁ ହୋଇଗଲା।", "ପ୍ରଥମ ପତ୍ନୀଙ୍କ ପରଲୋକ ଘଟିଛି ।", "ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଛି।", "ତାଙ୍କର ପ୍ରଥମ ପତ୍ନୀଙ୍କ ପରଲୋକ ଘଟିଛି।" ]
165
defence minister rajnath singh ...
ଏହି ସ୍ୱତନ୍ତ୍ର ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ .
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ .
[ "ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ .", "ଏହାରି ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଋଷ ଗସ୍ତରେ .", "ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ଦିନିଆ […]", "କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବଡ଼ ." ]
166
cases have also been filed in courts .
ଏନେଇ କୋର୍ଟରେ ମାମଲା ମଧ୍ୟ ରୁଜୁ କରାଯାଇଛି।
ଥାନାରେ ମଧ୍ୟ ଏନେଇ ମାମଲା ଦାଏର ହୋଇଛି ।
[ "ଥାନାରେ ମଧ୍ୟ ଏନେଇ ମାମଲା ଦାଏର ହୋଇଛି ।", "ଏନେଇ କୋର୍ଟରେ ବି ମାମଲା ହୋଇଛି।", "ଏପରିକି ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି।", "ଏଥିସହ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି ।" ]
167
he had acted in a number of odia films .
ସେ ଅଳ୍ପ କେତୋଟି ଓଡ଼ିଆ ଛବିରେ ନାୟିକା ଭୂମିକା ନିଭାଇଥିଲେ।
ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ।
[ "ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଲେ।", "ଏହାପରେ ସେ ଅନେକ ଓଡ଼ିଆ ସିନେମାରେ ଅଭିନୟ କରିଥିଲେ।", "ସେ ବେଶ କେତୋଟି ଓଡ଼ିଆ ସିନେମାରେ ଅଭିନୟ ବି କରିଥିଲେ।", "ଏହାପରେ ସେ ଅନେକ ଓଡ଼ିଆ ଛବିରେ ଅଭିନୟ କରିଥିଲେ।" ]
168
there is happiness all around .
ସବୁଆଡେ ଖୁସିର ଲହରୀ ।
ଚାରିଆଡ଼େ ଆନନ୍ଦ ଉଲ୍ଲାସର ମାହୋଲ ।
[ "ଚାରିଆଡ଼େ ଆନନ୍ଦ ଉଲ୍ଲାସର ମାହୋଲ ।", "ଚାରିଆଡେ ଗୋଟେ ଖୁସି ର ବାତାବରଣ ।", "ଚାରିଆଡେ ଖୁସିର ବାତାବରଣ।", "ଚାରିଆଡେ ମାଡିଯାଇଛି ଖୁସିର ଲହରୀ ।" ]
169
the family included a man , his wife , mother , two children and two of his brother 's sons .
ପରିବାରରେ ଦୟାନିଧି, ତାଙ୍କ ସ୍ତ୍ରୀ, ଦୁଇ ପୁଅ, ଦୁଇ ବୋହୂ ଓ ଗୋଟେ ଦିବ୍ୟାଙ୍ଗ ଝିଅ ।
କବିତାଙ୍କ ପରିବାର କହିଲେ ସ୍ୱାମୀ, ଶାଶୁ, ଦୁଇ ଝିଅଙ୍କ ସହ ଦିଅର ଏବଂ ତାଙ୍କର ଦୁଇ ଝିଅ।
[ "କବିତାଙ୍କ ପରିବାର କହିଲେ ସ୍ୱାମୀ, ଶାଶୁ, ଦୁଇ ଝିଅଙ୍କ ସହ ଦିଅର ଏବଂ ତାଙ୍କର ଦୁଇ ଝିଅ।", "ତପନଙ୍କ ପରିବାର କହିଲେ ତାଙ୍କ ବାପା-ମା’, ସ୍ତ୍ରୀ, ଗୋଟିଏ ପୁଅ ଓ ଦୁଇଟି ଝିଅ।", "ପରିବାର କହିଲେ ସୁଦର୍ଶନ, ତାଙ୍କ ସ୍ତ୍ରୀ, ଦୁଇଟି ପୁଅ ଏବଂ ଦୁଇଟି ଝିଅ।", "ତାଙ୍କ ପରିବାର ବୋଇଲେ ଘରେ ସ୍ତ୍ରୀ ଦୁଇ ପୁଅ ଗୋଟିଏ ଝିଅ ଜଣେ ବୋହୁ ଦୁଇ ନାତି ନାତୁଣୀ ।" ]
170
election commission of india has issued directives regarding this .
ଏ ନେଇ ଭାରତୀୟ ନିର୍ବାଚନ କମିସନ୍‌ ନିଷେଧାଦେଶ ଜାରି କରିଛନ୍ତି।
ଏହି ମକ୍‌ ପୋଲ୍‌ କରାଇବାକୁ ଭାରତର ନିର୍ବାଚନ କମିସନ୍ ନିର୍ଦେଶ ଦେଇଛନ୍ତି ।
[ "ଏହି ମକ୍‌ ପୋଲ୍‌ କରାଇବାକୁ ଭାରତର ନିର୍ବାଚନ କମିସନ୍ ନିର୍ଦେଶ ଦେଇଛନ୍ତି ।", "ଏଥିପାଇଁ ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛି ।", "ଏଥିପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି।", "ଏ ସଂକ୍ରାନ୍ତରେ ଭାରତର ନିର୍ବାଚନ କମିଶନ ମାର୍ଗଦର୍ଶିକା ଜାରି କରିଛନ୍ତି।" ]
171
bus fares hiked in state
ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା
ରାଜ୍ୟରେ ହ୍ରାସ ପାଇଲା ବସ ଭଡା
[ "ରାଜ୍ୟରେ ହ୍ରାସ ପାଇଲା ବସ ଭଡା", "ରାଜ୍ୟରେ କମିଲା ବସ ଭଡା", "ରାଜ୍ୟରେ ବସ ଭଡା ବୃଦ୍ଧି", "ରାଜ୍ୟରେ ବସ୍ ଭଡ଼ା ବଢ଼ିଲା" ]
172
justice ranjan gogoi is the seniormost judge of the supreme court after cji dipak misra .
ପ୍ରଧାନ ବିଚାରପତି ମିଶ୍ରଙ୍କ ପରେ ସୁପ୍ରିମ୍‌ କୋର୍ଟର ବରିଷ୍ଠତା କ୍ରମରେ ଦ୍ୱିତୀୟ ସ୍ଥାନରେ ଜଷ୍ଟିସ୍‌ ରଂଜନ ଗୋଗୋଇ ରହିଛନ୍ତି।
ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ପରେ ସେ ହିଁ ସର୍ବୋଚ୍ଚ ବିଚାରପତି ବୋଲି ଜଣାପଡ଼ିଛି।
[ "ପ୍ରଧାନବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ପରେ ସେ ହିଁ ସର୍ବୋଚ୍ଚ ବିଚାରପତି ବୋଲି ଜଣାପଡ଼ିଛି।", "ତେଣୁ ଜଷ୍ଟିସ ମିଶ୍ରଙ୍କ ପରେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ହେଉଛନ୍ତି ଜଷ୍ଟିସ ରଞ୍ଜନ ଗୋଗଇ।", "ବର୍ତ୍ତମାନ ଜଷ୍ଟିସ ଦୀପକ ମିଶ୍ରଙ୍କ ପରେ ସର୍ବୋଚ୍ଚ ଅଦାଲତରେ ବରିଷ୍ଠତମ ବିଚାରପତି ହେଉଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ ।", "ଜଷ୍ଟିସ୍ ଦୀପକ ମିଶ୍ରଙ୍କ ପରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ବରିଷ୍ଠ।" ]
173
then add the ginger garlic paste .
ଏହାପରେ ଏଥିରେ ଅଦା ରସୁଣ ପେଷ୍ଟ ପକାଇ ଗୋଳାନ୍ତୁ।
ଏହାପରେ ହଳଦୀ ଗୋଳା ଚିକେନ ପକାଇ ଦିଅନ୍ତୁ।
[ "ଏହାପରେ ହଳଦୀ ଗୋଳା ଚିକେନ ପକାଇ ଦିଅନ୍ତୁ।", "ପରେ ଅଦା-ରସୁଣ ପେଷ୍ଟକୁ ଦେଇ କଷନ୍ତୁ ।", "ତାପରେ ଅଦାକଞ୍ଚାଲଙ୍କା ପେଷ୍ଟ୍ ପକାଇ କଷିବା ।", "ତାପରେ ଅଦା,ରଶୁଣ ପେଷ୍ଟ ପକାଇ ଦିଅନ୍ତୁ।" ]
174
odisha is the first state in the country to have taken such a decision , he said .
ଏଥିରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହୋଇପାରିଛି।
ଏଭଳି ଯୋଜନା ପ୍ରଣୟନ କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ପ୍ରଥମ ବୋଲି ସେ କହିଛନ୍ତି ।
[ "ଏଭଳି ଯୋଜନା ପ୍ରଣୟନ କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ପ୍ରଥମ ବୋଲି ସେ କହିଛନ୍ତି ।", "ଦେଶରେ ଏଭଳି ସଂକଳ୍ପ ଆଣିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ।", "ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି।", "ଏହି ସମୟରେ ସେ କହିଛନ୍ତ, ଏଭଳି ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ।" ]
175
according to doctor he is out of danger .
ସେ ବିପଦମୁକ୍ତ ଥିବା ବିଭାଗୀୟ ଡାକ୍ତର ସୂଚନା ଦେଇଛନ୍ତି।
ଡାକ୍ତରଙ୍କ କହିବା ମୁତାବକ ସେ ଏବେ ବିପଦମୁକ୍ତ।
[ "ଡାକ୍ତରଙ୍କ କହିବା ମୁତାବକ ସେ ଏବେ ବିପଦମୁକ୍ତ।", "ଛାତ୍ରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁଯାୟୀ ସେ ବିପଦମୁକ୍ତ ଅଛନ୍ତି ।", "ଡାକ୍ତରଙ୍କ ସୂଚନା ଅନୁସାରେ ସେ ଏବେ ବିପଦମୁକ୍ତ ।", "ସେ ବିପଦମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି ।" ]
176
the family was living happily .
ବେସ ହସଖୁସିରେ ଚାଲିଥିଲା ପରିବାର ।
ବେଶ ହସ ଖୁସିରେ ଚାଲିଥିଲା ଏହି ପରିବାର।
[ "ବେଶ ହସ ଖୁସିରେ ଚାଲିଥିଲା ଏହି ପରିବାର।", "ହସ ଖୁସିରେ ଚାଲିଥିଲା ପରିବାର।", "ଦିନ ଥିଲା ପରିବାର ବେଶ ଖୁସିରେ ଚାଲିଥିଲା।", "ହସଖୁସିରେ ପରିବାର ଚାଲିଥିଲା।" ]
177
there were reports of delayed voting in some booths due to technical glitches in the evms .
କିଛି ବୁଥ୍‌ରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଥିଲା।
ଇଭିଏମ୍‌ର ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଥ୍‌ଗୁଡିକରେ ବିଳମ୍ବରେ ଭୋଟ ଗ୍ରହଣ ହୋଇଥିବା ଜଣାପଡ଼ିଛି।
[ "ଇଭିଏମ୍‌ର ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଥ୍‌ଗୁଡିକରେ ବିଳମ୍ବରେ ଭୋଟ ଗ୍ରହଣ ହୋଇଥିବା ଜଣାପଡ଼ିଛି।", "ତେବେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବ ହୋଇଥିବା ସୂଚନା ମିଳିଛି ।", "ତେବେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଭିନ୍ନ ବୁଥ୍‌ରେ ମତଦାନ ବିଳମ୍ବ ହୋଇଥିବା ସୂଚନା ମିଳିଛି।", "ତେବେ କିଛି ବୁଥ୍‌ରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଯୋଗୁ ମତଦାନ ବିଳମ୍ବ ହୋଇଥିଲା।" ]
178
no no
ନୁହେଁ ନା ।
ନାହିଁ ମାନେ ନାହିଁ ।
[ "ନାହିଁ ମାନେ ନାହିଁ ।", "ନାହିଁ ନାହିଁ ତ ।", "ହିଁ ନା ନାହିଁ।", "ନାହିଁ ନା ।" ]
179
some more workers are suspected to be trapped under the debris .
ତେବେ ଆହୁରି କେତେ ଜଣ ଶ୍ରମିକ ଏହା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।
ଆହୁରି କିଛି ଶ୍ରମିକ ଏବେ ମଧ୍ୟ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି ।
[ "ଆହୁରି କିଛି ଶ୍ରମିକ ଏବେ ମଧ୍ୟ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି ।", "କୋଠା ଭଗ୍ନାଂବଶେଷ ତଳେ ଆଉ କିଛି ଶ୍ରମିକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।", "ଆଉ କିଛିଜଣ ଶ୍ରମିକ ଛାତତଳେ ଚାପି ରହିଥିବା ଆଶଙ୍କା କରାଯାଉଛି ।", "ପାଚେରି ଭଗ୍ନାଂଶ ତଳେ ଆହୁରି କିଛି ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।" ]
180
mumbai indians captain rohit sharma wins toss , opts to bat first .
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ।
ମ୍ୟାଚ୍‌ରେ ଟସ୍ ଜିତି ମୁମ୍ଵାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ବୋଲିଂ ନିଷ୍ପତ୍ତି ନେଇଛନ୍ତି।
[ "ମ୍ୟାଚ୍‌ରେ ଟସ୍ ଜିତି ମୁମ୍ଵାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ବୋଲିଂ ନିଷ୍ପତ୍ତି ନେଇଛନ୍ତି।", "ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥବେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।", "ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।", "ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।" ]
181
but the government is not going to consider this .
କିନ୍ତୁ ଏଥିପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି।
ମାତ୍ର ସରକାର ତାହାକୁ ବି ବିଚାରକୁ ନେଇନାହାନ୍ତି।
[ "ମାତ୍ର ସରକାର ତାହାକୁ ବି ବିଚାରକୁ ନେଇନାହାନ୍ତି।", "କିନ୍ତୁ ସରକାର ଏ ବିଷୟକୁ ଗୁରୁତ୍ୱ ଦେଉ ନାହାନ୍ତି।", "ହେଲେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହିଁ ।", "କିନ୍ତୁ ସରକାର ଏଥିପ୍ରତି ଆଦୌ ଚିନ୍ତା କରୁନାହାନ୍ତି।" ]
182
president ram nath kovind and prime minister narendra modi greeted the nation .
ଏହି ଅବସରରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନୂଆ ବର୍ଷର ଶୁଭକାମନା ଜଣାଇଛନ୍ତି।
ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
[ "ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।", "ଭେଙ୍କିୟାନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।", "ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।", "ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନୀରେନ୍ଦ୍ର ମୋଦି ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।" ]
183
he immediately alerted the villagers .
ସଙ୍ଗେ ସଙ୍ଗେ ଗାଁକୁ ଖବର ଦେଇଥିଲେ ।
ଏହାପରେ ସେ ତୁରନ୍ତ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ ।
[ "ଏହାପରେ ସେ ତୁରନ୍ତ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ ।", "ପୂଜକ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଜଣାଇଥିଲେ।", "ସେ ତୁରନ୍ତ ଗ୍ରାମବାସୀଙ୍କୁ ଏନେଇ ଖବର ଦେଇଥିଲେ ।", "ସଙ୍ଗେସଙ୍ଗେ ଗାଁଲୋକଙ୍କୁ ଖବର ଦେଇଥିଲେ ।" ]
184
police investigations into the accident are ongoing .
ପୋଲିସ ଦୁର୍ଘଟଣାର ତଦନ୍ତ ଜାରି ରଖିଛି ।
ଦୁର୍ଘଟଣା ଘଟାଇଥିବା ଯୁବକଦ୍ୱୟଙ୍କ ସମ୍ପର୍କରେ ପୁଲିସ୍ ଅନୁସନ୍ଧାନ ଜାରି ରଖିଛି।
[ "ଦୁର୍ଘଟଣା ଘଟାଇଥିବା ଯୁବକଦ୍ୱୟଙ୍କ ସମ୍ପର୍କରେ ପୁଲିସ୍ ଅନୁସନ୍ଧାନ ଜାରି ରଖିଛି।", "ପୋଲିସ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।", "ଦୁର୍ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।", "ଖବର ଲେଖାଯିବା ବେଳକୁ ପୋଲିସ ଦୁର୍ଘଟଣାର ତଦନ୍ତ ଜାରି ରଖିଛି ।" ]
185
security has also been stepped-up in the area .
ଏଥିସହିତ ଘାଟିରେ ସୁରକ୍ଷାବଳକୁ ବଢାଇ ଦିଆଯାଇଛି ।
ଏହାସହ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
[ "ଏହାସହ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।", "ଏଥି ସହ ଏଠାକାର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛନ୍ତି ।", "ଏଥିସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।", "ଏହାସହ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।" ]
186
later , the town police reached the spot and started investigation into the incident .
ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ପରେ ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।
[ "ପରେ ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।", "ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।", "ତା ପରେ ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।", "ଏହାବ୍ୟତିତ ଟାଉନ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ସୂତ୍ରରୁ ପ୍ରକାଶ।" ]
187
tensions flared up between india and pakistan after the attack .
ସୂଚନାଯୋଗ୍ୟ, ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଆକ୍ରମଣ ପରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଆରମ୍ଭ ହୋଇ ଯାଇଛି।
[ "ଆକ୍ରମଣ ପରେ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଆରମ୍ଭ ହୋଇ ଯାଇଛି।", "ଆକ୍ରମଣ ଯୋଗୁ ଏବେ ପାକିସ୍ତାନ ଓ ଭାରତ ମଧ୍ୟରେ ପରିସ୍ଥିତି ଭାରି ଖରାପ।", "ଏହି ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ପରିସ୍ଥିତି ଉପରେ ଆମେରିକା ଚିନ୍ତା ପ୍ରକଟ କରିଛି।", "ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା।" ]
188
bjp has hit out at the party .
ବିଜେପି ଗଡ଼ରେ ବିଜେଡି ବାଜିମାତ କରିଛି।
ଏଥିରେ ବିଜେପିକୁ ଟାର୍ଗେଟ୍ କରିଛି ଦଳ।
[ "ଏଥିରେ ବିଜେପିକୁ ଟାର୍ଗେଟ୍ କରିଛି ଦଳ।", "ବରଗଡ଼ରେ ବାଜି ମାରିଲା ବିଜେପି ।", "ଫଳରେ ବିଜେପି ଫେଳ୍ ମାରିଲା।", "ବିଜେପି ଅକାଳି ଦଳକୁ ଏକ୍ସପୋଜ କରିଛି।" ]
189
the police has rushed to the scene .
ଘଟଣାସ୍ଥଳକୁ ପୋଲିସ କର୍ଡନ କରିଛି ।
ଘଟଣାସ୍ଥଳରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି।
[ "ଘଟଣାସ୍ଥଳରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି।", "ଘଟଣା ସ୍ଥଳରେ ପୋଲିସ ସ୍ଥିତିକୁ ଆୟତ କରିଥିଲା ।", "ଘଟଣାସ୍ଥଳରେ ପୋଲିସ ଫ୍ଲାଗମାର୍ଚ୍ଚ କରାଯାଇଛି ।", "ଘଟଣା ସ୍ଥଳରେ ପୋଲିସ ଖୋଳତାଡ କରିଛି।" ]
190
during the raid , the cops seized large amounts of cash and drugs .
ଚଢାଉ ବେଳେ ବିପୁଳ ପରିମାଣର ଗୁଟଖା, ପ୍ରସ୍ତୁତକରୀ ମେସିନ୍ ଜବତ କରିଛି ପୋଲିସ ।
ପୋଲିସ ଓ ଅବକାରୀ ବିଭାଗ ଚଢାଉ ସମୟରେ ବିପୁଳ ପରିମାଣର ମଦ ଜବତ କରାଯାଇଛି ।
[ "ପୋଲିସ ଓ ଅବକାରୀ ବିଭାଗ ଚଢାଉ ସମୟରେ ବିପୁଳ ପରିମାଣର ମଦ ଜବତ କରାଯାଇଛି ।", "ପୋଲିସ ଚଢଉ ବେଳେ ବିପୁଳ ପରିମାଣରେ ନକଲି ଗୁଟଖା, ଜର୍ଦ୍ଦା ଜବତ କରିଛି ।", "ଚଢ଼ାଉ ବେଳେ ନଗଦ ଟଙ୍କା ସହ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ |", "ଚଢାଉ ବେଳେ ବିପୁଳ ପରିମାଣର ଟଙ୍କା ଏବଂ ଡ୍ରଗ୍ସ ଜବତ ହୋଇଛି ।" ]
191
the court cannot decide on this .
କୋର୍ଟ ଏଭଳି ନିଷ୍ପତ୍ତି ନେଇପାରିବେ ନାହିଁ।
ଏହି ରାୟ ବିରୋଧରେ ଖଣ୍ଡପୀଠ କୌଣସି ଶୁଣାଣି କରିପାରିବେ ନାହିଁ ।
[ "ଏହି ରାୟ ବିରୋଧରେ ଖଣ୍ଡପୀଠ କୌଣସି ଶୁଣାଣି କରିପାରିବେ ନାହିଁ ।", "ଏହା ଉପରେ ନିଷ୍ପତ୍ତି ନେବାର କ୍ଷମତା ଅଦାଲତଙ୍କର ନାହିଁ।", "ଏଥିରେ କୋର୍ଟ ନିଷ୍ପତ୍ତି ନେବା ଉଚିତ୍ ନୁହେଁ।", "କୋର୍ଟ ଏହି ନିଷ୍ପତ୍ତି ନେଇପାରିବେ ନାହିଁ।" ]
192
then massage it into your hair .
ଏହାପରେ ଏହାକୁ ଭଲ ଭାବରେ କେଶରେ ମସାଜ କରନ୍ତୁ।
ତାପରେ ତାକୁ କେଶ ମୂଳରେ ଭଲ ଭାବେ ମାଲିସ କରନ୍ତୁ।
[ "ତାପରେ ତାକୁ କେଶ ମୂଳରେ ଭଲ ଭାବେ ମାଲିସ କରନ୍ତୁ।", "ତା’ପରେ ତାକୁ ଛାଣି କେଶରେ ମାଲିସ୍ କରନ୍ତୁ।", "ତା’ ପରେ ଏହାକୁ କେଶରେ ଲଗାନ୍ତୁ।", "ଏହାପରେ କେଶରେ ଏହାର ମିଶ୍ରଣକୁ ଲଗାନ୍ତୁ।" ]
193
but it also has many pluses .
କିନ୍ତୁ ଏତଦବ୍ୟତୀତ ଏହାର ମଧ୍ୟ ଅନେକ ଉପକାରିତା ଅଛି ।
ମାତ୍ର ଏହାଛଡା ଏହାର ଆହୁରି ଅନେକ ଉପକାରୀ ଗୁଣ ରହିଛି ।
[ "ମାତ୍ର ଏହାଛଡା ଏହାର ଆହୁରି ଅନେକ ଉପକାରୀ ଗୁଣ ରହିଛି ।", "ଏଥିରେ କିନ୍ତୁ ଅନେକ ସୁବିଧା ଯୋଡ଼ି ହୋଇଛି।", "କିନ୍ତୁ ଏହାର ଆହୁରି ଅନେକ ଫାଇଦା ରହିଛି ।", "କିନ୍ତୁ ଏତଦ୍‌ବ୍ୟତୀତ ଏହାର ମଧ୍ୟ ଅନେକ ଉପକାରିତା ଅଛି ।" ]
194
supreme court dismisses review plea
ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, ପ୍ରଶ୍ନପତ୍ର ବିଭ୍ରାଟ ନେଇ…
ପୁନଃ ବିଚାରଯାଚିକାକୁ ଖାରଜ କରିଥିବା ସୁପ୍ରିମ କୋର୍ଟଙ୍କ
[ "ପୁନଃ ବିଚାରଯାଚିକାକୁ ଖାରଜ କରିଥିବା ସୁପ୍ରିମ କୋର୍ଟଙ୍କ", "ପବନର ରିଭ୍ୟୁ ପିଟିସନ୍‌ ଖାରଜ କଲେ ସୁପ୍ରିମକୋର୍ଟ", "କ୍ଷମା ମାଗିବାରୁ ମାମଲା ଖାରଜ କଲେ ସୁପ୍ରିମକୋର୍ଟ", "ରିଟ୍ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ" ]
195
he was subsequently beheaded [ ]
ପରେ ତାଙ୍କୁ ହତ୍ୟା […]
ଏହାପରେ ଖଟିଆରେ ବୋହିନେଇଥିଲେ […]
[ "ଏହାପରେ ଖଟିଆରେ ବୋହିନେଇଥିଲେ […]", "ଏହାପରେ ତାର ମୃତଦେହ […]", "ପରେ ସେ ପ୍ରାଣ […]", "ଏହାପରେ ତାଙ୍କୁ ନିଲମ୍ବିତ […]" ]
196
the injured were admitted to bolangir district headquarters hospital .
ଆହତଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଅନ୍ତର୍ଯ୍ୟାମୀଙ୍କୁ ବଲାଙ୍ଗିର ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
[ "ଅନ୍ତର୍ଯ୍ୟାମୀଙ୍କୁ ବଲାଙ୍ଗିର ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।", "ଆହତମାନଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।", "ଆହତ କର୍ମୀଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।", "ସମସ୍ତ ଆହତଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।" ]
197
not possible anymore .
ଆଉ ଲେଣଦେଣ ସମ୍ଭବ ନୁହଁ ।
ଆଉ ପାରିଲେ ନାହିଁ ।
[ "ଆଉ ପାରିଲେ ନାହିଁ ।", "ଆଉ ପାରୁ ନାହିଁ।", "ଆଉ ପାରୁ ନାହାନ୍ତି ।", "ଆଉ ପାରୁନି।" ]
198
are you happy with the pace of industrialisation ?
ଓଡ଼ିଶାରେ ଚାଲିଥିବା ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ କି?
ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ ଅଛନ୍ତି କି?
[ "ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ ଅଛନ୍ତି କି?", "ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ ଅଛନ୍ତି ?", "ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ କି?", "ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ କି?" ]
199
this will affect your health .
ଏହିଭଳି କରିବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।
ଏହା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପକାଇଥାଏ।
[ "ଏହା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପକାଇଥାଏ।", "ଏପରି କରିବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପଡ଼ିଥାଏ।", "ଏହା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ।", "ଏପରି କରିବା ଦ୍ବାରା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ।" ]
200
ajay devgn and kajol are among the most iconic bollywood couples .
ବଲିଉଡର ରିଲ୍ ଓ ରିଅଲ୍ କପଲ୍ ହେଲେ ଅଜୟ ଦେବଗନ୍ ଓ କାଜୋଲ୍।
ଅଜୟ ଦେବଗନ ଏବଂ କାଜୋଲ ବଲିଉଡର ସବୁଠାରୁ ଭଲ ଯୋଡିମାନଙ୍କ ମଧ୍ୟରେ ଗଣାଯାଆନ୍ତି ।
[ "ଅଜୟ ଦେବଗନ ଏବଂ କାଜୋଲ ବଲିଉଡର ସବୁଠାରୁ ଭଲ ଯୋଡିମାନଙ୍କ ମଧ୍ୟରେ ଗଣାଯାଆନ୍ତି ।", "ନୂଆଦିଲ୍ଲୀ: କାଜୋଲ ଏବଂ ଅଜୟ ଦେବଗନ ହେଉଛନ୍ତି ବଲିଉଡର ଆଇଡଲ ସେଲିବ୍ରିଟି ଦମ୍ପତି।", "ସିନେଜଗତର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଭାବେ ଅଜୟ ଦେବଗନ୍ ଓ କାଜଲ ଜଣାଯାନ୍ତି।", "ବଲିଉଡରେ ଅଭିନେତା ଅଜୟ ଦେବଗନ ଓ ଅଭିନେତ୍ରୀ କାଜଲଙ୍କ ଯୋଡ଼ି ସବୁଠାରୁ ଖାସ୍।" ]