id
stringlengths
1
6
pivot
stringlengths
5
901
input
stringlengths
5
946
target
stringlengths
5
1.03k
references
list
105901
" " " a meeting of the party 's parliamentary board will be held in delhi in the evening . "
ତେବେ ଆଜି ଅପରାହ୍ନରେ ଦିଲ୍ଲୀରେ ବିଜେପି ସଂସଦୀୟ ଦଳ ବୈଠକ ବସିବ।
ଏଥିପାଇଁ କାଲି ଦିଲ୍ଲୀରେ ଦଳର ସଂସଦୀୟ ବୋର୍ଡ ବୈଠକ ବସିବ ।
[ "ଏଥିପାଇଁ କାଲି ଦିଲ୍ଲୀରେ ଦଳର ସଂସଦୀୟ ବୋର୍ଡ ବୈଠକ ବସିବ ।" ]
105902
i raised my hand .
ମୁଁ ହାତ ବଢ଼ାଏ ।
ହାତକୁ ଦି’ହାତ କଲି ।
[ "ହାତକୁ ଦି’ହାତ କଲି ।" ]
105903
the first quarter of the match saw both the teams start on equal footings .
ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ଜଗିରଖି ଖେଳିବା ଆରମ୍ଭ କରିଥିଲେ।
ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ଆକ୍ରମଣାତତ୍ମ ଭାବେ ଖେଳ ଆରମ୍ଭ କରିଥିଲେ।
[ "ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ଆକ୍ରମଣାତତ୍ମ ଭାବେ ଖେଳ ଆରମ୍ଭ କରିଥିଲେ।" ]
105904
two ministers from shiv sena , congress and ncp will take oath .
ଏଥିରେ ଶିବ ସେନା, ଏନସିପି ଏବଂ କଂଗ୍ରେସର ମନ୍ତ୍ରୀ ରହିବେ।
ଏଥିରେ ଶିବସେନା, ଏନସିପି ଏବଂ କଂଗ୍ରେସର ମନ୍ତ୍ରୀ ରହିବେ ।
[ "ଏଥିରେ ଶିବସେନା, ଏନସିପି ଏବଂ କଂଗ୍ରେସର ମନ୍ତ୍ରୀ ରହିବେ ।" ]
105905
however , no action was taken by the ministry .
କିନ୍ତୁ ମନ୍ତ୍ରଣାଳୟ ଏଦିଗରେ କିଛି ପଦକ୍ଷେପ ନେଇନଥିଲା।
ହେଲେ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଲେନାହିଁ।
[ "ହେଲେ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଲେନାହିଁ।" ]
105906
take her out .
ତାକୁ ବାହାର କର, ତାକୁ ବାହାର କର ।
ତାକୁ ଆପଣମାନେ ବାହାର କରନ୍ତୁ।
[ "ତାକୁ ଆପଣମାନେ ବାହାର କରନ୍ତୁ।" ]
105907
prime minister modi welcomed the intent by saudi side towards investments in india , especially in the areas of energy , refining , petrochemicals , infrastructure , agriculture , minerals and mining , manufacturing , education and health .
ଭାରତରେ ଶକ୍ତି, ରିଫାଇନାରୀ, ପେଟ୍ରୋକେମିକାଲ, ବିନିର୍ମାଣ, କୃଷି, ଖଣି ଏବଂ ଖଣିଜ କ୍ଷେତ୍ର, ଭିତ୍ତିଭୂମି, ଶିକ୍ଷା ଏବଂ କ୍ଷେତ୍ରରେ ସାଉଦୀର ପୁଞ୍ଜି ଲଗାଣ ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଛନ୍ତି ।
ଗୃହ ନିର୍ମାଣ କ୍ଷେତ୍ରରେ ସ୍ୱାକ୍ଷରିତ ବୁଝାମଣାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି ଏବଂ ଭାରତୀୟ କମ୍ପାନୀମାନଙ୍କୁ ସାଉଦୀର ଗୃହ ନିର୍ମାଣ ପ୍ରକଳ୍ପରେ ଅଂଶ ଗ୍ରହଣ କରିବା ପାଇଁ ପ୍ରୋତ୍ସାହନ ଦେଇଛନ୍ତି ।
[ "ଗୃହ ନିର୍ମାଣ କ୍ଷେତ୍ରରେ ସ୍ୱାକ୍ଷରିତ ବୁଝାମଣାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି ଏବଂ ଭାରତୀୟ କମ୍ପାନୀମାନଙ୍କୁ ସାଉଦୀର ଗୃହ ନିର୍ମାଣ ପ୍ରକଳ୍ପରେ ଅଂଶ ଗ୍ରହଣ କରିବା ପାଇଁ ପ୍ରୋତ୍ସାହନ ଦେଇଛନ୍ତି ।" ]
105908
the total lunar eclipse will be visible in india .
କାଲି ହେବାକୁ ଥିବା ଚନ୍ଦ୍ର ଗ୍ରହଣ ପୂରା ଭାରତରେ ଦେଖାଯିବ ।
ଚନ୍ଦ୍ର ଗ୍ରହଣର ପୂରା ସମୟ ଭାରତରେ ଦିନ ଥିବ।
[ "ଚନ୍ଦ୍ର ଗ୍ରହଣର ପୂରା ସମୟ ଭାରତରେ ଦିନ ଥିବ।" ]
105909
the film shoot is reportedly underway in london .
ଭିଡିଓଟି ଲଣ୍ଡନର ଏକ କାର୍ଯ୍ୟକ୍ରମର ହୋଇଥିବା ଜଣାପଡ଼ିଛି।
ମିଳିଥିବା ଖବର ଅନୁସାରେ ଏହାର ସୁଟିଂ ଲଣ୍ଡନରେ ଆରମ୍ଭ ହୋଇସାରିଛି।
[ "ମିଳିଥିବା ଖବର ଅନୁସାରେ ଏହାର ସୁଟିଂ ଲଣ୍ଡନରେ ଆରମ୍ଭ ହୋଇସାରିଛି।" ]
105910
this film is going to be a multi-starrer .
ମାନେ ଏହି ସିନେମାଟି ମଲ୍ଟି ଷ୍ଟାରର ହେବାକୁ ଯାଉଛି ।
ଏହା ଏକ ମଲ୍‌ଟି ଷ୍ଟାରର୍ ଫିଲ୍ମ ହେବ।
[ "ଏହା ଏକ ମଲ୍‌ଟି ଷ୍ଟାରର୍ ଫିଲ୍ମ ହେବ।" ]
105911
but death is inevitable .
କିନ୍ତୁ ମୃତ୍ୟୁକୁ ଜାଣିବା ନୁହେଁ ସମ୍ଭବ।
କିନ୍ତୁ ମୃତ୍ୟୁକୁ ଜାଣିବା ଅସମ୍ଭବ।
[ "କିନ୍ତୁ ମୃତ୍ୟୁକୁ ଜାଣିବା ଅସମ୍ଭବ।" ]
105912
he is not able to move .
ସେ ଚଳପ୍ରଚଳ କରି ପାରୁ ନାହଁାନ୍ତି।
ସେ ଚଳପ୍ରଚଳ କରି ପାରୁ ନାହାଁନ୍ତି।
[ "ସେ ଚଳପ୍ରଚଳ କରି ପାରୁ ନାହାଁନ୍ତି।" ]
105913
congress president rahul gandhi used very abusive words against the prime minister .
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅତି ଆକ୍ରମଣାତ୍ମକ ଢଙ୍ଗରେ ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ କଟୁ ସମାଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ଭାଷଣ ଆରମ୍ଭ କରିଥିଲେ।
[ "ପ୍ରଧାନମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ଭାଷଣ ଆରମ୍ଭ କରିଥିଲେ।" ]
105914
it was presided by congress vice president rahul gandhi .
କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେଇଛନ୍ତି।
କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି ଏହି ରାଲି।
[ "କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି ଏହି ରାଲି।" ]
105915
the atmosphere is pollution-free .
ଏହାର ପରିବେଶ ପୂରାପୂରି ପ୍ରଦୂଷଣ ମୁକ୍ତ।
ବାୟୁମଣ୍ଡଳ, ପରିବେଶ ପ୍ରଦୂଷଣ ମୁକ୍ତ ହେଉଛି।
[ "ବାୟୁମଣ୍ଡଳ, ପରିବେଶ ପ୍ରଦୂଷଣ ମୁକ୍ତ ହେଉଛି।" ]
105916
arun dhumal , brother of former bcci president and minister of state for finance & corporate affairs anurag thakur , is set to take up the role of treasurer .
ପୂର୍ବତନ ବିସିସିଆଇ ସଭାପତି ତଥା ବର୍ତ୍ତମାନର ରାଷ୍ଟମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୁମାଲ କୋଷାଧ୍ୟକ୍ଷ ହେବେ ବୋଲି ସୂଚନା ରହିଛି ।
ପୂର୍ବତନ ବିସିସିଆଇ ସଭାପତି ତଥା ବର୍ତ୍ତମାନର ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୁମାଲ କୋଷାଧ୍ୟକ୍ଷ ହେବେ ବୋଲି ସୂଚନା ରହିଛି।
[ "ପୂର୍ବତନ ବିସିସିଆଇ ସଭାପତି ତଥା ବର୍ତ୍ତମାନର ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୁମାଲ କୋଷାଧ୍ୟକ୍ଷ ହେବେ ବୋଲି ସୂଚନା ରହିଛି।" ]
105917
rti amendment bill passed in rajya sabha
ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା RTI ସଂଶୋଧନ ବିଲ୍
ସଂସଦରେ ଗୃହିତ ହେଲା ଆରଟିଆଇ ସଂଶୋଧନ ବିଲ୍
[ "ସଂସଦରେ ଗୃହିତ ହେଲା ଆରଟିଆଇ ସଂଶୋଧନ ବିଲ୍" ]
105918
the family members have claimed that the deceased was heavily addicted to liquor .
ମଦ ପିଇ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ ।
ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।
[ "ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।" ]
105919
a cbi official said that several teams of the probe agency raided the residences and business premises of companies , promoters , directors and bank officials across 18 cities .
ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ ୧୮ଟି ସହରରେ ଥିବା କମ୍ପାନୀ, ଠକ କମ୍ପାନୀର ନିର୍ଦ୍ଦେଶକ ଓ ବ୍ୟାଙ୍କ ଅଧିକାରୀଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା ।
ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଦେଶର ପ୍ରମୁଖ ୧୮ଟି ସହରରେ ଥିବା ବଡ଼ ବଡ଼ କମ୍ପାନୀ, ଠକ କମ୍ପାନୀର ନିର୍ଦ୍ଦେଶକ ଓ ବ୍ୟାଙ୍କ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥିଲା ।
[ "ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଦେଶର ପ୍ରମୁଖ ୧୮ଟି ସହରରେ ଥିବା ବଡ଼ ବଡ଼ କମ୍ପାନୀ, ଠକ କମ୍ପାନୀର ନିର୍ଦ୍ଦେଶକ ଓ ବ୍ୟାଙ୍କ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥିଲା ।" ]
105920
has the commission been disbanded ?
ସେହି କମିସନ୍‌କୁ ଭାଙ୍ଗି ଦିଆଗଲା କି?
କ’ଣ ଆୟୋଗକୁ ଭଙ୍ଗ କରିଦିଆଯାଇଛି ?
[ "କ’ଣ ଆୟୋଗକୁ ଭଙ୍ଗ କରିଦିଆଯାଇଛି ?" ]
105921
the confrontation between the raj niwas and delhi government has escalated after kejriwal assumed the charge of delhi chief minister .
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କେଜ୍ରିୱାଲ ସରକାର ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ର ହେବାରେ ଲାଗିଛି।
କେଜରିୱାଲ ସରକାର ଗଠନ କରିବା ପରେ ଦିଲ୍ଲୀରେ ଉପରାଜ୍ୟପାଳ ଓ ସରକାର ମଧ୍ୟରେ ଘମାସାନ ଲଢେଇ ଲାଗିରହିଥିଲା ।
[ "କେଜରିୱାଲ ସରକାର ଗଠନ କରିବା ପରେ ଦିଲ୍ଲୀରେ ଉପରାଜ୍ୟପାଳ ଓ ସରକାର ମଧ୍ୟରେ ଘମାସାନ ଲଢେଇ ଲାଗିରହିଥିଲା ।" ]
105922
his samples were sent for testing .
ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା।
ସେଠାରେ ତାଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା।
[ "ସେଠାରେ ତାଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା।" ]
105923
its really nice to see it .
ଏହାକୁ ଦେଖିବାକୁ ଖୁବ୍‌ ମଜା ଲାଗେ ମଧ୍ୟ।
ଏହା ଦେଖିବାକୁ ବହୁତ ଭଲ ଲାଗୁଛି ।
[ "ଏହା ଦେଖିବାକୁ ବହୁତ ଭଲ ଲାଗୁଛି ।" ]
105924
their swab samples will be collected and sent for test .
ତାଙ୍କର ସ୍ବାବ୍ କଲେକ୍ସନ କରାଯାଇ ପରୀକ୍ଷା ପାଇଁ ପଠାଯିବ ।
ସେଠାରେ ରଖାଯାଇ ସେମାନଙ୍କ ସ୍ବାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ।
[ "ସେଠାରେ ରଖାଯାଇ ସେମାନଙ୍କ ସ୍ବାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ।" ]
105925
his condition is reported to be improving .
ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ଜଣାପଡ଼ିଛି।
ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ସୂଚନା ମିଳିଛି ।
[ "ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ସୂଚନା ମିଳିଛି ।" ]
105926
the position of the local video window
ସ୍ଥାନୀଯ ଭିଡିଓ ୱିଣ୍ଡୋର ସ୍ଥାନ
ସ୍ଥାନୀଯ ଭିଡିଓ ଉଇଣ୍ଡୋର ସ୍ଥାନ
[ "ସ୍ଥାନୀଯ ଭିଡିଓ ଉଇଣ୍ଡୋର ସ୍ଥାନ" ]
105927
would be expensive .
ମହଙ୍ଗା ହେବ….
ମହଙ୍ଗା ହେବ
[ "ମହଙ୍ଗା ହେବ" ]
105928
though not considered so much of a family of politicians , actor turned politician sunil dutts daughter priya dutta too lost from mumbai while balram jakhars son sunil jakhar lost from gurdaspur .
ଅନ୍ୟପକ୍ଷେ ବଂଶବାଦ ରାଜନୀତି କୁହାନଗଲେ ବି ଅଭିନେତାରୁ ରାଜନେତା ବନିଥିବା ସୁନିଲ ଦତ୍ତଙ୍କ ଝିଅ ପ୍ରିୟା ଦତ୍ତ ମୁମ୍ବାଇରୁ ହାରିଥିବାବେଳେ ବଳରାମ ଜାଖରଙ୍କ ପୁଅ ସୁନିଲ ଜାଖର ଗୁରଦାସପୁରରୁ ନିର୍ବାଚନ ହାରିଛନ୍ତି।
ଅନ୍ୟପକ୍ଷେ ବଂଶବାଦ ରାଜନୀତି କୁହା ନଗଲେ ବି ଅଭିନେତାରୁ ରାଜନେତା ବନିଥିବା ସୁନଷଲ ଦତଙ୍କ ଝିଅ ପ୍ରିୟା ଦତ ମୁମ୍ବାଇରୁ ହାରିଥିବାବେଳେ ବଳରାମ ଜାଖରଙ୍କ ପୁଅ ସୁନଷଲ ଜାଖର ଗୁରଦାସପୁରରୁ ନିର୍ବାଚନ ହାରିଛନ୍ତି ।
[ "ଅନ୍ୟପକ୍ଷେ ବଂଶବାଦ ରାଜନୀତି କୁହା ନଗଲେ ବି ଅଭିନେତାରୁ ରାଜନେତା ବନିଥିବା ସୁନଷଲ ଦତଙ୍କ ଝିଅ ପ୍ରିୟା ଦତ ମୁମ୍ବାଇରୁ ହାରିଥିବାବେଳେ ବଳରାମ ଜାଖରଙ୍କ ପୁଅ ସୁନଷଲ ଜାଖର ଗୁରଦାସପୁରରୁ ନିର୍ବାଚନ ହାରିଛନ୍ତି ।" ]
105929
the indian forest service officer susanta nanda shared the video on twitter .
ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦା ନିଜ ଟ୍ଵିଟର ଆକାଉଣ୍ଟରେ ଏହି ଭିଡିଓଟିକୁ ସେୟାର କରିଥିଲେ।
ଭୁବନେଶ୍ୱରର ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ଵିଟରରେ ସେୟାର କରିଥିଲେ।
[ "ଭୁବନେଶ୍ୱରର ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ଵିଟରରେ ସେୟାର କରିଥିଲେ।" ]
105930
shots fired !
ଅନୁଗୁଳରେ ଫୁଟିଲା ଗୁଳି !
ମଂଚରେ ଫୁଟିଲା ଗୁଳି !
[ "ମଂଚରେ ଫୁଟିଲା ଗୁଳି !" ]
105931
however , the disease has not been eradicated completely .
ତେବେ ରୋଗକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ପାରିନାହିଁ।
କିନ୍ତୁ ଏଯାଏଁ ଅପପୃଷ୍ଟି ରୋଗର ସମ୍ପୂର୍ଣ୍ଣ ସମାଧାନ ହୋଇପାରି ନାହିଁ ।
[ "କିନ୍ତୁ ଏଯାଏଁ ଅପପୃଷ୍ଟି ରୋଗର ସମ୍ପୂର୍ଣ୍ଣ ସମାଧାନ ହୋଇପାରି ନାହିଁ ।" ]
105932
its driver was injured .
ନିଜେ କାର୍‍ଚାଳକ ଏଥିରେ ଆହତ ହୋଇଛି।
ତାଙ୍କ ଡ୍ରାଇଭର ଆହତ ହୋଇଛନ୍ତି।
[ "ତାଙ୍କ ଡ୍ରାଇଭର ଆହତ ହୋଇଛନ୍ତି।" ]
105933
icici bank chief chanda kochhar and axis bank 's shikha sharma have been summoned by an anti-fraud agency in the fraud .
ICICI ବ୍ୟାଙ୍କ ମୁଖ୍ୟ ଚନ୍ଦା କୋଚର୍ ଏବଂ AXIS ବ୍ୟାଙ୍କ ମୁଖ୍ୟ ଶିଖା ଶର୍ମାଙ୍କୁ ସମନ କରିଛି ଆଣ୍ଟି ଫ୍ରଣ୍ଡ୍ ଏଜେନ୍ସି।
ଏହି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟ ଚନ୍ଦା କୋଚର ଓ ଆକ୍ସିସ ବ୍ୟାଙ୍କ ଅଧ୍ୟକ୍ଷା ଶିଖା ଶର୍ମାଙ୍କୁ ନୋଟିସ ଜାରି କରାଯାଇଛି।
[ "ଏହି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟ ଚନ୍ଦା କୋଚର ଓ ଆକ୍ସିସ ବ୍ୟାଙ୍କ ଅଧ୍ୟକ୍ଷା ଶିଖା ଶର୍ମାଙ୍କୁ ନୋଟିସ ଜାରି କରାଯାଇଛି।" ]
105934
this is much lower than other nations .
ଯାହାକି ଅନ୍ୟ ଦେଶ ତୁଳନାରେ ଢେର କମ ରହିଛି ।
ଯାହାକି ଦେଶର ଅନ୍ୟରାଜ୍ୟ ତୁଳନାରେ ସବୁଠାରୁ କମ୍‌।
[ "ଯାହାକି ଦେଶର ଅନ୍ୟରାଜ୍ୟ ତୁଳନାରେ ସବୁଠାରୁ କମ୍‌।" ]
105935
isha and anand have been longtime friends .
ସୂଚନା ମୁତାବକ, ଇଶା ଏବଂ ଆନନ୍ଦ ବହୁତ ପୂର୍ବରୁ ସାଙ୍ଗ ଥିଲେ ।
ଈଶା ଏବଂ ଆନନ୍ଦ ଲମ୍ବା ସମୟର ସାଙ୍ଗ ଅଟନ୍ତି।
[ "ଈଶା ଏବଂ ଆନନ୍ଦ ଲମ୍ବା ସମୟର ସାଙ୍ଗ ଅଟନ୍ତି।" ]
105936
lock required
ଆବଶ୍ୟକତାଗୁଡ଼ିକୁ ପାଇଛି
ତାଲା ଆବଶ୍ଯକ
[ "ତାଲା ଆବଶ୍ଯକ" ]
105937
" in an interview , anushka said , " " i am married to my best friend . "
ନିକଟରେ ଅନୁଷ୍କା ଏକ ସାକ୍ଷାତକାର ବେଳେ କହିଥିଲେ ‘ମୁଁ ‌ମୋ ଶ୍ରେଷ୍ଠ ବଂଧୁକୁ ବିବାହ କରିଛି, ମୁଁ ମୋ ଆତ୍ମବିଶ୍ବାସକୁ ବିବାହ କରିଛି।
ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଅନୁଷ୍କା କହିଛନ୍ତି, ‘ପ୍ରଭାସ ମୋର ଜଣେ ଭଲ ସାଙ୍ଗ।
[ "ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଅନୁଷ୍କା କହିଛନ୍ତି, ‘ପ୍ରଭାସ ମୋର ଜଣେ ଭଲ ସାଙ୍ଗ।" ]
105938
the farmers are protesting against new farm laws and are adamant that the central government repeal them .
ନୂତନ କୃଷି ବିଲକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ ଆନ୍ଦୋଳନକାରୀ ।
କେନ୍ଦ୍ର ସରକାର ତୁରନ୍ତ ନୂଆ କୃଷି ଆଇନକୁ ଉଚ୍ଛେଦ କରନ୍ତୁ ବୋଲି ଚାଷୀମାନେ ଦାବି କରୁଛନ୍ତି।
[ "କେନ୍ଦ୍ର ସରକାର ତୁରନ୍ତ ନୂଆ କୃଷି ଆଇନକୁ ଉଚ୍ଛେଦ କରନ୍ତୁ ବୋଲି ଚାଷୀମାନେ ଦାବି କରୁଛନ୍ତି।" ]
105939
law and order situation in the city has deteriorated .
ସହରରେ ଆଇନ କାନୁନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି।
ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଆସିପାରି ନାହିଁ।
[ "ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଆସିପାରି ନାହିଁ।" ]
105940
so that was very important .
ତେଣୁ ଏହା ଜରୁରୀ ଥିଲା |
ତେଣୁ ତାହା ବହୁମୂଲ୍ୟ ଥିଲା ।
[ "ତେଣୁ ତାହା ବହୁମୂଲ୍ୟ ଥିଲା ।" ]
105941
the winners of different competitions were felicitated with certificates and medals .
ଶେଷରେ ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ ବିଜୟ ଲାଭ କରିଥିବା ବିଜେତାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା ।
ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ସାର୍ଟିଫିକେଟ ଓ ମେଡାଲ ଦେଇ ସମ୍ମାନିତ କରିଥିଲେ ।
[ "ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ସାର୍ଟିଫିକେଟ ଓ ମେଡାଲ ଦେଇ ସମ୍ମାନିତ କରିଥିଲେ ।" ]
105942
earlier police had ...
ପୂର୍ବରୁ ପୋଲିସ ଓ .
ପୂର୍ବରୁ ପୋଲିସ .
[ "ପୂର୍ବରୁ ପୋଲିସ ." ]
105943
the government has decided .
ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ସରକାର ଜାଗା ଦେଇଛନ୍ତି ।
[ "ସରକାର ଜାଗା ଦେଇଛନ୍ତି ।" ]
105944
heads of all the departments took part in the meeting .
ବୈଠକରେ ଉପଖଣ୍ଡର ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ ।
ଏଥିସହିତ ସବୁ ବିଭାଗର କମାଣ୍ଡରମାନେ ସେହି ମିଟିଂରେ ଯୋଗ ଦେଇଥିଲେ।
[ "ଏଥିସହିତ ସବୁ ବିଭାଗର କମାଣ୍ଡରମାନେ ସେହି ମିଟିଂରେ ଯୋଗ ଦେଇଥିଲେ।" ]
105945
rafale fighter jets will be formally handed over to indian air force in a ceremony in france .
ସେହିଦିନ ମଧ୍ୟ ଫ୍ରାନ୍ସ ଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଲଢ଼ୁଆ ରାଫେଲ ବିମାନକୁ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ କରାଯିବ।
ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ଲଢୁଆ ରାଫେଲ ବିମାନକୁ ଭାରତୀୟ ବାୟୁସେନାର ଆନୁଷ୍ଠାନିକ ଭାବେ ସାମିଲ କରାଯିବ ।
[ "ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ଲଢୁଆ ରାଫେଲ ବିମାନକୁ ଭାରତୀୟ ବାୟୁସେନାର ଆନୁଷ୍ଠାନିକ ଭାବେ ସାମିଲ କରାଯିବ ।" ]
105946
devotees from all over the state participated .
ରାଜ୍ୟରୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସନ୍ଥମାନେ ଏଥିରେ ଯୋଗ ଦେଇଥିଲେ।
ସାରା ଦେଶରୁ ସାଧୁସନ୍ଥମାନେ ଏଥିରେ ସାମିଲ ହୋଇଛନ୍ତି।
[ "ସାରା ଦେଶରୁ ସାଧୁସନ୍ଥମାନେ ଏଥିରେ ସାମିଲ ହୋଇଛନ୍ତି।" ]
105947
the bjp was not in government then .
ତେବେ ସେତେବେଳେ ବିଜେପି କ୍ଷମତାରେ ନଥିଲା।
ଗତ ନିର୍ବାଚନରେ ବିଜେପି ପାଖରେ କୌଣସି ସରକାର ନଥିଲା।
[ "ଗତ ନିର୍ବାଚନରେ ବିଜେପି ପାଖରେ କୌଣସି ସରକାର ନଥିଲା।" ]
105948
the wounded persons were rushed to a noida private hospital .
ଆହତଙ୍କୁ ନାଡିଆଦ୍‌ ସିଭିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।
ଆହତମାନଙ୍କୁ ନାଦିଆଡ଼ ସିଭିଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।
[ "ଆହତମାନଙ୍କୁ ନାଦିଆଡ଼ ସିଭିଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।" ]
105949
goa chief minister manohar parrikar in new delhi .
ନୂଆଦିଲ୍ଲୀ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପାନକ୍ରିୟା କ୍ୟାନସର ।
ନୂଆଦିଲ୍ଲୀ: ଆରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର।
[ "ନୂଆଦିଲ୍ଲୀ: ଆରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର।" ]
105950
he will break all the records .
ସେ ସବୁ କୀର୍ତ୍ତିମାନ ଭାଙ୍ଗିଦେବେ।
ସବୁ ରେକର୍ଡ଼ ସେ ଭାଙ୍ଗିଦେବ ।
[ "ସବୁ ରେକର୍ଡ଼ ସେ ଭାଙ୍ଗିଦେବ ।" ]
105951
however , due to the presence of heavy police force , no untoward incident took place .
ତେବେ ବ୍ୟାପକ ପୁଲିସ ମୁତୟନ ଯୋଗୁଁ କୌଣସି ଅପ୍ରୀତିକର ପରିସ୍ଥିତି ଦେଖାଦେଇନଥିଲା।
ତେବେ ବ୍ୟାପକ ପୁଲିସ ବଳର ଉପସ୍ଥିତି ଯୋଗୁଁ କୌଣସି ଠାରେ ଅପ୍ରୀତିକର ପରିସ୍ଥିତି ଘଟିନାହିଁ।
[ "ତେବେ ବ୍ୟାପକ ପୁଲିସ ବଳର ଉପସ୍ଥିତି ଯୋଗୁଁ କୌଣସି ଠାରେ ଅପ୍ରୀତିକର ପରିସ୍ଥିତି ଘଟିନାହିଁ।" ]
105952
the forces have been deployed at the venue .
ଘଟଣାସ୍ଥଳରେ ଫୋର୍ସ ମୁତୟନ କରାଯାଇଛି।
ଘଟଣାସ୍ଥଳରେ ସେନାକୁ ନିୟୋଜିତ କରାଯାଇଛି ।
[ "ଘଟଣାସ୍ଥଳରେ ସେନାକୁ ନିୟୋଜିତ କରାଯାଇଛି ।" ]
105953
others are in hospital .
ଅନ୍ୟମାନେ ଡାକ୍ତରଖାନାରେ ଚିକତ୍ସାଧୀନ ଅଛନ୍ତି।
ଡାକ୍ତରଖାନାରେ ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି।
[ "ଡାକ୍ତରଖାନାରେ ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି।" ]
105954
he was hit in the chest .
ଛାତିରେ ଛନକା ପଶେଇ ଦେଉଥିଲା।
ତାଙ୍କ ଅଣ୍ଟାରେ ମାଡ଼ ହୋଇଛି ।
[ "ତାଙ୍କ ଅଣ୍ଟାରେ ମାଡ଼ ହୋଇଛି ।" ]
105955
he is survived by wife , two sons and one daughter .
ଗୋଟିଏ ଝିଅ, ଦୁଇଟି ପୁଅ, ଆଉ ସ୍ତ୍ରୀ ସୁମିତ୍ରାକୁ ନେଇ ପରିବାର ।
ପରିବାର କହିଲେ ସ୍ତ୍ରୀ, ଗୋଟିଏ ଝିଅ ଓ ଦୁଇପୁଅ ।
[ "ପରିବାର କହିଲେ ସ୍ତ୍ରୀ, ଗୋଟିଏ ଝିଅ ଓ ଦୁଇପୁଅ ।" ]
105956
government is also not taking any initiative .
ପ୍ରଶାସନ ମଧ୍ୟ କୌଣସି ଉଚିତ ପଦକ୍ଷେପ ନେଉନାହିଁ।
ସରକାର ବି ନିଜ ତରଫରୁ ମୋସନ ଆଣୁନାହାନ୍ତି।
[ "ସରକାର ବି ନିଜ ତରଫରୁ ମୋସନ ଆଣୁନାହାନ୍ତି।" ]
105957
1,020 crore over a period of five years .
ଏହି ପ୍ରକଳ୍ପ ନିମନ୍ତେ ପାଞ୍ଚ ବର୍ଷ ପାଇଁ 1 ହଜାର 20 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ଏହି ପ୍ରକଳ୍ପ ନିମନ୍ତେ ପାଞ୍ଚ ବର୍ଷ ପାଇଁ 1 ହଜାର 20 କୋଟି ଟଙ୍କା ଅଟକଳ କରାଯାଇଛି ।
[ "ଏହି ପ୍ରକଳ୍ପ ନିମନ୍ତେ ପାଞ୍ଚ ବର୍ଷ ପାଇଁ 1 ହଜାର 20 କୋଟି ଟଙ୍କା ଅଟକଳ କରାଯାଇଛି ।" ]
105958
pay attention to following points :
ଏହି କଥାସବୁ ଉପରେ ଧ୍ୟାନ ଦିଅନ୍ତୁ:
ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ:
[ "ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ:" ]
105959
this will increase the sweetness in the relationship .
ଏହା ଦ୍ୱାରା ସଂପର୍କରେ ମଧୁରତା ଭରିଯାଇଥାଏ।
ଏହା ଦ୍ବାରା ସମ୍ପର୍କରେ ଭଲ ପାଇବା ବଢିବ।
[ "ଏହା ଦ୍ବାରା ସମ୍ପର୍କରେ ଭଲ ପାଇବା ବଢିବ।" ]
105960
he exhorted the congress workers to unite and work to strengthen the party .
ଆଗାମୀ ଦିନରେ ଦଳକୁ ସଙ୍ଗଠିତ ଓ ସୁଦୃଢ କରିବା ପାଇଁ କଂଗ୍ରେସ କର୍ମୀ ଏକାଠି ହୋଇ କାମ କରିବାକୁ ସେ ଆହ୍ୱାନ କରିଥିଲେ ।
ଦଳକୁ ସୁଦୃଢ କରିବାକୁ କଂଗ୍ରେସ ନେତାମାନେ ଏକତ୍ରିତ୍ ହୋଇ କାମ କରିବାକୁ ସେ ଆହ୍ବାନ ଦେଇଥିଲେ ।
[ "ଦଳକୁ ସୁଦୃଢ କରିବାକୁ କଂଗ୍ରେସ ନେତାମାନେ ଏକତ୍ରିତ୍ ହୋଇ କାମ କରିବାକୁ ସେ ଆହ୍ବାନ ଦେଇଥିଲେ ।" ]
105961
he wants to be the prime minister .
ସେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ।
ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି।
[ "ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି।" ]
105962
her woes were not over .
ଏତିକିରେ ତାଙ୍କ ଦୁଃଖ ସରି ନଥିଲା।
ଏହାପରେ ବି ସରି ନ ଥିଲା ତା'ର ପୈଶାଚିକତା ।
[ "ଏହାପରେ ବି ସରି ନ ଥିଲା ତା'ର ପୈଶାଚିକତା ।" ]
105963
the prime minister appreciated the close cooperation between the armed forces of india and myanmar .
ପ୍ରଧାନମନ୍ତ୍ରୀ ଭାରତ ଏବଂ ମିଆଁମାର ସଶସ୍ତ୍ର ବାହିନୀ ମଧ୍ୟରେ ଜାରି ରହିଥିବା ସହଯୋଗର ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ଭାରତ ଏବଂ ମିଁଆମାର ସଶସ୍ତ୍ର ବାହିନୀ ମଧ୍ୟରେ ଜାରି ରହିଥିବା ସହଯୋଗର ପ୍ରଶଂସା କରିଥିଲେ ।
[ "ପ୍ରଧାନମନ୍ତ୍ରୀ ଭାରତ ଏବଂ ମିଁଆମାର ସଶସ୍ତ୍ର ବାହିନୀ ମଧ୍ୟରେ ଜାରି ରହିଥିବା ସହଯୋଗର ପ୍ରଶଂସା କରିଥିଲେ ।" ]
105964
with this , air odisha flight service to all eastern regions , including odisha , chhattisgarh , andhra pradesh and jharkhand has been suspended .
ଅନ୍ୟପକ୍ଷରେ ଏୟାର ଓଡ଼ିଶାର ସମସ୍ତ ପୂର୍ବାଞ୍ଚଳ ଉଡ଼ାଣକୁ ବାତିଲ୍ କରାଯାଇଥିବା ବେଳେ ଏୟାର ଓଡିଶା ବିମାନ ଉଡାନ୍ ଯୋଜନାରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଆଦି ଅଞ୍ଚଳରେ ବିମାନ ଉଡ଼ାଣ କରିପାରିବନି।
ଏଥିରେ ଏୟାର ଓଡ଼ିଶାର ସମସ୍ତ ପୂର୍ବାଞ୍ଚଳ ଉଡ଼ାଣକୁ ବାତିଲ୍ କରାଯାଇଛି।
[ "ଏଥିରେ ଏୟାର ଓଡ଼ିଶାର ସମସ୍ତ ପୂର୍ବାଞ୍ଚଳ ଉଡ଼ାଣକୁ ବାତିଲ୍ କରାଯାଇଛି।" ]
105965
but both of these films did not do well at the box office .
କିନ୍ତୁ ଉଭୟ ସିନେମା ବକ୍ସଅଫିସରେ ଖାସ୍ କମାଲ କରି ନାହିଁ।
କିନ୍ତୁ ଏହି ଦୁଇଟିଯାକ ଫିଲ୍ମ ବକ୍ସ ଅଫିସ୍‌ରେ କିଛି କମାଲ କରିପାରିଲାନି।
[ "କିନ୍ତୁ ଏହି ଦୁଇଟିଯାକ ଫିଲ୍ମ ବକ୍ସ ଅଫିସ୍‌ରେ କିଛି କମାଲ କରିପାରିଲାନି।" ]
105966
the driver of the vehicle , however , escaped after the accident .
ତେବେ ଏହି ଦୁର୍ଘଟଣା ପରେ ପରେ ଗାଡିର ହେଲପରଙ୍କ ପତା ମୁଳିନି ।
ତେବେ ଦୁର୍ଘଟଣା ପରେ ଅଟୋ ଚାଳକ ଫେରାର ହୋଇଯାଇଛି।
[ "ତେବେ ଦୁର୍ଘଟଣା ପରେ ଅଟୋ ଚାଳକ ଫେରାର ହୋଇଯାଇଛି।" ]
105967
this needs to be cleaned regularly .
ତାହାକୁ ନିୟମିତ ପରିଷ୍କାର ପରିଚ୍ଛନ ରଖିବାର ଆବଶ୍ୟକତା ରହିଛି।
ସେ ସବୁ ନିୟମିତ ସଫା କରିବାର ଆବଶ୍ୟକତା ରହିଛି ।
[ "ସେ ସବୁ ନିୟମିତ ସଫା କରିବାର ଆବଶ୍ୟକତା ରହିଛି ।" ]
105968
he was accompanied by development commissioner suresh mahapatra .
ସାଥିରେ ଥିଲେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ।
ତାଙ୍କ ସହିତ ଅଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ।
[ "ତାଙ୍କ ସହିତ ଅଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ।" ]
105969
then add the chillies , tomatoes and tomato juice .
ଏହାପରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଟମାଟୋ ପେଷ୍ଟ୍‌ ପକାନ୍ତୁ।
ତା’ପରେ ସେଥିରେ ତେନ୍ତୁଳି ରସ ଓ, ପୁଦିନା ଓ ଧନିଆ ପତ୍ର ରସ ପକାନ୍ତୁ।
[ "ତା’ପରେ ସେଥିରେ ତେନ୍ତୁଳି ରସ ଓ, ପୁଦିନା ଓ ଧନିଆ ପତ୍ର ରସ ପକାନ୍ତୁ।" ]
105970
the congress , however , claimed otherwise .
ଅନ୍ୟପକ୍ଷରେ କଂଗ୍ରେସ କିନ୍ତୁ ଭିନ୍ନ କଥା କହୁଛି।
କଂଗ୍ରେସ କିନ୍ତୁ ଭିନ୍ନ ଦାବି କରିଛି।
[ "କଂଗ୍ରେସ କିନ୍ତୁ ଭିନ୍ନ ଦାବି କରିଛି।" ]