audio
audioduration (s) 0.14
10.9
| sentence
stringlengths 2
240
|
---|---|
ଗୁଜରାଟ୍ ଟ୍ରେମର୍ ଗୁଜରାଟର ବନସ୍କଣ୍ଠା ଓ ଏହାର ଆଖପାଖ ଜିଲ୍ଲାରେ ଗତକାଲି ରାତିରେ ଚାରି ଦଶମିକ ତିନି ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା |
|
ନୌବାହିନୀର ଫ୍ରାନ୍ସ ନୌବାହିନୀ ସହ ସ୍ତନ୍ତ୍ର ଭାଗିଦାରୀ ଉଚ୍ଚ ଶିଖର ଛୁଇଁବ ବୋଲି ଶ୍ରୀ ସିଂହ କହିଛନ୍ତି କହିଛନ୍ତି |
|
ସେ ଅତିରିକ୍ତ ଭାବେ ଏହି ଦାୟିତ୍ବ ତୁଲାଇବେ |
|
ଆମ ସମ୍ବାଦଦାତା ଜଣାଇଛନ୍ତି ଛତିଶଗଡରେ ଦୀର୍ଘବର୍ଷ ଧରି ବ୍ୟାପକ ମାତ୍ରାରେ ଉଗ୍ରବାଦୀ ହିଂସାକାଣ୍ଡ ପରିପ୍ରେକ୍ଷୀରେ ଶ୍ରୀମୋଦିଙ୍କର ଏହି ମନ୍ତବ୍ୟର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି |
|
ଟ୍ରିଟ୍ କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଜଣାଇବାକୁ ଅନୁରୋଧ କରିଛନ୍ତି |
|
ସ୍ଥଳସେନାର ଅଷ୍ଟବିଂଶ ମୁଖ୍ୟ ଭାବେ ଦାୟିତ୍ଗ୍ରହଣ କରିବା ପରେ ତାଙ୍କର ଏହା ପ୍ରଥମ ସିଆଚେନ୍ ଗସ୍ତ |
|
ଏ ସମ୍ବନ୍ଧିତ ଉପୁଜିଥିବା ସମସ୍ୟାକୁ ଉଭୟ ଦେଶ ଆଲୋଚନା ମାଧ୍ୟମରେ ସମାଧାନ କରନ୍ତୁ ବୋଲି ରୁଷ ଆଶା ପ୍ରକାଶ କରିଛି |
|
ଏଥିପାଇଁ ପର୍ଯ୍ୟାପ୍ତ ଓ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକୁ ପଠାଯାଇଛି |
|
ପନିପରିବା ଓ ଫଳ ଭଳି ଶୀଘ୍ର ନଷ୍ଟ ହୋଇଯାଉଥିବା କୃଷିଜାତ ଦ୍ରବ୍ୟକୁ ଖୁବ୍ କମ୍ ସମୟ ମଧ୍ୟରେ ବଜାରରେ ପହଞ୍ଚାଇବା ଦିଗରେ ମଧ୍ୟ ଏହା ସହାୟକ ହେବ ବୋଲି ରେଳମନ୍ତ୍ରୀ କହିଛନ୍ତି |
|
ପ୍ରକଳ୍ପର ଆରମ୍ଭ ଦିନଠାରୁ ବିଭିନ୍ନ ପର୍ଯ୍ୟାୟ କାର୍ଯ୍ୟର ବିସ୍ତୃତ ବିବରଣୀ ପ୍ରସ୍ତୁତ କରିବା ପାଇଁ ମଧ୍ୟ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି |
|
ଉଗ୍ରବାଦୀମାନେ ଅଚାନକ ସୁରକ୍ଷା ବଳ ଉପରେ ଆକ୍ରମଣ କରିବା ପରେ ଏହି ଗୁଳି ବିନିମୟ ଘଟିଥିବା ପ୍ରକାଶ |
|
ପ୍ରତିରକ୍ଷା ମନ୍ତ୍ରୀ ଓ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଭାରତଚୀନ୍ ସୀମା ଓ ସମ୍ପର୍କ ବିଷୟରେ ଆଲୋଚନା ହୋଇଥିଲା |
|
ସେ କହିଛନ୍ତି ଛୋଟ ଛୋଟ ସହରକୁ ଆତ୍ମନିର୍ଭରଶୀଳ କରାଇବା ପ୍ରତି ସେ ଗୁରୁତ୍ବ ଦେଇଆସୁଛନ୍ତି ଓ ଆଗ୍ରା ମେଟ୍ରୋ ପ୍ରକଳ୍ପ ଏହାର ଏକ ଜ୍ବଳନ୍ତ ଉଦାହରଣ |
|
ଏହି ବିଜୟ ସହ କୋଲକାତା ୬ଟି ମ୍ୟାଚ୍ରୁ ୪ଟି ବିଜୟ ହାସଲ କରି ଆଠ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଛି |
|
ଗତ ସପ୍ତାହରେ ଇଣ୍ଡିଆନ୍ େଠାରେ ସେ ତୃତୀୟ ରାଉଣ୍ଡରେ ପହିଥିଲେ |
|
ଏବଂ ଚେନ୍ନାଇ ଓପନ୍ ଏଟିପି ଟେନିସ୍ ଚ୍ୟାଲେଞ୍ଜର ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି |
|
ଆଇସିଏମ୍ଆର୍ରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ଚବିଶି ଘଣ୍ଟା ଭିତରେ ସାତ ଲକ୍ଷ ପଚିଶି ହଜାରରୁ ଅଧୁକ ନମୁନା ପରୀକ୍ଷା କରାଯାଇଛି |
|
ରାଜସ୍ବ ଆୟୁକ୍ତ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ୍ କୁମାର ସାମଲ୍ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲା ପ୍ରଶାସନର ବାର୍ଷିକ ସମୀକ୍ଷା କରିଛନ୍ତି |
|
ଏହା କହି ସେ ଦରଖିଆ ଫଳଟିକୁ ମାଈ ଚଢ଼େଇକୁ ଦେଇଦେଲା |
|
ୟୁକେ ନିରବ ମୋଦି ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ବ୍ରିଟେନ୍ରେ ଏକ ଅଦାଲଦ ପୁଣି ମେ ମାସ ଚବିଶି ତାରିଖ ପର୍ଯ୍ୟନ୍ତ ହାଜରେ ରହିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି |
|
ପ୍ରେସିଡେଣ୍ଟପ୍ରେମ୍ବନ୍ଦ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଖ୍ୟାତ ହିନ୍ଦୀ ଲେଖକ ମୁସୀ ପ୍ରେମ୍ବନ୍ଦଙ୍କ ୧୩୮ତମ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |
|
ତେବେ ସ୍କୁଲ୍ କଲେଜ କୋଟିଂ ସେଟର ଆଦି ଶିକ୍ଷାନୁଷ୍ଠାନଗୁଡ଼ିକ ଆସନ୍ତା ତିରିଶି ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଏବଂ ଏ ନେଇ ଆଲୋଚନା ପରେ ନିଷ୍ପତି ନିଆଯିବ |
|
ଜାଲ୍ ପ୍ରମାଣପତ୍ର ଆଜି ବିଧାନସଭା ଶୀତକାଳୀନ ଅଧିବେଶନରେ ଜାଲ ପ୍ରମାଣପତ୍ରରେ ଶିକ୍ଷକତା କରୁଥିବା ଶିକ୍ଷକଙ୍କ ପ୍ରସଙ୍ଗ ମଧ୍ୟ ଉଠିଥିଲା |
|
ସୁପ୍ରିମ୍କୋର୍ଟ କହିଛନ୍ତି ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ଏହି ମ୍ୟାନେଲ୍ କରିବେ ନାହିଁ |
|
ପାଞ୍ଚ |
|
କୌଣସି ବ୍ୟକ୍ତିବିଶେଷ ପ୍ଲାଷ୍ଟିକ୍ ପଲିଥିନ୍ ଆଦି ଉତ୍ପାଦନ ଓ ବିକ୍ରି କରିପାରିବେ ନାହିଁ |
|
ଦେଶ ବିଭାଜନ ପରେ ପାକିସ୍ତାନରେ ଯେଉଁମାନେ ଅତ୍ୟାଚାର ଶିକାର ହେଉଥିଲେ ସେମାନଙ୍କ ପାଇଁ ଏହି ନାଗରିକତା ଆଇନରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି |
|
ଏଥିସହିତ ମୋଟ୍ ସଂକ୍ରମଣ ଅଠାଅଶୀ ଲକ୍ଷ ପଞ୍ଚଚାଳିଶି ହଜାରକୁ ଟପି ଯାଇଛି |
|
ସେମାନେ ମିଳିତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ |
|
ବିଭିନ୍ନ ରାଜ୍ୟ ସରକାରଗୁଡ଼ିକ ଠାରୁ ସଂଗୃହୀତ ତଥ୍ୟ ଅନୁସାରେ ପ୍ରାୟ ଏକ କୋଟି ସ୍ଥାନାନ୍ତରିତ ଶ୍ରମିକ କୋଭିଡ ନାଇଣ୍ଟିନ୍ ସଂକ୍ରମଣ ସମୟରେ ସେମାନଙ୍କର ନିଜନିଜ ରାଜ୍ୟକୁ ଫେରିଥିବାର ଜଣାପଡିଛି |
|
ଏକ ବିବୃତିରେ ମନ୍ତ୍ରଣାଳୟ କହିଛି ଜାତୀୟ ରାଜପଥକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରିଦିଆଯାଇଥିବାର କିଛି ଲୋକ ଏକ ଭୁଲ ଧାରଣା ସୃଷ୍ଟି କରୁଛନ୍ତି ଯାହାର କୌଣସି ସତ୍ୟତା ନାହିଁ |
|
ପୂର୍ବରୁ ବାଣିବିହାର ଛକରେ ରହୁଥିବା ବସ୍ଗୁଡ଼ିକ ଏବେ ଉତ୍କଳ ବିଶ୍ବିଦ୍ୟାଳୟ ଆଇନ୍ କଲେଠାରେ ରହିବ |
|
ପାଣିପାଗ ରାଜ୍ୟରେ ଶୀତ ହ୍ରାସ ପାଇବାରେ ଲାଗିଛି |
|
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି କୋବିଡ୧୯ ଜନିତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି |
|
ସେହିଭଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ମଙ୍ଗଳବାର ବୁଧବାର ଓ ଶୁକ୍ରବାର ଟିକାକରଣ ହେବ |
|
ସରକାର କହିଛନ୍ତି କୋବିଡ୍ ପ୍ରତିଷେଧକ ନେବା ପାଇଁ ହସ୍ପିଟାଲ୍ ଗୁଡ଼ିକରେ ଲାଗୁ କରାଯାଇଥିବା ସମୟ ସମ୍ବନ୍ଧୀୟ କଟକଣା ଗୁଡ଼ିକୁ ପ୍ରତ୍ୟାହାର କରିନିଆଯାଇଛି |
|
ରାଜ୍ୟ ବାହାରୁ କେହି ତିନି ଦିନ ପାଇଁ ଆସିଲେ ଦ୍ବାରେଣ୍ଟାଇନ୍ ହେବ ନାହିଁ |
|
ଗତ ଚବିଶି ଘଣ୍ଟା ଭିତରେ ୩୭ହଜାର ୮୧୬ଜଣ ଆରୋଗ୍ୟଲାଭ କରିଛନ୍ତି |
|
ସେ କହିଛନ୍ତି ପାକିସ୍ତାନର ଆକାଶମାର୍ଗକୁ ବନ୍ଦ କରାଯାଇ ନାହିଁ କେବଳ ଅନ୍ୟ ଆକାଶପଥରେ ବିମାନ ଚଳାଚଳ କରଯାଉଛି |
|
ସେହି ନିର୍ବାଚନମଣ୍ଡଳୀଗୁଡ଼ିକ ହେଉଛି ରାଞ୍ଚ ହାତିଆ କାଙ୍କ ରାମଗଡ଼ ଓ ବରକଠା |
|
ସବୁ ପୂଜାମଣ୍ଡପଗୁଡ଼ିକ ଏବେ ବେଶ୍ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସି ଉଠୁଛି |
|
ଭାରତ ବିଶ୍ର ୭୨ଟି ଦେଶକୁ କୋଭିଡ ଟିକା ଯୋଗାଇ ଦେଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି |
|
ନେପାଳକୋଭିଡ ନାଇଣ୍ଟିନ୍ ନେପାଳରେ ଆଉ ସତର ଜଣ ଲୋକ କୋଭିଡ ନାଇଣ୍ଟିନ୍ ଭୂତାଣୁରେ ସଂକ୍ରମିତ ହେବାସହ ସେଠାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୪୪ରେ ପହଞ୍ଚିଛି |
|
ସେହିପରି ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସହ ଢେଙ୍କାନାଳ ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି |
|
ଗତକାଲି ସନ୍ଧ୍ୟାରେ ଦାଦେଧୁରା ଜିଲ୍ଲାର ଅମରାଗାଡ଼ି ପୌର ଅଞ୍ଚଳରେ ବସ୍ଟି ରାସ୍ତାରୁ ତିନି ଶହେ ମିଟର ଗଭୀରକୁ ଖସିପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା |
|
ନଅ |
|
ନୀତିଶ କେଡିୟୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିଜେପି ସଭାପତି ଅମିତ୍ ଶାହାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି |
|
ଏହି ବିଶ୍ବାସ ନେଇ ଆଜି ଏଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି |
|
ଆଲୋଚନାରେ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଟ୍ରିବ୍ୟୁନାଲକୁ ଜଣାଇବୁ ବୋଲି ଓଡ଼ିଶା ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ ଜେନା କହିଛନ୍ତି |
|
ସେ ଇତିହାସ ଏବଂ ରାଜନୀତି ବିଜ୍ଞାନ ଓ ଆଇରେ କଲିକତା ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ |
|
ସେ କହିଛନ୍ତି ବୈଜ୍ଞାନିକମାନଙ୍କ ଉଦ୍ୟମ ଯୋଗୁଁ ଦେଶରେ ଖୁବ୍ ଶୀଘ୍ର ସାମୁହିକ ପ୍ରତିଷେଧକ ଟିକାକରଣ ସମ୍ଭବ ହେବ |
|
କୋଡିଏ ଏବଂ ଏକୋଇଶି ତାରିଖ ଦୁଇଦିନ ମଧ୍ୟରେ ଭସାଣି ଶେଷ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି |
|
ରାତି ୮ଟାବେଳେ ଏହାର ପୁନଃ ପ୍ରସାରଣ କରାଯିବ |
|
ପାଞ୍ଚ |
|
ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଭାରତରେ ବିଶ୍ର ସର୍ବବୃହତ୍ ଟିକାକରଣ ଅଭିଯାନ ଆଗେଇ ଚାଲିଛି |
|
ତେବେ ଆଜି ପର୍ଯ୍ୟନ୍ତ ଭାରତୀୟ ରେଳବାଇରେ କୌଣସି ପ୍ରକାର ନିଯୁକ୍ତି ଲାଗି କୌଣସି ଘରୋଇ ସଂସ୍ଥାକୁ ଅନୁମତି ପ୍ରଦାନ କରାଯାଇ ନାହିଁ |
|
ତାଙ୍କର ବିସ୍ତୋରକ ବ୍ୟାଟିଂ ଯୋଗୁଁ ୨ଟି ବଲ୍ ବାକି ଥାଇ ଭାରତ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲା |
|
ପ୍ରଧାନମନ୍ତ୍ରୀ ଅଭିଭାଷଣ ଆରମ୍ଭ କରିବା ପୂର୍ବରୁ ଶହୀଦ୍ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ |
|
ପୁଣେ ପୁଲିସ୍ ଗତ ଜୁନ୍ ମାସରେ ମାଓବାଦୀମାନଙ୍କ ସହ ସମ୍ପର୍କ ପାଇଁ ବେଆଇନ କାର୍ଯ୍ୟକଳାପ ଆଇନ ଅଧୀନରେ ସେମାନଙ୍କୁ ଗିରଫ କରିଥିଲା |
|
ଏହା ମନ୍ କି ବାତ୍ କାର୍ଯ୍ୟକ୍ରମର ପାଞ୍ଚ ଏକ ତମ ସଂସ୍କରଣ ହେବ |
|
ଆଜି ଅନୁଷ୍ଠିତ ହୋଇଥିବା ଏହି ଶିଖର ବୈଠକ ଉଭୟ ଦେଶର ପାରସ୍ପରିକ ସ୍ବାର୍ଥ ସମ୍ବଳିତ କ୍ଷେତ୍ରଗୁଡ଼ିକରେ ସଂପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ବିଶ୍ବାସ କରାଯାଉଛି |
|
ପିଏମ୍ ଜନ ଆନ୍ଦୋଳନ ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଆମକୁ ଅଧୁକରୁ ଅଧୁକ ସତର୍କତା ଅବଲମ୍ବନ କରିବାକୁ ପଡିବ |
|
ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର ପଞ୍ଚାୟତର ସମିତି ସଭ୍ୟ ପାଇଁ ମଧ୍ୟ ଏହିଦିନ ନିର୍ବାଚନ ଅନୁଷ୍ଠିତ ହେବ |
|
ଏହାପରେ ଆଉ ନଅ ଜଣ ଗିରଫ ହୋଇଥିଲେ |
|
ବୟସର ଅପରାହ୍ନରେ ପହଞ୍ଚି ମଧ୍ୟ ସମାଜକୁ ସଚେତନ କରାଇବାର ବାର୍ତ୍ତା ନେଇ ଅଶୀ ଦିନର ସାଇକେଲ ଯାତ୍ରା କରୁଛନ୍ତି ଫିଜାନ୍ |
|
ବୋଧିସତ୍ୱ ଯୁବକକୁ ନିଜର ଭାଇ ବୋଲି ଜାଣିପାରି ତାଙ୍କୁ ନିଜର ପ୍ରତିନିଧି ରୂପେ ନିଯୁକ୍ତ କଲେ |
|
ସରକାରୀ ଇସ୍ତାହାର ଅନୁଯାୟୀ ପ୍ରଧାନମନ୍ତ୍ରୀ ସୋନପୁରଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଅଟ୍ଟାଳିକାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ |
|
ମିଥାଲିରେକର୍ଡ ପ୍ରଥମ ଭାରତୀୟ ମହିଳା କ୍ରିକେଟ୍ ଖେଳାଳି ଭାବେ ମିଥାଲି ରାଜ୍ ଆଜି ଆନ୍ତର୍ଜାତିକ କ୍ରିକେଟ୍ର ତିନୋଟି ଯାକ ଫର୍ମାଟ୍ରେ ମୋଟ୍ ନଅ ହଜାର ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି |
|
ପିଏସ୍ଏଲ୍ଭିସି୪୪ ରକେଟ୍ ଏହି ଦୁଇଟି ସାଟେଲାଇଟ୍କୁ ବହନ କରି ମହାକାଶକୁ ଯିବ |
|
ଭିଏନାମ ପର୍ଯ୍ୟଟନ ଏବଂ ଇଣ୍ଡୋଭିଏତ୍ନାମ୍ କୋଅପରେସନ ସେଣ୍ଟରର ମିଳିତ ଆନୁକୂଲ୍ୟରେ ଗତକାଲି ରୋଡ୍ ଶୋ ଅନୁଷ୍ଠିତ ହୋଇଯାଇଛି |
|
ପ୍ରଧାନମନ୍ତ୍ରୀ ମୋଦି ରୁଷ୍ଠ ରାଷ୍ଟ୍ରପତି କ୍ଲାଦିମିର୍ ପ୍ରତିନଙ୍କ ସହ ବିଂଶ ଭାରତରୁଷ ବାର୍ଷିକ ଶିଖର ବୈଠକରେ କଥାବାର୍ତ୍ତା କରିଥିଲେ |
|
ଆବଶ୍ୟକ କାଗଜପତ୍ର ଅଭାବରୁ ନରେନ୍ଦ୍ରଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବା ଜଣାପଡିଛି |
|
ଏଥିସହିତ ତାମିଲନାଡୁରେ ଏକ ବୃହତ୍ ଚମଡ଼ା କ୍ଲଷ୍ଟର ନିର୍ମାଣପାଇଁ ମଧ୍ୟ କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି |
|
ଏହି ଅବସରରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ସ୍ାସ୍ଥ୍ୟମନ୍ତ୍ରୀ ମୁସଲମାନ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |
|
ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ମାର୍ଚ୍ଚ ନଅ ତାରିଖରେ ପରୀକ୍ଷା ଦେଇଥିଲେ ସେମାନେ କେବଳ ସାନି ପରୀକ୍ଷାରେ ବସିପାରିବେ ବୋଲି କୁହାଯାଇଛି |
|
ଭାରତ ସେମିଫାଇନାଲକୁ ବ୍ୟଲାଦେଶକୁ ଚାଳିଶି ଗୋଲ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲା |
|
ସେ ସୁସ୍ଥ ଅଛନ୍ତି ଏବଂ ନିଜ ଘରେ ସଙ୍ଗରୋଧରେ ଥିବା ଜଣାଇଛନ୍ତି |
|
ମାଙ୍କର ମହିଷାମର୍ଦ୍ଦିନୀ ବେଶ ଓ ସୁନାବେଶ ମଧ୍ୟ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେଉଛି |
|
ଊଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ସହରରେ ଯେପରି ଦୁଇଘଣ୍ଟାରୁ ଅଧୁକ ବାଣ ଫୁଟା ନ ଯାଏ ସେଥିପ୍ରତି ପୁଲିସ୍ ସଜାଗ ରହିଛି |
|
ଉତ୍ତରପ୍ରଦେଶର ସବୁ ଜିଲ୍ଲାର ଗ୍ରାମଗୁଡ଼ିକ ସାଧାରଣ ସେବାକେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ମାଧ୍ୟମରେ କାର୍ଯ୍ୟକ୍ରମରେ ଭାଗ ନେବେ |
|
ବର୍ତ୍ତମାନ ୧୦ଲକ୍ଷ ନଅ ହଜାର ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି |
|
ଭାରତୀୟ ଓ ଦକ୍ଷିଣ ଆଫ୍ରିକା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |
|
ଏକ |
|
ବାଚସ୍ପତି ଓମ୍ ବିର୍ଲା ସେମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଅନୁରୋଧ କରିଥିଲେ |
|
ସମସ୍ତେ ଚାହିଁଛନ୍ତି ବ୍ରାହ୍ମଣ ଶଗଡ଼ରେ ବସି ପଡ଼ିଲେ |
|
କରୋନାମୁଖ୍ୟସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କରୋନା ସ୍ଥିତି ସମୀକ୍ଷା କରିବା ଲାଗି ଆଜି କଳାହାଣ୍ଡି ଓ ନୂଆପଡା ଗସ୍ତ କରିଛନ୍ତି |
|
ସେହିପରି ସମସ୍ତ ଘରୋଇ କ୍ଲିନିକ୍ ନସିଂହୋମ୍ ଏବଂ ପରୀକ୍ଷାଗାରଗୁଡ଼ିକୁ ଖୋଲିବାପାଇଁ ପରାମର୍ଶ ଦିଆଯାଇଛି |
|
ଲୋକେ କଂଗଲ ବିଭାଗର କର୍ମଚାରୀଙ୍କୁ ଗତକାଲି ଆକ୍ରମଣ କରିବାରୁ ତାର ପ୍ରତିବାଦରେ ଆଜି ହାତୀ ଘଉଡା କାର୍ଯ୍ୟକ୍ରମ ବନ୍ଦ ରହିଛି |
|
ତେବେ ତାଙ୍କ ସରକାର ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନପାଇଁ ଉଦ୍ୟମ କରୁଛି |
|
ଏବେ ଖାତା ମୂଲ୍ୟାୟନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସବୁ ପ୍ରକାରର ବନ୍ଦୋବସ୍ତ ଆରମ୍ଭ କରିଛି |
|
ଗତକାଲି ଜେ ଏନ୍ୟୁ ପରିସରରେ ହୋଇଥିବା ଘଟଣାକୁ ଦଳ ନିନ୍ଦା କରୁଛି ବୋଲି ସେ କହିଛନ୍ତି |
|
ମନ୍ଦିରଗୁଡ଼ିକର ଗର୍ଭଗୃହ ଛୋଟ ଯୋଗୁଁ ଗହଳି ହେଲେ କରୋନା ସଂକ୍ରମଣ ବଢ଼ିପାରେ ବୋଲି ସରକାର ଦର୍ଶାଇଛନ୍ତି |
|
ଓଜେଏସ୍ ପରୀକ୍ଷା ଓଡ଼ିଶା ଲୋକସଭା ଆୟୋଗ ଓପିଏସ୍ସି ଦ୍ବାରା ପରିଚାଳିତ ଓଡ଼ିଶା ବିଚାର ବିଭାଗୀୟ ସେବା ଓଜେଏସ୍ ପରୀକ୍ଷା ଦୁଇ ହଜାର ଅଠର ଆସନ୍ତା ମାସ ୧୩ତାରିଖରେ ଅନୁଷ୍ଠିତ ହେବ |
|
ଆୟୁଷ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ବାର ଟାରେ ସରିବ |
|
ବଲାଙ୍ଗିର ପୌରାଞ୍ଚଳରେ ସାତ ଜଣ ଓ ଅନ୍ୟ ୪ଟି ବ୍ଳକ୍ରେ ସାତ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି |
|
ସାରା ବିଶ୍ରେ ଯୋଗର ପ୍ରସାର ପାଇଁ ଜାତିସଂଘ ପକ୍ଷରୁ ଦୁଇ ହଜାର ଚଉଦ ଡିସେମ୍ବରରେ ପ୍ରତିବର୍ଷ ଜୁନ ଏକୋଇଶି ତାରିଖରେ ଆନ୍ତର୍ଜାତୀୟ ଯୋଗଦିବସ ପାଳନ କରିବା ପାଇଁ ସ୍ଥିର କରାଯାଇଥିଲା |
|
ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ବହୁ ଦୂରଗାମୀ ସବ୍ସୋନିକ୍ କୁଜ୍ କ୍ଷେପଣାସ୍ତ୍ର ନିର୍ଭୟର ସଫଳ ପରୀକ୍ଷଣ କରାଯାଇଛି |
|
ଏଚ୍ଆର୍ଡି ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ସମସ୍ତଙ୍କୁ ସମାନତର ସହ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବାକୁ ସରକାର ବଦ୍ଧପରିକର ଅଛନ୍ତି |
|
ତାପରଦିନ ଅର୍ଥାତ୍ ୮ତାରିଖ ସଖାଳେ ରାଷ୍ଟ୍ରପତି ଖୋର୍ଦ୍ଧାର ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି |
|
ଏକ ଟ୍ରିରେ ସେ ଭାରତୀୟ ନୌସେନା ପ୍ରତିରକ୍ଷା ମନ୍ତ୍ରଣାଳୟ ଓ କେରଳ ସରକାରଙ୍କୁ ସହାୟତା ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି |