audio
audioduration (s) 0.14
10.9
| sentence
stringlengths 2
240
|
---|---|
କରାଟେ ଭାରତୀୟ କରାଟେ ଦଳରେ ସ୍ଥାନ ପାଇଛନ୍ତି ଚଉଦ ଜଣ ଓଡ଼ିଆ ଖେଳାଳି |
|
ଏକ ଟ୍ରିରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଦାବି କରିଛନ୍ତି ଯେ ରାଜ୍ୟର ଜନସାଧାରଣ ଶାସକ କଂଗ୍ରେସ ବିରୁଦ୍ଧରେ ଭୋଟ ଦେବା ପାଇଁ ସ୍ଥିର କରିଛନ୍ତି ଏବଂ ବିଜେପି ସପକ୍ଷରେ ଭୋଟଦେବେ |
|
ପରେ ସେ ଆସନ ବୁଝାମଣା ପାଇଁ ଡିଏମ୍କେର ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ଙ୍କ ସହ ଆଲୋଚନା କରିଥିଲେ |
|
ମୋଟ ସାତ ଦିନ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିବ |
|
ବିଦ୍ୟୁତ୍ ଚକ୍ରବର୍ତ୍ତୀଙ୍କ ଦ୍ବାରା ଲିଖୁତ ଏକ ପୁସ୍ତକକୁ ନୂଆଦିଲ୍ଲୀରେ ଉନ୍ମୋଚନ କରିବା ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ଯେ ଦେଶର ଶାସନ ଓ ବିଚାର ବ୍ୟବସ୍ଥା ଆଦି କ୍ଷେତ୍ରରେ ସମ୍ବିଧାନ ସଂପୂର୍ଣ୍ଣ ଦିଗ୍ଦର୍ଶନ ଦେଉଛି |
|
ସେ ଭୁବନେଶ୍ବର ଲୋୟର ପିଏମଜିରେ ଆୟୋଜିତ ମିଶ୍ରଣ ପର୍ବରେ ବିଏସ୍ପିରେ ଯୋଗ ଦେଇଛନ୍ତି |
|
ଆରକ୍ଷୀ ଅଧିକ୍ଷକ ସୁଧୀଶୁ ଶେଖର ମିଶ୍ର ଗତକାଲି ଏହି ଆଦେଶ ଦେଇଛନ୍ତି |
|
ଅନ୍ୟ ପକ୍ଷରେ ଗତକାଲି ଦୁଇ ହଜାର ଆଠ ଶହେ ଅଠାନବେ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ସତୂରୀ ହଜାର ଅତିକ୍ରମ କରିଛି |
|
ଏହି ସମାରୋହରେ ଜିଲ୍ଲାସ୍ତରୀୟ ବିଚାରବିଭାଗୀୟ ଅଧୁକାରୀଙ୍କ ସମେତ ପ୍ରଶାସନିକ ଅଧୁକାରୀଗଣ ଉପସ୍ଥିତ ଥିଲେ |
|
ଏ ସଂକ୍ରାନ୍ତରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟିପାଇଁ ଭାରତୀୟ ସମ୍ପ୍ରଦାୟ ସଂଘଗୁଡ଼ିକ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଉଛି |
|
ମୃତକ ନୟାଗଡ଼ ବ୍ଳକ ନୋତର ପଞ୍ଚାୟତ ବଉଳସାହି ଗ୍ରାମର ଅମିନ ପଢ଼ିଆରୀଙ୍କ ପୁତ୍ର ସଚ୍ଚିଦାନନ୍ଦ ପଢ଼ିଆରୀ ବୋଲି ଜଣାପଡ଼ିଛି |
|
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଅଧ୍ୟକ୍ଷତାରେ ୬ଜଣ ସଦସ୍ୟ ବିଶିଷ୍ଟ ମୁଦ୍ରାନୀତି କମିଟି ପୂର୍ବାବସ୍ଥା ବଜାୟୀ ରଖିବା ପାଇଁ ସର୍ବସମ୍ମତ ମତପ୍ରକାଶ କରିଥିଲେ |
|
ଶ୍ରୀ ଭୂଷଣ କହିଛନ୍ତି ଦେଶରେ କୋଭିଡ୍ ନାଇଣ୍ଟିନ୍ ଜନିତ ମୃତ୍ୟୁସଂଖ୍ୟା ମଧ୍ୟରୁ ପ୍ରାୟ ପଚାଶ ପ୍ରତିଶତ ହେଉଛନ୍ତି ଷାଠିଏ ବର୍ଷ ବା ତଦୂର୍ଣ୍ଣ |
|
ପାନୀୟ ଜଳ ଯୋଗାଣ ପାଇଁ ସହରରେ ଥିବା ୨୦ଟି ବୋରେଲ୍ ମଧ୍ୟରୁ ୮ଟିର ପାଣି ଶୁଖ୍ୟଯାଇଥିବା ବେଳେ ଅନ୍ୟ୫ଟି ଅଚଳ ହୋଇପଡ଼ିଛି |
|
ମିଳିଥିବା ସୂଚନା ଅନୁସାରେ ଚିଲିକା ଡଙ୍ଗାବୁଡ଼ି ଘଟଣାରେ ମୋଟ ୬ଜଣଙ୍କର ମୃତ୍ୟୁ ହୋଇଛି |
|
ରାଜ୍ୟର ପ୍ରାୟ ୬୦ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯିବ |
|
ତେବେ କଟକ ଏସ୍ସିବି ମେଡ଼ିକାଲ କଲେଜରେ ୫ଟି ସିଟ୍ ଖାଲିଥିବାବେଳେ ବଲାଙ୍ଗୀର ମେଡ଼ିକାଲ କଲେଜର ୨ଟି ସିଟ୍ ପାଇଁ ନାମଲେଖା ହେବ |
|
ଦ୍ବିତୀୟ କୋଣାର୍କ ଉଦ୍ୟମକୁ ସମର୍ଥନ କରିବେ |
|
କ୍ୟାବିନେଟ୍ ବୈଠକ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ |
|
କହିଲେ ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳାକୁ ଦିଆଯିବ ପ୍ରାଥମିକତା |
|
ସେମାନଙ୍କ ମଧ୍ୟରୁ ଏଗାର ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା |
|
ପିଏମ୍ ନ୍ୟୁ ପାର୍ଲାମେଣ୍ଟ ବିଲିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସଂସଦ ମାର୍ଗରେ ନୂତନ ପାର୍ଲାମେଣ୍ଟ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ |
|
ସମ୍ବଲପୁର ଜିଲ୍ଲାରେ ଛଅ ଜଣ ସୋନପୁର ଜିଲ୍ଲାରେ ଦୁଇ ଜଣ ସୁନ୍ଦରଗଡ ଜିଲ୍ଲାରେ ଛତିଶି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |
|
ଏହି ଅବସରରେ ବରିଷ୍ଠ ସେନାନୀ ଏବଂ ବୀରା ନାରୀଙ୍କୁ ସମ୍ମାନିତ କରାଯିବ |
|
ଛଅ |
|
କୋଭିଡ୍ ପରୀକ୍ଷା ପାଇଁ ଅନୁମତି ପାଇଥିବା ଘରୋଇ ହସ୍ପିଟାଲଗୁଡ଼ିକର ଯାଞ୍ଚ କରାଯିବ |
|
ବିଶ୍ପ୍ରସିଦ୍ଧ ରଥଯାତ୍ରା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବିତୀୟ ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି |
|
ଏହା ସତ୍ତ୍େ ଭାରତ ପୁନର୍ବେବହାର ଶକ୍ତିର ବ୍ୟବହାରକୁ ଉତ୍ସାହିତ କରୁଛି |
|
ଶୂନ |
|
ବୈଦେଶିକ ମନ୍ତ୍ରୀ ଦୁଇଦେଶ ମଧ୍ୟରେ ରହିଥିବା ବ୍ୟବସାୟିକ ସହଭାଗିତାକୁ ଦୃଢ଼ କରିବା ପାଇଁ କତାରର ଅଙ୍ଗୀକାରବଦ୍ଧତାକୁ ପ୍ରଶଂସା କରିଛନ୍ତି |
|
ଉତ୍କଳ ଦିବସ ଆଜି ରାଜ୍ୟବ୍ୟାପୀ ଉତ୍କଳ ଦିବସ ପାଳନ କରାଯାଉଛି |
|
କେତେକ ସ୍ଥାନରେ ରଜ ପୂର୍ବଦିନକୁ ସଜବାଜ ଏବଂ ଶେଷ ଦିନ ବସୁମତୀ ସ୍ନାନକୁ ମିଶାଇ ଏହା ପାଞ୍ଚ ଦିନ ଧରି ପାଳନ କରାଯାଇଥାଏ |
|
ଗତକାଲି ସାଢ଼େ ଛଅ ଲକ୍ଷରୁ ଊଦ୍ଧ ନମୁନା ପରୀକ୍ଷା କରାଯାଇଛି ବୋଲି ସେ କହିଛନ୍ତି |
|
ଦେଶକୁ ସୁଦୃଢ଼ କରିବାକୁ ହେଲେ ସ୍ଚ୍ଛତା ମାଧ୍ୟମରେ ଜନସାଧାରଣଙ୍କ ସ୍ବାସ୍ୟାବସ୍ଥାରେ ଉନ୍ନତି ଆଣିବାକୁ ପଡ଼ିବ |
|
ସେହିପରି ଶକ୍ତି ସଂରକ୍ଷଣ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ରୂପ ରାଜ୍ୟ ସରକାର ଛଅ ଆମ ଘରେ ଏଲଇଡି କାର୍ଯ୍ୟକ୍ରମରେ ରୂପରେଖ ପ୍ରସ୍ତୁତ କରିଛନ୍ତି |
|
ଯେ ଯେଡ଼େ ହୁସିଆର ହେବ ଆପଦ ବିପଦ କାହାରିକୁ ଛାଡ଼ିନାହିଁ |
|
ଲଗାଣ ବର୍ଷା ରାୟଗଡ଼ା ଜିଲ୍ଲାରେ ଦୁଇଦିନ ଧରି ପ୍ରବଳ ବର୍ଷା ଲାଗିରହିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି |
|
ସେ କହିଛନ୍ତି ଫାରୁକ ଅବଦୁଲ୍ଲା ଓମର ଅବଦୁଲ୍ଲା ଏବଂ ମେହବୁବା ମୁଫତୀଙ୍କୁ ଉତ୍ତେଜକ ଭାଷଣ ଦେବା ଅଭିଯୋଗରେ ଅଟକ ରଖାଯାଇଥିଲା |
|
କିନ୍ତୁ ୫୩ହଜାର ୩୬୫କୋଟି ଟଙ୍କା ଖର୍ଚ୍ଚ ହୋଇଛି |
|
ସ୍ବରାଷ୍ଟ୍ରମନ୍ତ୍ରୀ ସେଠାରୁ ଫେରିବା ପରେ ଏକ ସର୍ବଦଳୀୟ ବୈଠକ ବସିବ |
|
ଏଥିସହିତ ଏପର୍ଯ୍ୟନ୍ତ ଛଅ କୋଟି ୪୩ଲକ୍ଷରୁ ଊଦ୍ଧ ନମୁନା ପରୀକ୍ଷା କରାଯାଇ ସାରିଲାଣି |
|
ସାତ |
|
ଗୋଟିଏ ଥରରେ ପଚାଶ ଜଣ ଭକ୍ତ ଦର୍ଶନ କରିବାର ସୁବିଧା କରାଯିବ |
|
କିନ୍ତୁ ଜଷ୍ଟିସ୍ ସିକ୍ରି କହିଛନ୍ତି ଦୁଇ ଉଚ୍ଚସ୍ତରୀୟ ଅମଲାତନ୍ତ୍ର ଅଫିସରମାନଙ୍କର ବଦଳି ଓ ନିଯୁକ୍ତି କେବଳ କେନ୍ଦ୍ର ସରକାର କରିପାରିବେ |
|
ଏହା ଫଳରେ ଅଭିବୃଦ୍ଧି ହାର ତ୍ବରାନ୍ବିତ ହୋଇପାରିବ |
|
ବାଇଶି କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି |
|
ଆଜି ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ୧୫ଟି ସହରର ତାପମାତ୍ରା ଚାଳିଶି ଡିଗ୍ରୀ ଉପରେ ରହିଛି |
|
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ସାସେନାଙ୍କୁ ଜାମିନ୍ ଦେବାକୁ ଆପତ୍ତି ନାହିଁ ହେଲେ ସେ ଦିଲ୍ଲୀ ଛାଡ଼ି ପାରିବେ ନାହିଁ |
|
ଗତ ଚବିଶି ଘଣ୍ଟା ମଧ୍ୟରେ ଆଉ ଚଉଦ ହଜାର ଆଠ ଶହେ ଅଣଚାଶ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍ ସଂକ୍ରମଣ ସଂଖ୍ୟା ଏକ କୋଟି ଛଅ ଲକ୍ଷରୁ ଅଧିକ ରହିଛି |
|
ଗରମେଣ୍ଟ ପେସନର୍ସ କର୍ମଚାରୀ ସର୍ବସାଧାରଣ ଅଭିଯୋଗ ଓ ପେନ୍ସନ୍ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂହ ପେନ୍ସନ୍ଭୋଗୀମାନଙ୍କର ସମସ୍ୟାର ଠିକ୍ ସମୟରେ ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି |
|
ଶ୍ରୀ ମୋଦି ଅପରାହ୍ନ ୪ଟା ତିରିଶି ମିନିଟ୍ ସମୟରେ ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ |
|
ବିଶେଷକରି ଆଗାମୀ ଦୁଇଦିନ ମଧ୍ୟରେ ହିମାଚଳରେ ପ୍ରବଳ ବର୍ଷା ସହ ହିମପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଏବଂ ୟେଲୋ ସତର୍କ ସୂଚନା ଜାରି କରାଯାଇଛି |
|
ତେବେ ପ୍ରଥମଥର ପାଇଁ ପୁରୀ ବେଳାଭୂମିରେ ପର୍ଯ୍ୟଟକମାନେ ପାରା ସେଲି ଓ ପାରା ମୋଟରିଂର ମଜା ନେଇପାରିବେ |
|
ଫଳରେ କୋଭିଡ୍ ନାଇଣ୍ଟିନ୍ ଆରୋଗ୍ୟ ହାର ଶତକଡ଼ା ବତିଶି ଦଶମିକ୍ ବୟାଅଶୀ ଭାଗକୁ ବୃଦ୍ଧି ପାଇଛି |
|
ପାଣିପାଗ କାଳବୈଶାଖୀ ପ୍ରଭାବରେ ଆସନ୍ତା ଚବିଶି ଘଣ୍ଟା ଭିତରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଝଡ଼ତୋଫାନ ସହ ବଜ୍ରପାତ ହେବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଏକ |
|
ଶ୍ରୀ ପାତ୍ର ଏକ ରିପୋର୍ଟକୁ ଆଧାର କରି କହିଛନ୍ତି ପୂର୍ବରୁ ଦିଲ୍ଲୀ ସରକାରଙ୍କ ଦ୍ାରା ସଂରକ୍ଷଣ ବ୍ୟବସ୍ଥା ନ ଥିବା ଦର୍ଶାଇ ତରଳୀକୃତ ମେଡିକାଲ ଅକ୍ସିଜେନ୍ ଫେରାଇ ଦେଇଛନ୍ତି |
|
ଏକ |
|
ତୋତେ ଛାଡ଼ିଦେଲେ ମୋର କି ଲାଭ ହେବ |
|
ୟୁପି ଅଣ୍ଡଟ୍ରାୟସ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନୀଥ ସିଂ କହିଛନ୍ତି ଯେଉଁ ବିଚାରାଧୀନ କଏଦୀମାନେ ସେମାନଙ୍କ ଦଣ୍ଡର ଅର୍ଦ୍ଧାଧିକ ଦଣ୍ଡ ଭୋଗ କରିସାରିଛନ୍ତି ସେମାନଙ୍କୁ ଖଲାସ କରିବା ପାଇଁ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି |
|
ତେବେ ରଥ ନିର୍ମାଣ ପ୍ରକ୍ରିୟା ଚାଲୁ ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି |
|
ଏକ ମୃତଦେହ ଉଦ୍ଧାର ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ଦୋଳସାହି ହାଇସ୍କୁଲ ପଛପଟୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି |
|
ଦେୟମୁକ୍ତ ଟେଲିଫୋନ୍ ନମ୍ବର ଚଉଦ ହଜାର ପାଞ୍ଚ ଶହେ ପଞ୍ଚାବନ ଡାଏଲ କରି ଜନସାଧାରଣ ଏହି ଯୋଜନା ସମ୍ପର୍କରେ ଅଧିକ ସୂଚନା ପାଇପାରିବେ |
|
ନୀତି ଆୟୋଗ ରିପୋର୍ଟ ନୀତି ଆୟୋଗ ଆଜି ନୂଆଦିଲ୍ଲୀରେ ସୁସ୍ଥ ରାଜ୍ୟ ପ୍ରଗତିଶୀଳ ଭାରତ ଦ୍ବିତୀୟ ରିପୋର୍ଟ ପ୍ରକାଶ କରିବ |
|
ସମସ୍ତ ପଜିଟଭ ଭଦ୍ରକ ଜିଲ୍ଲାର ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି |
|
ଜିଲ୍ଲା ଶ୍ରମବିଭାଗ ପକ୍ଷରୁ ଶ୍ରମିକମାନଙ୍କୁ ମୁକୁଳାଇବା ପାଇଁ ଉଦ୍ୟମ ଜାରି ରହିଛି |
|
ମଧ୍ୟପ୍ରଦେଶର ଉରତନ୍ ଉତ୍ତର କୋଇଲା ଖଣି ବଣ୍ଟନ ମାମଲାରେ ଏହି ଅଭିଯୋଗ ରୁଜୁ ହୋଇଛି |
|
ସେହିଭଳି ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାକୁ ଦେଖିବା ଲାଗି ବହୁ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି |
|
ହିରନାର ଠାରେ ରାଷ୍ଟ୍ରପତି ମଧ୍ୟ ବନବାସୀ କଲ୍ୟାଣ ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି |
|
ଶ୍ରୀ ମୋଦୀ କହିଛନ୍ତି ଭାରତ ଦୁଇ ହଜାର ତିରିଶି ସୁଦ୍ଧା ଏହାର ପୁନର୍ବିବହାରକ୍ଷମ ଶକ୍ତି ଉତ୍ପାଦନ ଚାରି ଶହେ ପଚାଶ ଗିଗାାଟ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି |
|
ମହିଳା ବିଭାଗ ତୀରିଚାଳନାରେ ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟ ରୋହତକ୍ର ପ୍ରିୟଙ୍କା ଥାକରାନ ସ୍ର୍ଣ୍ଣ ପଦକ ଜିତିଛନ୍ତି |
|
ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ଆକ୍ରାନ୍ତଙ୍କଠାରୁ ଚଉତିରିଶି ଗୁଣ ଅଧିକ ରହିଛି |
|
ଏହାଦ୍ାରା ମହାତ୍ମା ଗାନ୍ଧିଙ୍କ ପ୍ରତି ଏହାଠାରୁ ବଡ଼ ଶ୍ରଦ୍ଧାଞ୍ଜଳୀ ହେବ ନାହିଁ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି |
|
ଏହା ସହିତ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କିବାକୁ ସଂଘ ଦାବି କରିଛି |
|
ଗୋବିନ୍ଦା ସେହି ପିଣ୍ତାରେ ବସି ଭାବୁଛି |
|
ଅମରନାଥ ଯାତ୍ରା ଅମରନାଥ ଯାତ୍ରୀମାନଙ୍କର ପ୍ରଥମ ଦଳ ଆଜି ଜନ୍ମରୁ କାଶ୍ମୀର ଉପତ୍ୟକା ଅଭିମୁକେ ଯାତ୍ରା ଆରମ୍ଭ କରିଛି |
|
ଭାରତ ଶରଣାର୍ଥୀମାନଙ୍କ ଆଶ୍ରୟସ୍ଥଳୀ ରାଜଧାନୀ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ନିକଟରେ ଜଣାଇଛନ୍ତି |
|
ଦୁଇ ଦଳ ଭିତରେ ଫିଙ୍ଗି ହୋଇଛି |
|
ମନ୍ତ୍ରୀ କହିଛନ୍ତି ସମସ୍ତଙ୍କୁ ଦିନରାତି ଚବିଶି ଘଣ୍ଟା ଶସ୍ତାରେ ବିଦ୍ୟୁତ୍ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜକୁ ସାକାର କରିବାରେ ଏହା ସାହାଯ୍ୟ କରିବ |
|
ବର୍ତ୍ତମାନର କ୍ୟାଡର ଯଦି ଠିକ୍ ଭାବେ କାର୍ଯ୍ୟ କରୁଛି ତେବେ ସରକାର କାହିଁକି ଏହାର ମିଶ୍ରଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି |
|
ୟୁଏସ୍ ଓପନ ଜାପାନର ନାଓମି ଓସାକା ବେଲାରୁଷର ଭିକ୍ଟୋରିଆ ଆଜାରିଙ୍କାଙ୍କୁ ପରାସ୍ତ କରି ୟୁଏସ୍ ଓପନ ଟେନିସ୍ ମହିଳା ସିଙ୍ଗିଲ୍ ଟାଇଟଲ ବିଜୟୀ ହୋଇଛନ୍ତି |
|
ଉଭୟ ରାଜ୍ୟ ମଧ୍ୟରେ ପୁଣି ଆଲୋଚନା କରିବା ପାଇଁ ନିର୍ଦ୍ଦେଶ କାଳିଆ ଯୋଜନାରୁ ଭୂମିହୀନ ଓ ଗରିବଚାଷୀଙ୍କୁ ବେଶ ସହାୟତା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ସୂଚନା |
|
ଓପିଡିର ପ୍ରବେଶପଥରେ ରୋଗୀମାନଙ୍କୁ ପ୍ରବେଶ କରିବା ସମୟରେ ସେମାନଙ୍କର ତଦାରଖ କରାଯିବ |
|
ଅସୁର ମଧ୍ୟ ତାଙ୍କ ପଛେ ପଛେ ଧାଇଁ ଥାଏ |
|
ସେ କହିଛନ୍ତି ଉଭୟ ସ୍ଥାନୀୟ ଜନସାଧାରଣ ଓ ପ୍ରତିରକ୍ଷା ରଣକୌଶଳ ଅଭିଯାନ ଲାଗି ଏହି ଟର୍ଣ୍ଣେଲ ଅନେକ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ |
|
ଏବଂ ଗଞ୍ଜାମ ଜିଲ୍ଲାରୁ ଆଜି ପୁଣି ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର |
|
ଚନ୍ଦ୍ରଯାନ୨କୁ ଗତ ପନ୍ଦର ତାରିଖରେ ଉତକ୍ଷେପଣ କରାଯିବାର ଯୋଜନା ଥିଲା |
|
ଶ୍ରୀ ମୋଦୀ କହିଛନ୍ତି ସ୍ଦେଶ ଦର୍ଶନ ଓ ପ୍ରସାଦ ଯୋଜନା ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରାଯାଉଛି |
|
ଇସଲାମିକ୍ ଷ୍ଟେଟ୍ ଭଳି ଯେଉଁସବୁ ଆତଙ୍କବାଦୀ ସଂଗଠନ ଆତଙ୍କବାଦର ପ୍ରସାର ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ତାହା ବିରୁଦ୍ଧରେ ମିଳିତ ସଂଗ୍ରାମ ପାଇଁ ଭାରତ ପ୍ରସ୍ତୁତ |
|
ଭାରତର ୧୩ଟି ବେଳାଭୂମି ସମ୍ମାନଜନକ ବ୍ଲଙ୍କାଗ ବା ବା ନୀଳ ପତାକା ପ୍ରମାଣପତ୍ର ପାଇବେ |
|
ଇସିକର୍ଣ୍ଣାଟକ କର୍ଣ୍ଣାଟକରେ ନୂଆ ବିଧାନସଭା ଗଠନ ପାଇଁ ମେ ମାସ ବାର ତାରିଖରେ ନିର୍ବାଚନ ହେବ ଏବଂ ପନ୍ଦର ତାରିଖ ଦିନ ଭୋଟ୍ ଗଣତି ହେବ |
|
କୋଭିଜ୍୧୯କୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କ ସହିତ ମିଶି କାର୍ଯ୍ୟ କରିବେ ବୋଲି କମ୍ପାନିଗୁଡ଼ିକ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦିଆଯାଇଛି |
|
ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ଆସନ୍ତାକାଲି ସୁଦ୍ଧା ପ୍ରଦାନ କରିବାପାଇଁ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି |
|
ରାମମନ୍ଦିର ଅଯୋଧାରେ ପବିତ୍ର ଶ୍ରୀରାମ ମନ୍ଦିର ଭୂମିପୂଜନ ଶିଳାନ୍ୟାସପାଇଁ ଆଜି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାର ବ୍ରାହ୍ମଣୀ ଚିତ୍ରୋତ୍ପଳା ନଦୀରୁ ତୀର୍ଥଜଳ ଓ ମାଟି ସଂଗ୍ରହ କରାଯାଇଛି |
|
ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଏହି ଅବପାତ ସମୟରେ ପବନର ବେଗ ଅଧିକ ରହିବ |
|
ଦେଶରେ ଗୋଟିଏ ଦିନରେ ପ୍ରାୟ ୯ଲକ୍ଷ ନମୂନା ପରୀକ୍ଷା କରାଯିବା ସହ ଏକ ବଡ ସଫଳତା ହାସଲ କରାଯାଇଥିଲା |
|
ନଅ ମିଟର ମିକ୍ସଡ ଦଳଗତ ଫାଇନାଲ୍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଏହି ଯୋଡ଼ି ଚାରି ହଜାର ଦୁଇ ଶହେ ଅନେଶତ ପଏଣ୍ଟ ପର୍ଯ୍ୟନ୍ତ ଲକ୍ଷ୍ୟବିଧ କରି ବ୍ରୋଞ୍ଜ ପଦକ ଜିତିଛନ୍ତି |
|
ହେଲେ ବିଧାନସଭା ଭିତରେ କଂଗ୍ରେସ ନେତା କିଛି କହୁ ନାହାନ୍ତି |
|
ସେ ଏସ୍ଆଇଟି ମୁଖ୍ୟ ଥିବାବେଳେ ପ୍ରମାଣ ଅଦଳ ବଦଳ କରିବା ଅଭିଯୋଗ ରହିଛି |
|
ଭାରତଚୀନ ସୀମା ଅଞ୍ଚଳର ଗଲାନ ଉପତ୍ୟକା ସମେତ ପ୍ରକୃତ ନିୟନ୍ତ୍ରଣରେଖାଠାରେ ଗତ କିଛିମାସ ଧରି ଘଟୁଥିବା ଘଟଣାବଳୀଗୁଡ଼ିକ ସମ୍ବନ୍ଧରେ ଶ୍ରୀ ସିଂ ଭାରତର ମତାମତ ଜଣାଇଛନ୍ତି |
|
ଭାରତ ସ୍ଦେଶରେ ପ୍ରସ୍ତୁତ କୋଭିଡ ଟିକା ସାରା ବିଶ୍କୁ ଯୋଗାଇ ପାରିଥିବାରୁ ଆମେ ଗର୍ବିତ |