audio
audioduration (s)
0.14
10.9
sentence
stringlengths
2
240
କୁକୁର ପ୍ରାଣ ବିକଳରେ ଆଶ୍ରମ ଭିତରକୁ ଧାଇଁ ଆସି ଋଷିଙ୍କ ଶରଣ ନେଲା
୩୦ରୁ ଊର୍ଣ୍ଣ କେନ୍ଦ୍ରମନ୍ତ୍ରୀ ଜମ୍ମୁକାଶ୍ମୀରକୁ ସପ୍ତାହେ ପର୍ଯ୍ୟନ୍ତ ଗସ୍ତ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି
ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଔଷଧ ନ ଆସିବା ପର୍ଯ୍ୟନ୍ତ କୋଭିଡ଼ ନିୟମ ପାଳନରେ କୌଣସି କୋହଳ ମନୋଭାବ ପୋଷଣ କରିବା ଠିକ୍ ନୁହେଁ
ରିକଭରି ରେଟ୍ ସରକାର କହିଛନ୍ତି ଦେଶରେ କୋଭିଡ୍ନାଇଣ୍ଟିନ୍ ସଂକ୍ରମଣର ଆରୋଗ୍ୟହାର ଛପନ ଦଶମିକ ସାତ ପ୍ରତିଶତକୁ ବୃଦ୍ଧି ପାଇଛି
ଶ୍ରୀ ଗଡ଼କରୀ କହିଛନ୍ତି ଦେଶରେ ପ୍ରତିବର୍ଷ ପ୍ରାୟ ୫ଲକ୍ଷ ସଡ଼କ ଦୁର୍ଘଟଣା ଘଟୁଛି ଏବଂ ସେଥିରେ ପ୍ରାୟ ଦେଢ଼ଲକ୍ଷ ଜୀବନ ହାନୀ ହେଉଛି
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଜି ମଧ୍ୟ ରାତ୍ରରେ ଏହା ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି
ବିଭାଗୀୟ ମନ୍ତ୍ରୀ ସନ୍ତୋଷ ଗଙ୍ଗାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପତ୍ର ଲେଖି ଶ୍ରମ ବିଭାଗର ଜଣେ ଲେଖାଏଁ ଅଧିକାରୀଙ୍କୁ ନୋଡାଲ୍ ଅଧିକାରୀଭାବେ ନିଯୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି
ଏହି ପର୍ବ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ନଅ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ଶୀଘ୍ର କରୋନା ପ୍ରତିଷେଧକ ଟିକା ଦେବାରେ ଭାରତ ପ୍ରଥମ ରାଷ୍ଟ୍ର ହୋଇଛି
ମହାରାଷ୍ଟ୍ର ୧୯ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ମଧ୍ୟ ଲାଭ କରିଛି
ଦେଶର ଗଣତନ୍ତ୍ରକୁ ମଜଭୁତ କରିବା ଏବଂ ନିରନ୍ତର ନିର୍ବାଚନ କରାଇବା ଦିଗରେ ନିର୍ବାଚନ କମିଶନଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି
ବାଲେଶ୍ର ଚାନ୍ଦିପୁରରୁ ଅଗ୍ନି୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା
ଏବଂ କିଦାମ୍ବୀ ଶ୍ରୀକାନ୍ତ ଜାପାନ୍ ଓପନ୍ ବ୍ୟାଡମିଣ୍ଟର କ୍ଲାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି
ନିର୍ବାଚନ କମିଶନ ହରେନ୍ଦ୍ର ନାଥ ବୋରା ଆକାଶବାଣୀକୁ କହିଛନ୍ତି ଯେ ସ୍ଚ୍ଛତାକୁ ଅଗ୍ରାଧିକାର ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି
ରାଜ୍ୟସଭାରେ ଆଜି କାର୍ଯ୍ୟଧାରା ଆରମ୍ଭ ହେବାମାତ୍ରେ ବାମପନ୍ଥୀ ଦଳ ଆଆଦମୀ ପାର୍ଟି ଓ କଂଗ୍ରେସ ସଦସ୍ୟମାନେ ଜେଏନ୍ୟୁ ଓ ଜାମ୍ମୁକାଶ୍ମୀର ପରିସ୍ଥିତି ପ୍ରସଙ୍ଗ ଉତ୍ଥାପନ କରିବାକୁ ପ୍ରଚେଷ୍ଟା କରିଥିଲେ
ଓଡିଶା ସରକାର ରାଜ୍ୟର ୫ଟି ଜିଲ୍ଲା ଓ ପୁରୀ ସମେତ ୮ଟି ପ୍ରମୁଖ ସହରରେ ଆସନ୍ତା ସାତ ଦିନ ପାଇଁ କଟକଣା ଲଗାଇଛନ୍ତି
ଶିକ୍ଷା ସ୍ବାସ୍ଥ୍ୟସେବା ସମେତ ମହିଳାଙ୍କୁ ସୁରକ୍ଷା ଦେବାରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ପଡିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସେହିଭଳି ଗତ ନଅ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଜିଏସ୍ଟିଆର୍୭ର ଦାଖଲ ସମୟସୀମାକୁ ଆଜି ପର୍ଯ୍ୟନ୍ତ ବଢ଼ାଯାଇଛି
ଏହି ଅବସରରେ ଶ୍ରୀ ରିଜିଜୁ କହିଛନ୍ତି ଦୁଇ ହଜାର ଆଠ ମସିହାରେ ଶେଷଥର ପାଇଁ ପୁରସ୍କାର ରାଶି ପରିମାଣ ବୃଦ୍ଧି କରାଯାଇଥିଲା
କୋଡ େଭ୍ ସମଗ୍ର ଉତ୍ତର ଭାରତରେ କୁହୁଡ଼ି ଓ ଶୀତ ଲହରୀ ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି
କେତେକ ରାଜ୍ୟରେ ଅପେକ୍ଷାକୃତ କମ୍ ନମୁନା ପରୀକ୍ଷା କରାଯାଉଥିବା ବିଷୟ ଉପରେ ବୈଠକରେ ଆଲୋଚନା ହୋଇଛି
କିନ୍ତୁ ଏଥରକ ପ୍ରଥମ ଥରପାଇଁ ସେ ଏକାବନ କିଲୋଗ୍ରାମ୍ ଶ୍ରେଣୀରେ ଏକ ବିଶ୍ ପଦକ ବିଜୟୀ ହୋଇଛନ୍ତି
ଆଜି ରାଜ୍ୟର ୧୪ଟି ସ୍ଥାନରେ ତାପମାତ୍ରା ଚାଳିଶି ଡିଗ୍ରୀ ସେଲସିୟସ ଉପରେ ରହିଛି
ଅନ୍ୟପକ୍ଷରେ ଏକ କମ୍ପାନୀ ଯଦି ତାର ଖଣିରୁ ଉତ୍ପାଦିତ ପଦାର୍ଥ ବିକ୍ରୟ କରେ ତାହେଲେ ଏହାକୁ ଖଣି ବୋଲାଯିବ
ଏହି ବୈଠକରେ ପିଡି ଡିଆରଡିଏ ଅମୃତ ଋତୁରାଜ ରାୟଗଡ଼ା ଉପଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ
ପ୍ରାଦେଶିକ ରାଜଧାନୀ ମସର୍ ର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବାର ଖବର ମିଳିଛି
ଯାତ୍ରୀମାନଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାର ସେ କହିଛନ୍ତି
ଅଗ୍ନି ଦେବତାଙ୍କୁ ଦର୍ଶନ କରିବାକୁ ଲୋକ ଧାଇଁଲେ
ନୋଡାଲ୍ ଅଧୁକାରୀ ଲଡାଉନ୍ ଯୋଗୁଁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆଙ୍କ ପାଇଁ ଏଗାର ଜଣ ନୋଡାଲ୍ ଅଧୁକାରୀଙ୍କୁ ନିଯୁକ୍ତି ଦିଆଯାଇଛି
ଏଥିପାଇଁ ବିଜ୍ଞପ୍ତି ପଚିଶି ତାରିଖରେ ଜାରି ହେବ ଓ ଆସନ୍ତା ମାସ ଦୁଇ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇପାରିବ
ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ରାଜ୍ୟରେ ପର୍ଯ୍ୟଟନର ବିକାଶ ଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି
ପିଏମ୍ ପର୍ତ୍ତୁଗାଲ୍ ପ୍ରେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସିଲୋ ରେବେଲୋ ଡି ସାଉସାଙ୍କ ସହିତ ପ୍ରତିନିଧି ସ୍ତରୀୟ କଥାବାର୍ଭା କରିଛନ୍ତି
କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ସମୟରେ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ଅତ୍ୟାବଶ୍ୟକ ଟୀକାକରଣକୁ ଜାରୀ ରଖିବାରେ ଏହି ବ୍ୟବସ୍ଥା ବହୁତ ସଫଳ ରହିଛି
ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ତୀବ୍ର ଅବପାତରେ ପରିଣତ ହୋଇଛି
ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବ ରେଡକ୍ରସ ପରାମର୍ଶ ଦାତାଙ୍କ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା
କରାଯାଇଛି ପାଟିତୁଣ୍ଡ ବୋଲି ଜାରି କହି ଶ୍ରୀ ଗାନ୍ଧି ତାଙ୍କର ବକ୍ତବ୍ୟ ଆରମ୍ଭ ରହିବାରୁ ବାଚସ୍ପତି ସଭାକୁ ପ୍ରଥମେ ମଧାହ୍ନ ବାର ଟା ପର୍ଯ୍ୟନ୍ତ ମୁତଲବି ରଖିଥିଲେ
ମହାମେଣ୍ଟ ସପକ୍ଷରେ ମତଦାନ କରିବାକୁ ଭୋଟରମାନଙ୍କୁ ନିବେଦନ କରି ଜେଏମ୍ଏମ୍ ସଭାପତି ଶିବୁସୋରେନ କହିଛନ୍ତି ବିଜେପି ଶାସନ କାଳରେ ଆଦିବାସୀ ସମ୍ପ୍ରଦାୟର ସ୍ବାର୍ଥକୁ ଉପେକ୍ଷା କରାଯାଇଛି
ଆଇବିଏମ୍ କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଡିଜିଟାଲ୍ ଦକ୍ଷତା ତାଲିମ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛି
ଭାରତ ସର୍ବୋଚ୍ଚ ଗଣତାନ୍ତ୍ରିକ ମହୋତ୍ସବ ସାଧାରଣ ନିର୍ବାଚନରେ ଭୋଟର ହିଁ ମୂଳ ଆଧାର
ସେମାନେ ଭାରତର ୧୦ଟି ସୀମାନ୍ତ ଘାଟି ଓ ୩୫ଟି ଗାଁ ଉପରେ ଗୁଳିମାଡ଼ କରିଛନ୍ତି
ମହାରାଷ୍ଟ୍ର କର୍ଣ୍ଣାଟକ ଛତିଶଗଡ଼ ଦିଲ୍ଲୀ ତାମିଲନାଡ଼ୁ ଉତ୍ତରପ୍ରଦେଶ ପଞ୍ଜାବ ଓ ମଧ୍ୟପ୍ରଦେଶ ଆଦି ୮ଟି ରାଜ୍ୟରେ ଦୈନିକ ବହୁସଂଖ୍ୟକ ଲୋକ କୋଭିରେ ସଂକ୍ରମିତ ହେଉଛନ୍ତି
ତାଙ୍କର ଏହି ସାତ ଦିନ ଗସ୍ତକାଳରେ ଶ୍ରୀ ନାଇଡୁ ପ୍ରଥମେ ସବିଆରେ ପହଞ୍ଚି ସେଦେଶର ନେତାମାନଙ୍କ ସହ କଥାବାର୍ତ୍ତା କରିବେ
ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆଜି ସନ୍ଧ୍ୟାରେ ଶେଷ ହୋଇଛି
ୟୁଏସ୍ଇଣ୍ଡିଆ ଟ୍ରେଡ୍ ଭାରତକୁ ମିଳୁଥିବା ବାଣିଜ୍ୟ ରିହାତି ସୁବିଧାକୁ ବନ୍ଦ ନ କରିବାପାଇଁ ଆମେରିକାର ସାଂସଦମାନେ ଟ୍ରମ୍ପ ପ୍ରଶାସନକୁ ଅନୁରୋଧ କରିଛନ୍ତି
ସେହି ଅଞ୍ଚଳରେ ଦୁଇ ଜଣ ସନ୍ତ୍ରାସବାଦୀ ଲୁଚି ରହିଥିବା ବିଶ୍ବାସ କରାଯାଉଛି
ଏହି କମିଟିରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଗେ ଓ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ସଦସ୍ୟ ଅଛନ୍ତି
ଏହା ପରେ ଦୁଇଦେଶର ପ୍ରତିରକ୍ଷାମନ୍ତ୍ରୀ ରାଫେଲ ଯୁଦ୍ଧ ବିମାନର ଯୁଦ୍ଧକୌଶଳ ପ୍ରଦର୍ଶନ ପରିଦର୍ଶନ କରିଛନ୍ତି
କିଛିଦିନ ପୂର୍ବେ କଟକ ସଦର ଅଞ୍ଚଳରେ ହୋଇଥିବା ଏକ ଗୁଳିକାଣ୍ଡ ଘଟଣାରେ ତାଙ୍କୁ ହାଜର କରାଯାଇଥିବା ବେଳେ କୋର୍ଟ ଏହି ଘଟରାରେ ତାଙ୍କୁ ଅଭିଯୁକ୍ତଭାବେ ଗ୍ରହଣ କରିଛନ୍ତି
ପାଣିରେ ବ୍ୟାଙ୍କ ବୁଡ଼ିଯିବା ସମୟରେ ଏହା ସହାୟତାରେ ସେମାନେ ନିରାପଦରେ ବାହାରକୁ ଆସିପାରିବେ
ଅକ୍ଷୟ ଶକ୍ତିର ବିକାଶ ଦିଗରେ ଭାରତର ପଦକ୍ଷେପକୁ ଶ୍ରୀ ଜନ୍ସନ୍ ସ୍ାଗତ କରିଛନ୍ତି
ଶୂନ
ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଦେଶ କ୍ରମେ ନିର୍ବାଚନ କମିଶନ୍ କୋଡିଏ ଜଣ ଆପ୍ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ସମ୍ପର୍କିତ ମାମଲାର ସାନି ଶୁଣାଣି କରୁଛନ୍ତି
କୋଭିଡ୍ ନାଇଣ୍ଟିନ୍ ହ୍ରାସିନ୍ କୋଭିଡ୍ ନାଇଣ୍ଟିନ୍ ଲାଗି ଆସନ୍ତା ଷୋହଳ ତାରିଖରୁ ଦେଶ ବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହେବ
ସେ ସେଠାରେ ଉତ୍କଟ ବିଷ ଶୁଙ୍ଘିବାରେ ପାରଙ୍ଗମ ଥିଲା
ରଥ ଚତୁଃପାର୍ଶ୍ରେ ବ୍ୟାରିକେଡ୍ ଦିଆଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି
ଏହି ୯ଟି ବର୍ଗାକାର ଢାଞ୍ଚା ଏକ ଗୋଲାକାର ପଦ୍ମଫୁଲ ଆକୃତିର ମଞ୍ଚ ଉପରେ ବିଦ୍ୟମାନ ଅଛି
ଆସନ୍ତାମାସ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋବିଡ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ
ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଯାଇ ଏହି ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି
ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନର ଆଜି ହେଉଛି ଶେଷ ଦିନ
ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି
ଆଜି ରବିବାର ଥିବାରୁ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଛି
ଗୋପାଳକୁ ସମସ୍ତେ ଧନ୍ୟବାଦ ଦେଲେ ଓ ମହାରାଜା ମଧ୍ୟ ପୁରସ୍କାର ଦେଲେ
ଅଗ୍ନିଶମ ବିଭାଗ କହିଛି ରାତି ସାଢ଼େ ଦୁଇ ଟାରେ ନିଆଁ ଲାଗିଥିଲା ଓ ୮ଟି ଦମକଳ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା
ଲକ୍ଷୋଠାରେ ପାର୍ଟିର ନିର୍ବାଚନ ଇସ୍ତାହାର ପ୍ରକାଶ କରି ସମାଜବାଦି ପାଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି କୃଷକମାନଙ୍କର ଋଣ ସମ୍ପୂର୍ଣ୍ଣ ଛାଡ଼ ହୋଇଗଲେ ସେମାନେ ଯାଇ ଖୁସି ହେବେ
ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ପରିମଳର ଅଭାବ ପୁଷ୍ଟିହୀନତାର ଅନ୍ୟତମ କାରଣ ଓ ଏହାଯୋଗୁଁ ରୋଗର ବିପଦ ବଢ଼ିଯାଇଥାଏ
ସୀତାମାଢ଼ି ଓ କାଇମୁରରେ ଏସ୍ପିଙ୍କୁ ମଧ୍ୟ ବଦଳି କରାଯାଇଛି
ବିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ସାଦା ପୋଷାକରେ ପୁଲିସ ମୁତୟନ ରହିବୋଲି ପୁଲିସ୍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି
ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ
ଅନନ୍ତ ଏନ୍ଆର୍ସି ସଂସଦୀୟ ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ଜାତୀୟ ନାଗରିକ ପଞ୍ଜୀକରଣ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କଦ୍ାରା ଏକ ହଜାର ନଅ ଶହେ ପଞ୍ଚାଅଶୀ ମସିହାରେ ସ୍ବାକ୍ଷରିତ ଆସାମ ରାଜିନାମାର ମୂଳମନ୍ତ୍ର
ଏହା ପରେ ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା
କାଳିଆ ଯୋଜନାର ହିତାଧୁକାରୀଙ୍କ ପିଲାମାନଙ୍କୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି
ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ହଜାର ୯୪୦ରେ ପହଞ୍ଚିଛି
ଦୁଇ
ବୈଦେଶିକ ମନ୍ତ୍ରୀ ସୁଷମା ସ୍ରାଜ ଓ ଅସୌଦଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି
ଆଜି ବୁଢ଼ାଗଣେଶଙ୍କ ଭସାଣ ଅନୁଷ୍ଠିତ ହୋଇଥିବାବେଳେ ମଙ୍ଗଳବାର ଦିନ ପିଲା ଗଣେଶ ଏବଂ ବୁଧବାର ଦିନ ଟୋକା ଗଣେଶ ଭସାଣ ଅନୁଷ୍ଠିତ ହେବ
ସେହିପରି ରେଳଷ୍ଟେସନ୍ରେ ମଧ୍ୟ ପୋଲିସ୍ ଜଗି ରହିଛି
ସିବିଏସିପାସ୍ମାର୍କ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେଉଥିବା ସିବିଏସ୍ସି ଦଶମ ପରୀକ୍ଷାର୍ଥୀମାନଙ୍କୁ ପାମାର୍କରେ ଏକକାଳୀନ ରିଆତି ଦେବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି
ତେବେ ସେମାନେ ଡିସେମ୍ବର ପାଞ୍ଚ ତାରିଖ ଉପନିର୍ବାଚନ ଲଢ଼ିପାରିବେ
ବିଶେଷକରି ପୂଜାରେ ଯେପରି ଆଇନଶୃଙ୍ଖଳା ଭଙ୍ଗ ନହୁଏ କିମ୍ବା କୌଣସି ଅପରାଧ ନଘଟେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି
ଆସନ୍ତାକାଲି ସୁନ୍ଦରଗଡ଼ କେନ୍ଦୁଝର ମୟୂରଭଞ୍ଜ ନୂଆପଡା ବଲାଙ୍ଗୀର କଳାହାଣ୍ଡି କନ୍ଧମାଳରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି
ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ଏକ ହଜାର ୧୦୪କୁ ବୃଦ୍ଧି ପାଇଛି
ମୃତିକା ସ୍ବାସ୍ଥ୍ୟ କାର୍ଡ଼ ଉତ୍ତମ ଗୁଣ ଓ ଶସ୍ତାରେ ବିହନ ଯୋଗାଣ ତଥା ୨୨ଟି ଶସ୍ୟ ଉପରେ ସର୍ବନିମ୍ନ ସମର୍ଥନ ମୂଲ୍ୟ ବୃଦ୍ଧି କରାଯାଇ କୃଷକମାନଙ୍କୁ ସାହାଯ୍ୟ କରିବା ଲାଗି ଉଦ୍ୟମ କରାଯାଉଛି
ମଙ୍ଗରାଜେ ସ୍ୱୟଂ ବାହ୍ମଣ ମାନଙ୍କୁ ପରିବେଷଣ କରନ୍ତି
ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ଏକ ହଜାର ୯୨୧କୁ ବୃଦ୍ଧି ପାଇଛି
ଫଳରେ ଦୁଇଟିଯାକ ଗାଡ଼ି ତଳକୁ ଖସିପଡ଼ିଥିଲା
ସୂଚନାଯୋଗ୍ୟ ଯେ ଏହି ପାର୍ସଲ୍ ବୋମା ବିସ୍ତୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରୀମାରାଣୀ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି
ଏହା ହେବ ଏହି ଶୃଙ୍ଖଳାର ଅଣଷଠି ତମ ଅଧ୍ୟାୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟା ବେଳେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରରେ ନିଜର ବିଚାର ଶ୍ରୋତାମାନଙ୍କୁ ଅବଗତ କରାଇବେ
ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ଖବର ଆମର ହସ୍ତଗତ ହୋଇଛି
ଏହି ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ମା ସରସ୍ବତୀଙ୍କ ମନ୍ଦିରକୁ ଯାଇ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଛନ୍ତି
ବିଶ୍ ଅର୍ଥନୈତିକ ଫୋରମ୍ କହିଛି ଭାରତ ଦୁଇ ହଜାର ତିରିଶି ସୁଦ୍ଧା ଆମେରିକା ଓ ଚୀନ ପରକୁ ବିଶ୍ବର ତୃତୀୟ ବୃହତ୍ତମ ଖାଉଟି ବଜାର ହେବ
ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ଏହି ଶାନ୍ତିକମିଟି ଜିଲ୍ଲା ପ୍ରଶାସନକୁ ଲିଖୁତ ପ୍ରତିଶ୍ରୁତି ଦେଇଛି
ସେହି ଜାଗାକୁ ଯବାନମାନେ ଘେରିଯିବା ପରେ ହଠାତ୍ ଲୁଚିରହିଥିବା ଆତଙ୍କବାଦୀ ଆଖବୁଜା ଗୁଳି ଚଳାଇଥିଲେ
ସେ କହିଛନ୍ତି ବିଦ୍ୟାଳୟଗୁଡ଼ିକରେ ପ୍ରାୟ ଛଅ ହଜାର ଅଧୁକ ଶ୍ରେଣୀ ଗୃହ ଖୋଲାଯାଇଛି
ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅଠାଇଶି ତାରିଖ ରବିବାର ଦିନ ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ
ଦେଶରେ ବର୍ତ୍ତମାନ ଦୁଇ ଲକ୍ଷ ଛବିଶି ହଜାର ନଅ ଶହେ ସତଚାଳିଶି ଜଣ ସଂକ୍ରମିତ ବ୍ୟକ୍ତି ବିଭିନ୍ନ ହସ୍ପିଟାଲ୍ରେ ଚିକିସ୍ଥିତ ହେଉଛନ୍ତି
ବୈଠକ ପରେ ଶ୍ରୀ ପ୍ରଭୁ ଏକ ଟ୍ରିଟ୍ ବାର୍ତ୍ତାରେ କହିଛନ୍ତି ଆଲୋଚନାକାଳରେ ଉଭୟ ଭାରତ ଏବଂ ଇରାନ୍ ଶକ୍ତି ଏବଂ ନିରାପତ୍ତା କ୍ଷେତ୍ର ଉପରେ ଗୁରୁତ୍ବ ଦେଇଥିଲେ
ବୈଜ୍ଞାନିକ ବିଦ୍ୟାର୍ଥୀ ଓ ଉଭାବକମାନଙ୍କ ସହ ଦେଶର ଓ ବିଜ୍ଞାନ ଓ କାରିଗରୀ ବିଦ୍ୟା କ୍ଷେତ୍ରରେ ପ୍ରଗତିର ଉତ୍ସବ ପାଳନ ପାଇଁ ଦୁଇ ହଜାର ପନ୍ଦର ମସିହାରୁ ଏହି ଉତ୍ସବର ଆୟୋଜନ ହୋଇଆସୁଛି
ବାବୁମାନେ ବିଚାର କରି ସ୍ଥିର କଲେ ଏଟା ଏକ ରକମ ବ୍ୟାଧି
ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଅତ୍ୟାଧୁନିକ ହାଲୁକା ହୋଲିକପ୍ଟରରୁ ମରୁଭୂମିରେ ପରୀକ୍ଷା କରାଯାଇଛି