audio
audioduration (s) 1.81
18.5
| sentence
stringlengths 3
152
|
---|---|
ଏହି ସବୁ କାରଣ ନେଇ ଗୋପାଳ ତାଙ୍କ ସଙ୍ଗରେ ଚାଲି ନ ପାରି ପଛରେ ପଡ଼ିରହିଲା |
|
ଲୋକଟି କାନ୍ଦୁ ଥାଏ ଏଣେ ଗୋପାଳଙ୍କୁ କୁଣ୍ଢାଇ ଧରି ତାଙ୍କର ସଫା ଲୁଗାରେ କାଦୁଅ ବୋଳୁଥାଏ |
|
ଯେଉଁ ଭଦ୍ରବ୍ୟକ୍ତି ଗୋପାଳଙ୍କୁ ଏକଥା ପଚାରିଥିଲେ ଲାଜରେ ତାଙ୍କ ମୁହଁ କଳା କାଠ ପାଲଟି ଗଲା |
|
ଅବଶ୍ୟ ବାଟରେ ବଡ଼ ଧରଣର ହ୍ରଦଟିଏ ପାଇଲେ ମୁଁ ସେଇଠି ଅଟକିଯାଏ ତା ପାଣିରେ ମୋ ପାଣି ମିଶେଇ ଦିଏ |
|
ସେ ଭଲ ଘର ଏବଂ ଭଲ ପାତ୍ରଟିଏ ଦେଖି ବାହା କରିଦେଲେ ଝିଅ ତାଙ୍କର ସୁଖରେ ରହିବ |
|
ସେହି ହ୍ରଦ ଭିତରେ ଗୋଟିଏ କୁମ୍ଭୀରର ଘର |
|
ସେ ଆସି ବୁଢ଼ୀ ଦୁଆରେ ପହଞ୍ଚିଗଲା |
|
କାନ୍ଦି କାନ୍ଦି ଖାଲି ଜୀବନକୁ କଷ୍ଟ ଦେବା କଥା |
|
ଆମେ ନାକ ଟେକିବୁ ନାହିଁ ତମେ ଆଈଙ୍କ କଥାକୁହ |
|
ଏଇଟା କିଛି ବଡ଼ କଥା ନୁହେଁ ଯେତେବେଳେ ତୁମେ ମଦ୍ୟପାନ କରିବା ଛାଡ଼ିଦେବ ସେତେବେଳେ ମଦ ବି ତୁମକୁ ଛାଡ଼ିଦେବ |
|
ରାଜା ଏସବୁ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ |
|
ରାଜାଙ୍କ ଘରକୁ ମାଛଟି ଦେବାକୁ ଗଲାବେଳେ ସିପାହୀ ତାକୁ ଭିତରକୁ ଛାଡ଼ିଲା ନାହିଁ |
|
ଗାଁ ଗୋଟାକ ବାଡ଼େ ହେଲେ ବୀରେଇ ମାମୁ ମାଇଁଙ୍କର ବିକଳ ସହିପାରିଲା ନାହିଁ |
|
ବାକି ଯେ କେତେ ମାଣ ମଙ୍ଗରାଜେ ସମ୍ଭାଳିଛନ୍ତି ବୋଲି ଅଛି |
|
ବନ୍ଧୁ କହିଲେ ଏତେବେଳଯାଏ ମତେ ସେ କଥା କିଛି ତ କହି ନାହଁ |
|
ଅତି ଅଳ୍ପ ସମୟ ଭିତରେ ସେ ତାର ଯୋଗ୍ୟତାର ପ୍ରମାଣ ଦେଲା |
|
ସବାରିରେ ବସି ଧାରାନଗରୀରେ ଘେରାଏ ବୁଲି ଆସନ୍ତି |
|
ଆଉ ଡିସ୍ମିସ ହେବାର କେତେ ଦୂର ଥିଲା |
|
ପାହାଡ଼ରେ ବର୍ଷା ପାଣି ପଡ଼ିଲେ ଛୋଟ ଛୋଟ ଧାର ଗଡ଼ିଆସେ ତଳକୁ |
|
ବାଟୋଇକୁ କହିଲା ଆଣ ଆଣ କଣ ଦେଉଛ ଦିଅ |
|
ଏ ସବୁ କଥା ଶୁଣି ରାଣୀଙ୍କ ମନ ଭାଙ୍ଗି ଗଲା |
|
କନ୍ୟାଟି ଯେମନ୍ତ ସୁନ୍ଦରୀ ଗୁଣବତୀ ସେହିପରି ପତିବ୍ରତା |
|
କୋକି ଯାଇ ଆଢ଼ୁଆଳରେ ଗୋଟେ ବଡ଼ଗଛ ଗଣ୍ଡି ପଛଆଡ଼େ ଲୁଚି ଆରାମ୍ କଲା |
|
ପ୍ରଥମ ନାଲୁ ମିର୍ଦ୍ଧା ଦ୍ୱିତୀୟ ନାମ ବୈଦୀ ଶେଠୀ |
|
ତାର ସୌନ୍ଦର୍ଯ୍ୟ ଅତ୍ୟନ୍ତ ଅନୁପମ |
|
କଣ କଥା |
|
ଚଞ୍ଚଳ ଘର ଭିତରୁ ଆଣି ଦୁଇଖଣ୍ଡ ପଲାଣ ତାଟ ପାରିଦେଲେ |
|
ରାଜା ସମସ୍ତଙ୍କ ଆଡ଼କୁ ଥରେ ଦୃଷ୍ଟି ପକାଇଲେ ତା ପରେ କହିଲେ। |
|
ଦୋକାନରେ ସାତ ଆଠ ବରଷର ଛୁଆଟିଏ ଛଡ଼ା ଆଉ କେହି ନାହାଁନ୍ତି |
|
ସମୁଦ୍ର କୂଳରେ ନାବିକ ତାଙ୍କୁ ବାହାନା କରି କାତ ଧରାଇଦେଇ ମୁକ୍ତି ପାଇଗଲା |
|
ଏଥିପାଇଁ ଯେଉଁଠୁ ଫୁଲ ତୋଳିଲେ ମଧ୍ୟ ତାକୁ ଚୋରି କୁହାଯିବ ନାହିଁ |
|
ବାଁ ହାତ କେବେହେଲେ ଜୁଆ ଖେଳେ ନାହିଁ |
|
ଥଣ୍ଡା ଜାଗାକୁ ଯିବାର ଇଚ୍ଛା ଘରଯାକ ଗଡ଼ି ଗଡ଼ି ବାହାରକୁ ଆସିଲା ସୁଖ ଲାଗିଲା ନାହିଁ |
|
ଗଡ଼ିଆ ପାଣିରେ ଖେଳିବୁଲି ଦିନ କଟି ଯାଉଥାଏ |
|
ରାଜା ଗୋପାଳଙ୍କ ବୁଦ୍ଧି ଓ କଥା ଚାତୁରୀରେ ମୁଗ୍ଧ ହେଲେ |
|
ସୱାଲ ତୁ ଦିନବେଳେ ଶୋଇଥିଲୁ |
|
ଗୋପାଳ ଏହା କହି ହାତ ଯୋଡ଼ି ଛିଡ଼ା ହେଲା |
|
ରାଜା କହିଲେ ନାଁ ତୁମେ ମୋର ପ୍ରିୟ ସାପକୁ ମାରିବାକୁ ଉଦ୍ୟତ ହେଉଛ କାହିଁକି ତୁମେ ସାପକୁ ମାରି ପାରିବ ନାହିଁ |
|
ରୋଷେୟା ବ୍ରାହ୍ମଣ ଟିକିଏ ମୁରକିହସା ଦେଇ ଚାଲିଗଲା |
|
ଶୁଣାଯାଏ ଆଡ଼େ ଦୀର୍ଘେ ଚାରି କୋଶ ମଧ୍ୟରେ ଆଉ କାହାରି କାରବାର ଚଳେନାହିଁ |
|
ଏଣେ ବ୍ରାହ୍ମଣ ଅନ୍ଧାର ରାତିରେ ଗୋପାଳ ଘରକୁ ଯାଇ ସିନ୍ଧି ଗାତ କରି ଆଗେ ମୁଣ୍ଡଟି ଗଳାଇଲା |
|
ସେହି ପିଲାଟିକୁ ଚାହିଁ ପରିଦର୍ଶକ ଶିକ୍ଷକଙ୍କୁ ପଚାରିଲେ ପଛ ବେଂଚ୍ରେ ବସି ଦୁଷ୍ଟାମି କରୁଥିବା ପିଲାଟି କିଏ ତା ର ପାଠରେ ମନ ନାହିଁ ନା କ ଣ |
|
ଏହି ଅଦ୍ଭୁତ ଓ ଭୀଷଣ ବ୍ୟାପାର ଦେଖି ସେ ମଧ୍ୟ ଚିତ୍କାର କରି ଗଛଡାଳରୁ ତଳକୁ ଖସିପଡ଼ିଲେ |
|
ଆଜି ସେ ଶ୍ରୀକୃଷ୍ଣ ହୋଇ ବିଦୁର ଘରେ ଶାଗଭାତ ଖାଇବେ |
|
ସୁତରାଂ ତା ମନରୁ ଏ ଭାବନା ଦୂର କରିବାର ଉପାୟ ମୋତେ ବତାଇ ଦିଅନ୍ତୁ |
|
ଆପଣମାନେ କୁହନ୍ତୁ ଆମ୍ବ ଓ ଆମ୍ବଡ଼ାର ବଉଳ ଏକ ସମୟରେ ମୁକୁଳିତ ହୁଅନ୍ତି |
|
ଅନଉ ଅନଉ ସେ ଦେଖିଲେ ବୋଇତାଳୁ ଲତାରେ ବୋଇତାଳୁ କଷିଟେ ଫଳିଛି |
|
ତାଙ୍କ ଘରେ ଦାସ ଦାସୀ ଛଡ଼ା ଅନ୍ୟ କେହି ନ ଥିଲେ |
|
ଧୂର୍ତ୍ତ ଶୃଗାଳଟି ଉତ୍ତର ଦେଲା ଇଶ୍ଵର ଭକ୍ତ । |
|
ଗୋପାଳ ସେସବୁ ବଜାରରେ ବିକି ବହୁତ୍ ପଇସା ପାଇଲା |
|
ମୁକୁନ୍ଦାର ତିନିକୂଳରେ କେହିଥିବାର ଜଣା ନାହିଁ |
|
ରାଜାଙ୍କର ଏ ପ୍ରଶ୍ନ ଶୁଣି ସମସ୍ତ ସଭାସଦ୍ ଗଣ ପରସ୍ପର ଚାହାଁ ଚାହିଁ ଟିପା ଟିପି ଆଖିରେ ଠରା ଠରି ହେଲେ |
|
ଆମ ରାଜା ଯଦି ଗୋଟିଏ ଆତ୍ମା ତାହେଲେ ଆମେ ସମସ୍ତେ ମିଶି ସେହି ଗୋଟିଏ ଆତ୍ମା |
|
ସାଧୁବାବା ଦାଶିଆକୁ କଲ୍ୟାଣ କଲେ |
|
ବେକରେ ଦଉଡ଼ିବନ୍ଧା ମୁହଁରେ ସୋଲବିଣ୍ତା ଦିଆ ଚେନିବାସନର ଦୁଆତ ଆଗରେ ଥୁଆଗଲା |
|
ଏ ଘଟଣା ଦେଖିବାକୁ ଶହ ଶହ ଲୋକ ଧାଇଁଲେ |
|
ଲୁଗାପଟାରୁ ଗୋପୀ ବୁଝିଗଲା ଆଣ୍ଟୁଆ ମହାଜନ |
|
ଯେ କୌଣସି ମାଧ୍ୟମରେ ଏବଂ ଦେଶର ସୀମାଚିତ୍ରଣ କରି |
|
ଏମାନଙ୍କୁ ଦେଖି ପଞ୍ଜୁରୀରେ ଥିବା ଶୁଆଟି ଡାକଛାଡ଼ିଲା ବାପା ଛୋଟଲୋକ ଗୁଡ଼ା ଆସିଲେଣି |
|
ଗୋପାଳ କହିଲେ ଥରେ ଦୟା କରି କହନ୍ତୁ ଶୁଣିଲେ କ ଣ କିଛି ମାରାତ୍ମକ ଦୋଷ ଅଛି। |
|
ସାଆନ୍ତେ ଆପେ କହନ୍ତି ସେ କାହାରି ଗୋଟିଏ ପଇସା ଆଣନ୍ତି ନାହିଁ |
|
ସୁରେଶ୍ ସାତଦିନ ଡାକ୍ତରଖାନାରେ ରହିଲା |
|
”ବଡ଼ ପୁଅ ତ ଚୋରି ବିଦ୍ୟାରେ ଧୁରନ୍ଧର |
|
ବୀର୍ବଲ୍ଙ୍କ କଥାରେ ବୁଢ଼ା ମୁଣ୍ଡ ଟୁଙ୍ଗାରିଲା ତା ଆରଦିନ ସେ ଦରବାରକୁ ଗଲା |
|
ତୁମେ ବର୍ତ୍ତମାନ୍ କଦଳୀ ଗଛ ଲଗାଇଲ କଦଳୀ ହେଲେ ସିନା ଖାଇବ |
|
ଖଳ ବୁଦ୍ଧିରେ କୌଣସି କାମ ସଫଳ ହୁଏ ନାହିଁ |
|
ତାହାର ବୟସ ଜାତି କୁଳ ଗୁଣ ଗ୍ରାମର କଥା ଶୁଣିବେ |
|
ସାଆନ୍ତଙ୍କର ଏହିବଡ଼ ବଗିଚାଟି ଗୋବିନ୍ଦପୁର ହାଟର ସ୍ଥିତି ଓ ଉନ୍ନତିର ମୂଳାଧାର ଅଟେ |
|
ତେଣୁ ମୁଁ ଦୌଡ଼ିଯାଇ ଗାଈର ଲାଙ୍ଗୁଡ଼କୁ ଭିଡ଼ି ଧରିଲି |
|
ଦୃଢ଼ ଆତ୍ମବଳ ଏବଂ କର୍ତ୍ତବ୍ୟନିଷ୍ଠା ସହକାରେ ବିପଦକୁ ହଟାଇ ଦିଆଯାଏ |
|
କେଉଁ ଦିନ ମନ୍ତ୍ରୀଙ୍କୁ ସଙ୍ଗରେ ନିଅନ୍ତି ତ କେଉଁ ଦିନ ଏକା ଏକା ଚାଲିଯାଆନ୍ତି |
|
ଶାସ୍ତ୍ରରେ ଅଛି ରାଜଦ୍ୱାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ ବାନ୍ଧବଃ |
|
ଏହା ଦେଖି ରାଜାଙ୍କର ଜିଜ୍ଞାସା ବଳବତ୍ତର ହେଲା |
|
ଗୋପାଳର ଏ କଥା ଶୁଣି ନବାବ୍ କୌତୁହଳୀ ହୋଇ କହିଲେ କି ସକାଶେ ଲେଖା ବାକି ଅଛି କୁହ |
|
ସ୍ତ୍ରୀଙ୍କ ଆଗରେ ନିଜ ଭକ୍ତିର ପରାକାଷ୍ଠା ଦେଖାଇବା ପାଇଁ ବ୍ରାହ୍ମଣ ବ୍ୟାକୁଳ ଭାବେ ଈଶ୍ୱରଙ୍କ ଦର୍ଶନ ପ୍ରାର୍ଥନା କଲେ |
|
ତେଣୁ ଚାଉଳ ଦେଲେ ରୋଷେଇ କରିବାରେ ବିଶେଷ୍ କିଛି ଅସୁବିଧା ହେବ ନାହିଁ |
|
ତହୁଁ ଗୋପାଳ ପଚାରିଲେ ମହାରାଜ୍ ବର୍ତ୍ତମାନ୍ କିପରି ମନରେ ସୁଖାନୁଭବ କରୁଛନ୍ତି କୁହନ୍ତୁ |
|
ରାଜା ଭାଇମାନଙ୍କ ଏ ସବୁ କଥା ଶୁଣି କଥାଟା ନିଷ୍ପତ୍ତି କରି ଦେବାକୁ କହିଲେ ତୁମ ପ୍ରତ୍ୟକଙ୍କ କଥା ଠିକ୍ |
|
ସେ ଆସୁଆସୁ ବାଟରେ ଗୋଟିଏ ବଣ ପଡ଼ିଲା |
|
ଗୋପାଳର କଥା ଶୁଣି ପିଲାଟି କହିଲା ତୁ ଏଇଠି ଥା ମୁଁ ଯାଉଛି ବାପାକୁ ପଚାରି ଆସେ |
|
ସମାଜରେ ପ୍ରତିଷ୍ଠିତ ହେବାକୁ ହେଲେ ନିଜର ବ୍ୟବହାରକୁ ସଂଯତ କରିବା ଆବଶ୍ୟକ |
|
ତାହା ନକରି ଯେବେ ତୁମେ ଏହି ମନ୍ତୁରା ପାଣିକୁ ନେଇ ଅନ୍ୟ ଆଡ଼େ ଢାଳି ଦେବ ତାହାହେଲେ ମୋ ଜୀବନ ଶେଷ ହୋଇଗଲା ବୋଲି ଜାଣିବ |
|
କଚେରିରେ ଯେତେ ଲୋକ ଥିଲେ ସମସ୍ତେ ହସି ଉଠିଲେ |
|
ମୋହର ପୁଟୁଳାଟି ଧରି ବସିଥାନ୍ତି କେତେବେଳେ ତଳେ ରଖି ଦେଲେଣି |
|
ରାଜା ପ୍ରଜା ଜମିଦାର ସମସ୍ତେ ତାଙ୍କ ପାଖରେ ଠକି ଯାଆନ୍ତି |
|
କଟକ ଜିଲାର ହରିହରପୁର ପ୍ରଗନା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ ନାମ ପାଟପୁର |
|
ସେ କଥାକଥାକେ ଖାଲି ହାସ୍ୟରୋଳ ସୃଷ୍ଟି କରୁଥିଲେ |
|
ଏହାପରେ ଛାତ୍ରଜଣକ ଶପଥ କଲେ ସହରରେ ଆଉ ଗୋଟିଏ ସ୍କୁଲ୍ ବସାଇବାପାଇଁ |
|
ପୁନର୍ବାର ଠିକ୍ ଉତ୍ତର ପାଇ ବେତାଳ ଶ୍ମଶାନର ଗଛରେ ଯାଇ ଝୁଲି ପଡ଼ିଲା |
|
ବନ୍ଧୁଙ୍କଠାରୁ ଚିଠି ପାଇଥିଲି ତାଙ୍କର ଝିଅ ବହୁତ ଅସୁସ୍ଥ ବୋଲି |
|
ଯଦି ଦୈବାତ୍ କେତେବେଳେ ସେ ଦୁହିଁଙ୍କର ଦିନବେଳେ ଭେଟ ହୋଇଯାଏ କୁଆ ପେଚାକୁ ଖୁମ୍ପି ଖୁମ୍ପି ଅସ୍ତବ୍ୟସ୍ତ କରିପକାଏ |
|
ନଅ ଛଅ ଦୁଇ ମୋଟ ସତର ଏହିପରି ଭାବେ ସେ ତିନିଭାଇ ଯାକ ନିଜ ନିଜର ସମାନ ଭାଗ ପାଇ ଅତ୍ୟନ୍ତ ଖୁସି ହେଲେ |
|
ଗୋପାଳ କହିଲା ମହାରାଜ ଯଦି ବିନା ସାହାଯ୍ୟରେ ମୁଦିଟିକି ମୋ ହାତ ପାଖକୁ ଘେନି ଆସିବି ତେବେ ମୋତେ ଆଠ ଦିନ ସମୟ ଦିଅନ୍ତୁ |
|
ଯେଉଁମାନେ ବଳୁଆ ଧନୀ ଓ କ୍ଷମତାର ଅଧିକାରୀ ସେମାନେ ସାଧାରଣତଃ ଗର୍ବୀ |
|
ଯୋଡ଼ାଏ ତିନିଟା ଧକା ବିଧା ଚାପୁଡ଼ା ବି ବାଜିଗଲାଣି |
|
ସେ ଉଠି ଛିଡ଼ା ହେବାକ୍ଷଣି ହାତରେ ଧରିଥିବା ଗୋଟିଏ ଲଫାପା ମଞ୍ଚ ଉପରକୁ ଫୋପାଡ଼ି ଦେଲେ |
|
ସେ ପଦ୍ମଫୁଲଟି ଏପରି ସୁନ୍ଦର ଯେ ଅବୋଲକରା ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲା |
|
ଦିହେଁ ଏକ ଗୁରୁଙ୍କ ପାଖରେ ରହି ବିଦ୍ୟା ଅଧ୍ୟୟନ କଲେ |
|
ଆଈ ତ ଅନେକ୍ ଦିନୁ ଗଲେଣି ଆମେ ତାଙ୍କୁ ଦେଖିନାହୁଁ ତାଙ୍କକଥା ଆମକୁ ଟିକେ କୁହ |
|
ଜ୍ୟେଷ୍ଠ ଭୀମସେନ ଅନ୍ୟ ତିନି ପୁଅ ପହ୍ଲାଦ ମଲ୍ଲ କୁଚୁଳି ମଲ୍ଲ ବଳରାମ ମଲ୍ଲ |