audio
audioduration (s)
0.14
10.9
sentence
stringlengths
2
240
କରୋନାର ମୁକାବିଲା ଓ ନିୟନ୍ତ୍ରଣ ପାଇଁ ଆବଶ୍ୟକ ଦିଗଦର୍ଶନ ଦେବା ନିମନ୍ତେ କେନ୍ଦ୍ର ସରକାର ଏକ ଏକୋଇଶି ଜଣିଆ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରିଛନ୍ତି
ଖେଲୋ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ କ୍ରିଡ଼ାବିତ୍ମାନଙ୍କୁ ଆତ୍ମନିର୍ଭର ଭାରତର ଆମ୍ବାସାଡର ବୋଲି କହିଛନ୍ତି
ଶ୍ରୀ ନାୟକ କହିଛନ୍ତି ଭାରତୀୟ ମହାକାଶ ଓ ପ୍ରତିରକ୍ଷା ଶିଳ୍ପ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ପ୍ରମୁଖ ଭୂମିକା ନିର୍ବାହନ କରିଆସୁଛି
ଦୁଇ
ଏହି ଅବସରରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଉପସ୍ଥିତ ଥିଲେ
ବିଜେପିପ୍ରଭାରୀ ବିହାର ବିଧାନସଭା ନିର୍ବାଚନ ଓ କେତେକ ରାଜ୍ୟର ଉପନିର୍ବାଚନରେ ବିଜୟ ଲାଭ ପରେ ଭାରତୀୟ ଜନତା ପାଟି ଛତିଶି ଜଣ ପ୍ରଭାରୀ ସତାଇଶି ଜଣ ସହପ୍ରଭାରୀ ଏବଂ ସାତ ଟି ରାଷ୍ଟ୍ରୀୟ ସ୍ତରର ମୋର୍ଚ୍ଚାର ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛି
ଅଙ୍କିତା ଭକତ୍ ଏହି ବର୍ଗରେ ଦେଶପାଇଁ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି
ଏହି ଅବସରରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରାଯିବା ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି
ସାତ ଶହେ ରୁ ଆଠ ଶହେ ନିୟୁତ ଲୋକ କୋଭିରେ ସଂକ୍ରମିତ ହେବେ ଓ କୋଡିଏ ଲକ୍ଷ ଲୋକଙ୍କର କୋଭିରେ ମୃତ୍ୟୁ ଘଟିବ ବୋଲି ପୂର୍ବରୁ ଅନେକ ଲୋକ ଆଶଙ୍କା କରୁଥିଲେ
ତେଣୁ ବୋଧିସତ୍ତ୍ଵ ଶୃଗାଳ ନିକଟକୁ ଯାଇ ପ୍ରଶ୍ନକଲେ ତୁମ ନାଁ କ’ଣ
ପାଞ୍ଚ
ଏବଂ ଭାରତ ପ୍ରଥମ ଟି କୋଡିଏ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡକୁ ଆଠ ିକେଟ୍ରେ ହରେଇଛି
ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ ପ୍ରବାହିତ ଇନ୍ଦ୍ରାବତୀ ନଦୀରେ ଜଳପତ୍ତନ ବୃଦ୍ଧି ପାଇ ତେଷଠି ଦୁଇ ଦଶମିକ ପଚିଶି ମିଟରରେ ପହଞ୍ଚିଛି
ଏକ ପୃଥକ୍ ସଡ଼କ ଯୋଗେ ଏହାକୁ ବାରାଣାସୀ ସହ ସଂଯୋଗ କରାଯିବ
କିଛି ଝିଟ୍ ବାର୍ଭାରେ ଶ୍ରୀ ମୋଦୀ କହିଛନ୍ତି ପୋଲିସ ସ୍ମାରକୀ ଦିବସ ଦେଶର ସମସ୍ତ ପୋଲିସ କର୍ମଚାରୀ ଓ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି
ଶୂନ
ଏହି ଇଞ୍ଜିନୟରିଂ ପ୍ରବେଶିକା ପରୀକ୍ଷା ନିର୍ଦ୍ଧାରିତ ସମୟ ସେପ୍ଟେମ୍ବର ପହିଲାରୁ ଛଅ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ
ବିହାରରେ ଗତକାଲି ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସତର ଟି ଜିଲ୍ଲାର ଚଉରାନବେ ଟି ନିର୍ବାଚନ ମଣ୍ଡଳିରେ ଭୋଟ୍ଗ୍ରହଣ ଅନୁଷ୍ଠିତ ହେଉଛି
ସିଏଏକୁ ନେଇ ବିରୋଧ ଦଳଗୁଡ଼ିକ ଦେଶର ଜନସାଧାରଣଙ୍କୁ ଭ୍ରମିତ କରୁଥିବାରୁ ବିଜେପି ଏହି ଗଣ ସଚେତନତା ଅଭିଯାନ ଚଳାଇଛି ବୋଲି ଶ୍ରୀ ଶାହା କହିଛନ୍ତି
ପରେ ମୁଖ୍ୟମନ୍ତ୍ରୀ ସାତ କୋଟି ଟଙ୍କା ବ୍ୟୟରେ ନିର୍ମିତ କଟକ ଡିସିପିଙ୍କ ନୂଆ କାର୍ଯ୍ୟାଳୟକୁ ମଧ୍ୟ ଉଦ୍ଘାଟନ କରିଥିଲେ
ରାଜ୍ୟ କ୍ୟାବିନେଟର ଗୁରୁତ୍ପୂର୍ଣ୍ଣ ନିଷ୍ପତ୍ତି କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଶୁଭାରମ୍ଭ ହେବ କାଳିଆ ଯୋଜନା ଉପକୃତ ହେବେ ସତାବନ ହଜାର କୃଷକ ପରିବାର
ଗତକାଲି ସନ୍ଧ୍ୟା ସାତ ଟାରୁ ସାତ ଟା ପନ୍ଦର ମିନିଟ୍ ମଧ୍ୟରେ ଏଲସି ତିନି ପରୀକ୍ଷଣ କେନ୍ଦ୍ରରୁ ଏହାର ଉତ୍କ୍ଷେପଣ କରାଯାଇଥିଲା
ସଂଘିୟ ସରକାର ଗଠନ ସମୟରେ ନ୍ୟାସନାଲ୍ ଆସେମ୍ଭି ଅତି କମ୍ରେ ଅଣସ୍ତରୀ ଜଣ ସଦସ୍ୟ ଭୋଟ ଦେଇନଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଆବେଦନରେ ଦର୍ଶାଯାଇଛି
ସ୍ତନ୍ତ୍ର ବିଚାରପତି ମାମଲାକୁ ସ୍ଥଗିତ ରଖ୍ ଅଦାଲତ ଆସନ୍ତା ସୋମବାରଠାରୁ ସେମାନଙ୍କ ଯୁକ୍ତି ଉପରେ ଶୁଣାଣି କରିବେ ବୋଲି କହିଥିଲେ
କୋଭିଡ୍ ନାଇଣ୍ଟିନ୍ ସମ୍ବନ୍ଧୀୟ ଉଚ୍ଚସ୍ତରୀୟ ମନ୍ତ୍ରୀମାନଙ୍କ ଗୋଷ୍ଠୀର ଅଷ୍ଟାଦଶ ବୈଠକରେ ଦେଶର କୋଭିଡ୍ ନାଇଣ୍ଟିନ୍ ସ୍ଥିତିର ସମୀକ୍ଷା କରାଯାଇଛି
ବିଭିନ୍ନ ସ୍ଥାନରେ ବନ୍ଦ୍ ର ପ୍ରଭାବ ଦେଖୁବାକୁ ମିଳିଛି
ତିନି ଜଣ ପ୍ରାର୍ଥୀ ସେମାନଙ୍କର ମନୋନୟନ ପତ୍ର ପ୍ରତ୍ୟାହାର କରିଛନ୍ତି
ଏଥରର ବାର୍ଭା ହେଉଛି ସଡ଼କ ସୁରକ୍ଷାଜୀବନ ରକ୍ଷା
ଭାରତ ପକ୍ଷରୁ ଶିଖର ଧନ ସର୍ବାଧୂକ ଏକ ଶହେ ସତର ରନ୍ ସଂଗ୍ରହ କରିଥିବାବେଳେ ଅଧୁନାୟକ ବିରାଟ କୋହଲି ବୟାଅଶୀ ରନ୍ ସଂଗ୍ରହ କରିଛନ୍ତି
ମୋଦୀଇସି ପ୍ରେସିଡେଣ୍ଟ ୟୁରୋପୀୟ କମିଶନରର ନୂଆ ଅଧ୍ୟକ୍ଷ ଅମୁଁ ଜାଲ୍ ଭଣ୍ଡର ଲିଏନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି
ନିୟନ୍ତ୍ରଣ ରେଖାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନକୁ ନେଇ ଭାରତ ପକ୍ଷରୁ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇ କମିଶନ୍ଙ୍କୁ ସମନ୍ ଜାରି କରାଯାଇଛି
ଭାରତର ବିକାଶ ବିଜ୍ଞାନ ଓ ଟେକ୍ନୋଲୋଜି କ୍ଷେତ୍ରର ସଫଳତା ଉପରେ ନିର୍ଭର କରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି
ଅଭିଯୁକ୍ତମାନଙ୍କର ଗୃହବନ୍ଦୀ ମିଆଦକୁ ଚାରି ସପ୍ତାହ ବୃଦ୍ଧି କରିଛନ୍ତି
ରାଜ୍ୟତମାମ୍ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି
ଏବଂ କୋଭିଡ୍ ନାଇଣ୍ଟିନ୍ ନମୁନା ପରୀକ୍ଷା ଲାଗି କୋବାସ୍ ଛଅ ହଜାର ଆଠ ଶହେ ଟେଷ୍ଟି ମେସିନକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
ଘଟଣା ସ୍ଥଳରେ ପୁଲିସ ଏବଂ ସିଆଇଏସ୍ଏଫ୍ ମୁତୟନ ଅଛନ୍ତି
କର୍ଣ୍ଣାଟକ ପଲିଟିକ୍ସ କର୍ଣ୍ଣାଟକରେ ରାଜ୍ୟ ବିଧାନସଭାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ ରଖୁଥିବାରୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାପାଇଁ କଂଗ୍ରେସଜେଡିଏସ୍ ମେଣ୍ଟ ସରକାରକୁ ଆଉ ଦୁଇ ଦିନ ସମୟ ମିଳିଯାଇଛି
ସେ କହିଛନ୍ତି ଏପର୍ଯ୍ୟନ୍ତ ନଅ କୋଟିରୁ ଅଧୁକ ଡୋଜ୍ ଟିକା ଦିଆଯାଇଛି ଏବଂ ଚାରି କୋଟି ତିରିଶି ଲକ୍ଷ ଟିକା ମହଜୁଦ ଅଛି ଯାହାକୁ ରାଜ୍ୟଗୁଡ଼ିକୁ ପଠାଇବାପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି
ଜୟପୁର ପୌରସଂସ୍ଥା ଅଧୀନରେ ଅଠାଇଶି ଟି ାର୍ଡରେ ଗୋଷ୍ଠୀଭିତ୍ତିକ ଶୌଚାଳୟ କରାଯିବା ସହ ସହରର କୋଡିଏ ରୁ ଅଧୁକ ସ୍ଥାନରେ ଭ୍ରାମ୍ୟମାଣ ପାଇଖାନା ରଖାଯାଇଛି
ଏଲ୍ଏସ୍ ଇଫେସନ୍ ସରକାର ଆଜି କହିଛନ୍ତି ଦ୍ରବ୍ୟ ଓ ସେବାକର ଜିଏସ୍ଟି ଲାଗୁ ହେବା ପରେ ମୁଦ୍ରାସ୍ତ୍ରୀତି ହାରରେ ହ୍ରାସ ଘଟିଛି
ଦେଶର ହସ୍ପିଟାଲଗୁଡ଼ିକରେ ଏଭଳି ଏଗାର ଲକ୍ଷ ପଞ୍ଚାନବେ ହଜାର ମାସ୍କ ମହଜୁଦ ରହିଛି
ସେଠାରେ ଅବତରଣ କରିବା ପରେ ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ନିମୋ ଗ୍ରାମକୁ ଯାଇଥିଲେ
ଏହି ସମୟରେ ଓଡ଼ିଆ ଲୋକମାନେ ନିଜ ରାଜ୍ୟ ଓଡ଼ିଶା ପାଇଁ ବୃହତ୍ କଳ୍ପନା କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି
ଏହି ରୋଗୀମାନେ ଭେଣ୍ଟିଲେଟରରେ ଥିଲେ
ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ବ୍ୟାପକ ସଂଖ୍ୟାରେ ପୁଲିସ୍ ମୁତୟନ କରାଯାଇଛି
ଜଷ୍ଟିସ୍ ଏଏମ୍ ଖାିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି
ଏହାକୁ ନେଇ ହାଇକୋର୍ଟ ସମ୍ମୁଖରେ ଉତ୍ତେଜନା ଲାଗିରହିଥିଲା
ଖୁବଶୀଘ୍ର ଏହାର ବିପୁଳ ପରିମାଣରେ ଉତ୍ପାଦନ କରାଯାଇ ଦେଶରେ ଉପଲବ୍ଧ କରାଯିବ ବୋଲି ପୁଟିନ୍ କହିଛନ୍ତି
ପରିବହନ ଶିକ୍ଷା ସହଯୋଗ ବିକାଶ ପାଇଁ ଭାରତ ଓ ରୁଷ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷର ହେବା ସଂକ୍ରାନ୍ତରେ କ୍ୟାବିନେଟ୍ ବୈଠକରେ ଆଲୋଚିତ ହୋଇଛି
ସଂଶୋଧିତ ଭତ୍ତା ଅନୁସାରେ କୁଳପତିମାନେ ଏଗାର ହଜାର ଦୁଇ ଶହେ ପଚାଶ ଟଙ୍କା ମାସିକ ସ୍ତନ୍ତ୍ର ଭତ୍ତା ପାଇବେ
ଏସି ସିବିଆଇ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ରୀୟ ସତର୍କତା ଆୟୋଗ ବା ସିଭିସିର ରିପୋର୍ଟ ଯଉମୁଦଦିଆ ଲଫାପାରେ ଶ୍ରୀ ବର୍ମାଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି
ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ଆଠ ଦଶମିକ ପାଞ୍ଚ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ସୋନପୁରରେ ଆଠ ଦଶମିକ ଆଠ ଡିଗ୍ରୀ ସେଲିସିୟସ ଏବଂ ଦାରିଙ୍ଗିବାଡ଼ିରେ ନଅ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି
ଆସନ୍ତା ସୋମବାର ଅପରାହ୍ନରେ ବିଧାନସଭା ପରିସରକୁ ବିଶୋଧନ କରାଯିବ
ପ୍ରଧାନମନ୍ତ୍ରୀ ଖାଦ୍ୟଶସ୍ୟଗୁଡ଼ିକୁ ନଷ୍ଟ ହେବାରୁ ବଞ୍ଚାଇବା ପ୍ରତି ଗୁରୁତ୍ ପ୍ରଦାନ କରି ଅଧିକ କୃଷିଜାତ ପଦାର୍ଥର ମହଜୁତ ଓ ପ୍ରକ୍ରିୟାକରଣ ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଇଛନ୍ତି
ସ୍ାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତକାଲି ଦେଶରେ ଅଠର ହଜାର ଆଠ ଶହେ ତେତିଶି ଜଣ ଏହି ଭୂତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି
ତେବେ ଏହି ମ୍ୟାଚ୍ ଝାଡ଼ଖଣ୍ଡ ଅପେକ୍ଷା ଓଡ଼ିଶା ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କ୍ରୀଡ଼ା ସମୀକ୍ଷକମାନେ ମତ ପୋଷଣ କରିଛନ୍ତି
ବସ୍ ଅଟୋ ରିକ୍ସା ଓ ଅନ୍ୟ ସାଧାରଣ ପରିବହନ ଯୋଗାଉଥିବା ଗାଡ଼ି ଯୁଗ୍ଧ ଅଯୁଗ୍ନ ନିୟମ ଅନୁଯାୟୀ ଗଡ଼ିବ
ଗତକାଲି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଲଡାଉନ୍ ଏହାର ସମାଧାନ ନୁହେଁ ଏହା ଶେଷ ବିକଳ୍ପ ହେଉ
ମରିସସ୍ ସରକାର ଭାରତରୁ କୋବିସିଡ୍ ପ୍ରତିଷେଧକ ନେବାପାଇଁ ପୂର୍ବରୁ ଅନୁରୋଧ କରିଥିଲେ
ନିର୍ବାଚନ ପ୍ରସ୍ତୁତି କେନ୍ଦ୍ରାପଡ଼ା ଜିଲ୍ଲାରେ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି
ସେ ଦୃଷ୍ଟିରୁ ଲକ୍ଷ ଲକ୍ଷ କୃଷକମାନଙ୍କର ଜୀବିକା ନିର୍ବାହନର ପନ୍ଥା ବନ୍ଦ ହୋଇ ପଡ଼ିଛି
ଏହି ଯୁଦ୍ଧ ଷାଠିଏ ଦିନ ପର୍ଯ୍ୟନ୍ତ ଚାଲିଥିଲା
ଶ୍ରୀମତୀ ଇରାନୀ କହିଛନ୍ତି ଝୋଟଚାଷୀମାନଙ୍କୁ ସହାୟତା କରିବା ଲାଗି କୃଷିମନ୍ତ୍ରଣାଳୟ ଓ ବୟନଶିଳ୍ପ ମନ୍ତ୍ରଣାଳୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି
ଚଳିତ ଫନି ବାତ୍ୟା ସମୟରେ ଯେଭଳି ସଫଳତାର ସହ ବିପର୍ଯ୍ୟୟର ମୁକାବିଲା କରାଯାଇଥିଲା ସେ ନେଇ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି
ସେ ଯେତେବେଳେ ଯାହା ମାଗେ ଋଷି ତାହା ଆଣି ତାକୁ ଯୋଗାଇ ଦିଅନ୍ତି
ଦୂରଦର୍ଶନରେ ସକାଳ ଛଅ ଟା ତିରିଶି ମିନିଟ୍ରେ ଏହାର ସିଧା ପ୍ରସାରଣ କରାଯିବ
ଏକ ବେସରକାରୀ ଚିନି କମ୍ପାନୀ ସମ୍ପୃକ୍ତ ଥିବା ଆର୍ଥକ ଠକେଇ ମାମଲାରେ ସିବିଆଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂଙ୍କ ଜାମାତା ଓ ଅନ୍ୟ ବାର ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି
ସେହିପରି ଏଟିଏମ୍ କୁ କିଭଳି ଭାବେ ସୁରକ୍ଷା ଦିଆଯାଇ ପାରିବ ସେ ସଂପର୍କରେ ବ୍ୟାଙ୍କ ଅଧିକାରୀଙ୍କୁ ସୂଚନା ପରାମର୍ଶ ଦିଆଯାଇଛି
ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି
କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରିଥିବା ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତ୍ମାନଙ୍କୁ ସେ ପ୍ରଶଂସା କରିଥିଲେ
ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତ ମାନଙ୍କ ସଂଖ୍ୟା ଆଠ ଲକ୍ଷ ତେୟାଅଶୀ ହଜାର ରହିଛି
ବିଭିନ୍ନ ବିଭାଗର ପାଞ୍ଚ ଟି ଟିମ୍ବକୁ ନେଇ ଆଜିଠାରୁ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରାଯାଉଛି
କେନ୍ଦ୍ରାପଡା ଜିଲ୍ଲା ରାଜନଗର ନଳିତାପାଟିଆଠାରେ ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି
ଯାହାକି ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇବ
ରାଜଧାନୀର ସାଇମନ୍ଦିର ଅଞ୍ଚଳ ଟଙ୍କପାଣି ଓ ପଟିଆ ଅଞ୍ଚଳରେ ଅଧିକ ମଣ୍ଡପ ରହିଛି
ପ୍ରାୟ ସାତ ହଜାରରୁ ଅଧୁକ ଲୋକ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି
ଶ୍ରୀ ମଲ୍ଲିକ କହିଛନ୍ତି କେବଳ ନିର୍ବାଚନ ପାଇଁ ଯବାନମାନଙ୍କ ସଂଖ୍ୟା ବୃଦ୍ଧି କରାଯାଉଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସରକାର ଜିଏସ୍ଟି ରେ ଆହୁରି ସରଳିକରଣ ପାଇଁ କାର୍ଯ୍ୟ କରୁଛନ୍ତି
ସେହି କୁଡ଼ିଆ ବାରଣ୍ଡାରେ ବୁଢ଼ୀଟିଏ ବସିଥାଏ
ଏଥିରେ ଏହି ତଦନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି
ପାରିବାରିକ ବିବାଦକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଜଣାପଡ଼ିଛି
ଓଡ଼ିଶାର ଏକୋଇଶି ଟି ଲୋକସଭା ଆସନ ସମେତ ମୋଟ୍ ଚଉବନ ଦୁଇ ଟି ଲୋକସଭା ଆସନ ପାଇଁ ଭୋଟ୍ ଗଣନା କରାଯାଉଛି
ପରମ୍ପରା ଅନୁଯାୟୀ ଏହି ସମୟରେ ପୁରୀ ଜିଲ୍ଲାର ବ୍ରହ୍ମଗିରିସ୍ଥିତ ପ୍ରସିଦ୍ଧ ଅଲାରନାଥଙ୍କୁ ଦର୍ଶନ କରିବା ଲାଗି ଭକ୍ତମାନେ ଯାଇଥାନ୍ତି
ବିହାର ଇଲେକସନ୍ ଇତିମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି
ଏବଂ ଏସିଆକପ୍ ସୁପରଫାର ପର୍ଯ୍ୟାୟରେ ଭାରତବାଂଲାଦେଶ ମଧ୍ୟରେ ମୁକାବିଲା ହେବ
ଏକ
ସେହିଭଳି ଏହି ବୈଠକରେ ଦୁର୍ଘଟଣାପ୍ରବଣ ସ୍ପଟ୍ ଚିହ୍ନଟ କରିବାକୁ ଇଞ୍ଜିନିୟରିଂ ପୂର୍ଭ ଗ୍ରାମ୍ୟ ଉନ୍ନୟନ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି
ୟୁପି ହୋମଗାର୍ଡ ଗୃହରକ୍ଷୀମାନଙ୍କ ବେତନ ଦୁର୍ନୀତିରେ ଉତ୍ତର ପ୍ରଦେଶ ପୁଲିସ୍ ଲକ୍ଷ୍ନୌ ଡିଷ୍ଟ୍ରିକ୍ଟ କମାଣ୍ଡାଣ୍ଟ୍ କେଏସ୍ ପାଣ୍ଡେଙ୍କୁ ଗିରଫ କରିଛି
ଚାରି
ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଖଣ୍ଡପୀଠ ଗତକାଲି ପାଞ୍ଚ ଜଣ ବିଦ୍ରୋହୀ ବିଧାୟକଙ୍କ ସମେତ ପୂର୍ବରୁ ଆବେଦନ କରିଥିବା ନଅ ଜଣ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବାକୁ ରାଜି ହୋଇଥିଲେ
କୃଷକଙ୍କ ସ୍ାର୍ଥକୁ କେନ୍ଦ୍ର ସରକାର ସର୍ବାଧୂକ ଗୁରୁତ୍ବ ଦେଉଥିବା ସେ କହିଛନ୍ତି
ବ୍ୟାଙ୍କର ନଗଦ ସମସ୍ୟା ଏବେ ନାହିଁ
ନଅ
ଆସନ୍ତା ଡିସେମ୍ବର ସାତ ତାରିଖରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ
ପଚିଶି ଜଣ ସଦସ୍ୟମାନଙ୍କ ମଧ୍ୟରୁ ଊଣାଇଶ ଜଣ ସଦସ୍ୟଙ୍କୁ ଲଟେରୀ ବ୍ୟବସ୍ଥା ମାଧ୍ୟମରେ ସାମ୍ବାଦିକମାନେ ବାଛିଥିଲେ
ବାରାକ ଉପତ୍ୟକାର ବନ୍ୟା ପରିସ୍ଥିତିରେ ବର୍ତ୍ତମାନ ଉନ୍ନତି ଆସିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି
ବୈତରଣୀ ବନ୍ୟା ରାଜ୍ୟରେ ଚାରି ଟି ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପାଇଁ ସତର୍କ ସୂଚନା ଜାରି କରାଯାଇଛି
ଅନ୍ୟ ସଦସ୍ୟମାନେ ମଧ୍ୟ ଏହିଭଳି ଦାବି ଉପସ୍ଥାପନ କରିଥିଲେ
ସେହିଭଳି କଂଗ୍ରେସ ରାହୁଳ ଗାନ୍ଧୀ ସୋନିଆ ଗାନ୍ଧୀ ଓ ଅନ୍ୟାନ୍ୟ ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରୁଥିବା ଜଣାପଡ଼ିଛି
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ୟାଙ୍କ ଋଣ ପରିଶୋଧକୁ ନିଶ୍ଚିତ କରିବା ସକାଶେ ନୂଆ ନିୟମ ପ୍ରଣୟନ କରିବା ପାଇଁ ନୀତି ଆୟୋଗ ଆହ୍ମାନ ଜଣାଇଛି