audio
audioduration (s)
0.14
10.9
sentence
stringlengths
2
240
ଦିନେ ସେ ଗୋଟେ ଉପାୟ ଭାବି ତା’ କ୍ଷେତ କଡ଼କୁ ଲଗାଇ ଗୋଟେ ନାଳ ଖୋଳିଲା
ଓସ୍କାର ପୁରସ୍କାର ପାଇଥିବା ଲାଇଫ୍ ଅଫ୍ ପାଇ ଚଳଚ୍ଚିତ୍ରରେ ମଧ୍ୟ ପଣ୍ଡିତ ଯଶରାଜ କଣ୍ଠଦାନ କରିଥିଲେ
ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରେ କୁହାଯାଇଛି ମାଲ୍ୟାଙ୍କର ପ୍ରତ୍ୟାର୍ପଣ ପାଇଁ କିଭଳି ଶୀଘ୍ର ଆଇନ୍ଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ତାହାକୁ ଭାରତ ଅପେକ୍ଷା କରିଛି
ଏବଂ ହୀରାକୁଦ ଜଳଭଣ୍ଡାରରୁ ନଅ ଟି ଗେଟ୍ ଦେଇ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ
ସେହିଭଳି ଭବିଷ୍ୟତରେ ଯାତ୍ରା ଲାଗି ବ୍ୟବହାର ହେବାକୁ ଥିବା ଛତିଶି ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ଊଣାଇଶ ଶହଟି ଇଟିକେଟ୍କୁ ଜବତ କରାଯାଇଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସଂସଦରେ ସମସ୍ତ ପ୍ରସଙ୍ଗ ଆଲୋଚନା କରିବାକୁ ସରକାର ଆଗ୍ରହୀ
ଚଳିତବର୍ଷ ରାଜ୍ୟରେ ସ୍ାଭାବିକ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି
ଏସ୍ସିଫାର୍ମ ଲ ସୁପ୍ରିମ୍କୋର୍ଟ ତିନୋଟି ଯାକ କୃଷି ଆଇର କାର୍ଯ୍ୟକାରିତା ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ସୁଗିତାଦେଶ ଲାଗୁ କରିଛନ୍ତି
ରାଜା ସିପାହୀଙ୍କୁ ଧରି ଆଣିଲେ
ଏଣିକି ବିଦ୍ୟାଳୟରେ ଶତପ୍ରତିଶତ ଉପସ୍ଥାନ ରହିଲେ ପଞ୍ଚାୟତକୁ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି
ନୂଆଦିଲ୍ଲୀରେ ଥିବା ଇଗ୍ନର ମୁଖ୍ୟ କାର୍ଯ୍ୟାଳୟ ସମେତ ସାରା ଦେଶରେ ଥିବା ସତଷଠି ଆଞ୍ଚଳିକ କେନ୍ଦ୍ରରେ ଏହି ଉତ୍ସବ ଅନୁଷ୍ଠିତ ହେବ
ଏସି ନିର୍ଭୟା ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ
ନିଉୟର୍କରେ ଜାତିସଂଘ ସାଧାରଣ ପରିଷଦର ତେସ୍ତରୀ ତମ ଅଧିବେଶନ ଅନୁଷ୍ଠିତ ହେବା ସମୟରେ ଦକ୍ଷିଣ ଏସୀୟ ଦେଶଗୁଡ଼ିକର ବୈଦେଶିକମନ୍ତ୍ରୀମାନଙ୍କର ଏହି ବୈଠକ ଅନୁଷ୍ଠିତ ହୋଇଥିଲା
ଏଥିସହିତ ଭାରତ କୋଭିଡରୁ ଆରୋଗ୍ୟଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ରେ ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛି
ନୂଆଦିଲ୍ଲୀରେ ବିଶ୍ ଏଡ୍ସ ଦିବସ ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସ୍ାସ୍ଥ୍ୟମନ୍ତ୍ରୀ ଏହା କହିଛନ୍ତି
ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧୂକ ଏକ ଶହେ ଜଣ ଲୋକଙ୍କୁ ଟିକା ଦିଆଯିବ
ଶ୍ରୀ କୋବିନ୍ଦ କହିଛନ୍ତି ନୂଆ ଶିକ୍ଷାନୀତିର ଫଳପ୍ରଦ କାର୍ଯ୍ୟକାରିତା ଦ୍ାରା ଶିକ୍ଷାକ୍ଷେତ୍ରରେ ଭାରତର ପୁରାତନ ଗୌରବ ଫେରିଆସିବ ବୋଲି ତାଙ୍କର ବିଶ୍ବାସ ରହିଛି
କରୋନା ଓଡ଼ିଶା ରାଜ୍ୟରେ ଗତକାଲି ଏକ ଶହେ ଛଅ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି
ଦେଶରେ ବଡ଼ ବଡ଼ ମୌଳିକ ଢାଞ୍ଚା ବିକାଶ ପ୍ରକଳ୍ପ ଗୁଡ଼ିକ ପାଇଁ ଏହା ଦୀର୍ଘକାଳୀନ ଋଣ ଯୋଗାଇବାର ଆଶା କରାଯାଉଛି
ଏହି ସବୁ ଜିଲ୍ଲାଗୁଡିକ ହେଲା କଟକ ଜଗତସିଂହପୁର କେନ୍ଦ୍ରାପଡା ଭଦ୍ରକ ନୟାଗଡ ଖୋର୍ଦ୍ଧା ବୌଦ୍ଧ କନ୍ଧମାଳ ଓ ରାୟଗଡା
ସୂଚନାଯୋଗ୍ୟ ଏହି ପ୍ରକାରର ସୂର୍ଯ୍ୟପରାଗ ପୂର୍ବରୁ ଦୁଇ ହଜାର ଷୋହଳ ସେପ୍ଟେମ୍ବର ଏକ ଓ ଦୁଇ ହଜାର ଊଣାଇଶ ସେପ୍ଟେମ୍ବର ଛବିଶି ରେ ଦେଖୁବାକୁ ମିଳିଥିଲା
ରାଜ୍ୟରେ ଆଉ ତିନି ଶହେ ପାଞ୍ଚ କରୋନା ଆକ୍ରାନ୍ତ ଚିହ୍ନଟ ଦେଶରେ କରୋନା ଆରୋଗ୍ୟ ହାର ପଞ୍ଚାନବେ ଦଶମିକ ଅନେଶତ ପ୍ରତିଶତକୁ ବୃଦ୍ଧି
କହିବାକୁ ଗଲେ ରେଡିଓ କଳେବରରେ ପରିବର୍ତ୍ତନ ହୋଇଛି
ସୋମବାର ଦିନ ଦଣ୍ଡବିଧାନ ରାୟ ପ୍ରକାଶ କରାଯିବ
ଭାରତପର୍ବ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ପ୍ରଦର୍ଶିତ କରୁଥିବା ଭାରତପର୍ବର ଚତୁର୍ଥ ସଂସ୍କରଣ ଗତକାଲିଠାରୁ ଦିଲ୍ଲୀର ଲାଲକିଲ୍ଲାଠାରେ ଆରମ୍ଭ ହୋଇଛି
କୌଣସି ସଙ୍ଗଠନକୁ ଆତଙ୍କବାଦୀ ଘୋଷିତ କରିବା ପରେ ସେମାନେ ବର୍ତ୍ତମାନର ସଙ୍ଗଠନ ବନ୍ଦ କରି ଅନ୍ୟ ସଙ୍ଗଠନ ଖୋଲି ଦେଉଛନ୍ତି
ପାର୍ବଣର ପଞ୍ଚମୀ ତିଥିରେ ମା ଉଗ୍ରତାରାଙ୍କୁ ଭକ୍ତମାନେ ସ୍କନ୍ଧମାତା ବେଶରେ ଦେଖୁବାର ସୁଯୋଗ ପାଇଥିଲେ
ଆସନ୍ତା ନଅ ଓ ନଅ ତାରିଖରେ ଦୁଇଦିନିଆ ଗସ୍ତରେ ଆସିବେ ରଞ୍ଜିତ କୁମାର ଓ ତୁଷାର ମେହେଟ୍ଟା
ଦଳର ପର୍ଯ୍ୟବେକ୍ଷକ ବେଣୁଗୋପାଳ ଏବଂ ଦଳର ରାଜ୍ୟ ପ୍ରଭାରୀ ଅଭିନାଶ ପାଣ୍ଡି ନବନିର୍ବାଚିତ ବିଧାୟକମାନଙ୍କ ସହ ବ୍ୟକ୍ତିଗତ ଭାବେ ବୈଠକ କରୁଛନ୍ତି
ହରମନପ୍ରିତ ତୃତୀୟ ସ୍ଥାନରେ ଅଛନ୍ତି
ଏସ୍ସି ମଦ୍ରାସା ସୁପ୍ରିମ୍କୋର୍ଟ ଆଜି ପଶ୍ଚିମବଙ୍ଗ ମଦ୍ରାସା ସେବା ଆୟୋଗ ଆଇନ ଦୁଇ ହଜାର ଆଠ କୁ କାଏମ୍ ରଖ୍ ରାଜ୍ୟର ମଦ୍ରାସାଗୁଡ଼ିକରେ ଶିକ୍ଷକମାନଙ୍କର ନିଯୁକ୍ତି ପାଇଁ ପଥ ଉନ୍ମକ୍ତ କରିଛନ୍ତି
ତେଣୁ ଏହାକୁ ବଂଚାଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଦୁଇ ହଜାର ତିନି ମସିହାଠାରୁ ଜିଲ୍ଲାରେ ମାଲ୍ୟବନ୍ତ ମହୋତ୍ସବ ପାଳନ କରାଯାଉଥିବା ବେଳେ ସରକାରଙ୍କ ପକ୍ଷରୁ ମଧ୍ୟ କଳାକାଳ ଭତା ପ୍ରଦାନ କରାଯାଉଛି
କଂଗ୍ରେସ ଦଳର ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ଜିତାଇବାପାଇଁ ଦଳର ବହୁ ବରିଷ୍ଠ ନେତା ରୋଡ୍ ଶୋ ଓ ଗ୍ୟାଲିରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି
ଏକ
ପରବର୍ତ୍ତୀ ବୈଠକ ଆସନ୍ତା ମାସ ଦୁଇ ତାରିଖରେ ାଘାଠାରେ କରାଯିବାକୁ ସହମତି ପ୍ରକାଶ ପାଇଛି
ସେହିପରି ଏକ ହଜାର ନଅ ଶହେ ଛୟାଅଶୀ ବ୍ୟାଚ୍ ଆଇପିଏସ୍ ଅଫିସର ବିଏସ୍କେ କୌମୁଦୀ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି
ଏହି ବୈଠକ ପାଇଁ ସମ୍ମିଳନୀ କକ୍ଷକୁ ସାନିଟାଇଜ୍ କରାଯାଇଛି
କ୍ରୀଡ଼ାମନ୍ତ୍ରୀ କଣ୍ଟିଲ ଶ୍ରୀ ରାଠୋର କହିଛନ୍ତି ଦେଶ ପାଇଁ ସେ ଗୌରବ ଅର୍ଜନ କରିଛନ୍ତି
ତେଣୁ ପେଟ୍ରୋଲ ଓ ଡିଜେଲ୍କୁ ଜିଏସ୍ଟି ପରିସରଭୁକ୍ତ କରାଗଲେ ଜନସାଧାରଣଙ୍କ ସମେତ ସବୁ ପକ୍ଷ ପାଇଁ ଶୁଭଙ୍କର ହେବ
ଭୁଟାନ୍ ପିଏମ୍ ଭୁଟାନ୍ ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟାଏ ସେହିଁ ଭାରତକୁ ଏକ ତିନିଦିନିଆ ସରକାରୀ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିବେ
ସୌମ୍ୟା ମିଶ୍ରଙ୍କୁ ଟ୍ରାଫିକ ଡିସିପି ଭାବେ ନୂତନ ନିଯୁକ୍ତି ଦିଆଯାଇଛି
ସ୍ାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ ଏହି କୋଗୁଡ଼ିକୁ ପାଇବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସକମାନଙ୍କୁ ରେଳବାଇକୁ ଅନୁରୋଧ କରିବାକୁ ପଡ଼ିବ
ଜଣେ ଆଇନଜ୍ଞ ଅର୍ଥଶାସ୍ତ୍ରୀ ରାଜନେତା ଓ ସମାଜ ସଂସ୍କାରକ ଭାବେ ଡକ୍ଟର ଆମ୍ବେଦକର ସମାଜରୁ ସାମାଜିକ ବିଭେଦ ଓ ଦୁର୍ବଳ ବର୍ଗର ଉନ୍ନତି ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ
ଗଞ୍ଜଇ ଚୋରାଚାଲାଣ ମାଲକାନଗିରି ଜିଲ୍ଲାର ମୁଦୁଲିପଡ଼ା ଥାନା ପୋଲିସ ଏକ ପିଆଜ ବୋଝେଇ ଟ୍ରକଦ୍ାରା ଗଞ୍ଜେଇ ଚୋରାଚାଲାଣ ବେଳେ ଟ୍ରକ ସହ ଆଠ କ୍ଲିଣ୍ଟାଲ ପନ୍ଦର କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ଏଥିରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି
କୌଣସି ପ୍ରକାର ଭସାଣି ସମାରୋହ ଉପରେ କଟକଣା ଜାରି କରାଯାଇଛି
ବାଙ୍ଗଲାଦେଶ ଦଳରେ ମହମୁଦୁଲ୍ଲାଙ୍କ ସ୍ଥାନରେ ସବିର ରହମାନ୍ ଖେଳୁଛନ୍ତି
ଯୋଗ ମଣିଷକୁ ସୁସ୍ଥ ଓ ନିରୋଗୀ ରଖୁଥାଏ
ବାଣୀବିହାର ଭୁବନେଶ୍ବରର ବାଣୀବିହାରସ୍ଥିତ ଉତ୍କଳ ବିଶ୍ବିଦ୍ୟାଳୟର ପରିସରରେ ଥିବା ପରିଜା ପାଠାଗାରର ଛାତ ଉପରକୁ ଚଢ଼ି ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଯୋଗୁଁ ଆଜି ପୁଲିସ୍କୁ ନାକେଦମ୍ ହେବାକୁ ପଡ଼ିଛି
ଏବଂ ଗୁଆହାଟୀଠାରେ ଚାଲିଥିବା ଚାଲିଥିବା ତୃତୀୟ ଖେଲୋ ଇଣ୍ଡିଆ ଯୁବ ପ୍ରତିଯୋଗିତାର କୁସ୍ତି ବିଭାଗରେ ହରିୟାଣା ଅଧ୍ବକ ପଦକ ହାସଲ କରିଛି
ଯେବେ ଠିକ ବୁଝି ଦେବୁ ତୋ ଚାଉଳ ଲୁଗା କିଛି ନେବୁଁ ନାହିଁ।
ଗତକାଲି ବିଜେପି ଦଳରୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସାଂସଦ ଅପରାଜିତା ଷଢ଼ଙ୍ଗୀ ପ୍ରମୁଖ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସପକ୍ଷରେ ପ୍ରଚାର କରିଥିଲେ
ଅନ୍ତର୍ଦ୍ଦେଶୀୟ ଜଳ ପରିବହନ ବିଭାଗ ନିର୍ଦ୍ଦେଶକ ଜଣାଇଛନ୍ତି ବାରାକ୍ ଉପତ୍ୟକାରେ ସବୁ ନଦୀର ଜଳସ୍ତର ବୃଦ୍ଧିପାଇବାରୁ ଡଙ୍ଗାସେବା ବାତିଲ କରାଯାଇଛି
ନୀତି ଆୟୋଗ ରିପୋର୍ଟ ନୀତି ଆୟୋଗ ଆଜି ନୂଆଦିଲ୍ଲୀରେ ସୁସ୍ଥ ରାଜ୍ୟ ପ୍ରଗତିଶୀଳ ଭାରତ ଦ୍ବିତୀୟ ରିପୋର୍ଟ ପ୍ରକାଶ କରିବ
ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ଅପରାଧୂକ ରେକର୍ଡ଼ ଦଳୀୟ େବସାଇଟରେ ଅପଲୋଡ୍ କରିବାକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୟାଗରାଜଠାରେ ବରିଷ୍ଠ ଦିବ୍ୟାଙ୍ଗ ଜନମାନଙ୍କୁ ସହାୟତା ଉପକରଣ ବଣ୍ଟନ କରିଛନ୍ତି
ଭାରତୀୟ ବଜାରର ଉତ୍ତାନ ପାଇଁ ଆର୍ଥିକ ଓ ପୁଞ୍ଜିବଜାରର ପ୍ରତିନିଧିମାନେ ବହୁ ପ୍ରସ୍ତାବ ଉପସ୍ଥାପନ କରିଥିଲେ
ଏଣେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କ୍ରମଶଃ ଜୋରଦାର
ଜେକେଡିଜିପି ଜାମ୍ମୁ କାଶ୍ମୀରର ପୁଲିସ୍ ମହାନିର୍ଦ୍ଦେଶ ଏସ୍ପି ବୈଦ୍ୟ କହିଛନ୍ତି ରାଜ୍ୟର ପୁଲିସ୍ ବାହିନୀ ବର୍ଷବର୍ଷ ଧରି ପରୋକ୍ଷ ଯୁଦ୍ଧ ଚଳାଇଛି
କଂଗ୍ରେସ ମଧ୍ୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସଙ୍ଗୀତ ଅବ ହୋଗା ନ୍ୟାୟ ଜାରି କରିଛି
ରାଜ୍ୟରେ ଆଜି ଆଉ ଷୋହଳ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି
ଶ୍ରୀ ମୋଦି କହିଥିଲେ ସାମ୍ପ୍ରତିକ ବାସ୍ତବତାକୁ ପ୍ରତିଫଳନ କରୁଥିବା ସଂଶୋଧିତ ବହୁପାକ୍ଷିକ ନୀତିର ଆବଶ୍ୟକତା ଉପରେ ଭାରତ ଜି କୋଡିଏ ଶୀର୍ଷ ସମ୍ମିଳନୀରେ ଆଲୋକପାତ କରିବ
ଅନ୍ୟ କୌଣସି ମୁଦ୍ରା ଦେଲେ ଚଳିବନାହିଁ
ଷଷ୍ଠ ଭାରତଜାପାନ ସମ୍ମିଳନୀରେ ଭର୍ତ୍ତୃଆଲ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ ଅର୍ଥନୈତିକ ଅଭିବୃଦ୍ଧି ମାତ୍ର ଅଳ୍ପକିଛି ଦେଶ ଦ୍ବାରା ସମ୍ଭବ ହେବନାହିଁ
ଲଡାଉନ୍ଅମିତ ଶାହା ଲଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ନିମନ୍ତେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି
ସେ କହିଛନ୍ତି ଭାରତକୁ ଏକ ଉନ୍ନତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୋଗାଯୋଗ ହେଉଛି ମୂଳମନ୍ତ୍ର
ସେ କହିଛନ୍ତି ନିଜର ବହୁମୂଖୀ ବ୍ୟକ୍ତିତ୍ ଯୋଗୁ ବାଜପେୟୀ ଜନସାଧାରଣଙ୍କ ନିକଟତର ହୋଇପାରିଥିଲେ
ବନ୍ୟା କ୍ଷୟକ୍ଷତି ବୈତରଣୀ ନଦୀର ଶାଖାନଦୀର ବନ୍ୟା ଜଳ ମାଡ଼ିଯିବାରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି
ଗତକାଲି କୋହିମାଠାରେ ବରିଷ୍ଠ ବିଜେପି ନେତା ତଥା ଉତ୍ତର ପୂର୍ବାଞ୍ଚଳ ଗଣତାନ୍ତ୍ରିକ ମେଣ୍ଟ ନେତା ହେମନ୍ତ ବିଶ୍ ଶର୍ମା ନେତା ନେଇଫିଉ ରିଓଙ୍କୁ ଭଟିବା ପରେ ଏହା କହିଛନ୍ତି
ଲଦାଖର ଛାତ୍ରଙ୍କ ପାଇଁ ଉଦିଷ୍ଟ ଆସନ ଗୁଡିକ ମଧ୍ୟ ପୂର୍ବପରି ବଳବତ୍ତର ରହିବ
ନିଶାରେ ଲୋକଟିର ପାଦ ଟଳମଳ ହେଉଥିଲା
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଆଫ୍ରିକୀୟ ରାଷ୍ଟ୍ର ବେନିନ୍ର ରାଷ୍ଟ୍ରପତିଙ୍କ ସହ ସେଠାକାର ରାଜଧାନୀ କୋଟନୁଠାରେ ଆଲୋଚନା କରିବେ
ସେହିପରି ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ପିଆଜ ଦର ଆକାଶଛୁଆଁ ହୋଇଛି
ଦୁର୍ବିପାକ ପରିଚାଳନା କ୍ଷେତ୍ରରେ ବିଶ୍ବସ୍ତରୀୟ ବିଶେଷ ଜ୍ଞାନ ଉପଯୋଗ କରିବାପାଇଁ ସେ ପରାମର୍ଶ ଦେଇଛନ୍ତି
ଗତ ଜୁନ୍ ମାସ ଏପର୍ଯ୍ୟନ୍ତ ବିଶ୍ବର ସବୁଠୁ ଅଧୁକ ଗରମ ମାସ ଭାବେ ରେକର୍ଡ ହୋଇଛି
ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ରବିନ୍ଦ୍ର ଭଟ୍ଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି
ଏହି ନଦୀଗୁଡ଼ିକ ହେଲା ବାଙ୍କା ଖରି ଗଙ୍ଗୁର ଜମୁନା ଓ ସରସ୍ବତୀ
ସେମାନଙ୍କ ମଧ୍ୟରେ ପାଞ୍ଚ ହଜାର ଏକାଅଶୀ ଜଣ ସଂକ୍ରମିତ ସଙ୍ଗରୋଧରୁ ଚିହ୍ନଟ ହୋଇଥିବାବେଳେ ବାକି ତିନି ହଜାର ଆଠ ଶହେ ତେତିଶି ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି
ରାଜକଟ୍ ମାନିଫେଷ୍ଟା ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ତାର ଇସ୍ତାହାର ପ୍ରକାଶ କରିଛି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖୁଛନ୍ତି
ଘଣାପେଡ଼ା ରାଶି ତେଲରେ ବେଣାଚେର ମାଳତି କିଆ କେତକି ବଉଳଫୁଲ କୃଷ୍ଣଭୋଗ ଓ ଧାନରେ ଏହି ତେଲ ପ୍ରସ୍ତୁତ କରାଯାଇଥାଏ
ଫୁଟବଲ୍ ଭାରତ କେନିଆକୁ ତିରିଶି ରେ ହରାଇ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଛି
ଡାକସେବା ରାଜ୍ୟର ନକ୍ସଲ ପ୍ରଭାବିତ ଜିଲ୍ଲାରେ ଏକ ଶହେ ତେତିଶି ଟି ଶାଖା ଡାକଘର ଖୋଲାଯିବ ଏବଂ ଆସନ୍ତାବର୍ଷ ମାର୍ଚ୍ଚମାସ ସୁଦ୍ଧା ଏଗୁଡ଼ିକ କାର୍ଯ୍ୟକ୍ଷମ ହେବ
ଏଭଳି କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ଜାରୀ ରହିବ ବୋଲି ଡାକଘର ତରଫରୁ ସୂଚନା ମିଳିଥିବାବେଳେ ସ୍ଚ୍ଛ ପରିବେଶ ହିଁ ଉତ୍ତମ ସ୍ାସ୍ଥ୍ୟର ମୁଖ୍ୟ କାରଣ ବୋଲି କର୍ମଚାରୀମାନେ ବାର୍ତ୍ତା ଦେଇଥିଲେ
ପୁଲିସ ଗତକାଲି ତାଙ୍କୁ କୋଟାୟାମ୍ ନେଇଯାଇଛି
ମନ୍ତ୍ରଣାଳୟ କହିଛି ଏଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରଗୁଡ଼ିକର ଯୋଗାଣ ସହିତ ସୀମାନ୍ତରେ ପହରା ଦେଉଥିବା ଯବାନମାନଙ୍କର ମନୋବଳ ଓ ସେମାନଙ୍କର ଲଢୁଆ କ୍ଷମତା ବୃଦ୍ଧି ପାଇବ
ଏହାକୁ ମିଶାଇ କରୋନାଜନିତ ମୃତ୍ୟୁସଂଖ୍ୟା ଏକ ହଜାର ଚାଳିଶି କୁ ବୃଦ୍ଧି ପାଇଛି
ପ୍ରଥମ ଭାଗ ସର୍ବେକ୍ଷଣ ସମ୍ପୂର୍ଣ୍ଣ ହୋଇଥିବାବେଳେ ଦ୍ବିତୀୟ ଭାଗ ସର୍ବେକ୍ଷଣ ବର୍ଭମାନ ଚାଲିଛି
ଏହା ପୂର୍ବରୁ କଟକ ଏସସିବି ଭୁବନେଶ୍ର କ୍ୟାପିଟାଲ ହସ୍ପିଟାଲ ଏବଂ ରାଉରକେଲା ଆଇଜିଏଚ୍ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କର ଆରମ୍ଭ ହୋଇଥିଲା
ସେ କହିଛନ୍ତି ଧୁରୀ ଜିଲ୍ଲାର ଫୁଲବାରୀଠାରେ ଏସିଆର ଦୀର୍ଘତମ ପୋଲ ନିର୍ମାଣ କରାଯିବ ଏବଂ ଏଥିପାଇଁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ଚାଳିଛି
ଗତକାଲି ପାକିସ୍ତାନ ସେନାବାହିନୀ କହିଥିଲା କର୍ଲାରପୁର ସାହିବ ଗସ୍ତ କରୁଥିବା ଭାରତୀୟ ତୀର୍ଥଯାତ୍ରୀମାନଙ୍କୁ କର୍ଭାରପୁର କରିଡର ବ୍ୟବହାର କରିବା ପାଇଁ ପାସ୍ପୋର୍ଟ ଆଣିବା ଜରୁରୀ
ସେ ମଧ୍ୟ ସେଠାରେ ବସବାସ କରୁଥିବା ଭାରତୀୟମାନଙ୍କୁ ସମ୍ବୋଧିତ କରିବେ
କେଇ ମାସ ତଳେ ସେ ସଂଯୁକ୍ତ ଆରବ ଏମିରେଟକୁ ଖସି ପଳାଇ ଯାଇଥିଲା
ଏପର୍ଯ୍ୟନ୍ତ କଂଗ୍ରେସ ପାର୍ଟି ଦୁଇ ଶହେ ବାଷଠି ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛି
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ କେନ୍ଦ୍ର ସରକାର ଏହା ଉପରେ ତୀକ୍ଷ୍ଣ ନଜର ରଖୁଛନ୍ତି
ଅନ୍ୟ ତିନି ଟି ପ୍ରକଳ୍ପ ସାହିଦ୍ଗଞ୍ଜ ହଳଦିଆ ଓ ଗାଜିପୁରଠାରେ ନିର୍ମିତ ହେଉଛି
ଭୋଟରମାନେ ଜରିଆରେ ନିର୍ବାଚନ ଆଚରଣବିଧି ଲଙ୍ଘନ ଓ ଅର୍ଥ ବଣ୍ଟନ ଆଦି ବିଷୟରେ ଅଭିଯୋଗ କରିପାରିବେ
ଚୀରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଝିଟ୍ କରି କୁହାଯାଇଛି ଦୁଇ ଦେଶର ସେନାବାହିନୀ ମଧ୍ୟରେ ସମ୍ପର୍କକୁ ଅଧୁକ ସୁଦୃଢ଼ କରିବା ପାଇଁ ଏହିଭଳି ମିଳିତ ସାମରିକ ଅଭ୍ୟାସ ଅନୁଷ୍ଠିତ ହେଉଛି
ନଅ
ଅନ୍ୟପକ୍ଷରେ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ପରୀକ୍ଷାଗାରରେ ଅଠଷଠି ଲକ୍ଷ ବୟାଅଶୀ ହଜାର ପାଞ୍ଚ ଶହେ ଏକାବନ ଟି କରୋନା ନମୁନା ପରୀକ୍ଷା ହୋଇଥିବା ଜଣାପଡିଛି
ପୁରୀ ଜିଲ୍ଲାରୁ ସର୍ବାଧକ ତେର ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ ଓ ସମ୍ବଲପୁରରୁ ନଅ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି