idx
int64
0
998k
src
stringlengths
5
2.2k
tgt
stringlengths
5
2.02k
200
The tax is lower for petrol vehicles than for diesel vehicles.
ଡିଜେଲ୍ କାରଗୁଡ଼ିକ ଅପେକ୍ଷା ପେଟ୍ରୋଲ୍‌ ଚାଳିତ କାର୍‌ଗୁଡିକର ଦାମ୍‌ ଅଧିକ।
201
Pollution is increasing not only in Delhi but also in NCR.
କେବଳ ଦିଲ୍ଲୀ ନୁହେଁ ଅନେକ ସ୍ଥାନରେ ପ୍ରଦୂଷଣ ସ୍ଥିତି ଗମ୍ଭୀର ହେବାରେ ଲାଗିଛି ।
202
Go out and see it.
ଦେଖିଚାହିଁ ବାହାରକୁ ଯାଆନ୍ତୁ।
203
The body has been sent to Capital Hospital for autopsy.
ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଛି ।
204
We are bringing in last mile connectivity to nearly 100,000 villages across the country.
ଅତିଶୀଘ୍ର ଆଉ ଏକ ଲକ୍ଷ ଗ୍ରାମକୁ ଏହା ସଂଯୋଗ ହେବ ।
205
What did Congress leaders say?
ଜାଣନ୍ତୁ କ’ଣ କହିଲେ କଂଗ୍ରେସ ଅଧ୍ୟକ୍ଷ?
206
Based on the doctors complaint, police filed a case and arrested the accused.
ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରିଛି ।
207
But, more awareness is needed, said principals.
କିନ୍ତୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ବାଚସ୍ପତି ।
208
But the accused have not yet been granted punishment.
କିନ୍ତୁ ତାର ଦୋଷୀମାନେ ଏଯାଏଁ ଜେଲ୍ ଯାଇନାହାନ୍ତି ।
209
He has undergone a heart operation.
ତାଙ୍କ ହୃଦୟରେ ଅସ୍ତ୍ରୋପଚାର ହୋଇଛି ।
210
5 labourers hurt in roof collapse
ପାଚେରି ଭୁଶୁଡ଼ି ୫ ଶ୍ରମିକ ମୃତ
211
However, the police did not conduct the probe in this direction.
ମାତ୍ର ପୁଲିସ ବା କ୍ରାଇମବ୍ରାଞ୍ଚ ସେ ଦିଗରେ ତଦନ୍ତ କରିନଥିଲା।
212
He was later rushed to district hospital in a serious condition by cops.
ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।
213
The preparations are in the last stage.
ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ।
214
Who doesn't wants to look beautiful?
ସୁନ୍ଦର ଦେଖାଯିବାକୁ କିଏ ବା ପସନ୍ଦ ନକରିବେ!
215
What is the Dark Web?
ଡାର୍କ ୱେବ କଣ ?
216
Did he do nothing?
ସେ କ’ଣ କିଛି ଆଣି ନଥିଲେ?
217
District officials have been apprised of the matter on several occasions, but no action has been taken.
ବିଭାଗୀୟ ଅଧିକାରୀଙ୍କୁ ଏ ସଂପର୍କରେ ଅଞ୍ଚଳବାସୀ ଅନେକ ଥର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।
218
TPCI is expecting around 600 global buyers from 50 countries and over 350 Indian exporters and producers to participate at this World Food Supermarketin Indusfood-II being held on 14th 15thJanuary, 2019 in Greater Noida, NCR, Delhi.
ଟିପିସିଆଇର ଆଶା ରହିଛି କି ଦିଲ୍ଲୀର ଗ୍ରେଟର ନୋଇଡାରେ 2019 ଜାନୁଆରୀ 14-15କୁ ଆୟୋଜିତ ହେବାକୁ ଥିବା ବିଶ୍ୱ ଖାଦ୍ୟ ସୁପର ମାର୍କେଟ ଇଣ୍ଡସଫୁଡ-2ରେ 50ଟି ଦେଶର 600 ବୈଶ୍ୱିକ କ୍ରେତା ଏବଂ 350ରୁ ଅଧିକ ଭାରତୀୟ ନିର୍ଣ୍ଣାୟକ ଏବଂ ଉତ୍ପାଦକ ଭାଗ ନେବେ ।
219
All the shops []
ସମସ୍ତ ବିଗ୍ ବଜାର […]
220
Several BJP leaders and UP Chief Minister Yogi Adityanath had attended the function.
ତେବେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ବିଜେପିର ବହୁ ବରିଷ୍ଠ ନେତାମାନେ ସାମିଲ ଥିଲେ ।
221
DBS Bank's mobile-only service Digibank and Kotak Mahindra Bank's '811' digital bank account, which was launched last month, are two examples.
ଡିବିଏସ ବ୍ୟାଙ୍କର କେବଳ ମୋବାଇଲ ଫୋନରେ ମିଳୁଥିବା ସେବା ଡିଜିବ୍ୟାଙ୍କ ଓ ବିଗତ ମାସରୁ ଆରମ୍ଭ ହୋଇଥିବା କୋଟାକ ମହିନ୍ଦ୍ରା ବ୍ୟାଙ୍କର ୮୧୧ ଡିଜିଟାଲ ବ୍ୟାଙ୍କ ଥତା ଏହାର ଦୁଇଟି ଉଦାହରଣ ।
222
Neither the Congress nor the BJP will get majority.
ନା ବିଜେପି ନା କଂଗ୍ରେସ, କାହାରି ନିକଟତର ହେବ ନାହିଁ ଦଳ ।
223
Neither more nor less.
ବେଶି କି କମ୍ ନୁହେଁ ।
224
Along with India, Bahrain, Bangladesh, Fiji and Philippines had also staked a claim in the same regional group.
ଭାରତ ସହ ବାହାରିନ୍‌, ବାଂଲାଦେଶ, ଫିଜି ଏବଂ ଫିଲିପିନ୍‌ସ୍‌ ମଧ୍ୟ ଏହି ଆଞ୍ଚଳିକ ଦଳରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା।
225
The victim has been admitted to a hospital in critical condition.
ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
226
Qualification: The AM must possess at least a Bachelor's Degree in Commerce/ Accountancy/ Finance and Accounts or a closely related field from a recognized University/Institute.
ଯୋଗ୍ୟତା- ଯେକୌଣସି ବିଷୟରୋ ସ୍ନାତକ କରିବା ସହ ଆଡମିନିଷ୍ଟ୍ରେସନ୍/ଫାଇନାନ୍ସ/ଆକାଉଣ୍ଟ ଓ୍ୱାର୍କ/ଇଞ୍ଜିନିୟରିଂ ତଥା ଟେକ୍ନିକାଲ ଓ୍ୱାର୍କ ରେ ଅତିକମରେ ଗୋଟିଏ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
227
And he had in his right hand seven stars: and out of his mouth went a sharp twoedged sword: and his countenance was as the sun shineth in his strength.
ସେ ତାହାଙ୍କ ଡାହାଣ ହାତ ରେ ସାତାଟେି ନକ୍ଷତ୍ର ଧରିଥିଲେ। ତାହାଙ୍କ ମୁଖ ଭିତରୁ ତୀକ୍ଷ୍ଣ ଦୁଇଧାର ୟୁକ୍ତ ଖଡ୍ଗ ବାହାରି ଆସିଲା। ସେ ମଧ୍ଯାହ୍ନ ସୂର୍ୟ୍ଯଭଳି ତଜେୋମୟ ଦଖାଯାେଉଥିଲେ।
228
Average Write Rate:
ତାପଜ କଠୋରତା ହାର
229
The video has also gone viral on social media.
ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
230
Cancer: Family life will be happy.
କର୍କଟ : ପରିବାରରେ ଶାନ୍ତି ମିଳିବ ।
231
About { -brand-full-name }
{ -brand-full-name } ବିଷୟରେ
232
Some have been noticed, while the rest may not have been noticed.
କିନ୍ତୁ ଗୋଟିଏ ମହତ୍ୱପୂର୍ଣ୍ଣ କଥା ହେଉଛି ।
233
New airports at difficult terrains, the trains that have reached for the first time in the tribal belts and remote areas of the north eastern India, the rural roads and the Grand National Highways and the network of expressway have become an identity of our government.
ଦୁର୍ଗମ ସ୍ଥାନ ମାନଙ୍କରେ ନୂଆ-ନୂଆ ବିମାନବନ୍ଦର, ଆଦିବାସୀ କ୍ଷେତ୍ର, ଉତ୍ତର-ପୂର୍ବର ଦୂର ଦୂରାନ୍ତର ଅଞ୍ଚଳରେ ପ୍ରଥମ ଥର ପାଇଁ ପହଞ୍ଚୁଥିବା ଟ୍ରେନ, ଗ୍ରାମୀଣ ସଡ଼କ ଏବଂ ରାଜକୀୟ ଜାତୀୟ ରାଜପଥ, ଏକ୍ସପ୍ରେସ୍ ୱେର ଜାଲ, ଏହା ଆମ ସରକାରଙ୍କର ପରିଚୟ ହୋଇ ଯାଇଛି ।
234
The State Chief Electoral Officers Office has started preparations for upcoming general elections.
ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି।
235
Test records
ଟେଷ୍ଟ ରେକର୍ଡ ସବୁ
236
In Gujarat it is 26 per cent.
ଭାଗ ରହିଥିବା ବେଳେ ଗୁଜୁରାଟର ହାର ୨୬ ପ୍ରତିଶତ ରହିଛି ।
237
The locals rioted.
ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ।
238
The police administration has made strict security arrangements.
ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।
239
The passengers were scared.
ଯାତ୍ରୀମାନେ ଏହି ଘଟଣାରେ ଭୟଭୀତ ହୋଇପଡିଥିଲେ ।
240
The injured persons were admitted to hospital.
ଆହତ ମାନଙ୍କୁ ବଡ଼ଗାଁ ହସପିଟାଲ ରେ ଭର୍ତି କରାଯାଇଛି ।
241
The Conference was attended by 200 participants from all over the country from various research establishments.
ଏହି ସମ୍ମିଳନୀରେ ଦେଶର ବିଭିନ୍ନ ଭାଗର ଅନେକ ପ୍ରତିଷ୍ଠାନ ତଥା ଗବେଷଣାଗାରର 200 ରୁ ଉର୍ଦ୍ଧ୍ଵ ପ୍ରତିନିଧି ଯୋଗ ଦେଇଥିଲେ ।
242
Preparations for this have begun.
ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ କ୍ଷୀପ୍ରଗତିରେ ଆଗେଇ ଚାଲିଛି।
243
But above all things, my brethren, swear not, neither by heaven, neither by the earth, neither by any other oath: but let your yea be yea. and your nay, nay. lest ye fall into condemnation.
"ମାେ ଭାଇ ଓ ଭଉଣୀମାନେ ! ମନରେଖ ଯେ କୌଣସି ପ୍ରତିଜ୍ଞା କଲା ବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ବପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ଯ ବୋଲି ପ୍ରମାଣିତ କରିବା ପାଇଁ ସ୍ବର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। ""ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ଯସ୍ତ ହବେ ନାହିଁ।"""
244
That furthered the doubts.
ଯାହା ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି ।
245
But theres one condition.
କିନ୍ତୁ ଏଥିପାଇଁ ଏକ ସର୍ତ୍ତ ରହିଛି।
246
Talks also focussed on the various problems of women.
ଏଥିରେ ମହିଳାମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା…
247
No action has been taken by the administration.
ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା ।
248
We have a robust National Biodiversity Strategy.
ଆମର ଏକ ବଳିଷ୍ଠ ଜାତୀୟ ଜୈବ ବିବିଧତା ରଣନୀତି ରହିଛି ।
249
The incident took place in south Kashmirs Pulwama.
ଦକ୍ଷିଣ କଶ୍ମୀର କୁଲଗାମରେ ଏହି ଘଟଣା ଘଟିଛି ।
250
The Union Cabinet, chaired by the Prime Minister Shri Narendra Modi has approved the signing of Memorandum of Understanding (MoU) between India and Bulgaria for strengthening cooperation in the field of Tourism.
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ବୁଲଗେରିଆ ମଧ୍ୟରେ ବୁଝାମଣା (ଏମଓୟୁ) ସ୍ୱାକ୍ଷର କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
251
The incident has triggered fear in the area.
ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
252
All eyes are on him.
ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
253
Many people responded to the post.
ଏହି ପୋଷ୍ଟରେ ଅନେକ ଲୋକଙ୍କ ପ୍ରତିକ୍ରିୟା ଆସିଛି।
254
Some others doubt it, though.
ଅନ୍ୟ କେତେକ ଲୋକ ଏହାକୁ ବଳି ବୋଲି ସନ୍ଦେହ କରୁଛନ୍ତି।
255
Shahrukh Khan co-starred in the film.
ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ କିଙ୍ଗ ଖାନ ଶାହରୁଖ।
256
Big loss for India!
ଭାରତର ବିରାଟ ପରାଜୟ !
257
Hence, the state government should give more importance to it, he said.
ତେଣୁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀ ଶତପଥୀ ।
258
There are scientific reasons for this.
ଏହାର ଅନେକ ବୈଜ୍ଞାନିକ କାରଣ ମଧ୍ୟ ଅଛି।
259
Selection Process: Written Test
ଚୟନ ପ୍ରକ୍ରିୟା : ଲିଖିତ ପରୀକ୍ଷା ଆଧାର ପରେ ସ୍କିଲ ଟେଷ୍ଟ
260
He was working in a private hospital there.
ଘରୋଇ ହସ୍ପିଟାଲରେ କାମ କରୁଥିଲା।
261
India has a set opening pair in Rohit Sharma and Shikhar Dhawan.
ଭାରତ ପାଖରେ ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କ ରୂପରେ ଦୁଇ ଜଣ ଦୁର୍ଦ୍ଧର୍ଷ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅଛନ୍ତି।
262
Rain is expected to continue for two more days.
ଆଗକୁ ଆଉ ଦୁଇ ଦିନ ବର୍ଷା ହେବାକୁ ଥିବାରୁ ଧାନ ଗଛ ସଢ଼ିବା ଥୟ।
263
For Mordecai was great in the king's house, and his fame went out throughout all the provinces: for this man Mordecai waxed greater and greater.
କାରଣ ମର୍ଦ୍ଦଖଯ ରାଜଗୃହ ମଧିଅରେ ଶକ୍ତିଶାଳୀ ଥିଲା ଓ ତାହାର ୟଶ ସର୍ବପ୍ରଦେଶ ରେ ପ୍ରଗ୍ଭରିତ ହେଲା ଏବଂ ମର୍ଦ୍ଦଖଯ ଲଗାତର ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିଲା।
264
But he did perform.
ସେ କିନ୍ତୁ ଜବରଦସ୍ତ ପ୍ରଦର୍ଶନ କଲେ।
265
This has raised the concern of the administration.
ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇପଡ଼ିଥିଲା ।
266
The police have registered a case based on the complaint given by the girl.
ଯୁବତୀ ଅଭିଯୋଗ ଆଧାରରେ ପୋଲିସ ସାନି ମାମଲା ରୁଜୁ କରିଛି।
267
It is suspected that the woman was murdered after rape.
ପାରିପାର୍ଶ୍ୱିକ ସ୍ଥିତିରୁ ଯୁବତୀକୁ ଧର୍ଷଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
268
I learnt music from him.
ମୁଁ ତାଙ୍କଠାରୁ କିଛି ସଂଗୀତ ଶିଖିଥିଲି।
269
However, there was no improvement in his health condition.
ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।
270
Between Two Friends
ଦୁଇ ବନ୍ଧୁଙ୍କ ମଧ୍ଯରେ
271
Investigation in this regard has started.
ଏ ନେଇ ଅନୁସନ୍ଧାନ ଆରମ୍ଭ ହୋଇଛି।
272
What Is Happening?
ରଥକାଠ ହୁଏ କ’ଣ?
273
He was later shifted to SCB Hospital Cuttack after his condition deteriorated.
ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
274
The unit costs of one battery of cages consisting of twenty four grow-out and four rearing cages along with floating raft and storage shed would be about 50 lakh.
ଏହି ପିଞ୍ଜରା ସମୁହର ଗୋଟିଏ ୟୁନିଟ୍ ରେ 4 ଗୋଟି ପାଳନ ପିଞ୍ଜରା, 24 ଗୋଟି ବଢିବା ପିଞ୍ଜରା ଏବଂ ଏକ ଭାସମାନ ଭେଳା ଓ ଏକ ଭଣ୍ଡାର ଘରକୁ ନେଇ ଗଠିତ ହେବ ।
275
With this money, they bought land in Titwala.
ଏହି ଟଙ୍କାରେ ସେ ତିରୁଅନନ୍ତପୁରମରେ ଜମି କିଣିଥିଲେ।
276
Both teams are on an unbeaten run of four games.
ଚାରିଟି ମ୍ୟାଚ୍ ବିଶିଷ୍ଟ୍ ଏହି ସିରିଜ୍ରେ ଏବେ ଉଭୟ ଦଳ ବରାବର ସ୍ଥିତିରେ ରହିଛନ୍ତି।
277
He had subsequently resigned.
ଏହାପରେ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ।
278
Delay in seconds until showing the next image
ପରବର୍ତ୍ତୀ ଚିତ୍ର ପ୍ରଦର୍ଶିତ କରିବା ଆଗରୁ କିଛି ସେକେଣ୍ଡ ବିଳମ୍ବ କରନ୍ତୁ।
279
But that is totally wrong.
କିନ୍ତୁ ଏହା ପ୍ରକୃତରେ ଭୁଲ୍ ।
280
%1$S points to a resource that is not available at line %2$S.
%1$S ଏକ ଉତ୍ସକୁ ସୂଚାଇଥାଏ ଯାହାକି ଧାଡ଼ି %2$S ରେ ଉପଲବ୍ଧ ହୋଇନଥାଏ।
281
Prime Minister Narendra Modi will participate in it.
ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ।
282
Error setting partition name
ବିଭାଜନ ନାମକୁ ସେଟ କରିବାରେ ତ୍ରୁଟି
283
This is the fourth death warrant against the convicts.
ଦୋଷୀମାନଙ୍କ ବିରୋଧରେ ଏହା ହେଉଛି ଚତୁର୍ଥ ଡେଥ୍ ୱାରେଣ୍ଟ ।
284
Number of photos in selected rolls:
ବଚ୍ଛିତ ଭୂମିକାରେ ଫୋଟୋ ସଂଖ୍ୟା:
285
These measures, along with actions on the ground for regular sanitizing, earmarking of dumping areas for each farmer etc, ensured that none of the food grain procurement centers became Covid-19 hotspot anywhere in the country.
ଚଳିତ ବର୍ଷ ମଧ୍ୟପ୍ରଦେଶ କେନ୍ଦ୍ରୀୟ ଭଣ୍ଡାରକୁ ସର୍ବାଧିକ 129 ଲକ୍ଷ ମେଟ୍ରିକ ଟନ ଗହମ ଯୋଗାଇଛି ଏବଂ ପଞ୍ଜାବକୁ ପଛରେ ପକାଇ ଦେଇଛି ।
286
He was died on the spot.
ଘଟଣାସ୍ଥଳରେ ତାଙ୍କର ମତ୍ୟୁ ଘଟିଛି ।
287
Best Supporting Actress BADHAAI HO (Hindi) Supporting Actress: Surekha Sikri Rajat Kamal and A compelling performance as a Matriarch with a modern attitude.
ହିନ୍ଦୀ ଚଳଚ୍ଚିତ୍ର ‘ବଧାଇ ହୋ’ ପାଇଁ ସୁରେଖା ସିକ୍ରି, କନ୍ନଡ଼ ଚଳଚ୍ଚିତ୍ର ‘ଓଣ୍ଡାଲା ଏରାଡାଲ୍ଲା’ ଲାଗି ପିଭି ରୋହିତ, ପଞ୍ଜାବୀ ଚଳଚ୍ଚିତ୍ର ‘ହରଜିତା’ ପାଇଁ ସମଦୀପ ସିଂ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ପାଇବେ ।
288
I wouldn't know what I'd say to him.
ମୁଁ ଜାଣି ନଥିଲି, ସେ ଲୋକକୁ ୟା ପରେ କଣ କହିବି।
289
CBI officers who went to question Kolkata Police commissioner Rajeev Kumar in connection with the Saradha ponzi scam, being detained by Kolkata police in Kolkata last week.
ତେବେ, ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଅଧିକାରୀମାନେ ଗତ ସପ୍ତାହରେ କୋଲକତା ପୋୁଲିସ କମିଶନର ରାଜୀବ କୁମାରଙ୍କୁ ପଚରାଉଚୁରା କରିବାକୁ ଆସିଥିବା ବେଳେ କୋଲକାତା ପୋଲିସ୍‌ ସେମାନଙ୍କୁ ଅଟକାଇବା ସହ ଅଟକ ରଖିଥିଲା।
290
Out of these, 44 of start-ups registered are from Tier-2 and Tier-3 cities as Start-Up India is focussing on encouraging local innovations from their areas.
ଦେଶର 28ଟି ରାଜ୍ୟ, 6 ଟି କେନ୍ଦ୍ରଶାସିତ ଅଂଚଳ ଏବଂ 419ଟି ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟ ଅପ ଉଦ୍ୟୋଗ ପଂଜୀକୃତ ହୋଇଛି ।
291
The film also stars Neena Gupta, Sureka Sikhri and Gajraj Rao in pivotal roles.
ଫିଲ୍ମରେ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଗଜରାଜ ରାଓ, ନୀନା ଗୁପ୍ତା, ସୁରେଖା ସିକ୍ରି ଆଦି କଳାକାରଙ୍କୁ ଦେଖିବାକୁ ମିଳିଛି ।
292
The injured were taken to a local hospital.
ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।
293
The police had recovered the body and registered a case.
ପୋଲିସ୍ ଶବ ଜବତ କରି ମାମଲା ରୁଜୁ କରିଥିଲା।
294
Usage: %s [-b][-v] and one of the following:
ବ୍ଯବହାର ବିଧି: %s [-b][-v] ଏବଂ ନିମ୍ନଲିଖିତ ମଧ୍ଯରୁ ଗୋଟିଏ:
295
The world's tallest statueone of Sardar Vallabhbhai Patel (182 m)is being made in Gujarat.
ବର୍ତ୍ତମାନ ବିଶ୍ୱର ସବୁଠାରୁ ଉଚ୍ଚ ମୂର୍ତ୍ତି ଗୁଜୁରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ମୂର୍ତ୍ତି ନିର୍ମାଣ ହୋଇଛି।
296
The entire world is currently suffering with Corona virus pandemic.
ବିଶ୍ୱକୁ ଏବେ କରୋନା ସଂକ୍ରମଣ ଘାରିଛି।
297
"Trump said the measure would ""keep radical Islamic terrorists out of the US""."
ଇସଲାମିକ ଆତଙ୍କବାଦୀଙ୍କୁ ଆମେରିକା ପ୍ରବେଶକୁ ରୋକିବା ପାଇଁ ଏହି ପଦକ୍ଷେପ ନେଇଥିବା ଟ୍ରମ୍ପ କହିଛନ୍ତି ।
298
But lo behold!
ହେଲେ ଏସବୁ କରି ଦେଖନ୍ତୁ ତ!
299
The incident has shocked the whole area.
ଏହି ଲୋମଟାଙ୍କୁରା ଘଟଣା ଯୋଗୁଁ ସାରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।