idx
int64
0
998k
src
stringlengths
5
2.2k
tgt
stringlengths
5
2.02k
100
The winners of various contests were also honoured .
ସେହିପରି ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
101
But then his health got worse.
କିନ୍ତୁ ପରେପରେ ତାଙ୍କ ଶରୀରାବସ୍ଥା ବିଗିଡ଼ିବାରେ ଲାଗିଥିଲା।
102
The same is the case with Tamil Nadu.
ତାମିଲନାଡ଼ୁରେ ମଧ୍ୟ ସମାନ ସ୍ଥିତି ରହିଛି।
103
He immediately met the Bank manager and also reported the matter to police.
ସେ ସଙ୍ଗେ ସଙ୍ଗେ ବ୍ୟାଙ୍କ ମ୍ୟାନେଜରଙ୍କୁ ଦେଖାକରି ପୂରା ଘଟଣା କହିଥିଲେ।
104
However, plot details for the project are being kept under wraps.
ତେବେ ପରିକଳ୍ପିତ ପ୍ରକଳ୍ପର ଚୂଡ଼ାନ୍ତ ରୂପରେଖ ସମ୍ପର୍କରେ ସବୁକିଛି ଗୋପନ ରଖାଯାଇଛି।
105
Following his achievement, congratulations poured in from all over the world.
ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।
106
Of these, about 17.17 lacs cooked meals have been provided by IRCTC, about 5.18 lacs meals have been provided by RPF from its own resources, about 2.53 lacs meals have been provided by Commercial and other departments of Railways and nearly 5.60 lacs meals have been donated by NGOs working with the Railway organizations.
ସେଥିମଧ୍ୟରୁ ପ୍ରାୟ 17.17 ଲକ୍ଷ ରନ୍ଧା ଖାଦ୍ୟ ମିଲ୍‌ ଆଇଆରସିଟିସି ଦ୍ୱାରା ଯୋଗାଇ ଦିଆଯାଇଥିବା ବେଳ ପ୍ରାୟ 5.15 ଲକ୍ଷ ରନ୍ଧା ମିଲ୍‌ ଆରପିଏଫ ଦ୍ୱାର ସେମାନଙ୍କ ସମ୍ବଳରୁ ଏବଂ ପ୍ରାୟ 2.53 ଲକ୍ଷ ମିଲ୍‌ ରେଳବାଇର ବ୍ୟବସାୟିକ ତଥା ଅନ୍ୟାନ୍ୟ ବିଭାଗ ଦ୍ୱାରା ଯୋଗାଇ ଦିଆଯାଇଛି ।
107
The MoU will envisage cooperation in the priority areas for the development of transport education.
ଏମଓୟୁରେ ପରିବହନ ଶିକ୍ଷାର ବିକାଶ ଲାଗି ପ୍ରାଥମିକତା ବିଶିଷ୍ଟ କ୍ଷେତ୍ରରେ ସହଯୋଗର ବ୍ୟବସ୍ଥା ରହିଛି ।
108
The police said action would be taken against the guilty.
ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ ।
109
However, there were no reports of damage.
ତେବେ, କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
110
A rail roko was staged at the Khetrajpur station in Sambalpur by the Adivasi Dalit Sena, resulting in halting of the Sambalpur-Puri and Sambalpur-Rayagada trains.
କ୍ଷେତରାଜପୁର ରେଳଷ୍ଟେସନ ଠାରେ ବିକ୍ଷୋଭ ଯୋଗୁଁ ସମ୍ବଲପୁର-ପୁରୀ ଏବଂ ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ ଟ୍ରେନ୍ ବିଳମ୍ବରେ ଛାଡ଼ିଥିଲା।
111
Prime Minister's Office PM's gift to Myanmar State Counsellor Daw Aung San Suu Kyi PM's gift to Myanmar State Counsellor Daw Aung San Suu Kyi The Prime Minister, Shri Narendra Modi, today presented Myanmar State Counsellor Daw Aung San Suu Kyi a special reproduction of the original research proposal that she had submitted for fellowship at the Indian Institute of Advanced Study at Shimla in May 1986.
Prime inister's Office ମିଆଁମାର ରାଷ୍ଟ୍ର ପରାମର୍ଶଦାତା ଦ ଅଂ ସାନ ସୁ କୀ’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଆଁମାରର ରାଷ୍ଟ୍ର ପରାମର୍ଶଦାତା ଦ ଅଂ ସାନ ସୁ କୀ’ଙ୍କୁ ସାକ୍ଷାତ କାଳରେ ଏକ ସ୍ଵତନ୍ତ୍ର ଉପହାର ଦେଇଛନ୍ତି । ଏହି ଉପହାରଟି ହେଉଛି – ମେ 1986ରେ ସିମଳାସ୍ଥିତ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ଏଡଭାନ୍ସଡ ଷ୍ଟଡିଜରେ ଫେଲୋସିପ ପାଇଁ ସୁ କୀ ଦାଖଲ କରିଥିବା ମୌଳିକ ଗବେଷଣା ପ୍ରସ୍ତାବର ସ୍ଵତନ୍ତ୍ର ପ୍ରତିଲିପି ।
112
Elderly couple seriously injured as car rams into bike
ବାଇକ ଧକ୍କାରେ ବୃଦ୍ଧ ଗୁରୁତର
113
She couldnt reach finale.
ହେଲେ ଫାଇନାଲ୍ ଯାଇ ପାରି ନଥିଲେ।
114
Parliament may by law regulate the recruitment, and the conditions of service of persons appointed, to the secretarial staff of either House of Parliament.
(୨) ସଂସଦ ବିଧିଦ୍ୱାରା ସଂସଦର ପ୍ରତ୍ୟେକ ସଦନର ସଚିବୀୟ କର୍ମରୀବୃନ୍ଦଙ୍କର ଭଉଁ ତଥା ନିଯୁକ୍ତ ବ୍ୟକ୍ତିଙ୍କର ସେବାର ସର୍ତ୍ତମାନ ବିନିୟମିତି କରି ପାରିବ ।
115
Two officials have been suspended in connection with the incident.
ଏହି ଘଟଣା ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ସେବାନିବୃତ କରିବା ସଙ୍ଗେ ସଙ୍ଗେ ଦୁଇଜଣ ଅଧିକାରୀଙ୍କୁ କୈଫିୟତ ତଲବ କରାଯାଇଛି ।
116
But he didnt come back home.
ହେଲେ ଆଉ ଘରକୁ ଫେରି ନ ଥିଲେ ।
117
Various cultural programmes and competitions were organised on this occasion.
ଏହି ଅବସରେ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
118
Special provision will be made for this.
ତା ଉପରେ ସ୍ବତନ୍ତ୍ର ସୃଷ୍ଟି ଦିଆଯିବ।
119
Friends will help.
ସାଙ୍ଗ ସାଥି ମାନଙ୍କ ଠାରୁ ସାହାଯ୍ୟ ମିଳିବ ।
120
He became extremely popular for his role as MC Sher in the movie.
ଏହି ଫିଲ୍ମରେ ତାଙ୍କର ‘ଏମ୍‌ସି ଶେର୍‌’ ଚରିତ୍ରକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ।
121
Once again I convey my best wishes to all of you on the occasion of National Youth Day and also for All Religion Conference.
ଆପଣ ସମସ୍ତଙ୍କୁ ରାଷ୍ଟ୍ରୀୟ ଯୁବ ଦିବସ ଓ ସର୍ବ ଧର୍ମ ସଭା ପାଇଁ ପୁଣିଥରେ ବହୁତ ବହୁତ ଶୁଭକାମନା ।
122
Luckily all the passengers survived.
ସୌଭାଗ୍ୟବଶତଃ ବସରେ ବସିଥିବା ଯାତ୍ରୀଙ୍କର ସମସ୍ତଙ୍କ ଜୀବନ ବଞ୍ଚିଯାଇଛି ।
123
Unnao rape: FIR registered against Sengar
ଉନ୍ନାଓ ବଳାକ୍ରାର ମାମଲା :ସେଙ୍ଗରଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରିତ
124
Views expressed are the writers own.
ପ୍ରକାଶିତ ମତ ଲେଖକଙ୍କ ନିଜସ୍ଵ ।
125
We are celebrating the year of the 150th birth anniversary of Gandhiji.
ସେ କହିଛନ୍ତି ଯେ, ଆମେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛେ ।
126
The tweet was later deleted by Hareem and she also posted a video message on her account claiming that she had no intention to defame anyone.
ଏହା ପରେ ହରିମ୍ ଟ୍ବିଟ୍ ଡିଲିଟ୍ କରି ଦେଇଥିଲେ ଏବଂ ନିଜ ଆକାଉଣ୍ଟରୁ ଏକ ଭିଡିଓ ମ୍ୟାସେଜ ପୋଷ୍ଟ କରିଥିଲେ ଏବଂ କହିଥିଲେ ଯେ କାହାକୁ ବଦନାମ କରିବାର ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ।
127
There is a vast difference in the present and past situation.
ସେହି ସମୟ ଏବଂ ବର୍ତ୍ତମାନର ସମୟ ମଧ୍ୟରେ ପରିସ୍ଥିତିର ଏକ ବଡ଼ ପାର୍ଥକ୍ୟ ରହିଛି।
128
However, doctors declared her dead.
ତେବେ ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ।
129
And all Judah rejoiced at the oath: for they had sworn with all their heart, and sought him with their whole desire. and he was found of them: and the LORD gave them rest round about.
ଯିହୁଦାର ସମସ୍ତ ଲୋକ ଯେତବେେଳେ ଏହି ଶପଥ ବିଷଯ ରେ ଶୁଣିଲେ ଅତି ଆନନ୍ଦିତ ହେଲେ, କାରଣ ସମାନେେ ସମାନଙ୍କେର ସମସ୍ତ ହୃଦଯ ସହିତ ପରମେଶ୍ବରଙ୍କର ଅନୁସରଣ କଲେ। ସମାନେେ ପରମେଶ୍ବରଙ୍କୁ ଖାଜେିଲେ ଓ ତାଙ୍କୁ ପାଇଲେ। ତେଣୁ ସଦାପ୍ରଭୁ ସମାନଙ୍କେୁ ଚତୁର୍ଦ୍ଦିଗ ରେ ଶାନ୍ତି ପ୍ରଦାନ କଲେ।
130
Do you know who he is?
ଜାଣିଛନ୍ତି ସେ କିଏ?
131
Later, the locals informed police about it.
ପରେ ଏ ନେଇ ସ୍ଥାନୀୟ ଲୋକେ ମଞ୍ଚେଶ୍ୱର ଥାନା ପୁଲିସକୁ ସୂଚନା ଦେଇଥିଲେ।
132
He had later undergone treatment in the US.
ସେତେବେଳେ ତାଙ୍କ ଚିକିତ୍ସା ଆମେରିକାରେ ହିଁ ସମ୍ଭବ ଥିଲା।
133
She had joined the Bharatiya Janata Party (BJP) earlier.
ପୂର୍ବରୁ ତାଙ୍କର ପରିବାରର ସଦସ୍ୟ ବିଜେପି ସାମିଲ ହୋଇ ସାରିଛନ୍ତି ।
134
Medical Council of India
ଶାସକ ବିଜେଡି ମେଡିକାଲ କାଉନସିଲ ଅଫ ଇଣ୍ଡିଆ,
135
If Australia win against South Africa in their final game then they will finish ahead of India in the points table.
ଯଦି ଆଜିର ମ୍ୟାଟ୍‌ରେ ଭାରତ ବିଜୟୀ ହୁଏ ଏବଂ ଅଷ୍ଟ୍ରେଲିଆ ନିଜ ଶେଷ ଲିଗ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୁଏ ତେବେ ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ରହିବ।
136
A cyclone alert has been issued for Odisha, West Bengal and north coastal AP.
ଉତ୍ତର-ପୂର୍ବ ବଙ୍ଗୋପସାଗର ତଥା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଏକ ଘୁର୍ଣ୍ଣିବଳୟ ରହିଥିବା ଜଣାପଡ଼ିଛି।
137
The award of the Presidents Standard and Colours is the highest military honour for an armed forces unit.
ରାଷ୍ଟ୍ରପତିଙ୍କ ଷ୍ଟାଣ୍ଡାର୍ଡ ଏବଂ କଲର ପୁରସ୍କାର କୌଣସି ସଶସ୍ତ୍ର ସୈନିକ ୟୁନିଟ ପାଇଁ ସର୍ବୋଚ୍ଚ ସୈନିକ ସମ୍ମାନ ।
138
And Johanan begat Azariah, (he it is that executed the priest's office in the temple that Solomon built in Jerusalem:)
ୟୋହାନନ୍ ଅସରିଯଙ୍କ ପିତା ଥିଲେ (ଶଲୋମନ୍ ୟିରୁଶାଲମ ରେ ଯେଉଁ ମନ୍ଦିର ନିର୍ମାଣ କରିଥିଲେ ସଠାେରେ ଏହି ଅସରିଯ ଯାଜକ ଭାବେ କାର୍ୟ୍ଯ କରୁଥିଲେ)।
139
Pak's KPK govt approves Rs 2.35 cr to purchase ancestral houses of Dilip Kumar, Raj Kapoor
ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର କିଣିବା ପାଇଁ ପ୍ରାଦେଶିକ ସରକାର ୨.୩୫ କୋଟି ମଞ୍ଜୁର କରିଛନ୍ତି।
140
Police started investigating the matter.
ଯେତେବେଳେ ଏହି ମାମଲା ପୁଲିସ ପାଖରେ ପହଞ୍ଚିଥିଲା ପୁଲିସ ଯାଞ୍ଚ କରିବା ଆରମ୍ଭ କରି ଦେଇଥିଲା।
141
The incident took place in Guna district of Madhya Pradesh.
ଦୁର୍ଘଟଣାଟି ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଘଟିଛି ।
142
All educational institutes will remain closed.
ସମସ୍ତ ଶିକ୍ଷାନୁଷ୍ଠାନ କୋଚିଂ ସେଣ୍ଟର ବନ୍ଦ ରହିବ।
143
Cong youths demand CBI probe into Rishi death case
ବହୁ ଚର୍ଚ୍ଚିତ ଋଷି ମୃତ୍ୟୁ ମାମଲା : ପୁଣି ସିବିଆଇ ତଦନ୍ତ ଦାବି କଲା ଛାତ୍ର କଂଗ୍ରେସ
144
Thanks for everything youve done for me .
ଆଜି ପର୍ୟ୍ୟନ୍ତ ତୁମେ ଯାହା ମୋ ପାଇଁ କରିଛ ସେଥିପାଇଁ ତୁମକୁ ଧନ୍ୟବାଦ୍ ।
145
A forensic team came to the spot and collected samples.
ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ୍‍ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ରକ୍ତଭିଜା ମାଟି ନମୁନା ସଂଗ୍ରହ କରିଛନ୍ତି।
146
Police rushed to the spot after getting information and rescued the youths.
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଛନ୍ତି ।
147
The new version of CIS will be released and deployed soon.
ଖୁବ ଶୀଘ୍ର ନୂତନ ସିଆଇଏସର ଶୁଭାରମ୍ଭ କରାଯିବ ।
148
But farmers do not get money.
କିନ୍ତୁ ଚାଷୀଙ୍କୁ ପାଣି ମିଳୁନାହିଁ ।
149
Man held for sending threat email to kidnap Kejriwal's daughter
କେଜ୍ରିଓ୍ଵାଲଙ୍କ କନ୍ୟାଙ୍କୁ ଅପହରଣର ଧମକପୂର୍ଣ୍ଣ ଇମେଲ ଦେଇଥିବା ଯୁବକ ଗିରଫ
150
The state government also opposed it.
ଏହାକୁ ନେଇ ରାଜ୍ୟ ସରକାର ଆପତ୍ତି ମଧ୍ୟ ଦର୍ଶାଇଛନ୍ତି।
151
I am extremely grateful to you for your prayers, your love and your patience.
ଆପଣଙ୍କ ଭଲ ପାଇବା, ପ୍ରାର୍ଥନା, ଶୁଭେଚ୍ଛା ପାଇଁ ଅନେକ ଅନେକ ଧନ୍ୟବାଦ।
152
Gadkari said he has asked automakers to consider starting non-banking finance company for lending to buyers to boost sales.
ବିକ୍ରି ବଢ଼ାଇବା ନିମେନ୍ତ ଅଣବ୍ୟାଙ୍କିଙ୍ଗ୍‌ ଫାଇନାନ୍‌ସ୍‌ କମ୍ପାନିରୁ ଗ୍ରାହକମାନଙ୍କୁ ଋଣ ଯୋଗାଇ ଦେବା ପ୍ରସଙ୍ଗରେ ବିଚାର କରିବାକୁ ଗଡ଼କରି ମଟର ନିର୍ମାତାମାନଙ୍କୁ କହିଥିବା କଥା କହିଛନ୍ତି।
153
A child, a mother, a sister, a brother
ଝିଅ ଭଉଣୀ ବୋହୂ ମାଆ ସିଏ
154
But this never happens.
କିନ୍ତୁ ଏହା କେବେବି ହୋଇନଥାଏ ।
155
Vardhan said that scientists and scientific laboratories can contribute to the solution of several developmental issues in these districts.
ଅତୀତରେ ସେମାନଙ୍କ ପ୍ରତି ଅବିଚାର କରାଯାଇଛି । ତେଣୁ ଏବେ ସେସବୁ ଜିଲ୍ଲାମାନଙ୍କର ବିକାଶ ପ୍ରକ୍ରିୟାକୁ କିପରି ତ୍ୱରାନ୍ୱିତ କରାଯାଇ ପାରିବ ସେଥିପାଇଁ ବୈଜ୍ଞାନିକମାନେ ଉପାୟ ଚିନ୍ତା କରିବା ଉଚିତ ।
156
Change this add-ons preferences
ଏହି ଏଡ-ଅନର ପସନ୍ଦକୁ ପରିବର୍ତ୍ତନ କରନ୍ତୁ
157
My visit brings to the fore one of the most abiding links between India and Sri Lanka- the shared heritage of Buddhism.
ମୋର ଏହି ଗସ୍ତ ସମୟରେ ମୁଁ ଅନ୍ତର୍ଜାତୀୟ ଭେସକ ଦିବସ ସମାରୋହରେ ଯୋଗଦେବି ।
158
While 33 injured passengers have been admitted to the district hospital, 10 have been admitted to the Hallet Hospital in Kanpur, he said.
ଆହତଙ୍କ ମଧ୍ୟରୁ ୩୩ ଜଣଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୧୦ଜଣଙ୍କ ଚିକିତ୍ସା କାନପୁର ହେଲଟ୍ରେ ଚାଲିଛି ।
159
We are awaiting the post mortem report.
ଆମେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛୁ ।
160
You might be surprised by what you hear.
ଯାହାକୁ ଶୁଣିଲେ ହୁଏତ ଆପଣ ଆଚମ୍ବିତ ହେବେ ।
161
We strengthen the country.
ଆମେ ଦେଶକୁ ଆଗକୁ ବଢ଼ାଇବା।
162
That is also not possible.
ତାହା ମଧ୍ୟ ସମ୍ଭବ ହୋଇନାହିଁ।
163
Yet, the family of Afrazul still awaits justice.
ହେଲେ ଏବେବି ନ୍ୟାୟ ଅପେକ୍ଷାରେ ନିର୍ଭୟାଙ୍କ ପରିବାର ।
164
The case pertained to Punjab and Haryana High Court additional judge Ramendra Jain.
ଏହି ମାମଲା ହାପୁର ଉପର ଜିଲ୍ଲା ଜଜ୍ ଏବଂ ବିଚାରପତି ବୀନା ନାରାୟଣଙ୍କ କୋର୍ଟରେ ଚାଲିଥିଲା।
165
The government is working to resolve the issue.
ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଗମ୍ଭୀରତାର ସହ କାମ କରୁଛନ୍ତି।
166
A wish will get fulfilled.
ମନବାଞ୍ଛା ପୂରଣ ହେବ।
167
We have created Jal Shakti Ministry to address all water related important issues in totality.
ସାମଗ୍ରୀକ ଭାବେ ଜଳ ସଂକଟ ସମସ୍ୟାର ମୁକାବିଲା ଲାଗି ଆମେ ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରିଛୁ ।
168
Free eye treatment camp organised
ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ
169
All schools and colleges in the area have been closed as a precautionary measure.
ସୁରକ୍ଷାକୁ ଦୃଷ୍ଟିରେ ରଖି ଅଞ୍ଚଳର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାର ନିର୍ଦେଶ ଦିଆଯାଇଛି।
170
Using the app is very easy.
ଏହି ଆପର ବ୍ୟବହାର ଖୁବ ସହଜ ।
171
The body has been sent to hospital for a post-mortem.
ଶବ ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠେଇ ଦିଆଯାଇଛି ।
172
Copper-coated handrails latches: Post Covid Coach equipped with copper-coated handrails latches because copper degrades the virus landed on it within few hours.
ହ୍ୟାଣ୍ଡରେଲ୍‌ ଓ ଲ୍ୟାଚ ଉପରେ ତମ୍ବା ଆବରଣ- ପୋଷ୍ଟ କୋଭିଡ କୋଚରେ ଥିବା ହ୍ୟାଣ୍ଡରେଲ୍‌ ଓ ଲ୍ୟାଚଗୁଡିକ ଉପରେ ତମ୍ବାର ଆବରଣ ଦିଆଯାଇଛି ।
173
Mothers India
ଭାରତ ମାତାର କୋଳେ,
174
Kim Jong Un rides horse on sacred peak, vows to fight US sanctions
ପବିତ୍ର ପର୍ବତ ଶୃଙ୍ଗରେ ଘୋଡ଼ାଚଢ଼ି ଆମେରିକା କଟକଣା ବିରୋଧରେ ଲଢ଼ିବାକୁ ପଣ କଲେ କିମ୍‌ ଜୋଙ୍ଗ୍‌ ଉନ୍‌
175
A woman and two men have been arrested for the crime.
ଘଟଣାସ୍ଥଳରୁ ଦୁଇ ଜଣ ମହିଳା ଏବଂ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି।
176
He stated that Pradhan Mantri Kaushal Vikas Yojana is laudable initiative by Central Government to ensure skill development of our youth. YB
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା କେନ୍ଦ୍ର ସରକାରଙ୍କର ଏକ ପ୍ରଶଂସନୀୟ ପ୍ରୟାସ ଯଦ୍ୱାରା ଦେଶର ଯୁବାଶକ୍ତିକୁ କୁଶଳୀ କରାଯାଇପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକଟ କରିଥିଲେ ।
177
One being Ananya Panday and the other being Tara Sutaria.
ସେମାନଙ୍କ ମଧ୍ୟରୁ ଜଣେ ହେଲେ ଅନନ୍ୟା ପାଣ୍ଡେ ଓ ଆର ଜଣକ ତାରା ସୁତରିୟା।
178
Pakistan retaliated by shooting down an Indian MiG-21 aircraft and capturing a pilot, while India said it downed a Pakistani jet.
ଭାରତ ଜବାବ ଦେବା ପାଇଁ ପାକିସ୍ତାନର ଏକ ଲଢ଼ୁଆ ବିମାନକୁ ତଳକୁ ଖସାଇଥିଲା ,କିନ୍ତୁ ଅପରେସନ ସମୟରେ ଦେଶର ଏକ ମିଗ୍-୨୧ ଜେଟ୍ ମଧ୍ୟ ନଷ୍ଟ ହୋଇଯାଇଥିଲା।
179
You will benefit from this.
ଏହାର ବ୍ୟବହାରରେ ଆପଣଙ୍କୁ ଲାଭ ମିଳିବ ।
180
A number of senior Army officials were present on the occasion.
ଏହି ଅବସରରେ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
181
The State Government has made a minor reshuffle at the IAS level.
ରାଜ୍ୟ ସରକାର ପୁଣି ଥରେ ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି।
182
The whole world is affected by it.
ସାରା ବିଶ୍ୱ ତ ପ୍ରଭାବିତ।
183
Youth from humble backgrounds, with very limited resources are achieving best positions in competitive exams and sports.
ପ୍ରତିଦ୍ୱନ୍ଦିତାମୂଳକ ପରୀକ୍ଷା ଓ କ୍ରୀଡ଼ାରେ ସୀମିତ ସମ୍ବଳକୁ ଆଧାର କରି ସମାଜର ନିମ୍ନସ୍ତରର ଗରିବ ଯୁବକମାନେ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରୁଛନ୍ତି ।
184
Squad: Goalkeeper: Pankaj Kumar Rajak, Prashant Kumar Chauhan. Defenders: Dipsan Tirkey, Nilam Sanjeep Xess, Pardeep Singh, Mandeep Mor, Somjeet and Mohd.
ଭାରତୀୟ ଦଳ: (ଗୋଲ୍‍ରକ୍ଷକ) ପଙ୍କଜ କୁମାର ରଜକ ଓ ପ୍ରଶାନ୍ତ କୁମାର ଚୌହାନ. (ଡିଫେଣ୍ଡର) ଦୀପ୍‍ସାନ ତିର୍କୀ (ଅଧିନାୟକ), ନୀଲମ୍‍ ସଞ୍ଜୀପ ଖେସ୍‍, ପ୍ରଦୀପ ସିଂହ, ମନଦୀପ ମୋର, ସୋମଜିତ ଓ ମହମ୍ମଦ ଫରାଜ୍‍. (ମିଡ୍‍ଫିଲ୍‍ଡର) ହାର୍ଦିକ ସିଂହ (ଉପଅଧିନାୟକ), ଧର୍ମେନ୍ଦର ସିଂହ, ରାଜକୁମାର ପାଲ, ବିଶାଳ ଆଣ୍ଟିଲ, ଏମ୍‍.
185
Rajendra (Auto) College, Bidya Bhushan Sanskrit College, Government Ayurvedic College and Hospital, Government Medical and Hospital, Balangir Law College, Government Womens College, Government Balangir College, College of Teachers Education, Jawaharlal College of Patnagarh, D.A.V. College of Titilagarh, Government Polytechnic, State Institute of Hotel Management (SIHM) etc. are the important Educational Institute of the District.
ଜିଲ୍ଲାର ରାଜେନ୍ଦ୍ର (ସ୍ୱୟମଂ ଶାସିତ) ମହାବିଦ୍ୟାଳୟ, ବିଦ୍ୟା ଭୁଷନ ସଂକୃତ ମହାବିଦ୍ୟାଲୟ, ସରକାରୀ ଭେଷଜ ମହାବିଦ୍ୟାଲୟ ଓ ଚିକିତ୍ସାଳୟ, ସରକାରୀ ଆର୍ୟୁବେଦିକ ମହାବିଦ୍ୟାଲୟ ଓ ଚିକିତ୍ସାଳୟ, ବଲାଙ୍ଗିର ଆଇନ ମହାବିଦ୍ୟାଳୟ, ସରକାରୀ ମହିଲା ମହାବିଦ୍ୟାଲୟ, ବଲାଙ୍ଗିର ସରକାରୀ ମହାବିଦ୍ୟାଲୟ, ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ପାଟଣାଗଡ ର ଜବାହାର ଳାଲ ମହାବିଦ୍ୟାଳୟ, ଟିଟିଲାଗଡ ର ଡି.ଏ.ଭି. ମହାବିଦ୍ୟାଳୟ, ସରକାରୀ ବହୁବୃତି ଅନୁଶ୍ଠାନ, ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ଅନୁଷ୍ଠାନ (SIHM) ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ମାନ ଅଛି ଏତତ୍ ବ୍ୟତିତ ଅନେକ ସରକାରି ଓ ବେସରକାରି ଶିକ୍ଷାନୁଷ୍ଠାନ ଗୁଡିକ ଗଢି ଉଠିଛି ।
186
Later, Sidhu was seen sitting next to the President of Pakistan Occupied Kashmir (PoK) Masood Khan during Imran's oath-taking ceremony.
ଇମ୍ରାନ୍‌ଙ୍କ ଶପଥଗ୍ରହଣ ଉତ୍ସବରେ ସିଦ୍ଧୁଙ୍କୁ ପାକିସ୍ତାନ୍ ଅଧିକୃତ କାଶ୍ମୀର (ପିଓକେ) ପ୍ରେସିଡେଣ୍ଟ୍ ମସୁଦ୍ ଖାନ୍‌ଙ୍କ ପାଖରେ ବସିବାକୁ ସ୍ଥାନ ଦିଆଯାଇଥିଲା।
187
Friends, This morning we have a very special person with us.
ବନ୍ଧୁଗଣ, ଆଜି ସକାଳେ ଆମ ସହିତ ଜଣେ ବିଶେଷ ବ୍ୟକ୍ତି ଅଛନ୍ତି ।
188
blue bauble
ନୀଳ ଲଣ୍ଠନର
189
Trump said that Prime Minister Narendra Modi had approached a couple of weeks ago to seek mediation on the Kashmir issue.
କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହ ମଧ୍ୟସ୍ଥତା କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପ୍‌ଙ୍କୁ କିଛି ସପ୍ତାହ ପୂ‌ର୍ବେ ଅନୁରୋଧ କରିଥିଲେ ବୋଲି ସେ କହିଥିଲେ।
190
And the apostles, when they were returned, told him all that they had done. And he took them, and went aside privately into a desert place belonging to the city called Bethsaida.
ରରେିତମାନେ ଫରେିଆସି ସମାନେେ ଯାତ୍ରା କରିବା ସମୟରେ ଯାହା ସବୁ କରିଥିଲେ, ସେ ବିଷୟ ରେ ଯୀଶୁଙ୍କ ଆଗ ରେ ବର୍ଣ୍ଣନା କଲେ। ତା'ପରେ ଯୀଶୁ ପ୍ ରରେିତମାନଙ୍କୁ ସାଙ୍ଗ ରେ ନଇେ ସଠାରୁେ ବେଥ୍ସାଇଦା ନାମକ ନଗରକୁ ଅନ୍ୟମାନଙ୍କଠାରୁ ଅଲଗା ରହିବା ପାଇଁ ଚାଲିଗଲେ।
191
The films trailer has been released.
ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଲାଣି ।
192
You will get everyone's support.
ଆପଣଙ୍କୁ ସମସ୍ତଙ୍କ ସହଯୋଗ ମିଳିବ।
193
Furthermore, she stated if anything happens to her or her family, Mahesh Bhatt, Mukesh Bhatt, Sumit Sabharwal, Sahil Sehgal, and Kumkum Sehgal should be considered responsible for it.
’ ଯଦି ତାଙ୍କର କିଛି ହୋଇଯାଏ ତେବେ ଏଥିପାଇଁ ମହେଶ ଭଟ୍ଟ, ମୁକେଶ ଭଟ୍ଟ, ସୁମିତ ସବରଓ୍ବାଲ୍‌, ସାହିଲ ସେହଗଲ ଓ କୁମକୁମ ସେହଗଲ ଦାୟୀ ରହିବେ ବୋଲି ମଧ୍ୟ କହିଛନ୍ତି ଲୁବୀନା ଲୋଧ।
194
The Government has also announced the various provision of concessional credit for the welfare of farmers through Kisan Credit Cards, financing facility for agri-infra projects, Pradhan Mantri Matsya Sampada Yojana and other measures to strengthen fisheries, vaccination against Foot & Mouth Disease and Brucellosis, Herbal Cultivation promotion, boost to beekeeping, Operation Green etc.
ଏଥିରେ କିସାନ କ୍ରେଡିଟ କାର୍ଡ ଜରିଆରେ ରିହାତି ଦରରେ ଋଣ ପ୍ରଦାନ, କୃଷି ଭିତିଭୂମି ପ୍ରକଳ୍ପ ନିମନ୍ତେ ଆର୍ଥିକ ସୁବିଧା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଏବଂ ମାଛ ଚାଷକୁ ସୁଦୃଢ଼ କରିବା ଲାଗି ଅନ୍ୟ ଉପାୟ, ଫାଟୁଆ ଓ ବ୍ରୁସେଲୋସିସ ରୋଗ ନିରାକରଣ ପାଇଁ ଗୃହପାଳିତ ପଶୁଙ୍କ ଟିକାକରଣ, ଔଷଧିୟ ବୃକ୍ଷ ଚାଷକୁ ପ୍ରୋତ୍ସାହନ, ମହୁମାଛି ପାଳନକୁ ପ୍ରୋତ୍ସାହନ ଏବଂ ଅପରେସନ ଗ୍ରୀନ ଭଳି ବ୍ୟବସ୍ଥା ସାମିଲ ରହିଛି।
195
The protestors had a scuffle with the police.
ଫଳରେ ପୋଲିସ- ବିକ୍ଷୋଭକାରୀ ହୋଇଥିଲେ ମୁହାଁମୁହିଁ।
196
While Vinod Khannas wife Kavita Khanna and son Akshaye Khanna received the prestigious Dadasaheb Phalke Award on his behalf, Sridevis husband Boney Kapoor and their daughters Janhvi and Khushi Kapoor were present to take the Best Actress award for the actor.
ବିନୋଦ ଖାନ୍ନାଙ୍କ ପାଇଁ ତାଙ୍କ ପତ୍ନୀ କବିତା ଓ ପୁତ୍ର ଅକ୍ଷୟ ସମ୍ମାନ ଗ୍ରହଣ କରିଥିଲାବେଳେ ଶ୍ରୀଦେବୀଙ୍କ ପାଇଁ ସ୍ୱାମୀ ବୋନି କପୁର ଓ ଝିଅ ଜାହ୍ନବୀ ଓ ଖୁସି ପୁରସ୍କାର ନେଇଥିଲେ।
197
The case was heard by Justices S. Muralidhar and Vinod Goel.
ବିଚାରପତି ଏସ୍ ମୁରଲୀଧର ଏବଂ ବିନୋଦ ଗୋଏଲଙ୍କ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି।
198
But I rejected it.
ହେଲେ ମୁଁ ତାଙ୍କୁ ମନା କରିଦେଇଥିଲି।
199
He said: Please look inwards to discover Lord Ram present in you, Lord Hari is present in your conscience, why do you waste your time in the external rituals.
ନିଜ ଭିତରେ ବସି ରହିଥିବା ରାମଙ୍କୁ ଦେଖ, ହରି ତ ମନରେ ଅଛନ୍ତି, ବାହାରର ଆଡ଼ମ୍ବରଗୁଡ଼ିକ ପାଇଁ କାହିଁକି ସମୟ ବ୍ୟର୍ଥ କରୁଛ ।