idx
int64
0
998k
src
stringlengths
5
2.2k
tgt
stringlengths
5
2.02k
0
The Congress, however, has also not announced its candidates so far.
ଅଥଚ ବଡ଼ଚଣାର କଂଗ୍ରେସ ପ୍ରାର୍ଥୀ ଆଜି ପର୍ଯ୍ୟନ୍ତ ଘୋଷଣା କରାଯାଇପାରି ନାହିଁ।
1
Modi said, hitting out at Naidu.
ମୋଦିଙ୍କୁ ଆକ୍ଷେପ କରି ଗଡକରି ଏହା କହିଛନ୍ତି ।
2
The government cannot waive it off.
ସରକାର ଚାହିଲେ ବି ଏହାକୁ ଏଡ଼ାଇ ପାରିବେ ନାହିଁ।
3
Then add two cups of water.
ତା’ପରେ ସେଥିରେ ଦୁଇ କପ୍‌ ଗରମ ପାଣି ଢାଳନ୍ତୁ।
4
Tension prevailed as locals and family members demanded compensation to the next of kin of the deceased.
ମୃତକଙ୍କ ପରିବାରକୁ ସେସୁ ଓ ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଆନ୍ଦୋଳନ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।
5
A medical officer has been assigned to each ward.
ପ୍ରତି ପଞ୍ଚାୟତ ପାଇଁ ଜଣେ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହୋଇଛନ୍ତି।
6
Serve hot with toasted bread or pav.
ଏହାକୁ ଗରମା ଗରମ ରୁଟି ବା ନାନ୍ ସହ ପରଷନ୍ତୁ।
7
I have to take a decision.
ିଛି ବି ହଉ ମତେ ଗୋଟାଏ ନିଷ୍ପତ୍ତି ନେବାକୁ ପଡ଼ିବ ।
8
Police was deployed to maintain law and order and to regulate traffic.
ଭିଡ ନିୟନ୍ତ୍ରଣ ଏବଂ ଆଇନଶୃଂଖଳା ରକ୍ଷା ଲାଗି ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
9
On one side is Congress and the BJP-RSS on the other.
ଗୋଟିଏ ପଟେ କଂଗ୍ରେସ ଅନ୍ୟପଟେ ବିଜେପି-ଆରଏସଏଏସ ରହିଛି।
10
The entire world is a family.
ସମଗ୍ର ବିଶ୍ୱ ଏକ ପରିବାର।
11
Free and fair elections conducted through transparent processes require a media sector which gives candidates equal access, and reports the relevant issues in a timely, objective manner.
ସ୍ୱଚ୍ଛ ପ୍ରକ୍ରିୟାରେ ସମ୍ପାଦିତ ହେଉଥିବା ମୁକ୍ତ ଏବଂ ଅବାଧ ନିର୍ବାଚନ ସମୟରେ ଗଣମାଧ୍ୟମର ଆବଶ୍ୟକତା ରହିଥାଏ, ଯାହା ପ୍ରାର୍ଥୀଙ୍କୁ ନିରପେକ୍ଷ ଲୋକସମ୍ପର୍କ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମୟୋପଯୋଗୀ ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଧାରିତ ଖବର ପରିବେଷଣର ସୁବିଧା ପ୍ରଦାନ କରିଥାଏ ।
12
A committee was constituted to make the programme successful.
ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାକୁ ଏକ କମିଟି ଗଠନ କରାଯାଇଅଛି ।
13
"""He has worked for the people."
କହିଛନ୍ତି, ସେ ଲୋକଙ୍କ ପାଇଁ କାମ କରୁଛନ୍ତି ।
14
And thou shalt make his pans to receive his ashes, and his shovels, and his basons, and his fleshhooks, and his firepans: all the vessels thereof thou shalt make of brass.
"""ଭସ୍ମ ରଖିବା ପାଇଁ ପାତ୍ର କର, କୋଦାଳ, ଗରା, କଣ୍ଟାଚାମୁଚ ଏବଂ କରଇେ କଂସାରୁ ତିଆରି କର। ସମସ୍ତ ପାତ୍ର ପିତ୍ତଳ ରେ ପ୍ରସ୍ତୁତ କରିବ।"
15
The film is a thriller comedy.
ଏହା ଏକ ଥ୍ରୀଲର କମେଡି ଫିଲ୍ମ।
16
They dont have the money.
ଏ ଟଙ୍କା ସେମାନଙ୍କୁ ମିଳେ ନାହିଁ।
17
Unable to create temporary directory %s: %s
ଅସ୍ଥାୟୀ ଡିରେକ୍ଟୋରୀ %s ନିର୍ମାଣ କରିବାରେ ଅସମର୍ଥ: %s
18
Furore in varsity over students death
ଛାତ୍ରୀ ମୃତୁ୍ୟକୁ ନେଇ ତୀବ୍ର ଉତ୍ତେଜନା
19
Inclusion of fitness and sports as part of the curriculum in all schools across the country will also be discussed.
ବୈଠକରେ କରୋନା ସମ୍ପର୍କରେ ସଚେତନତା ସହ ରାଜ୍ୟସ୍ତରରେ କ୍ରୀଡ଼ାର ବିକାଶ ନେଇ ଆଲୋଚନା କରାଯିବ ।
20
But theres been no change so far.
ହେଲେ ଏପର୍ଯ୍ୟନ୍ତ ଅଦଳ ବଦଳ ହୋଇନି।
21
Delhi court had sentenced Kuldeep Singh Sengar to life imprisonment in the Unnao rape case
ଉନ୍ନାଓ ଗଣଦୁଷ୍କର୍ମ ମାମଲାର ବିଚାର କରି ଦିଲ୍ଲୀର ତିସ୍ ହଜାରୀ କୋର୍ଟ ଅଭିଯୁକ୍ତ କୁଲଦୀପ୍ ସେଙ୍ଗରକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
22
He has no clue about religion.
ତାଙ୍କର ଧର୍ମ ସମ୍ବନ୍ଧରେ କୌଣସି ଜ୍ଞାନ ନାହିଁ ।
23
The injured are being shifted to a Katra hospital.
ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
24
He doesnt mind the pressure or the expectations.
ସେ ଚାପରେ ନଥାନ୍ତି କିମ୍ବା ଆଶା ରଖନ୍ତିନି।
25
It has affected agriculture.
ଚାଷଜମି ବି ଏହାଦ୍ୱାରା ପ୍ରଭାବିତ ହୋଇଛି।
26
But that wont happen.
କିନ୍ତୁ ଏପରି ହେବ ନାହିଁ।
27
What is on offer?
କେଉଁଥିରେ ମିଳୁଛି ଅଫର ?
28
Fans are eagerly waiting.
ଏନେଇ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।
29
The Mirzapur block education officer filed a complaint against Pawan Jaiswal, a journalist, and a representative of the village head Rajkumar Pal.
ମିର୍ଜାପୁର ବ୍ଲକ ଶିକ୍ଷା ଅଧିକାରୀ ଜଣଙ୍କ ଏବେ ସାମ୍ବାଦିକ ପୱନ ଜୈଶୱାଲ ଏବଂ ଗାଁ ମୁଖିଆ ରାଜକୁମାର ପଲଙ୍କ ନାଁରେ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି।
30
But in a different style.
ହେଲେ ଟିକେ ଅଲଗା ଷ୍ଟାଇଲ୍‌ରେ।
31
This is not so in the government schools.
ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଏଭଳି ପରିସ୍ଥିତି ଦେଖାଯାଉ ନାହିଁ।
32
F-Spot appearance:
F-Spot ଦୃଶ୍ୟ:
33
For they that are such serve not our Lord Jesus Christ, but their own belly. and by good words and fair speeches deceive the hearts of the simple.
ଏହି ଲୋକମାନଙ୍କ ଠାରୁ ଦୂର ରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସବୋ ନକରି କବଳେ ନିଜ ସୁଖ ରେ ମାତି ଥାନ୍ତି। ସମାନେେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁ ମାନେ ମନ୍ଦ ବିଷୟ ରେ ଜାଣି ନାହାଁନ୍ତି, ସମାନଙ୍କେୁ ଭୁଲାନ୍ତି।
34
The truck was going to Mumbai from Kolkata.
ଏହି କଣ୍ଟେନରଟି ମୁମ୍ବାଇରୁ କୋଲକାତା ଯାଉଥିଲା ।
35
Police had made elaborate security arrangements in view of the rally.
ଧାଡ଼ି ଶୋଭାଯାତ୍ରା ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି।
36
The rain has brought a smile on the faces of farmers.
ଅଦିନିଆ ବର୍ଷା ଛଡ଼ାଇ ନେଇଛି ଚାଷୀ ମୁହଁରୁ ହସ।
37
Police sources said no person had been arrested.
ଘଟଣାରେ କେହି ଗିରଫ ହୋଇ ନଥିବା ପୋଲିସ ସୂତ୍ରରୁ ଜଣାପଡିଛି
38
The company suffered heavy casualties.
କମ୍ପାନୀ ବିପୁଳ କ୍ଷତି ସହିବାରେ ଲାଗିଛି ।
39
He was caught by the Pakistani army.
ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲେ।
40
All the injured have been taken to a nearby hospital.
ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
41
No other country has ever achieved this feat before.
ଏହା ପୂର୍ବରୁ ଅନ୍ୟ କୌଣସି ଦେଶ ଏହି କୃତିିତ୍ବ ହାସଲ କରିନାହାନ୍ତି।
42
He hath said, which heard the words of God, and knew the knowledge of the most High, which saw the vision of the Almighty, falling into a trance, but having his eyes open:
ଏହା ହେଉଛି ଜଣେ ବ୍ଯକ୍ତିର ବାର୍ତ୍ତା ୟିଏ ପରମେଶ୍ବରଙ୍କଠାରୁ ଶୁଣେ। ସେ ୟିଏ ସର୍ବୋପରିସ୍ଥ ପରମେଶ୍ବରଙ୍କୁ ବୁଝେ। ସହେି ଜଣେ ୟିଏ ସର୍ବୋଶକ୍ତିମାନ ପରମେଶ୍ବରଙ୍କର ଦର୍ଶନ ପାଇଅଛି। ସେ ହେଉଛି ଜଣେ, ୟିଏ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ଭୂମିରେ ପ୍ରଣାମ କରେ, କିନ୍ତୁ ତା'ର ଆଖିଗୁଡିକ ଖାଲିେଥାଏ।
43
It is extremely beneficial for health.
ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।
44
However, the bill hasnt been passed in Rajya Sabha.
ତେବେ ରାଜ୍ୟସଭାରେ ଏହା ପାରିତ ହୋଇପାରିନଥିଲା।
45
Similarly, the Odisha Water Resources Developments (OWRD) project budget outlay is Rs 751 crore and cumulative spending stands at Rs 231 crore.
ସେହିଭଳି ଓଡିଶା ଜଳସମ୍ପଦ ବିକାଶ ପ୍ରକଳ୍ପ ପାଇଁ ବଜେଟ୍‍ରେ ୭୫୧ କୋଟି ଟଙ୍କା ବରାଦ ଥିବାବେଳେ ଏଥିରୁ ମାତ୍ର ୨୩୧ କୋଟି ଟଙ୍କା ବ୍ୟୟ ହୋଇଛି ।
46
The committee also comprises Prime Minister Narendra Modi and Leader of Opposition in Lok Sabha, Mallikarjun Kharge.
ତିନି ଜଣିଆ ଏହି କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସର୍ବବୃହତ ବିରୋଧୀ ଦଳର ନେତା (ଏହି ମାମଲାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ) ମଧ୍ୟ ସଦସ୍ୟ ଅଛନ୍ତି।
47
But everybody knows what this is about.
କିନ୍ତୁ ଏହାର ଫଳାଫଳ କଣ ହେବ ତାହା ସମସ୍ତେ ଜାଣନ୍ତି ।
48
The Sector and Stock exposure limits help in risk management and reduction of concentration, providing stability to the Index.
କ୍ଷେତ୍ର ଏବଂ ଷ୍ଟକର ସୀମା ବିପଦ ପରିଚାଳନାରେ ସହାୟକ ଅଟେ ଏବଂ ସଘନତାର ହ୍ରାସ ଆଣିଥାଏ । ଏହାଦ୍ୱାରା ସୂଚକାଙ୍କରେ ସ୍ଥିରତା ମିଳିଥାଏ ।
49
The protesters clashed with the police, which tried to disperse them.
ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ହଟାଇବାକୁ ଚେଷ୍ଟା କରିବାରୁ ସେମାନେ ପଥରମାଡ଼ କରିଥିଲେ।
50
He also had support from his family.
ଏନେଇ ତାଙ୍କ ପରିବାର ତରଫରୁ ତାଙ୍କୁ ଖୁବ୍ ସପୋର୍ଟ ମିଳିଲା।
51
Turkish Lira
ତୁନିସିଆName
52
The police are collecting more information in theses cases.
ଘଟଣାରେ ଅଧିକ ତଥ୍ୟା ଯୋଗାଡରେ ଲାଗିଛି ପୋଲିସ ।
53
Basketball and table tennis equipment have also been made available.
ଟେବୁଲ ଟେନିସ୍ ଓ ଫୁଟବଲ ଆଦି କ୍ରୀଡା ଉପକରଣ ଯୋଗାଇ ଦିଆଯାଇଛି ।
54
How are they growing?
କେମିତି ସେମାନେ ବଂଚିବେ।
55
The police decides it.
ପୁଲିସ ଏହା ଉପରେ ନିଷ୍ପତ୍ତି ନେବ।
56
As per pre-poll scenario, a close fight is expected to take place between the BJP and the BJD in both the LS and Assembly elections.
ପ୍ରାକ୍ ନିର୍ବାଚନ ଅଟକଳ ଅନୁଯାୟୀ ପୂର୍ବ ନିର୍ବାଚନ ଭଳି ଚଳିତ ନିର୍ବାଚନରେ ମଧ୍ୟ ଏହି ଆସନେ ବିଜେଡି ଏବଂ ବିଜେପି ମଧ୍ୟରେ କଡା ମୁକାବିଲା ଦେଖିବାକୁ ପଡିବ ।
57
Police said they did not have permission for these protests.
ପୁଲିସ କହିଛି ପ୍ରଦର୍ଶନକାରାମାନେ ପୋଲିସ ଅନୁମତି ନେଇନଥିଲେ।
58
"""The Chinese side had made a suggestion that both India and China should go back equidistantly from the Finger-4 area."
ଚୀନ ପକ୍ଷ ପରାମର୍ଶ ଦେଇଥିଲେ ଯେ, ଭାରତ ଓ ଚୀନ ଉଭୟ ଫିଙ୍ଗର-୪ରୁ ସମାନ ଭାବେ ପଛକୁ ହଟିଯିବା ଉଚିତ୍।
59
Villagers have tried their best to control the fire, but have not succeeded.
ଏହି ଅଗ୍ନିକାଣ୍ଡ ଦେଖି ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା।
60
Everything will be remembered.
ସବୁ ମନେ ରହିବ।
61
It will float.
ଭାସି ଯିବ ।
62
Film producer Siddharth Roy Kapur.
ଫିଲ୍ମଟିର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସିଦ୍ଧାର୍ଥ ରାୟ କପୁର।
63
Mega lift irrigation projects have been taken up for providing irrigation to the farmers in upland areas.
ମାଳଭୂମିରେ ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବା ପାଇଁ ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
64
There was not the slightest change in his behaviour.
ତାଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନାହିଁ.
65
However, some shops remained open.
ତେବେ ଆଉ କିଛି ଦୋକାନରେ ତାଲା ଝୁଲିଛି।
66
The police arrived on the spot and confiscated the vehicle.
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ବାଇକ୍ ଆରୋହୀକୁ ଅଟକ ରଖିଛି
67
His fans have been overjoyed by the news.
ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକଙ୍କମାନେ ଖୁବ୍‌ ଖୁସି ହୋଇଯାଇଛନ୍ତି।
68
However, no one was hurt in the fire.
ହେଲେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାଁନ୍ତି।
69
Samsung is currently making 67 million smartphones in India .
ସାମସଙ୍ଗ ଭାରତରେ ଏଯାବତ୍‌ ୬୭ ମିଲିୟନ୍‌ ସ୍ମାର୍ଟଫୋନ୍‌ ନିର୍ମାଣ କରିଛି।
70
Close note
ଟିପ୍ପଣୀକୁ ବନ୍ଦ କରନ୍ତୁ
71
CBI Court has reserved its order on an application of CBI seeking 5-day remand of P Chidambaram in the case.
ଏବଂ ଜାମିନ ଆବେଦନ ଖାରଜ କରି ସିବିଆଇ ସ୍ବତନ୍ତ୍ର ଅଦାଲତ ଚିଦାମ୍ବରଙ୍କୁ ୫ଦିନିଆ ସିବିଆଇ ରିମାଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
72
She also worked in one Hindi film.
ପ୍ରତିହାରୀ ଗୋଟିଏ ହିନ୍ଦୀ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।
73
Prabhsimran Singh, Mandeep Singh, Gurkeerat Singh Mann, Priyam Garg, Suresh Raina, Abhishek Sharma (Captain), Shivam Mavi, Arshdeep Singh, Sandeep Sharma (Vice-captain), Bhuvneshwar Kumar, Ankit Rajpoot
ମନପ୍ରୀତ ସିଂହ (ଅଧିନାୟକ), ପି. ଆର୍ ଶ୍ରୀଜେଶ (ଗୋଲ୍ରକ୍ଷକ), ହରମନପ୍ରୀତ ସିଂହ, ବରୁଣ କୁମାର, କୋଥଜିତ୍ ସିଂହ, ସୁରେନ୍ଦର କୁମାର, କଙ୍ଗୁଜାମ୍ ଚିଙ୍ଗଲେନସାନା, ନୀଳକାନ୍ତ ଶର୍ମା, ସିମରନ୍ଜିତ୍ ସିଂହ, ଲଳିତ ଉପାଧ୍ୟାୟ, ଅକ୍ଷଦୀପ ସିଂହ ।
74
Bhusaval- Bandra Khandesh Express Train flagged off
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଧୁଲେ କ୍ଷେତ୍ର ଗସ୍ତ କରିଛନ୍ତି ।
75
He informed his family members about this.
ଏ ସଂପର୍କରେ ସେ ତାଙ୍କ ଘର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ ।
76
Leo : Your entire day will be spent at work.
ମେଷ: ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ।
77
The film is helmed by Ali Abbas Zafar .
ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲୀ ଅବାସ୍‌ ଜଫର୍।
78
There has been no official reaction from the government.
ସରକାରୀ ସ୍ତରରେ ଏ ନେଇ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରାଯାଇନି।
79
The students of the school worshipped their parents on the occasion.
ଏହି ଅବସରରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ନିଜ ନିଜ ପିତା ମାତା ମାନଙ୍କୁ ଏକ ଆବେଗମୟ ପରିବେଶରେ ପୂଜନ କରିଥିଲେ।
80
Chief Minister Naveen Patnaik attended as the chief guest of the function.
ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
81
/ on %s
%s ଉପରେ /
82
According to intelligence agency RAW, the ISI was training Lashkar and Jaish terrorists in Afghanistan to launch the attack.
ଏନେଇ ଆରଆଣ୍ଡଏଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି ଅଯୋଧ୍ୟାରେ ଆକ୍ରମଣ କରିବାକୁ ଆଫଗାନିସ୍ତାନର ଲସ୍କର ଏବଂ ଜୈସ ସଙ୍ଗଠନର ଆତଙ୍କବାଦୀଙ୍କୁ ତାଲିମ ପ୍ରଦାନ କରୁଛି ଆଇଏସଆଇ।
83
I will not let that happen, he said.
ମୁଁ ଏପରି କରିବାକୁ ଦେବି ନାହିଁ ବୋଲି ଉଦ୍ଧବ କହିଛନ୍ତି ।
84
There is a lot of debate about it.
ଯାହାକୁ ନେଇ ଜୋରଦାର ଚର୍ଚ୍ଚା ମଧ୍ୟ ହେଉଛି।
85
This has also taken a toll on the BJP.
ଏହାକୁ ନେଇ ବିଜେଡି ମଧ୍ୟ ବିଜେପିକୁ କଟାକ୍ଷ କରି ସାରିଲାଣି।
86
Chief Minister HD Kumaraswamy
ଆସ୍ଥା ଭୋଟରେ ହାରିଲେ ମୁଖ୍ୟମନ୍ତ୍ରୀ ଏଚ୍. ଡି କୁମାରସ୍ୱାମୀ
87
Financial assistance of Rs.500 will be provided to the TB patients every month, keeping their health in mind.
ଯକ୍ଷ୍ମା ରୋଗୀଙ୍କ ପୁଷ୍ଟିସାଧନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ମାସରେ ଏମାନଙ୍କୁ 500 ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି ।
88
Samples were also taken and sent for testing.
ଏହାସହ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଦିଆଯାଇଛି।
89
He said that the fight is for Kashmir and not against Kashmiris.
କହିଲେ, ଏ ଲଢେଇ କାଶ୍ମୀର ପାଇଁ, କାଶ୍ମୀରବାସୀଙ୍କ ବିରୋଧରେ ନୁହେଁ ।
90
But he was not arrested.
ହେଲେ ଆଉ ଧରା ଦେଇ ନଥିଲେ।
91
Jammu and Kashmir Chief Minister Mehbooba Mufti said those guilty of the crime would be punished.
ଜାମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି ମଧ୍ୟ ଘଟଣାରେ କ୍ରୋଧ ପ୍ରକାଶ କରି ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତ।
92
So, its a good idea to include millets in your daily diet.
ତେଣୁ ଦେଶୀ ଘିଅକୁ ଆମ ପ୍ରତିଦିନ ଖାଦ୍ୟ ସାରଣୀରେ ସାମିଲ କରାଗଲେ ଭଲ ।
93
Pisces: Your spirits will be elevated.
ମୀନ: ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ।
94
We all are so grateful for your love & support.
ଆମେ ଆପଣମାନଙ୍କ ଭଲପାଇବା ଏବଂ ମଙ୍ଗଳକାମନା ପାଇଁ ଅତ୍ୟନ୍ତ କୃତଜ୍ଞ।
95
Many students were jailed.
ତାଙ୍କ ସହ ଅନେକ ଛାତ୍ରନେତା ମଧ୍ୟ ଜେଲରେ ବନ୍ଦୀ ଥିଲେ ।
96
However she was alone in her house.
ଏପଟେ ସୀମା ମଧ୍ୟ ତାଙ୍କ ଘରେ ଏକାକୀ ଥିଲେ।
97
However, it is unlikely to pass any resolution in the meeting.
ତେବେ ଏହି ବୈଠକରେ ନୂଆ କିଛି ନିଷ୍ପତ୍ତି ନିଆଯିବାର ସମ୍ଭାବନା ନାହିଁ।
98
Wilt thou yet say before him that slayeth thee, I am God? but thou shalt be a man, and no God, in the hand of him that slayeth thee.
"ତୁମ୍ଭେ କ'ଣ ତୁମ୍ଭ ଯାଜକ ସମ୍ମୁଖ ରେ ""ମୁଁ ପରମେଶ୍ବର"" ବୋଲି କହିବ ? କିନ୍ତୁ ତୁମ୍ଭେ ନିଜ ଘାତକ ନିକଟରେ ତୁମ୍ଭେ ଜଣେ ମନୁଷ୍ଯ ମାତ୍ର, ପରମେଶ୍ବର ନୁହଁ।"
99
Mohana Singh becomes first woman fighter pilot to fly Hawk jet
ହକ୍ ଯୁଦ୍ଧ୍ୟବିମାନ ଉଡାଇବାରେ ମୋହନା ସିଂହ ହେଲେ ଦେଶର ଅନ୍ୟତମ ମହିଳା ଫାଇଟର ଜେଟ୍ ପାଇଲଟ