output
stringlengths 1
10.9k
| input
stringclasses 1
value | instruction
stringlengths 34
702
| category
stringlengths 3
20
|
---|---|---|---|
ତା'ପରେ ମୁଁ ଦେଖିଲି ଓ ଅନକେ ସ୍ବର୍ଗଦୂତଙ୍କର ସ୍ବର ଶୁଣିଲି। ସ୍ବର୍ଗଦୂତମାନେ ସିଂହାସନ, ଜୀବିତପ୍ରାଣୀ ଓ ପ୍ରାଚୀନମାନଙ୍କ ଚାରିପାଖ ରେ ଥିଲେ। ମୁଁ ହଜାରହଜାର ସ୍ବର୍ଗଦୂତଙ୍କୁ ଦେଖିଲି। ସଠାେରେ 10,000ର 10,000 ଗୁଣ ସ୍ବର୍ଗଦୂତ ଥିଲେ। | translate sentence into Odia : And I beheld, and I heard the voice of many angels round about the throne and the beasts and the elders: and the number of them was ten thousand times ten thousand, and thousands of thousands; | revelation |
|
ତା'ପରେ ମୁଁ ଅନ୍ୟ ଜଣେ ସ୍ବର୍ଗଦୂତଙ୍କୁ ପୂର୍ବଦିଗରୁ ଆସିବାର ଦେଖିଲି। ଏହି ଦୂତଙ୍କ ପାଖ ରେ ଜୀବିତ ପରମେଶ୍ବରଙ୍କର ମୁଦ୍ରା ଥିଲା। ସେ ଉଚ୍ଚ ସ୍ବର ରେ ଚାରିଜଣ ସ୍ବର୍ଗଦୂତଙ୍କୁ ଡାକିଲେ, ଯେଉଁମାନଙ୍କୁ ପରମେଶ୍ବର ପୃଥିବୀ ଓ ସମୁଦ୍ରର କ୍ଷତି କରିବାକୁ କ୍ଷମତା ଦଇେଥିଲେ। | translate sentence into Odia : And I saw another angel ascending from the east, having the seal of the living God: and he cried with a loud voice to the four angels, to whom it was given to hurt the earth and the sea, | revelation |
|
ଏହିପରି ମୁଦ୍ରାଙ୍କିତ ହବୋ ଲୋକମାନଙ୍କର ସଂଖ୍ଯା ମୁଁ ଶୁଣିଲି। ସମାନେେ 14 4,000 ଜଣ ଥିଲେ। ସମାନେେ ଇସ୍ରାଯଲରେ ପ୍ରତି ପରିବାର ବର୍ଗ ମଧ୍ଯରୁ ଥିଲେ। | translate sentence into Odia : And I heard the number of them which were sealed: and there were sealed an hundred and forty and four thousand of all the tribes of the children of Israel. | revelation |
|
ଏହା ବ୍ଯତୀତ ସମାନେେ ସମାନଙ୍କେର ନରହତ୍ଯା, ଗୁଣିବିଦ୍ଯା, ୟୌନଗତପାପ କିମ୍ବା ଚୋରୀପାପ ପରିତ୍ଯାଗ କଲେ ନାହିଁ କି ସେଥିରୁ ମନ ଫରୋଇ ଅନୁତାପ କଲେ ନାହିଁ। | translate sentence into Odia : Neither repented they of their murders, nor of their sorceries, nor of their fornication, nor of their thefts. | revelation |
|
ତା'ପରେ ଚବିଶ ଜଣ ପ୍ରାଚୀନ ମୁଣ୍ଡ ନୁଆଁଇ ପ୍ରଣାମ କଲେ ଓ ପରମେଶ୍ବରଙ୍କର ଉପାସନା କଲେ। ଏହି ପ୍ରାଚୀନମାନେ ପରମେଶ୍ବରଙ୍କ ସମ୍ମୁଖ ରେ ସମାନଙ୍କେ ସିଂହାସନ ରେ ବସନ୍ତି। | translate sentence into Odia : And the four and twenty elders, which sat before God on their seats, fell upon their faces, and worshipped God, | revelation |
|
ତାହାର ମସ୍ତକଗୁଡ଼ିକ ମଧ୍ଯରୁ ଗୋଟିଏ ମସ୍ତକ ଆଘାତ ପ୍ରାପ୍ତ ହାଇେଥିବା ପରି ଓ ମରାଯାଇଥିବା ପରି ଦଖାଗେଲା। କିନ୍ତୁ ତା'ର ମାରାତ୍ମକ କ୍ଷତି ଭଲ ହାଇଯୋଇଥିଲା। ପୃଥିବୀର ସବୁ ଲୋକମାନେ ତାହାକୁ ଦେଖି ଆଶ୍ଚର୍ୟ୍ଯ ହେଲେ ଓ ସହେି ପଶୁର ଅନୁଗମନ କଲେ। | translate sentence into Odia : And I saw one of his heads as it were wounded to death; and his deadly wound was healed: and all the world wondered after the beast. | revelation |
|
ମୁଁ ସ୍ବର୍ଗରୁ ମହାଜଳପ୍ରପାତ ଓ ମହାବଜ୍ରନାଦ ଭଳି ଏକ ଏକ ସ୍ବର ଶୁଣିଲି। ଏହା ବୀଣାବାଦକମାନେ ସମାନଙ୍କେର ବୀଣାବାଦନ କରିବାପରି ମନେ ହେଲା। | translate sentence into Odia : And I heard a voice from heaven, as the voice of many waters, and as the voice of a great thunder: and I heard the voice of harpers harping with their harps: | revelation |
|
ସମାନେେ କବେେ ମିଥ୍ଯା କହନ୍ତି ନାହିଁ। ସମାନେେ ସର୍ବଦା ନିର୍ଦ୍ ଦୋଷ। | translate sentence into Odia : And in their mouth was found no guile: for they are without fault before the throne of God. | revelation |
|
ଦେଖ ! ମୁଁ ଗୋଟିଏ ଚୋର ଭଳି ଆସିବି। ଯେ ମାେ ଅପେକ୍ଷା ରେ ଚାହିଁ ରହେ ଓ ନିଜର ବସ୍ତ୍ର ପ୍ରସ୍ତୁତ କରି ରଖିଥାଏ, ସହେି ଲୋକ ସୁଖୀ। ତବେେ ତାହାକୁ ଉଲଗ୍ନ ହାଇେ ଚାଲିବାକୁ ପଡ଼ିବ ନାହିଁ ଓ ଲୋକମାନେ ତାହାର ଲଜ୍ଜା ଦେଖିବେ ନାହିଁ।
revelation And the great city was divided into three parts, and the cities of the nations fell: and great Babylon came in remembrance before God, to give unto her the cup of the wine of the fierceness of his wrath. ମହାନଗରୀ ତିନି ଭାଗ ରେ ବିଭକ୍ତ ହେଲା। ଦେଶଗୁଡ଼ିକର ନଗରସବୁ ନଷ୍ଟ ହାଇଗେଲା। ପରମେଶ୍ବର ମହାନଗରୀ ବାବିଲୋନକୁ ଦଣ୍ଡ ଦବୋପାଇଁ ଭୁଲିଲେ ନାହିଁ। ସେ ତାହାକୁ ତାହାଙ୍କର ପ୍ରଚଣ୍ଡ କୋରଧରୂପ ମଦିରାପାତ୍ରରୁ ପାନ କରାଇଲେ।
revelation And he saith unto me, The waters which thou sawest, where the whore sitteth, are peoples, and multitudes, and nations, and tongues. ତା'ପରେ ସେ ସ୍ବର୍ଗଦୂତ ମାେତେ କହିଲେ, ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ଯା ବସୁଥିବାର ଦେଖିଲ, ସହେି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ। | translate sentence into Odia : Behold, I come as a thief. Blessed is he that watcheth, and keepeth his garments, lest he walk naked, and they see his shame. | revelation |
|
ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ସମସ୍ତ ଲୋକମାନଙ୍କ ସହିତ ରହିଥାଉ। ଆମେନ୍। | translate sentence into Odia : The grace of our Lord Jesus Christ be with you all. Amen. | revelation |
|
ଓଡ଼ିଶା ବିଷୟରେ | translate sentence into Odia : About Odisha | govt_odisha |
|
ଖ୍ରୀଷ୍ଟପୂର୍ବ ୨୬୧ ରେ କଳିଙ୍ଗ | translate sentence into Odia : Kalinga in 261 BC | govt_odisha |
|
ମହାଭାରତ କାଳରେ କଳିଙ୍ଗ ବୋଲି ଗୋଟିଏ ରାଜ୍ୟ ଥିଲା । | translate sentence into Odia : Its territory formed a part of the ancient Kalinga of Mahabharat fame. | govt_odisha |
|
ଖ୍ରୀଷ୍ଟପୂର୍ବ ୨୬୧ ରେ ମଗଧ ରାଜ୍ୟର ରାଜା ଅଶୋକ କଳିଂଗକୁ ବଳପୂର୍ବକ ଆକ୍ରମଣ କରିଥିଲେ । ଏହି ଘଟଣାଟି ଇତିହାସରେ ବିଶ୍ୱପ୍ରସିଦ୍ଧ କଳିଙ୍ଗ ଯୁଦ୍ଧ ନାମରେ ପରିଚିତ । | translate sentence into Odia : Ashok the Mauryan King of Magadh, invaded Kalinga in 261 BC and this event has gone down in history as the Great Kalinga war. | govt_odisha |
|
ନିର୍ଭୀକ କଳିଙ୍ଗବାସୀ ଅକୁଣ୍ଠ ଯୁଦ୍ଧ କରି ମଧ୍ୟ ଶେଷରେ ଲଭିଲେ ପରାଜୟ । | translate sentence into Odia : Then the people of Kalinga offered a relentless & dauntless resistance, but they lost at last. | govt_odisha |
|
କଳିଙ୍ଗ ପାଇଁ ଏ ଯୁଦ୍ଧ ଥିଲା ଅତ୍ୟନ୍ତ ନୈରାଶ୍ୟ ଜର୍ଜରିତ, ତିକ୍ତ ଅନୁଭୂତିର ବିଷୟ । ଏହାର ପରିଣତି ଯେ କେତେ ଭୟଙ୍କର ଥିଲା ତାହା ଅଶୋକଙ୍କ ନିଜ ପ୍ରଦତ୍ତ ବିବରଣୀରୁ ଜଣାପଡ଼େ । | translate sentence into Odia : How desperate was the battle, how bitterly was it fought, and how terrible were the results, are known from Ashok’s own descriptions. | govt_odisha |
|
ତାଙ୍କ ପ୍ରଦତ୍ତ ୧୩ ତମ ଶିଳାଲେଖରୁ ଜଣାଯାଏ | translate sentence into Odia : This is what he wrote about the Kalinga war in his thirteenth Rock Edict. | govt_odisha |
|
ଭଗବାନଙ୍କ ପ୍ରିୟ ଭାବେ ଆଠବର୍ଷ ଅଭିଷିକ୍ତ ହେଲା ପରେ ରାଜା ପ୍ରିୟଦର୍ଶନ କଳିଙ୍ଗ ବିଜୟ କରିଥିଲେ । | translate sentence into Odia : The country of Kalinga was conquered when King Priyadarshan, beloved of the Gods had been anointed eight years. | govt_odisha |
|
ଯୁଦ୍ଧର ପରିଣତି ସ୍ୱରୂପ ୧,୫୦୦୦୦ ଲୋକଙ୍କୁ ବନ୍ଦୀ କରାଯାଇଥିଲା, ଲକ୍ଷେ ଲୋକଙ୍କୁ ହତ୍ୟା କରାଯାଇଥିଲା ଓ ଏହାଠାରୁ ବହୁଗୁଣ ସଂଖ୍ୟାରେ କଳିଙ୍ଗବାସୀ ପ୍ରାଣ ତ୍ୟାଗ କରିଥିଲେ । | translate sentence into Odia : One hundred and fifty thousand were there from captured, one hundred thousand were there slain, and many times as many died. | govt_odisha |
|
କିନ୍ତୁ ଏହାର ପରିଣତି କ’ଣ ହେଲା ? ବିଜିତ କଳିଙ୍ଗ ପରିଶେଷରେ ତାହାର ବିଜୟୀକୁ ବିଜୟ କଲା । | translate sentence into Odia : But what was the result? The conquered Kalinga conquered her conqueror. | govt_odisha |
|
ଏହି ଯୁଦ୍ଧ ଥିଲା ଅଶୋକଙ୍କ ପାଇଁ ଶେଷ ଯୁଦ୍ଧ । ଏହି ଯୁଦ୍ଧପରେ ବୌଦ୍ଧଧର୍ମର ସେ ହେଲେ ଶ୍ରେଷ୍ଠ ପ୍ରଚାରକ ଏବଂ ଶାନ୍ତି ଓ ଅହିଂସାମାର୍ଗ ହେଲା ତାଙ୍କ ଜୀବନର ବ୍ରତ । | translate sentence into Odia : This was the last war fought by him after which he became the great champion of Buddhism and upheld the values of peace and non-violence. | govt_odisha |
|
ଖ୍ରୀ.ପୂ ପ୍ରଥମ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ମହାନ୍ ଦିଗ୍ବିଜୟୀ ବୀର ତଥା ଜୈନ ଧର୍ମର ପୃଷ୍ଠପୋଷକ ଖାରବେଳଙ୍କ ଅଧୀନରେ ଏହି ପ୍ରାଚୀନ ରାଜ୍ୟ ଏକ ପ୍ରବଳ ପରାକ୍ରମଶାଳୀ ସାମ୍ରଜ୍ୟର ମାନ୍ୟତା ପାଇଥିଲା । | translate sentence into Odia : The ancient state rose to prominence as a Kingdom under Kharavela , a great conquerer and patron of Jainism, in the second half of the Ist century B.C. | govt_odisha |
|
କଳିଙ୍ଗର ଅନ୍ୟ ଶାସକମାନଙ୍କ ମଧ୍ୟରେ କେଶରୀବଂଶୀୟ ଏବଂ ପୂର୍ବ ଗଙ୍ଗ ବଂଶୀୟ ଶାସକମାନେ ଉଲ୍ଲେଖଯୋଗ୍ୟ ଯେଉଁମାନଙ୍କ ନେତୃତ୍ୱରେ ଏକ ବଳିଷ୍ଠ ସାମ୍ରାଜ୍ୟ ଗଠିତ ହୋଇଥିଲା । | translate sentence into Odia : Other great rulers belonged to the Keshari dynasty and the Eastern Ganga dynasty who were also great builders. | govt_odisha |
|
ଏକଦା ଏକଦା କଳିଙ୍ଗ ସାମ୍ରାଜ୍ୟ ଗଙ୍ଗାଠାରୁ ଗୋଦାବରୀ ଯାଏ ବିସ୍ତୃତ ଥିଲା । | translate sentence into Odia : At one time the vast kingdom spanned from Ganga to Godavari. | govt_odisha |
|
ଜାଭା, ବୋର୍ଣ୍ଣିଓ ଭଳି ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କ ସାଙ୍ଗରେ ସମୃଦ୍ଧ ସାମୁଦ୍ରିକ ବାଣିଜ୍ୟ ବ୍ୟବସାୟ କରିବା । ଫଳରେ କଳିଙ୍ଗ ପ୍ରାଚୁର୍ଯ୍ୟ ଓ ସମୃଦ୍ଧିର ସୁବର୍ଣ୍ଣଯୁଗରେ ପାଦ ଦେଇଥିଲା । | translate sentence into Odia : The flourishing maritime trade with South-East Asian countries i.e. Java, Bornio had brought in a golden era of affluence and opulence. | govt_odisha |
|
ଖ୍ରୀଷ୍ଟୀୟ ୭ମରୁ ୧୩ ତମ ଶତାବ୍ଦୀ ପର୍ଯ୍ୟନ୍ତ କଳିଙ୍ଗ କଳାସ୍ଥାପତ୍ୟରେ ସମୃଦ୍ଧି ଲାଭ କରିଥିଲା । | translate sentence into Odia : The Kalinga School of architecture flourished from the 7th to 13th century A.D. | govt_odisha |
|
ଏହି ସମୟରେ ଗଢି ଉଠିଥିବା ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତିସ୍ତମ୍ଭମାନ ଭୁବନେଶ୍ୱର, ପୁରୀ ଓ ତା’ର ଆଖ ପାଖରେ ଦେଖାଯାଏ । | translate sentence into Odia : The most important monuments of this period can be seen in and around Bhubaneswar and Puri. | govt_odisha |
|
କଳିଙ୍ଗର ଉତ୍କୃଷ୍ଟତମ ସ୍ଥାପତ୍ୟ କଳାର ଉଦାହରଣ ହେଉଛି ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିର । | translate sentence into Odia : The Mukteswar Temple is the finest piece of architecture of Kalinga. | govt_odisha |
|
ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଏବଂ ସର୍ବୋପରି କୋଣାର୍କର ସୂର୍ଯ୍ୟ ମନ୍ଦିର କଳା ସ୍ଥାପତ୍ୟ କ୍ଷେତ୍ରରେ ବିଶ୍ୱ ଐତିହ୍ୟର ପ୍ରତୀକ । | translate sentence into Odia : The Lingaraj Temple of Bhubaneswar, the Jagannath Temple of Puri above all the world renowned world heritage Sun Temple at Konark is the epitome of temple architecture and sculpture. | govt_odisha |
|
ଏହାର ନିର୍ମାଣ ପାଇଁ ୧୨ ବର୍ଷର ରାଜକୋଷ ବ୍ୟୟ ହୋଇଥିଲା, ଯାହାକି ବିଶ୍ୱବିଖ୍ୟାତ ତାଜମହଲ ନିର୍ମାଣ ପାଇଁ ବିଶାଳ ମୋଗଲ ସାମ୍ରାଜ୍ୟର ୧୨ ବର୍ଷର ରାଜକୋଷ ବ୍ୟୟ ସହ ତୁଳନା କରାଯାଇପାରେ । | translate sentence into Odia : The construction of Konark Temple utilized 12 years of state revenue which can be compared to the mighty Moghul Empire, which also utilized its resources of 12 years for building world famous Taj Mahal. | govt_odisha |
|
କଳିଙ୍ଗ (ଓଡ଼ିଶା)ର ସାମରିକ ଶକ୍ତି ଓ ପରାକ୍ରମ ସମ୍ପର୍କରେ ସମ୍ୟକ ପରିଚୟ ବକ୍ସି ଜଗବନ୍ଧୁଙ୍କ ସମୟରେ ଖୋରଧାର ଯୋଦ୍ଧା ପାଇକମାନଙ୍କର ସଂଗ୍ରାମରୁ ମିଳିଥାଏ । | translate sentence into Odia : It has also shown its military strength and prowess during Buxi Jagabandhu, period of the warrior of Khurda Paikas. | govt_odisha |
|
୧୬ଶ ଶତକର ଶେଷାର୍ଦ୍ଧରେ ଓଡ଼ିଶାର ଗୌରବ ରବି ଅସ୍ତମିତ ହୋଇଗଲା । | translate sentence into Odia : The glories of Odisha ended in later half of 16th century. | govt_odisha |
|
ଏହାର ଦୁଇ ଶତାବ୍ଦୀ ପରେ ଇଂରେଜ ଶାସନ ମୂଳ ସାମ୍ରାଜ୍ୟକୁ ବହୁ ପ୍ରଶାସନିକ ଖଣ୍ଡରେ ବିଭକ୍ତ କରି ଶେଷ କୁଠାରାଘାତ କରିଥିଲା । | translate sentence into Odia : Two centuries later the British administered the final blows by dividing the original territory in to several administrative units. | govt_odisha |
|
ସର୍ବଶେଷରେ ୧୯୩୬ରେ ତତ୍କାଳୀନ ବିହାର ଓ ଓଡ଼ିଶା ଏବଂ ମାନ୍ଦ୍ରାଜ ପ୍ରଦେଶରୁ ନିର୍ଦ୍ଦିଷ୍ଟ ଅଂଶ ମିଶି ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଜନ୍ମ ଲାଭକଲା । | translate sentence into Odia : In 1936, ultimately an independent state Odisha was constituted as a separate province by carving out certain portions from the provinces of Bihar, Odisha and Madras. | govt_odisha |
|
ସମୟକ୍ରମେ ଓଡ଼ିଶା ଅନେକ ବୀର, ବିଦ୍ୱାନ୍ ଏବଂ ଧର୍ମ ପ୍ରଚାରକଙ୍କୁ ଆକର୍ଷିତ କରିଥିଲା । | translate sentence into Odia : As centuries rolled by, Odisha continued to invite heros, Scholars and prophets alike. | govt_odisha |
|
ବିଖ୍ୟାତ ସମ୍ରାଟ ସମୁଦ୍ରଗୁପ୍ତ ଏବଂ ହର୍ଷ ଶିଳାଦିତ୍ୟ ରାଜନୈତିକ ଉଦ୍ଦେଶ୍ୟରେ ଏଠାକୁ ଆସିଥିବା ବେଳେ ପ୍ରାଜ୍ଞ ଓ ହୁଏନ-ସାଂଙ୍କ ଭଳି ପଣ୍ଡିତମାନେ ଏଠାର ଶିକ୍ଷାକେନ୍ଦ୍ରମାନଙ୍କରେ ଜ୍ଞାନାର୍ଜନ କରିବା ପାଇଁ ଆସିଥିଲେ । | translate sentence into Odia : Famous Kings like Samudra Gupta and Harsha Siladitya came to Odisha on political missions while scholars like Prajna and Hieuen-Tsang came to learn at centers of learning. | govt_odisha |
|
ସପ୍ତମ ଶତକର ପ୍ରସିଦ୍ଧ ଚୀନ ପରିବ୍ରାଜକ ହୁଏନ୍ସାଂ ତାଙ୍କର ଓଡ଼ିଶା ଭ୍ରମଣ ସମୟରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଅଗଣିତ ଗବେଷକ ଜ୍ଞାନ ବିତରଣ କରୁଥିବା ଦେଖି ବିସ୍ମିତ ହୋଇଥିଲେ । ସେହି ସ୍ମରଣୀୟ ‘ବୌଦ୍ଧ ବିହାର’ ଆଜି ରତ୍ନଗିରି ଲଳିତଗିରି ଉଦୟଗିରିର ବୌଦ୍ଧ କୀର୍ତ୍ତିରାଜିର ମାଟିତଳେ ପ୍ରୋତ୍ଥି । | translate sentence into Odia : Hieuen-Tsang, the famous Chinese pilgrim of the 7th century who visited Odisha was surprised to see the University of Puspagiri imparting knowledge to innumerable scholars now lying buried under Buddhist complex at Ratnagiri-Lalitgiri-Udayagiri. | govt_odisha |
|
ବହୁ ପ୍ରଖ୍ୟାତ ଧର୍ମ ପ୍ରବକ୍ତା ଓଡ଼ିଶାକୁ ଆସିଥିଲେ । ସେମାନଙ୍କ ମଧ୍ୟରେ ବିଶେଷ ଉଲ୍ଲେଖଯୋଗ୍ୟ ହେଉଛନ୍ତି ୯ମ ଶତକର ଆଦି ଶଙ୍କରାଚାର୍ଯ୍ୟ । ସେ ପୁରୀକୁ ଆଗମନ କରିଥିଲେ । ଯେଉଁଠି ସେ ପ୍ରତିଷ୍ଠା କଲେ ତାଙ୍କ ଆଧ୍ୟାତ୍ମିକ ଦର୍ଶନ ଓ ମତବାଦର ଉତ୍ତୁଙ୍ଗ ଅଧ୍ୟାତ୍ମପୀଠ । | translate sentence into Odia : Various prophets visited Odisha, the significant among those visits is the visit of Adi Sankaracharya in 9th century to Puri to make it a center of his mission and a towering citadel of his spiritual ideology & message. | govt_odisha |
|
ଭାରତର ଚତୁର୍ଦ୍ଦିଗରେ ତାଙ୍କଦ୍ୱାରା ପ୍ରତିଷ୍ଠିତ ଚାରୋଟି ମଠ ମଧ୍ୟରେ ପୁରୀଧାମର ଗୁରୁତ୍ୱପୂର୍ଣ୍ଣ ଗୋବର୍ଦ୍ଧନ ମଠ ଅନ୍ୟତମ । | translate sentence into Odia : He established four monasteries in four corners of Indian Peninsula out of which “ The Gobardhan Pitha” of Puri was one of the most significant. | govt_odisha |
|
ଅନ୍ୟତମ ଆଧ୍ୟାତ୍ମିକ ସନ୍ଥ ଏବଂ ବିଶିଷ୍ଟ ଦ୍ୱୈତଦର୍ଶନର ପ୍ରବର୍ତ୍ତକ ରାମାନୁଜ ପୂରୀଠାରେ ଏମାରମଠ ପ୍ରତିଷ୍ଠା କରିଥିଲେ । | translate sentence into Odia : Another Great Saint Ramanujacharya, the propounder of Visista Dwaita philosophy also visited Puri and established the Emar Matha. | govt_odisha |
|
ଏହି ଶତାବ୍ଦୀରେ ଜୟଦେବ ରଚନା କରିଥିଲେ ବିଶ୍ୱବିଦିତ ମଧୁର ସଂଗୀତ ମୂର୍ଚ୍ଛନାରେ ଝଙ୍କୃତ କାବ୍ୟ ‘‘ଗୀତଗୋବିନ୍ଦ’’ । | translate sentence into Odia : In the same century Jayadev composed his world famous lilting treatise “Gita Govinda”. | govt_odisha |
|
ପରେ ପରେ ୧୬ଶ ଶତକରେ ଆସିଲେ ଭକ୍ତିଧର୍ମର ପୃଷ୍ଠପୋଷକ ଶ୍ରୀ ଚୈତନ୍ୟ ଓ ତାଙ୍କର ଶେଷ ଅଠର ବର୍ଷ ଏଠାରେ ଅତିବାହିତ କରିଥିଲେ । | translate sentence into Odia : Subsequently in 16th century Sri Chaitanya, the exponent of the Bhakti Cult came to Odisha and made Puri his abode for last 18 years of his life. | govt_odisha |
|
ତାଙ୍କର ସମସାମୟିକ ପଞ୍ଚସଖା, ଶ୍ରୀ ଜଗନ୍ନାଥ ଦାସ, ଶ୍ରୀ ଅଚ୍ୟୁତାନନ୍ଦ ଦାସ, ଶ୍ରୀ ବଳରାମ ଦାସ, ଅନନ୍ତ ଓ ଯଶୋବନ୍ତ ଦାସ ପ୍ରଭୃତି କବିଗଣ ଥିଲେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦିଗନ୍ତର ବିଶାଳ ସ୍ତମ୍ଭ । | translate sentence into Odia : His contemporary Pancha Sakha i.e. Sri Jagannath Das, Sri Achyutananda Das, Sri Balaram Das, Ananta & Yasobanta were spiritual stalwarts and literary luminaries of the time. | govt_odisha |
|
କବିସମ୍ରାଟ ଉପେନ୍ଦ୍ର ଭଂଜ, କବିସୂର୍ଯ୍ୟ ବଳଦେବ ରଥ, ରାଧାନାଥ ରାୟ, ଫକୀରମୋହନ ସେନାପତି, ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କାଳିନ୍ଦୀ ଚରଣ ପାଣିଗ୍ରାହୀ, ସଚ୍ଚିରାଉତରା, ଗୋପୀନାଥ ମହାନ୍ତି ଏବଂ ଏପରି ଅନେକ ସ୍ମରଣୀୟ ବ୍ୟକ୍ତି ବିଶେଷଙ୍କର ଓଡ଼ିଶା ଭାଷା ସାହିତ୍ୟକୁ ଦାନ ଅତୁଳନୀୟ । | translate sentence into Odia : Kabi Samrat Upendra Bhanja, Kabi Surya Baladev Ratha, Radhanath Ray, Fakir Mohan Senapati, Pandit Gopabandhu Dash, Pandit Nilakantha Das, Godabaris Mishra, Kalandi Charan Panigrahi, Sachidananda Routray & many others have contributed substantially to the language & literature of Odisha. | govt_odisha |
|
ଉତ୍କଳଗୌରବ ମଧୁସୂଦନ ଦାସ ଥିଲେ, ଆଧୁନିକ ଓଡ଼ିଶାର ସ୍ଥପତି, ତାଙ୍କର ଅନୁଗମନ କରି ନବକୃଷ୍ଣ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୟାନନ୍ଦ ପଟ୍ଟନାୟକ ଏବଂ ଅନେକ ଓଡ଼ିଶାର ସୁନାମ ଓ ଗୌରବର ଶିଖରକୁ ହିମାଳୟ ପରି ଉତ୍ତୁଙ୍ଗ କରିଥିଲେ । | translate sentence into Odia : Utkal Gaurav Madhusudan Das was the architect of Modern Odisha and subsequently Sri Nabakrushna Chowdhury, Dr. Harekrishna Mahatab, Sri Bijayananda Patnaik & others engineered their best efforts for catapulting Odisha to himalayan heights of fame & glory. | govt_odisha |
|
ବସ୍ତୁତଃ ଓଡ଼ିଶା ଏକ ବହୁମୁଖୀ, ବହୁବର୍ଣ୍ଣୀ, ଅତି ଉଜ୍ଜ୍ୱଳ, ପ୍ରାଣ ପ୍ରାଚୁର୍ଯ୍ୟର ଚଳଚଞ୍ଚଳ ଆଧୁନିକ ରାଜ୍ୟ । ବିଶ୍ୱର ଜୀବନ ପଥରେ ସୃଷ୍ଟ ଫାଟଗୁଡ଼ିକୁ ପୂରଣ କରିବା ପାଇଁ ଏହାର ବିଶ୍ୱ ଭାତୃତ୍ୱ ଏକକ ସାଂସ୍କୃତିକ ପରଂପରା, ପରିପୁଷ୍ଟ ବୃକ୍ଷଲତାରେ ପରିପୂର୍ଣ୍ଣ ଘନ ବନାନୀ ଏବଂ ବନ୍ୟପ୍ରାଣୀ, ବିସ୍ତୃତ ଚିଲିକା ହ୍ରଦ ଓ ବିଶାଳ ଉପକୂଳ, ବହୁବିଧ ଜନଜାତି ଏବଂ କଳା ଓ ସଂସ୍କୃତିର ରଙ୍ଗୀନ ପଟ୍ଟଭୂମି ଓଡ଼ିଶାର ସ୍ୱାତନ୍ତ୍ର ଓ ବୈଶିଷ୍ଟ୍ୟ ପ୍ରତିପାଦନ କରିଥାଏ, ଯାହାକୁ ନେଇ ଏହି ଭୂମି ଚଳିତ ଶତାବ୍ଦୀରେ ପଦାର୍ପଣ କରିଛି । | translate sentence into Odia : In fact, Odisha has become a multi dimensional, multi coloured, many splendoured, vibrant & boisterous modern state all set on its journey in the present millenium to make its presence and voice felt in the nooks & crannies of the world through the Universal Cult of brotherhood, its unique cultural heritage, luxuriant forests & wild life, sprawling Chilika Lake, bountiful coastline, wide range of tribes & colourful canvass of art & culture. | govt_odisha |
|
ଯୌବନର ଉଦ୍ଦାମତା ପ୍ରାଚୀନ ଗୌରବ, ମନୋଜୟୀ ବିଶାଳତା ଓ ଗାରିମା ଓ ଗାରିମା ଅଭିବୃଦ୍ଧ କରିବା ପାଇଁ ଓଡିଶା ପୁନଃଜାଗ୍ରତ ହୋଇଅଛି । | translate sentence into Odia : Odisha has been resurgent again rejuvenating and resuscitating its ancient glory, glamour & greatness. | govt_odisha |
|
ବିଭାଗ | translate sentence into Odia : Departments | govt_odisha |
|
କୃଷି ଏବଂ କୃଷକ ସଶକ୍ତି କରଣ | translate sentence into Odia : Agriculture & Farmers' Empowerment | govt_odisha |
|
ସମବାୟ | translate sentence into Odia : Co-operation | govt_odisha |
|
ବାଣିଜ୍ୟ ଏବଂ ପରିବହନ | translate sentence into Odia : Commerce & Transport | govt_odisha |
|
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି | translate sentence into Odia : Electronics & Information Technology | govt_odisha |
|
ଶକ୍ତି | translate sentence into Odia : Energy | govt_odisha |
|
ଅବକାରୀ | translate sentence into Odia : Excise | govt_odisha |
|
ଅର୍ଥ | translate sentence into Odia : Finance | govt_odisha |
|
ମତ୍ସ୍ୟ ଏବଂ ପଶୁ ସଂପଦ | translate sentence into Odia : Fisheries & Animal Resources Development | govt_odisha |
|
ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ | translate sentence into Odia : Food Supplies & Consumer Welfare | govt_odisha |
|
ଜଙ୍ଗଲ ଏବଂ ପରିବେଶ | translate sentence into Odia : Forest & Environment | govt_odisha |
|
ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ | translate sentence into Odia : General Administration & Public Grievance | govt_odisha |
|
ବୟନ ଓ ହସ୍ତ ଶିଳ୍ପ | translate sentence into Odia : Handlooms,Textiles & Handicrafts | govt_odisha |
|
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ | translate sentence into Odia : Health & Family Welfare | govt_odisha |
|
ଉଚ୍ଚଶିକ୍ଷା | translate sentence into Odia : Higher Education | govt_odisha |
|
ଗୃହ | translate sentence into Odia : Home | govt_odisha |
|
ଗୃହ ନିର୍ମାଣ ଓ ନଗର ଉନ୍ନୟନ | translate sentence into Odia : Housing & Urban Development | govt_odisha |
|
ଶିଳ୍ପ | translate sentence into Odia : Industries | govt_odisha |
|
ସୂଚନା ଏବଂ ଲୋକ ସଂପର୍କ | translate sentence into Odia : Information & Public Relations | govt_odisha |
|
ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା | translate sentence into Odia : Labour & Employees' State Insurance | govt_odisha |
|
ଆଇନ | translate sentence into Odia : Law | govt_odisha |
|
ଅଣୁ, କ୍ଷୁଦ୍ରୁ ଓ ମଧ୍ୟମ ଉଦ୍ୟୋଗ | translate sentence into Odia : Micro, Small & Medium Enterprise | govt_odisha |
|
ସଂସ୍କୃତି | translate sentence into Odia : Odia Language Literature & Culture Department | govt_odisha |
|
ପଞ୍ଚାୟତି ରାଜ ଏବଂ ପାନୀୟ ଜଳ | translate sentence into Odia : Panchayati Raj & Drinking Water | govt_odisha |
|
ସଂସଦୀୟ କାର୍ଯ୍ୟ | translate sentence into Odia : Parliamentary Affairs | govt_odisha |
|
ଯୋଜନା ଏବଂ ଅଭିସରଣ | translate sentence into Odia : Planning & Convergence | govt_odisha |
|
ସାର୍ବଜନିକ ଉଦ୍ୟୋଗ | translate sentence into Odia : Public Enterprises | govt_odisha |
|
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା | translate sentence into Odia : Revenue & Disaster Management | govt_odisha |
|
ଗ୍ରାମ୍ୟ ଉନ୍ନୟନ | translate sentence into Odia : Rural Development | govt_odisha |
|
ବିଦ୍ୟାଳୟ ଏବଂ ଗଣଶିକ୍ଷା | translate sentence into Odia : School & Mass Education | govt_odisha |
|
ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ | translate sentence into Odia : Science & Technology | govt_odisha |
|
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା | translate sentence into Odia : Skill Development & Technical Education | govt_odisha |
|
ସାମାଜିକ ସୁରକ୍ଷା ଏବଂ ବିକଳାଙ୍ଗ ବ୍ୟକ୍ତିଙ୍କ ସଶକ୍ତିକରଣ | translate sentence into Odia : Social Security & Empowerment of Persons with Disabilities | govt_odisha |
|
କ୍ରୀଡ଼ା ଏବଂ ଯୁବ ବ୍ୟାପାର | translate sentence into Odia : Sports & Youth Services | govt_odisha |
|
ଅନୁସୂଚିତ ଜାତି ,ଜନଜାତି ଉନ୍ନୟନ ଏବଂ ପଛୁଆ ବର୍ଗ କଲ୍ୟାଣ | translate sentence into Odia : ST & SC Development, Minorities & Backward Classes Welfare | govt_odisha |
|
ଇସ୍ପାତ ଏବଂ ଖଣି | translate sentence into Odia : Steel & Mines | govt_odisha |
|
ପର୍ଯ୍ୟଟନ | translate sentence into Odia : Tourism | govt_odisha |
|
ଜଳ ସମ୍ପଦ | translate sentence into Odia : Water Resources | govt_odisha |
|
ମହିଳା ଏବଂ ଶିଶୁ ବିକାଶ ଏବଂ ମିଶନ ଶକ୍ତି | translate sentence into Odia : Women & Child Development & Mission Shakti | govt_odisha |
|
ନିର୍ମାଣ | translate sentence into Odia : Works | govt_odisha |
|
ଓଡ଼ିଶାରେ ପୁଞ୍ଜ୍ଜୀନିବେଶ | translate sentence into Odia : Investment in Odisha | govt_odisha |
|
ଆଇପିଆର୍- ୨୦୧୫ | translate sentence into Odia : IPR-2015 | govt_odisha |
|
ନିବେଶ ଓଡିଶା (ମୋବାଇଲ୍ ଆପ୍ ) | translate sentence into Odia : Invest Odisha (Mobile App) | govt_odisha |
|
ନିବେଶକରୀଙ୍କ ପଥ ପ୍ରଦର୍ଶକ | translate sentence into Odia : Investor's Guide | govt_odisha |
|
ସରକରୀ – ଘରୋଇ ସହଭାଗିତ ନୀତି | translate sentence into Odia : Public Private Partnership Policy | govt_odisha |
|
ଓଡିଶା ପର୍ଯ୍ୟଟନ | translate sentence into Odia : Odisha Tourism | govt_odisha |
|
ପର୍ଯ୍ୟଟନ ସ୍ଥାନ | translate sentence into Odia : Destinations | govt_odisha |
|
ଆଗକୁ କାର୍ଯ୍ୟକ୍ରମ | translate sentence into Odia : Upcoming Events | govt_odisha |
|
ଇ-ବହି | translate sentence into Odia : E-Book | govt_odisha |
|
ଓଡିଶା ପର୍ଯ୍ୟଟନ ନୀତି | translate sentence into Odia : Odisha Tourism Policy | govt_odisha |
|
ଓଡ଼ିଶାର ଚିତ୍ର | translate sentence into Odia : Odisha Profile | govt_odisha |
|
ରାଜଧାନୀ | translate sentence into Odia : Capital City | govt_odisha |
|
ଭୁବନେଶ୍ୱର | translate sentence into Odia : Bhubaneswar | govt_odisha |
Subsets and Splits
No community queries yet
The top public SQL queries from the community will appear here once available.