output
stringlengths
1
10.9k
input
stringclasses
1 value
instruction
stringlengths
34
702
category
stringlengths
3
20
କିନ୍ତୁ ତୁମ୍ଭର ଏକ ପୁତ୍ର ଅଛି, ଯେ କି ଶାନ୍ତିପ୍ରିଯ ଅଟେ। ଆମ୍ଭେ ତୁମ୍ଭର ପୁତ୍ରକୁ ଶାନ୍ତି ରେ ଏକ ସମୟ ପ୍ରଦାନ କରିବା। ତା'ପରେ ଚତୁର୍ଦ୍ଦିଗ ରେ ଥିବା ଶତ୍ରୁମାନେ ତାହାକୁ ବ୍ଯତିବ୍ଯସ୍ତ କରିବେ ନାହିଁ। ତାହାର ନାମ ଶଲୋମନ, ଶଲୋମନ ରାଜା ହବୋ ସମୟରେ ଆମ୍ଭେ ଇଶ୍ରାୟେଲକୁ ଶାନ୍ତି ଓ ସ୍ଥିରତା ପ୍ରଦାନ କରିବା।
translate sentence into Odia : Behold, a son shall be born to thee, who shall be a man of rest; and I will give him rest from all his enemies round about: for his name shall be Solomon, and I will give peace and quietness unto Israel in his days.
1chronicles
ଶଲୋମନ ଆମ୍ଭ ନାମ ରେ ଏକ ମନ୍ଦିର ନିର୍ମାଣ କରିବ। ଶଲୋମନ ମାରେ ପୁତ୍ର ହବେ ଏବଂ ଆମ୍ଭେ ତାହାର ପିତା ହବୋ। ଏବଂ ଆମ୍ଭେ ଶଲୋମନର ରାଜ୍ଯକୁ ଦୃଢ଼ କରିବା। ତାହାର ବଂଶରୁ କୌଣସି ଜଣେ ଇଶ୍ରାୟେଲ ଉପରେ ସଦାସର୍ବଦା ରାଜତ୍ବ କରିବ।"'
translate sentence into Odia : He shall build an house for my name; and he shall be my son, and I will be his father; and I will establish the throne of his kingdom over Israel for ever.
1chronicles
ହିଲକିଯ ତାଙ୍କର ଦ୍ବିତୀୟ ପୁତ୍ର ଥିଲେ। ଟବଲିଯ ତାଙ୍କର ତୃତୀୟ ପୁତ୍ର ଥିଲେ। ଆଉ ଜିଖରିଯ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ସର୍ବ ମାଟେ, ହୋଷାଙ୍କର 13 ଜଣ ପୁତ୍ର ଓ ଆତ୍ମୀଯ ଥିଲେ।
translate sentence into Odia : Hilkiah the second, Tebaliah the third, Zechariah the fourth: all the sons and brethren of Hosah were thirteen.
1chronicles
ଇଶ୍ରାୟେଲର ଗୋଷ୍ଠୀଗୁଡ଼ିକର ନେତାମାନେ ଥିଲେ :
translate sentence into Odia : Furthermore over the tribes of Israel: the ruler of the Reubenites was Eliezer the son of Zichri: of the Simeonites, Shephatiah the son of Maachah:
1chronicles
ସୁଗନ୍ଧିଧୂପର ୟଜ୍ଞବଦେୀ ନିମନ୍ତେ କେତେ ପରିମାଣର ଶୁଦ୍ଧ ସୁବର୍ଣ୍ଣ ଆବଶ୍ଯକ ହବେ, ତାହା ଦାଉଦ କହିଲେ। ଦାଉଦ ଆହୁରି ମଧ୍ଯ ଶଲୋମନଙ୍କୁ ପରମେଶ୍ବରଙ୍କ ରଥ-ଦୟାସନ ସହିତ ନିଯମସିନ୍ଦୁକ ଉପରେ କିରୂବଦୂତଗଣ ପକ୍ଷ ବିସ୍ତାର କରି ରହିଥିବାର ଯୋଜନା ମଧ୍ଯ ପ୍ରଦାନ କଲେ। କିରୂବ ଦୂତଗଣ ସୁବର୍ଣ୍ଣ ନିର୍ମିତ ଥିଲେ।
translate sentence into Odia : And for the altar of incense refined gold by weight; and gold for the pattern of the chariot of the cherubims, that spread out their wings, and covered the ark of the covenant of the LORD.
1chronicles
ଏହି ଦୁଇଟି କାରୁକାର୍ୟ୍ଯ ପୂର୍ଣ୍ଣ ଜାଲି ଘୋଡ଼ଣୀ ନିମନ୍ତେ ହୂରମ 400ଟି ଡାଳିମ୍ବ ଆକୃତି ତିଆରି କରିଥିଲେ। ପ୍ରେତ୍ୟକକ ଜାଲି ନିମନ୍ତେ ଦୁଇଧାଡ଼ି ଡାଳିମ୍ବ ଖଞ୍ଜା ୟାଇଥିଲା ଦୁଇଟି ସ୍ତମ୍ଭର ଉପର ଭାଗ ରେ ଥିବା ବୃହତ୍ କୁଣ୍ଡକୁ ଏହି ଜାଲି ଦୁଇଟି ଘାଡ଼ୋଇ ଥିଲା।
translate sentence into Odia : And four hundred pomegranates on the two wreaths; two rows of pomegranates on each wreath, to cover the two pommels of the chapiters which were upon the pillars.
2chronicles
ଶଲୋମନ କହିଲେ
translate sentence into Odia : And said, O LORD God of Israel, there is no God like thee in the heaven, nor in the earth; which keepest covenant, and shewest mercy unto thy servants, that walk before thee with all their hearts:
2chronicles
ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ, ଯେଉଁଠା ରେ ତୁମ୍ଭେ ବାସ କର, ଓ କ୍ଷମା ଦିଅ। ପ୍ରେତ୍ୟକକ ବ୍ଯକ୍ତିକୁ ତାହାର ପ୍ରାପ୍ଯମତେ ଦିଅ। କବଳେ ତୁମ୍ଭେ ହିଁ ଜାଣ ଯେ, ଜଣେ ବ୍ଯକ୍ତିର ହୃଦଯ ରେ କ'ଣ ଅଛ।
translate sentence into Odia : Then hear thou from heaven thy dwelling place, and forgive, and render unto every man according unto all his ways, whose heart thou knowest; (for thou only knowest the hearts of the children of men:)
2chronicles
ଯିହୁଦାର ଲୋକମାନେ ସଦାପ୍ରଭୁଙ୍କଠାରୁ ସାହାୟ୍ଯ ମାଗିବା ନିମନ୍ତେ ଏକତ୍ର ହେଲେ। ସମାନେେ ସଦାପ୍ରଭୁଙ୍କଠାରୁ ସାହାୟ୍ଯ ଲୋଡ଼ିବାକୁ ଯିହୁଦାର ସବୁ ସହରରୁ ବାହାରି ଆସିଲେ।
translate sentence into Odia : And Judah gathered themselves together, to ask help of the LORD: even out of all the cities of Judah they came to seek the LORD.
2chronicles
ଯିହାଶାଫେଟ୍ ତାଙ୍କର ପୁତ୍ରମାନଙ୍କୁ ରୂପା, ସୁନା ଓ ଅନକେ ବହୁମୂଲ୍ଯ ପଦାର୍ଥ ଉପହାର ଦଇେଥିଲେ। ସେ ସମାନଙ୍କେୁ ଯିହୁଦାର ଦୃଢ଼ ଦୁର୍ଗମାନ ମଧ୍ଯ ପ୍ରଦାନ କରିଥିଲେ। କିନ୍ତୁ ଯିହାଶାଫେଟ୍, ଯିହାରୋମ୍ଙ୍କୁ ରାଜ୍ଯ ଦେଲେ, କାରଣ ସେ ତାଙ୍କର ଜେଷ୍ଠ ପୁତ୍ର ଥିଲେ।
translate sentence into Odia : And their father gave them great gifts of silver, and of gold, and of precious things, with fenced cities in Judah: but the kingdom gave he to Jehoram; because he was the firstborn.
2chronicles
ଯିହାୟୋଦାରଦା ନିଜ ସହିତ ସନୋଧ୍ଯକ୍ଷ, ନେତା, ଲୋକମାନଙ୍କର ଶାସକ ଓ ଦେଶର ସମସ୍ତ ଲୋକଙ୍କୁ ନେଲେ। ଏହାପରେ ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିର ମଧ୍ଯରୁ ରାଜାଙ୍କୁ ବାହାର କରି ଆଣିଲେ ଓ ଉପର ଦ୍ବାର ଦଇେ ସମାନେେ ରାଜାଙ୍କ ଗୃହ ମଧିଅରେ ପ୍ରବେଶ କଲେ। ସହେି ସ୍ଥାନ ରେ ସମାନେେ ରାଜାଙ୍କୁ ସିଂହାସନ ରେ ବସାଇଲେ।
translate sentence into Odia : And he took the captains of hundreds, and the nobles, and the governors of the people, and all the people of the land, and brought down the king from the house of the LORD: and they came through the high gate into the king's house, and set the king upon the throne of the kingdom.
2chronicles
ଯେଉଁ ବ୍ଯକ୍ତିମାନେ ତତ୍ତ୍ବାବଧାନ କାର୍ୟ୍ଯ କରୁଥିଲେ, ସମାନେେ ଅତି ବିଶ୍ବସ୍ତ ଥିଲେ। ସଦାପ୍ରଭୁଙ୍କ ପୁନଃନିର୍ମାଣ କାର୍ୟ୍ଯ ସଫଳ ହେଲା। ପରମେଶ୍ବରଙ୍କ ମନ୍ଦିର ପୂର୍ବରୁ ଯେଉଁପରି ଥିଲା, ସମାନେେ ତାହାକୁ ସେପ୍ରକାର ନିର୍ମାଣ କଲେ ଓ ସମାନେେ ତାହାକୁ ଆହୁରି ତୁଚ୍ଛ କଲେ।
translate sentence into Odia : So the workmen wrought, and the work was perfected by them, and they set the house of God in his state, and strengthened it.
2chronicles
ଲୋକମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ଫରୋଇ ଆଣିବାକୁ ପରମେଶ୍ବର ସମାନଙ୍କେ ନିକଟକୁ ଭବିଷ୍ଯତ୍ବକ୍ତାମାନଙ୍କୁ ପ୍ ରରଣେ କଲେ। ଭବିଷ୍ଯତ୍ବକ୍ତାମାନେ ଲୋକମାନଙ୍କୁ ସାବଧାନ କରାଇ ଦେଲେ। କିନ୍ତୁ ଲୋକମାନେ ଶୁଣିବାକୁ ମନା କଲେ।
translate sentence into Odia : Yet he sent prophets to them, to bring them again unto the LORD; and they testified against them: but they would not give ear.
2chronicles
ଏହାପରେ ଯିହୁଦାର ଲୋକମାନେ ଉଷିୟଙ୍କୁ ଅମତ୍ସିଯଙ୍କ ସ୍ଥାନ ରେ ନୂତନ ରାଜା ହବୋ ନିମନ୍ତେ ମନୋନୀତ କଲେ। ଅମତ୍ସିଯ ଊଷିଯଙ୍କ ପିତା ଥିଲେ ଉଷିୟ ଷୋହଳ ବର୍ଷ ବଯସ୍କ ହାଇେଥିବା ସମୟରେ ଏହିପରି ଘଟିଲା।
translate sentence into Odia : Then all the people of Judah took Uzziah, who was sixteen years old, and made him king in the room of his father Amaziah.
2chronicles
ଉଷିୟ ରାଜା ହବୋ ସମୟରେ ଷୋହଳ ବର୍ଷ ବଯସ୍କ ଥିଲେ। ସେ ୟିରୁଶାଲମ ରେ ବାଉନ ବର୍ଷ ରାଜତ୍ବ କଲେ। ତାଙ୍କ ମାତାଙ୍କର ନାମ ଥିଲା ୟିଖଲିଯା। ୟିଖଲିଯା ୟିରୁଶାଲମରୁ ଆସିଥିଲେ।
translate sentence into Odia : Sixteen years old was Uzziah when he began to reign, and he reigned fifty and two years in Jerusalem. His mother's name also was Jecoliah of Jerusalem.
2chronicles
ଏହାପରେ ଇଫ୍ରଯିମର କେତକେ ନେତା ଦେଖିଲେ ଯେ, ଇଶ୍ରାୟେଲୀୟ ସୈନ୍ଯମାନେ ୟୁଦ୍ଧରୁ ଗୃହକୁ ପ୍ରତ୍ଯାବର୍ତ୍ତନ କଲେ। ସହେି ନେତାମାନେ ଇଶ୍ରାୟେଲୀୟ ସୈନ୍ଯମାନଙ୍କୁ ଭଟେିଲେ। ସହେି ନେତାମାନେ ଥିଲେ ୟିହୋହାନନ୍ଙ୍କ ପୁତ୍ର ଅସରିଯ, ମଶି ଲୋମାେତ୍ଙ୍କ ପୁତ୍ର ବରେିଖିଯ, ଶଲ୍ଲୁମଙ୍କର ପୁତ୍ର ୟହଷ୍କିଯ ଓ ହଦ୍ଲଯଙ୍କର ପୁତ୍ର ଅମାସା।
translate sentence into Odia : Then certain of the heads of the children of Ephraim, Azariah the son of Johanan, Berechiah the son of Meshillemoth, and Jehizkiah the son of Shallum, and Amasa the son of Hadlai, stood up against them that came from the war,
2chronicles
ଆହସ୍ ସଦାପ୍ରଭୁଙ୍କ ମନ୍ଦିରରୁ, ରାଜାଙ୍କ ଗୃହରୁ ଓ ମାନ୍ଯଗଣଙ୍କଠାରୁ କିଛି ମୂଲ୍ଯବାନ୍ ସାମଗ୍ରୀ ନେଲେ। ଆହସ୍ ସହେି ସାମଗ୍ରୀଗୁଡ଼ିକୁ ଅଶୂରୀଯ ରାଜାଙ୍କୁ ଦେଲେ। କିନ୍ତୁ ସେ ଆହସ୍ଙ୍କୁ କିଛି ସାହାୟ୍ଯ କଲା ନାହିଁ।
translate sentence into Odia : For Ahaz took away a portion out of the house of the LORD, and out of the house of the king, and of the princes, and gave it unto the king of Assyria: but he helped him not.
2chronicles
ଯେଉଁ ଲବେୀୟମାନେ କାର୍ୟ୍ଯ କରିବାକୁ ଆରମ୍ଭ କଲେ, ସମାନଙ୍କେର ତାଲିକା ଏହି : କହାତ୍ ବଂଶର ଅମାସଯଙ୍କ ପୁତ୍ର ମାହତ୍ ଓ ଅସରିଯଙ୍କ ପୁତ୍ର ଯାୟେଲ୍ ଥିଲେ। ମରାରି ବଂଶଧରର ବବ୍ଦିଙ୍କ ପୁତ୍ର କୀଶ୍ ଓ ୟିହୋଲିଲଲଙ୍କେ ପୁତ୍ର ଅସରିଯ ଥିଲେ। ଗେର୍ଶୋନ ବଂଶଧରରରୁ ସିମ୍ମଙ୍କ ପୁତ୍ର ୟୋଯାହ ଓ ୟୋଯାହଙ୍କ ପୁତ୍ର ଏଦନ୍ ଥିଲେ। ଇଲୀଶାଫନ୍ଙ୍କ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଓ ମତ୍ତନୀଯ ଥିଲେ। ହମେନ୍ଙ୍କ ବଂଶଧରମାନଙ୍କ ମଧ୍ଯରୁ ୟିହୀଯେଲ୍ ଓ ଶିମିଯି ଥିଲେ। ୟିଦୂଥିନ୍ଙ୍କ ବଂଶଧର ମାନଙ୍କ ମଧ୍ଯରୁ ଶିମ୍ରି ଓ ୟିଯୂଯଲେ ଥିଲେ। ଆସଫ୍ ବଂଶଧରମାନଙ୍କ ମଧ୍ଯରୁ ଶମଯିଯ ଓ ଉଷିଯଲେ ଥିଲେ।
translate sentence into Odia : Then the Levites arose, Mahath the son of Amasai, and Joel the son of Azariah, of the sons of the Kohathites: and of the sons of Merari, Kish the son of Abdi, and Azariah the son of Jehalelel: and of the Gershonites; Joah the son of Zimmah, and Eden the son of Joah:
2chronicles
କିନ୍ତୁ ଆଶେର୍, ମନଃଶି ଓ ସବୂଲୂନ୍ର କେତକେ ଲୋକ ସମାନଙ୍କେୁ ନମ୍ର କଲେ ଓ ୟିରୁଶାଲମକୁ ଗଲେ।
translate sentence into Odia : Nevertheless divers of Asher and Manasseh and of Zebulun humbled themselves, and came to Jerusalem.
2chronicles
ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଲୋକମାନେ ମୁକ୍ତ ଭାବରେ ଯେଉଁ ନବୈେଦ୍ଯ ଦେଉଥିଲେ, କୋରି ତାହାର ଦାଯିତ୍ବ ରେ ଥିଲେ। ସଦପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଦତ୍ତ, ସଂଗୃହୀତ ଦାନଗୁଡ଼ିକୁ ବିତରଣ କରିବା ଦାଯିତ୍ବ ତାଙ୍କର ଥିଲା। ଆଉ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ରୀକୃତ ହାଇେଥିବା ଉପହାରଗୁଡ଼ିକୁ ବିତରଣ କରିବାର ଦାଯିତ୍ବ ମଧ୍ଯ ତାଙ୍କର ଥିଲା। କୋରି ପୂର୍ବଦିଗ ରେ ଥିବା ଦ୍ବାରର ଦ୍ବାରପାଳ ଥିଲେ। ତାଙ୍କ ପିତାଙ୍କର ନାମ ଥିଲା ଲବେୀୟ ୟିମ୍ନା।
translate sentence into Odia : And Kore the son of Imnah the Levite, the porter toward the east, was over the freewill offerings of God, to distribute the oblations of the LORD, and the most holy things.
2chronicles
ମାରେ ପୂର୍ବପୁରୁଷମାନେ ସହେି ଦେଶଗୁଡ଼ିକୁ ଧ୍ବଂସ କଲେ। ଏପରି କହେି ଦବେତା ନାହିଁ, ୟିଏ ମାେତେ ତାହାର ଲୋକମାନଙ୍କୁ ବିନଷ୍ଟ କରିବାରୁ ରୋକି ପାରିବ। ତେଣୁ ତୁମ୍ଭମାନେେ କ'ଣ ଭାବୁଛ ଯେ, ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ମାେ'ଠାରୁ ରକ୍ଷା କରିପାରିବ ?
translate sentence into Odia : Who was there among all the gods of those nations that my fathers utterly destroyed, that could deliver his people out of mine hand, that your God should be able to deliver you out of mine hand?
2chronicles
କିନ୍ତୁ ହିଜକିଯ ଓ ୟିରୁଶାଲମ ରେ ବାସ କରୁଥିବା ଲୋକମାନେ ସମାନଙ୍କେର ହୃଦଯ ଓ ଜୀବନକୁ ପରିବର୍ତ୍ତିତ କଲେ। ସମାନେେ ନିଜକୁ ନମ୍ର କଲେ ଓ ଆଉ ଗର୍ବ କଲେ ନାହିଁ। ତେଣୁ ହିଜକିଯ ଜୀବିତ ଥିବା ପର୍ୟ୍ଯନ୍ତ ସଦାପ୍ରଭୁ ସମାନଙ୍କେ ଉପରେ କୋରଧ କଲେ।
translate sentence into Odia : Notwithstanding Hezekiah humbled himself for the pride of his heart, both he and the inhabitants of Jerusalem, so that the wrath of the LORD came not upon them in the days of Hezekiah.
2chronicles
ହିଜକିଯ ହିଁ ୟିରୁଶାଲମ ରେ ଗୀହାନେ ଝରଣାର ଉର୍ଦ୍ଧ୍ବସ୍ଥ ଉତ୍ସକୁ ବନ୍ଦ କଲେ ଓ ସହେି ଜଳକୁ ଦାଉଦଙ୍କ ନଗରର ଦକ୍ଷିଣ ପାଶର୍‌ବ ରେ ସଳଖ ଭାବରେ ନିମ୍ନଗାମୀ କଲେ। ଆଉ ହିଜକିଯ ଯେଉଁ ସମସ୍ତ କର୍ମ କଲେ, ସେଥି ରେ ସଫଳ ହେଲେ।
translate sentence into Odia : This same Hezekiah also stopped the upper watercourse of Gihon, and brought it straight down to the west side of the city of David. And Hezekiah prospered in all his works.
2chronicles
ଭବିଷ୍ଯତ୍ବକ୍ତା ଶାମୁଯଲଙ୍କେ ସମୟଠାରୁ ନିସ୍ତାରପର୍ବ ଆଉ କବେେ ହେଲେ ଏହିପରି ଭାବରେ ପାଳିତ ହାଇେ ନ ଥିଲା। ଇଶ୍ରାୟେଲର କୌଣସି ରାଜା କବେେ ହେଲେ ଏହିପରି ଭାବରେ ନିସ୍ତାରପର୍ବ ପାଳି ନ ଥିଲେ। ରାଜା ଯୋଶିୟଯ, ଯାଜକମାନେ, ଲବେୀୟମାନେ ଏବଂ ୟିରୁଶାଲମର ସମସ୍ତ ଲୋକଙ୍କ ସହିତ ସଠାେରେ ଥିବା ଯିହୁଦା ଓ ଇଶ୍ରାୟେଲର ଲୋକମାନେ ଏକ ବିଶଷେ ପ୍ରକା ରେ ନିସ୍ତାରପର୍ବର ଉତ୍ସବ ପାଳନ କଲେ।
translate sentence into Odia : And there was no passover like to that kept in Israel from the days of Samuel the prophet; neither did all the kings of Israel keep such a passover as Josiah kept, and the priests, and the Levites, and all Judah and Israel that were present, and the inhabitants of Jerusalem.
2chronicles
ଆମ୍ଭମାନେେ ସହେି ପ୍ରାଚୀନବର୍ଗମାନଙ୍କୁ ଏହି କାର୍ୟ୍ଯ ବିଷଯ ରେ କିଛି ପଗ୍ଭରିଲୁ, ତାହା ହେଲା, "ଏହି ମନ୍ଦିର ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦଲୋ?"
translate sentence into Odia : Then asked we those elders, and said unto them thus, Who commanded you to build this house, and to make up these walls?
ezra
ପୁଣି ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ସମୟରେ ସମାନେେ 100 ବୃଷ, 200 ଅଣ୍ତିରା ମଷେ, 400 ମଷେଶାବକ ଉତ୍ସର୍ଗ କଲେ। ଏବଂ ସମଗ୍ର ଇଶ୍ରାୟେଲର ପାପାର୍ଥକ ବଳିଦାନ ନିମନ୍ତେ ଇଶ୍ରାୟେଲୀୟ ଗୋଷ୍ଠୀର ସଂଖ୍ଯା ଅନୁସାରେ ବାର ଗୋଟି ଛାଗ ଉତ୍ସର୍ଗ କଲେ।
translate sentence into Odia : And offered at the dedication of this house of God an hundred bullocks, two hundred rams, four hundred lambs; and for a sin offering for all Israel, twelve he goats, according to the number of the tribes of Israel.
ezra
ରାଜା ଆସଫ୍ଙ୍କ ନିମନ୍ତେ ମାେତେ ଗୋଟିଏ ପତ୍ର ଦେଲେ। ଆସଫ୍ ବର୍ତ୍ତମାନ ରାଜାଙ୍କର ଜଙ୍ଗଲର ରକ୍ଷକ ଅଟନ୍ତି।" ସେ ଆସଫ୍ଙ୍କୁ ମନ୍ଦିର ଫାଟକର ମୂଖଶାଳା, ସହରର କାନ୍ଥ ଏବଂ ମନ୍ଦିର କଟାବ ପାଇଁ ମାେତେ ଖଣ୍ଡେ କାଠ ଦବୋ ଲାଗି କହିଲେ।
translate sentence into Odia : And a letter unto Asaph the keeper of the king's forest, that he may give me timber to make beams for the gates of the palace which appertained to the house, and for the wall of the city, and for the house that I shall enter into. And the king granted me, according to the good hand of my God upon me.
nehemiah
ମାତ୍ର ଆମ୍ଭମାନେେ ସମାନଙ୍କେ ସକାଶୁ ଆପଣାମାନଙ୍କ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କଲୁ ଓ ଦିବାରାତ୍ରି ସମାନଙ୍କେ ବିରୁଦ୍ଧ ରେ ପ୍ରହରୀ ରଖିଲୁ।
translate sentence into Odia : Nevertheless we made our prayer unto our God, and set a watch against them day and night, because of them.
nehemiah
ଏଣୁ ମୁଁ ପ୍ରାଚୀର ପଛଆଡେ ନୀଚସ୍ଥ ମଲୋ ସ୍ଥାନ ରେ ଲୋକମାନଙ୍କୁ ସମାନଙ୍କେ ପରିବାର ଅନୁସାରେ ସମାନଙ୍କେୁ ଖଡ୍ଗ ଓ ବର୍ଚ୍ଛା ଓ ଧନୁ ସହିତ ନିୟୁକ୍ତ କଲି।
translate sentence into Odia : Therefore set I in the lower places behind the wall, and on the higher places, I even set the people after their families with their swords, their spears, and their bows.
nehemiah
ମୁଁ ତାଙ୍କୁ ଆହୁରି ମଧ୍ଯ କହିଲି, "ତୁମ୍ଭମାନେେ କିଛି ଭଲ କରୁ ନାହଁ। ତୁମ୍ଭେ ଏହା ଜାଣ ତୁମ୍ଭର ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ତୁମ୍ଭମାନେେ ଆମ୍ଭମାନଙ୍କର ଶତୃଗଣ ଆମ୍ଭମାନଙ୍କୁ ପରିହାସ କରିବାର ସୁଯୋଗ ଦବୋ ଉଚିତ୍ ନୁହେଁ।
translate sentence into Odia : Also I said, It is not good that ye do: ought ye not to walk in the fear of our God because of the reproach of the heathen our enemies?
nehemiah
ବଷେଯ, ମିଯନୀମ, ନଫୁଷୀମ,
translate sentence into Odia : The children of Besai, the children of Meunim, the children of Nephishesim,
nehemiah
ଦଶାେଧ୍ଯକ୍ଷ ନିହିମିଯା, ଲିପିକାର ଓ ଯାଜକ ଏଜ୍ରା ଓ ଲବେୀୟମାନେ, ଯେଉଁମାନେ ବୁଝିବା ରେ ଲୋକମାନଙ୍କୁ ସାହାୟ୍ଯ କଲେ, "ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଅଟେ। ଶୋକ କରନାହିଁ କି ରୋଦନ କରନାହିଁ।" ସମାନେେ ଏହା କହିଲେ, କାରଣ ବ୍ଯବସ୍ଥା ବାକ୍ଯ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ।
translate sentence into Odia : And Nehemiah, which is the Tirshatha, and Ezra the priest the scribe, and the Levites that taught the people, said unto all the people, This day is holy unto the LORD your God; mourn not, nor weep. For all the people wept, when they heard the words of the law.
nehemiah
ସହେି ମାସ ଚବିଶ ଦିନ ରେ ଇଶ୍ରାୟେଲର ଲୋକମାନେ ଏକତ୍ରୀତ ହେଲେ। ସମାନେେ ଉପବାସ କରି ଦୁଃଖଦ ବସ୍ତ୍ର ପିନ୍ଧି ଏବଂ ସମାନଙ୍କେ ମୁଣ୍ତ ରେ କାଦୁଅ ବୋଳି ଏକତ୍ର ଠିଆ ହେଲେ।
translate sentence into Odia : Now in the twenty and fourth day of this month the children of Israel were assembled with fasting, and with sackclothes, and earth upon them.
nehemiah
ହଟୂଶ୍, ଶବନିଯ, ମଲ୍ଲୂକ,
translate sentence into Odia : Hattush, Shebaniah, Malluch,
nehemiah
ମଗ୍ପୀଯସ, ମଶୁଲ୍ଲମ୍ ଓ ହଷେୀର,
translate sentence into Odia : Magpiash, Meshullam, Hezir,
nehemiah
ରହୂମ୍, ହଶବ୍ନା ଓ ମା ସଯେ,
translate sentence into Odia : Rehum, Hashabnah, Maaseiah,
nehemiah
ସିଖ୍ରିର ପୁତ୍ର ଯାୟେଲ ସମାନଙ୍କେର ମୁଖ୍ଯ ଥିଲେ। ହସନଯାର ପୁତ୍ର ଯିହୁଦା ନଗରର ଦ୍ବିତୀୟ ଶାସକ ଥିଲେ।
translate sentence into Odia : And Joel the son of Zichri was their overseer: and Judah the son of Senuah was second over the city.
nehemiah
ହାତ୍ସୋର, ରାମା, ଗିତ୍ତଯିମ ରେ,
translate sentence into Odia : Hazor, Ramah, Gittaim,
nehemiah
ମତ୍ତନଯ, ୟୋଯାରୀବ ପରିବାରର ମୁଖ୍ଯ ଥିଲେ, ଉଷି ୟିଦଯିଯ ପରିବାରର ମୁଖ୍ଯ ଥିଲେ।
translate sentence into Odia : And of Joiarib, Mattenai; of Jedaiah, Uzzi;
nehemiah
ଦ୍ରାକ୍ଷାରସ ନିଯମ ଅନୁସାରେ ଥିଲା। କାହାରିକୁ ମଧ୍ଯ କରାଗଲା ନାହିଁ।
translate sentence into Odia : And the drinking was according to the law; none did compel: for so the king had appointed to all the officers of his house, that they should do according to every man's pleasure.
esther
କନ୍ଯାମାନେ ଦ୍ବିତୀୟଥର ସଂଗୃହିତା ହବୋ ସମୟରେ ମର୍ଦ୍ଦଖଯ ରାଜ ଦ୍ବାର ରେ ବସିଲା।
translate sentence into Odia : And when the virgins were gathered together the second time, then Mordecai sat in the king's gate.
esther
ସମାନେେ ଏଷ୍ଟରର ଏହିକଥା ମର୍ଦ୍ଦଖଯକୁ କହିଲେ। ତେଣୁ ମର୍ଦ୍ଦଖଯ ଏଷ୍ଟରକୁ, ଏହି ପ୍ରତ୍ଯୁତ୍ତର ଦବୋକୁ ସମାନଙ୍କେୁ କହିଲା, "ସବୁ ୟିହୁଦୀଯମାନଙ୍କ ମଧ୍ଯରୁ କବଳେ ତୁମ୍ଭେ ରାଜ ଗୃହ ରେ ଥିବାରୁ ସେ ରକ୍ଷା ପାଇବ, ଏହା ଭାବ ନାହିଁ।
translate sentence into Odia : And they told to Mordecai Esther's words.
esther
ତୃତୀୟ ଦିନ ଏଷ୍ଟର ରାଜକୀଯ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣ ରେ ରାଜଗୃହ ସମ୍ମୁଖ ରେ ଛିଡା ହେଲା। ସହେି ସମୟରେ ରାଜା ରାଜଗୃହ ରେ ଗୃହଦ୍ବାର ସମ୍ମୁଖ ରେ ରାଜ ସିଂହାସନ ଉପରେ ଉପବିଷ୍ଟ ଥିଲେ।
translate sentence into Odia : Now it came to pass on the third day, that Esther put on her royal apparel, and stood in the inner court of the king's house, over against the king's house: and the king sat upon his royal throne in the royal house, over against the gate of the house.
esther
ତୁମ୍ଭମାନେେ ୟିହୁଦୀଯମାନଙ୍କ ସମନ୍ଧ ରେ ନିଜ ନିଜ ଇଛାନୁସା ରେ ରାଜାଙ୍କ ନାମ ରେ ରାଜାଜ୍ଞା ଲେଖ ଓ ତାହା ରାଜାଙ୍କ ଅଙ୍ଗୁରୀଯ ରେ ମାହେରାଙ୍କିତ କର। କାରଣ ରାଜାଙ୍କର ନାମ ରେ ଲିଖିତ ଓ ରାଜାଙ୍କର ଅଙ୍ଗୁରୀଯ ରେ ମାହେରାଙ୍କିତ ପତ୍ର କହେି ଅନ୍ୟଥା କରିପାରିବେ ନାହିଁ।"
translate sentence into Odia : Write ye also for the Jews, as it liketh you, in the king's name, and seal it with the king's ring: for the writing which is written in the king's name, and sealed with the king's ring, may no man reverse.
esther
ଏହିପରି ଏଷ୍ଟର ଆଜ୍ଞାଦ୍ବାରା "ପୂରୀମ୍" ଦିନ ରେ ବିଧି ସ୍ଥିରିକୃତ ହେଲା ଓ ତାହା ପୁସ୍ତକରେ ଲଖାଗେଲା।
translate sentence into Odia : And the decree of Esther confirmed these matters of Purim; and it was written in the book.
esther
ତା'ପରେ ଶଯତାନ ସଦାପ୍ରଭୁଙ୍କଠାରୁ ବିଦାଯ ନଇେ ଚାଲିଗଲା। ସେ ଆୟୁବକୁ ୟନ୍ତ୍ରଣାଦାୟକ କ୍ଷତ ଦଲୋ। ଏହି କ୍ଷତଗୁଡ଼ିକ ସମଗ୍ର ଶରୀର ରେ ମୁଣ୍ଡଠାରୁ ପାଦ ପର୍ୟ୍ଯନ୍ତ ଥିଲା।
translate sentence into Odia : So went Satan forth from the presence of the LORD, and smote Job with sore boils from the sole of his foot unto his crown.
job
କିନ୍ତୁ ଯେତବେେଳେ ସହେି ତିନି ବନ୍ଧୁ ଦୂରରୁ ଆୟୁବକୁ ଦେଖିଲେ, ସମାନେେ ତାକୁ ଚିହ୍ନି ପାରି ଉଚ୍ଚ ସ୍ବର ରେ କ୍ରନ୍ଦନ କରିବାକୁ ଲାଗିଲେ। ଆଉ ସମାନେେ ଆପଣା ବସ୍ତ୍ର ଚିରି ସ୍ବର୍ଗ ଆଡ଼କୁ ଚାହିଁ ଆପଣା ମୁଣ୍ଡ ଉପରେ ଧୂଳି ଫିଙ୍ଗିଲେ।
translate sentence into Odia : And when they lifted up their eyes afar off, and knew him not, they lifted up their voice, and wept; and they rent every one his mantle, and sprinkled dust upon their heads toward heaven.
job
ରାଜାମାନଙ୍କ ସହିତ ଜ୍ଞାନୀଲୋକ, ଯେଉଁମାନେ ଅତୀତ ରେ ଏହି ପୃଥିବୀ ରେ ଥିଲେ ଏବଂ ନିଜ ପାଇଁ ପ୍ରାସାଦ ନିର୍ମାଣ କରିଥିଲେ ବର୍ତ୍ତମାନ ଧ୍ବଂସାବସ୍ଥା ରେ ଅଛନ୍ତି।
translate sentence into Odia : With kings and counsellors of the earth, which built desolate places for themselves;
job
ହଁ, ସହେି ଦୁଷ୍ଟଲୋକ ଗୁଡ଼ାକ ସିଂହ ଭଳି, ଯେଉଁମାନେ ପ୍ରାଣୀମାନଙ୍କୁ ମାରିବାକୁ ପାଆନ୍ତି ନାହିଁ। ସମାନେେ ଶଷେ ରେ ମୃତ୍ଯୁବରଣ କରନ୍ତି ଓ ସମାନଙ୍କେର ପିଲାମାନେ ଚାରିଆଡ଼େ ଘୂରି ବୁଲନ୍ତି।
translate sentence into Odia : The old lion perisheth for lack of prey, and the stout lion's whelps are scattered abroad.
job
ମାରେ ବ୍ଯବସାଯୀ ପାଣିର ଅନ୍ବଷେଣ କଲେ। ଶିବାର ପଥିକଗଣ ଆଶାକରି ଅପେକ୍ଷା କରନ୍ତି।
translate sentence into Odia : The troops of Tema looked, the companies of Sheba waited for them.
job
ଯଦି ତୁମ୍ଭେ ଶୁଦ୍ଧ ଓ ନିର୍ଦ୍ ଦୋଷ ତବେେ ସେ ନିଶ୍ଚିତ ଭାବରେ, ସେ ତୁମ୍ଭକୁ ସାହାୟ୍ଯ କରିବେ ଏବଂ ତୁମ୍ଭର ଯଥାର୍ଥ ବାସସ୍ଥାନକୁ ପୁନଃସ୍ଥାପନ କରିବେ।
translate sentence into Odia : If thou wert pure and upright; surely now he would awake for thee, and make the habitation of thy righteousness prosperous.
job
ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଭୁଲି ୟାଆନ୍ତି ସମାନେେ ସହେି ଘାସ ସଦୃଶ। ପରମେଶ୍ବରଙ୍କୁ ଭୁଲି ୟାଇଥିବା ଲୋକର କୌଣସି ଆଶା ନ ଥାଏ।
translate sentence into Odia : So are the paths of all that forget God; and the hypocrite's hope shall perish:
job
ସହେି ବ୍ଯକ୍ତି ଏକ ଲତା ସଦୃଶ ୟିଏ ପ୍ରଚୁର ପାଣି ଓ ସୂର୍ୟ୍ଯ କିରଣ ରେ ବଢ଼େ। ତାହାର ଶାଖା ପ୍ରଶାଖା ସମସ୍ତ ଉଦ୍ୟାନ ରେ ବ୍ଯାପି ଥାଏ।
translate sentence into Odia : He is green before the sun, and his branch shooteth forth in his garden.
job
ପରମେଶ୍ବର ନକ୍ଷତ୍ରପୁଞ୍ଜ, ତାରାଗଣ ଓ ସପ୍ତର୍ଷିମଣ୍ଡଳ ନିର୍ମାଣ କରିଛନ୍ତି। ସେ ଗ୍ରହ ନିର୍ମାଣ କରିଛନ୍ତି। ଯାହା ଦକ୍ଷିଣ ଆକାଶକୁ ପାରକରେ।
translate sentence into Odia : Which maketh Arcturus, Orion, and Pleiades, and the chambers of the south.
job
ମାରେ ଯେଉଁ ଅଳ୍ପ ଅବଶିଷ୍ଟ ଜୀବନ ବାକି ଅଛି ତାକୁ ଭୋଗ କରିବାକୁ ଦିଅ ସହେି ଦେଶକୁ ୟିବା ପୂର୍ବରୁ ଯାହାକୁ କହେି କବେେ ଦେଖି ନାହିଁ, ସହେି ଅନ୍ଧକାର ଅବ୍ଯବସ୍ଥା ରାଜ୍ଯ ରେ ଆଲୋକ ମଧ୍ଯ ଘନ ଅନ୍ଧକାର ସମାନ ଅଟେ।"
translate sentence into Odia : A land of darkness, as darkness itself; and of the shadow of death, without any order, and where the light is as darkness.
job
ଆୟୁବ ତୁମ୍ଭେ ପରମେଶ୍ବରଙ୍କୁ କହୁଛ, 'ମାରେ ୟୁକ୍ତିତର୍କ ସବୁ ଠିକ୍ ଏବଂ ମୁଁ ତୁମ୍ଭ ଦୃଷ୍ଟି ରେ ପବିତ୍ର।'
translate sentence into Odia : For thou hast said, My doctrine is pure, and I am clean in thine eyes.
job
ଗୋଟାଏ ବଣୁଆ ଗଧ ମଣିଷକୁ ଜନ୍ମ ଦଇପୋ ରେ ନାହିଁ। ଜଣେ ବୋକା କବେେ ଜ୍ଞାନୀ ହାଇପୋରିବ ନାହିଁ।
translate sentence into Odia : For vain man would be wise, though man be born like a wild ass's colt.
job
ପରମେଶ୍ବର ନେତାମାନଙ୍କୁ ତୁଚ୍ଛ କରି ଦିଅନ୍ତି। ସେ ଶାସକଠାରୁ କ୍ଷମତା ମଧ୍ଯ ଛଡ଼ାଇ ନିଅନ୍ତି।
translate sentence into Odia : He poureth contempt upon princes, and weakeneth the strength of the mighty.
job
ତୁମ୍ଭର ୟୁକ୍ତି ସବୁ ଅସାର। ତୁମ୍ଭର ଉତ୍ତର ସବୁ ମୂଲ୍ଯହୀନ।
translate sentence into Odia : Your remembrances are like unto ashes, your bodies to bodies of clay.
job
ମାରେ ଗୋଟିଏ ଆରାମଦାୟକ ଜୀବନ ଥିଲା। ତା'ପରେ ସେ ମାେତେ ଚୂର୍ଣ୍ଣବିଚୂର୍ଣ୍ଣ କଲେ। ସେ ମାରେ ବକେକୁ ଧରି ମାେତେ େଛାଟ େଛାଟ ଖଣ୍ଡ କରି ଭାଙ୍ଗି ଦେଲେ। ସେ ଲକ୍ଷ୍ଯ ଅଭ୍ଯାସ ପାଇଁ ମାେତେ ବ୍ଯବହାର କଲେ।
translate sentence into Odia : I was at ease, but he hath broken me asunder: he hath also taken me by my neck, and shaken me to pieces, and set me up for his mark.
job
ମୁଁ ହୁଏତ କବରକୁ ମାରେ ନୂଆ ଘର ବୋଲି ଆଶା କରିବି। ମୁଁ ଆଶା କରୁଛି, ମାରେ ବିଛଣା ଅନ୍ଧକାର ବିବରଣ କରିବି।
translate sentence into Odia : If I wait, the grave is mine house: I have made my bed in the darkness.
job
ଭୟଙ୍କରତା ତାଙ୍କ ଚାରିପାଖ ରେ ଅପେକ୍ଷା କରିଛି, ଭୟ ତାଙ୍କର ପ୍ରତିଟି ପଦକ୍ଷପକେୁ ଗୋଡ଼ଇବେ।
translate sentence into Odia : Terrors shall make him afraid on every side, and shall drive him to his feet.
job
ତୁମ୍ଭେ ଜାଣ ଦୁଷ୍ଟ ଲୋକର ଆନନ୍ଦ ବେଶୀ ସମୟ ତିଷ୍ଠିପା ରେ ନାହିଁ। ଏହା ସତ୍ଯ ବହୁ ସମୟରୁ ଯେ ତବେଳଠାରୁେ ଆଦମ ଏ ପୃଥିବୀ ରେ ରଖାୟାଇଥିଲା। ଯେଉଁ ବ୍ଯକ୍ତି ପରମେଶ୍ବରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାଯୀ ଅଟେ।
translate sentence into Odia : Knowest thou not this of old, since man was placed upon earth,
job
ନିଶ୍ଚଯ ତୁମ୍ଭେ ପଥିକମାନଙ୍କ ସହିତ କଥା ହାଇେଛ। ନିଶ୍ଚଯ ସମାନଙ୍କେ କାହାଣୀକୁ ସ୍ବୀକାର କରିବ।
translate sentence into Odia : Have ye not asked them that go by the way? and do ye not know their tokens,
job
ସହେି ଦୁଷ୍ଟମାନେ ଧ୍ବଂସ ପାଇ ସାରିଛନ୍ତି। ସମାନଙ୍କେର ମୃତ୍ଯୁ ସମୟ ଆସିବା ପୂର୍ବରୁ। ସମାନେେ ବନ୍ଯା ରେ ଭାସି ୟାଇଛନ୍ତି।
translate sentence into Odia : Which were cut down out of time, whose foundation was overflown with a flood:
job
କେତକେ ଲୋକ ଆଲୁଅ ବିରୁଦ୍ଧ ରେ ବିଦ୍ରୋହ ଘାଷେଣା କରନ୍ତି। ସମାନେେ ଜାଣିପାରନ୍ତି ନାହିଁ ପରମେଶ୍ବର କ'ଣ ଚାହାଁନ୍ତି ? ପରମେଶ୍ବର ଚାହୁଁଥିବା ରାସ୍ତା ରେ ସମାନେେ ଚାଲନ୍ତି ନାହିଁ।
translate sentence into Odia : They are of those that rebel against the light; they know not the ways thereof, nor abide in the paths thereof.
job
ପରମେଶ୍ବର ରାଜ୍ଯ କରନ୍ତି। ସେ ଲୋକଙ୍କୁ ଭୟାଳୁ କରନ୍ତି ଓ ତାକୁ ସମ୍ମାନ କରନ୍ତି। ସେ ସ୍ବର୍ଗ ରାଜ୍ଯ ରେ ଶାନ୍ତି ସ୍ଥାପନ କରନ୍ତି। job And now am I their song, yea, I am their byword. ବର୍ତ୍ତମାନ ସହେି ଲୋକମାନଙ୍କର ପୁଅମାନେ ମାେତେ ନଇେ ପରିହାସ ସୂଚକ ଗୀତ ବୋଲନ୍ତି ଏବଂ ମାେ ନାଁ ଏକ ଅପଶବ୍ଦ ରେ ପରିଣତ ହାଇେଛି। job Terrors are turned upon me: they pursue my soul as the wind: and my welfare passeth away as a cloud. ମୁଁ ଭୟ ରେ ଥରୁଅଛି। ବାଯୁ ଜିନିଷସବୁକୁ ଉଡ଼ାଇ ନଲୋଭଳି ସମାନେେ ମାରେ ସମ୍ମାନକୁ ଉଡ଼ଇେ ନେଉଛନ୍ତି। ମେଘଭଳି ମାରେନିରାପତ୍ତା ହଜିଯାଉଛି। job For I know that thou wilt bring me to death, and to the house appointed for all living. ମୁଁ ଜାଣେ ତୁମ୍ଭେ ମୃତ୍ଯୁ ଆଡ଼କୁ କଢ଼ାଇ ଦବେ। ପ୍ରେତ୍ୟକକ ଜୀବିତ ବ୍ଯକ୍ତି ନିଶ୍ଚଯ ମରିବେ। job If thou canst answer me, set thy words in order before me, stand up. ଆୟୁବ ମାେ କଥା ଶୁଣ, ଯଦି ତୁମ୍ଭେ ପାର ମାେତେ ଉତ୍ତର ଦିଅ। ତୁମ୍ଭ ଉତ୍ତର ପ୍ରସ୍ତୁତ ରଖ, ଯାହା ଫଳ ରେ ତୁମ୍ଭେ ମାେ ସହିତ ୟୁକ୍ତି କରିପାରିବ। job Should it be according to thy mind? he will recompense it, whether thou refuse, or whether thou choose; and not I: therefore speak what thou knowest. ଆୟୁବ, ତୁମ୍ଭେ ଚାହୁଁଛ ପରମେଶ୍ବର ତୁମ୍ଭକୁ ପୁରସ୍କୃତ କରନ୍ତୁ। କିନ୍ତୁ ତୁମ୍ଭେ ପରିବର୍ତ୍ତନକୁ ମନା କରୁଛ। ଆୟୁବ ଏହା ତୁମ୍ଭର ନିଷ୍ପତ୍ତି ମାରେ ନୁହେଁ। ତୁମ୍ଭେ କୁହ ମାେତେ ତୁମ୍ଭେ କ'ଣ ଭାବୁଛ। job Look unto the heavens, and see; and behold the clouds which are higher than thou. ଆୟୁବ, ଆକାଶକୁ ଦେଖ। ମେଘମାଳାକୁ ଲକ୍ଷ୍ଯ କର, ସେ ସବୁ ତୁମ୍ଭଠାରୁ ବହୁ ଉର୍ଦ୍ଧ୍ବ ରେ ଅବସ୍ଥିତ। job If they obey and serve him, they shall spend their days in prosperity, and their years in pleasures. ଯଦି ସହେି ଲୋକମାନେ ପରମେଶ୍ବରଙ୍କ କଥା ଶୁଣନ୍ତି ଓ ତାଙ୍କୁ ମାନନ୍ତି, ତା' ହେଲେ ପରମେଶ୍ବର ତାଙ୍କୁ ସଫଳ କରାଇବେ ଏବଂ ସମାନେେ ସୁଖ ଶାନ୍ତି ରେ ଜୀବନ କଟାଇବେ। job Lo now, his strength is in his loins, and his force is in the navel of his belly. ବେ ହମୋେତର ଶରୀର ରେ ଅତ୍ଯଧିକ ଶକ୍ତି ଅଛି। ତା'ର ପାକସ୍ଥଳୀର ମାଂସପେଶୀ ଅତି ବଳିଷ୍ଠ। job His scales are his pride, shut up together as with a close seal. ତା'ର ପିଠି ଧାର ଧାର ଢ଼ାଲ ପରି, ଯାହାକି ଦୃଢ଼ ଭାବରେ ସଂୟୁକ୍ତ ହାଇେଥାଏ। psalms For, lo, the wicked bend their bow, they make ready their arrow upon the string, that they may privily shoot at the upright in hear ଦୁଷ୍ଟ ଲୋକମାନେ ଶିକାରୀ ଅଟନ୍ତି। ସମାନେେ ଅନ୍ଧାରରେ ଲୁଚି ରହନ୍ତି। ସମାନେେ ଧନୁରେ ଗୁଣ ଚଢ଼ାନ୍ତି। ସମାନେେ ତୀର ଦ୍ବାରା ଲକ୍ଷ୍ଯ ସ୍ଥିର କରନ୍ତି ଏବଂ ସମାନେେ ସିଧା ସାଧୁ ଓ ଉତ୍ତମ ବ୍ଯକ୍ତିର ହୃଦଯକୁ ଶରବିଦ୍ଧ କରନ୍ତି। psalms Upon the wicked he shall rain snares, fire and brimstone, and an horrible tempest: this shall be the portion of their cup. ସେ ଉତ୍ତପ୍ତ ଅଙ୍ଗାର ଓ ଜଳନ୍ତା ଗନ୍ଧକର ବର୍ଷା ଦୁଷ୍ଟମାନଙ୍କ ଉପରେ ବର୍ଷାନ୍ତି। ସହେି ଦୁଷ୍ଟ ଲୋକମାନେ ଶଷେରେ କିଛି ପାଇବେ ନାହିଁ, କିନ୍ତୁ ଉତ୍ତପ୍ତ ଓ ଜ୍ବଳନ୍ତ ଝାଞ୍ଜି ପବନ ଅନୁଭବ କରିବେ। psalms He teacheth my hands to war, so that a bow of steel is broken by mine arms. ପରମେଶ୍ବର ମାେତେ ୟୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି। ସେଥିପାଇଁ ମାରେ ବାହୁଗୁଡ଼ିକ ଶକ୍ତ ଧନୁକୁ ବଙ୍କଇବୋ ପାଇଁ ୟଥେଷ୍ଟ ବଳିଷ୍ଠ। psalms Arise, O LORD, disappoint him, cast him down: deliver my soul from the wicked, which is thy sword: ହେ ସଦାପ୍ରଭୁ, ତୁମ୍ଭେ ଉଠ ଏବଂ ଶତ୍ରୁମାନଙ୍କ ପାଖକୁ ୟାଇ ତାଙ୍କୁ ଆତ୍ମା ସମର୍ପଣ କରିବାକୁ ବାଧ୍ଯ କର। ତୁମ୍ଭେ ଆପଣା ଖଡ୍ଗ ପ୍ରଯୋଗ କରି ସହେି ଦୁଷ୍ଟ ଲୋକଙ୍କ କବଳରୁ ମାେତେ ଉଦ୍ଧାର କର। psalms The LORD liveth; and blessed be my rock; and let the God of my salvation be exalted. ସଦାପ୍ରଭୁ ଜୀବନ୍ତ ଅଟନ୍ତି। ମୁଁ ସହେି ଶୈଳକୁ ପ୍ରଶଂସା କରେ। ପରମେଶ୍ବର ମାେତେ ରକ୍ଷା କରନ୍ତି। ସେ ମହାନ୍ ଅଟନ୍ତି। psalms Thou shalt make them as a fiery oven in the time of thine anger: the LORD shall swallow them up in his wrath, and the fire shall devour them. ତୁମ୍ଭେ ଆପଣା ରାଜାଙ୍କୁ ଏକ ଜଳନ୍ତ ଚୁଲ୍ଲୀ ତୁଲ୍ଯ କରିବ, ଯେତବେେଳେ ତୁମ୍ଭେ ତାଙ୍କୁ ସାହାୟ୍ଯ କରିବା ପାଇଁ ଆସ, ଏବଂ ତାଙ୍କ କୋର୍ଧରେ ସେ ସମ୍ପୂର୍ଣ୍ଣ ଭାବରେ ସମାନଙ୍କେୁ ଧ୍ବଂସ କରିବେ। psalms Who is this King of glory? The LORD strong and mighty, the LORD mighty in battle. କିଏ ସହେି ଗୌରବମଯ ରାଜା ? ସଦାପ୍ରଭୁ ହିଁ ସହେି ରାଜା ଅଟନ୍ତି। ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା। ସଦାପ୍ରଭୁ ହେଉଛନ୍ତି ସହେି ରାଜା ୟିଏ ଜଣେ ୟୁଦ୍ଧଜଯୀ ବୀର ଅଟନ୍ତି। psalms Praise him for his mighty acts: praise him according to his excellent greatness. ପରମେଶ୍ବର କରିଥିବା ସମସ୍ତ ମହାନ୍ କାର୍ୟ୍ଯ ନିମନ୍ତେ ତାଙ୍କର ପ୍ରଶଂସା କର। ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର। ecclesiastes As he came forth of his mother's womb, naked shall he return to go as he came, and shall take nothing of his labour, which he may carry away in his hand. ସେ ଆପଣା ମାତୃ ଗର୍ଭରୁ ଯେପରି ଆସିଥିଲା, ସପରେି ଉଲଗ୍ନ ହାଇେ ଫରେିୟିବ। ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ବହସ୍ତ ରେ ଯାହା ନଇୟୋଇ ପାରିବ ନାହିଁ, ଏପରି କିଛି ସଙ୍ଗେ ନବେ ନାହିଁ। ecclesiastes He that diggeth a pit shall fall into it; and whoso breaketh an hedge, a serpent shall bite him. ଯେ ଗର୍ତ୍ତ ଖୋଳେ, ସେ ତହିଁରେ ପଡ଼ିବ ଓ ଯେଉଁ ଲୋକ ପ୍ରାଚୀର ଭାଙ୍ଗେ ତାହାକୁ ସର୍ପ କାମୁଡ଼ିବ। proverbs The fear of the LORD is the beginning of knowledge: but fools despise wisdom and instruction. ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ଯ ମାନି ଚଳିବା ଜଣେ ବ୍ଯକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥି ରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ ବୋଧ ଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି। proverbs For the turning away of the simple shall slay them, and the prosperity of fools shall destroy them. କିନ୍ତୁ ୟିଏ କହେି ମାରେକଥା ଶୁଣିବ, ସେ ସୁରକ୍ଷା ରେ ପ୍ରବେଶ କରିବ। ତାହାର କବେେ ହେଲେ କୌଣସି ଦୁର୍ଭାଗ୍ଯ ନ ଥିବ।
translate sentence into Odia : Dominion and fear are with him, he maketh peace in his high places.
job
ମୁଁ ଯାହା କ ହେ, ତାହା ସତ୍ଯ ଓ ଯଥାର୍ଥ। ମାରେ ବାକ୍ଯ ରେ ମିଥ୍ଯା କିମ୍ବା କୁଟିଳତା ନ ଥାଏ।
translate sentence into Odia : All the words of my mouth are in righteousness; there is nothing froward or perverse in them.
proverbs
ଯେତବେେଳେ ଦୁଷ୍ଟ ମ ରେ ତାହାର ଭରସା ନଷ୍ଟ ହୁଏ ଓ ଅଧାର୍ମିକମାନଙ୍କର ଆଶା ଧ୍ବଂସ ହୁଏ।
translate sentence into Odia : When a wicked man dieth, his expectation shall perish: and the hope of unjust men perisheth.
proverbs
ସତ୍ଯବାଦୀମାନେ ନ୍ଯାଯପୂର୍ଣ୍ଣ କଥା କହନ୍ତି। ମାତ୍ର ମିଥ୍ଯାସାକ୍ଷୀମାନେ ପ୍ରବଞ୍ଚନା ପ୍ରକାଶ କରନ୍ତି।
translate sentence into Odia : He that speaketh truth sheweth forth righteousness: but a false witness deceit.
proverbs
ଅନିଷ୍ଟ ଚିନ୍ତାକାରୀର ହୃଦଯ ରେ ପ୍ରବଞ୍ଚନା ଥାଏ। ମାତ୍ର ଶାନ୍ତି ପରାମର୍ଶଦାତାମାନଙ୍କର ହୃଦଯ ଆନନ୍ଦପ୍ରଦ ହୁଏ।
translate sentence into Odia : Deceit is in the heart of them that imagine evil: but to the counsellors of peace is joy.
proverbs
ଧାର୍ମିକ ଲୋକ ଆପଣା ପ୍ରତିବେଶୀର ଠିକ୍ ପଥ ପ୍ରଦର୍ଶକ, ମାତ୍ର ଦୁଷ୍ଟମାନଙ୍କ ପଥ ସମାନଙ୍କେୁ ଭୁଲାଏ।
translate sentence into Odia : The righteous is more excellent than his neighbour: but the way of the wicked seduceth them.
proverbs
ଦୁଷ୍ଟ ଲୋକର ଚିନ୍ତାଧାରାଗୁଡ଼ିକ ସଦାପ୍ରଭୁଙ୍କର ନିକଟରେ ଘୃଣ୍ଯ ଅଟେ। ମାତ୍ର ସ୍ବଳ୍ପ କଥା ଆନନ୍ଦ ଦାୟକ।
translate sentence into Odia : The thoughts of the wicked are an abomination to the LORD: but the words of the pure are pleasant words.
proverbs
ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯ ରେ ମନୋୟୋଗ କରେ, ସେ ସାଫଲ୍ଯ ଅର୍ଜନ କରେ। ପୁଣି ସହେି ଲୋକ ଧନ୍ଯ ଯେ ସଦାପ୍ରଭୁଙ୍କଠା ରେ ନିର୍ଭର କରେ।
translate sentence into Odia : He that handleth a matter wisely shall find good: and whoso trusteth in the LORD, happy is he.
proverbs
ଯେ ଆପଣାକୁ ପୃଥକ୍ କରେ, ସେ ଆପଣା ଇଷ୍ଟ ଚେଷ୍ଟା କରେ ଓ ସର୍ବପ୍ରକାର ତତ୍ତ୍ବ ଜ୍ଞାନ ପ୍ରତ୍ଯାଖାନ କରେ।
translate sentence into Odia : Through desire a man, having separated himself, seeketh and intermeddleth with all wisdom.
proverbs
ମୂର୍ଖ ଲୋକ ଅନ୍ୟଠାରୁ ଶିକ୍ଷା ପାଇଁ ଭଲ ପାଏ ନାହିଁ। କବଳେ ଆପଣା ମନର କଥା ପ୍ରକାଶ କରିବା ରେ ସନ୍ତାଷେ ପାଏ।
translate sentence into Odia : A fool hath no delight in understanding, but that his heart may discover itself.
proverbs
ଦ୍ରାକ୍ଷାରସ ଓ ମଦ୍ଯ ଲୋକମାନଙ୍କୁ ନିଯନ୍ତ୍ରଣ କରି ବାହାରକୁ ନଇୟୋଏ। ଯେ କହେି ସେଥି ରେ ଭ୍ରାନ୍ତ ହୁଏ, ସେ ଜ୍ଞାନୀ ହାଇପୋରିବ ନାହିଁ।
translate sentence into Odia : Wine is a mocker, strong drink is raging: and whosoever is deceived thereby is not wise.
proverbs
ପିଲାର ମନ ରେ ଅଜ୍ଞାନତା ଥାଏ। ପୁଣି ଶାସନ ବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ।
translate sentence into Odia : Foolishness is bound in the heart of a child; but the rod of correction shall drive it far from him.
proverbs
ଦରିଦ୍ର ଲୋକଠାରୁ ଚୋରି କରିବା ଅତି ସହଜ କିନ୍ତୁ ଏପରି କର ନାହିଁ। ଏବଂ ସହେି ଦରିଦ୍ର ଲୋକମାନଙ୍କୁ ନ୍ଯାଯରୁ ବଞ୍ଚିତ କର ନାହିଁ।
translate sentence into Odia : Rob not the poor, because he is poor: neither oppress the afflicted in the gate:
proverbs
ଯେ ହତେୁ ତୁମ୍ଭର ସର୍ବଦା ଭବିଷ୍ଯତ ଅଛି, ତୁମ୍ଭର ଭରସା ଉଚ୍ଛନ୍ନ ହବେ ନାହିଁ।
translate sentence into Odia : For surely there is an end; and thine expectation shall not be cut off.
proverbs
ରକ୍ତପାତ ପ୍ରିଯ ଲୋକମାନେ, ସିଦ୍ଧ ବ୍ଯକ୍ତିକୁ ଘୃଣା କରନ୍ତି। କିନ୍ତୁ ନ୍ଯାଯବାନ ଲୋକ ତା'ର ଜୀବନକୁ ରକ୍ଷା କରେ।
translate sentence into Odia : The bloodthirsty hate the upright: but the just seek his soul.
proverbs
ଦାସର ଭାର ଯେତବେେଳେ ସେ ରାଜତ୍ବ କରେ, ମୂର୍ଖର ଭାର ଯେତବେେଳେ ସେ ଆହାର ରେ ପରିତୃପ୍ତ।
translate sentence into Odia : For a servant when he reigneth; and a fool when he is filled with meat;
proverbs
ସେ ବାଣିଜ୍ଯ ଜାହାଜ ପରି, ଦୂରରୁ ଆପଣା ଆହାର ଆଣେ।
translate sentence into Odia : She is like the merchants' ships; she bringeth her food from afar.
proverbs
ତାହାଙ୍କ ହସ୍ତ ଦ୍ବଯ ବୈଦୁର୍ୟ୍ଯ ମଣି ରେ ଖଚିତ ସୁବର୍ଣ୍ଣ କଙ୍କଣ ତୁଲ୍ଯ। ତାହାଙ୍କ ଶରୀର ନୀଳକାନ୍ତ ମଣି ମଣ୍ଡିତ ଗଜଦନ୍ତମଯ ଶିଳ୍ପ କର୍ମ ତୁଲ୍ଯ।
translate sentence into Odia : His hands are as gold rings set with the beryl: his belly is as bright ivory overlaid with sapphires.
songofsolomon
ମାହେର ପ୍ରିଯତମ ଆପଣା ଉଦ୍ୟାନକୁ ସୁଗନ୍ଧି ଲତାର କିଆରିକୁ, ଉଦ୍ୟାନ ରେ ତାଙ୍କର ପଲ ଚରାଇବାକୁ ଓ କଇଁଫୁଲ ସଂଗ୍ରହ କରିବାକୁ ୟାଇଛନ୍ତି।
translate sentence into Odia : My beloved is gone down into his garden, to the beds of spices, to feed in the gardens, and to gather lilies.
songofsolomon
ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ ଓ ଅସଂଖ୍ଯ ୟୁବତୀ ଅଛନ୍ତି।
translate sentence into Odia : There are threescore queens, and fourscore concubines, and virgins without number.
songofsolomon
ମୁଁ ଏହା କହୁଛି କାହିଁକି? କାରଣ ତୁମ୍ଭମାନେେ ଯାକୁବ ବଂଶକୁ ପରିତ୍ଯାଗ କରିଛ। ତୁମ୍ଭମାନେେ ସହେି ଲୋକ ଯେଉଁମାନେ କି ପୂର୍ବଦେଶୀଯମାନଙ୍କ ଆଚାର ରେ ପରିପୂର୍ଣ୍ଣ। ତୁମ୍ଭମାନେେ ପଲେଷ୍ଟୀୟମାନଙ୍କ ପରି ଭବିଷ୍ଯତବାଣୀ କହିବାକୁ ଚେଷ୍ଟା କରିବ। ତୁମ୍ଭର ଲୋକମାନେ ବିଦେଶୀଯମାନଙ୍କର ସହେି ଭ୍ରାନ୍ତ ଧାରଣାକୁ ସମ୍ପୂର୍ଣ୍ଣଭାବରେ ଗ୍ରହଣ କରି ନଇେଛନ୍ତି।
translate sentence into Odia : Therefore thou hast forsaken thy people the house of Jacob, because they be replenished from the east, and are soothsayers like the Philistines, and they please themselves in the children of strangers.
isaiah
ସତଣୁ ପରଲମଶ୍ବର କହିଲଲ, "ସହ ୟିରୁଶାଲମ ଓ ଯିହୁଦାରସଲାକମାଲନସମାର ଓସମାର ଦ୍ରାକ୍ଷାକ୍ଷଲତ ବିଷଯସର ବିଚାର କର।
translate sentence into Odia : And now, O inhabitants of Jerusalem, and men of Judah, judge, I pray you, betwixt me and my vineyard.
isaiah
ସେତବେେଳେ ମୁଁ ଭୟଭୀତ ହାଇେ କହିଲି, "ହାୟ ! ହାୟ ! ମୁଁ ନଷ୍ଟ ହାଇଗଲିେ। କାରଣ ମୁଁ ଏତେ ଅପବିତ୍ର ଯେ ପରମେଶ୍ବରଙ୍କ ନିକଟରେ କହିବାକୁ ଅ ଯୋଗ୍ଯ। ପୁରି ଏପରି ଅଶୁଚି ଲୋକମାନଙ୍କ ମଧିଅରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅୟୋଗ୍ଯ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।'
translate sentence into Odia : Then said I, Woe is me! for I am undone; because I am a man of unclean lips, and I dwell in the midst of a people of unclean lips: for mine eyes have seen the King, the LORD of hosts.
isaiah
ମୁଁ ସଦାପ୍ରଭୁଙ୍କୁ ସାହାୟ୍ଯ ପାଇଁ ଅପେକ୍ଷା କରିବି। ଯେତବେେଳେ ଯାକୁବ ପରିବାରରୁ ସେ ଆପଣାର ମୁଖ ଲୁଚାନ୍ତି। ମୁଁ ସଦାପ୍ରଭୁଙ୍କ ଉପ ରେ ଆଶା ରଖିବି, ମୁଁ ଏଥିପାଇଁ ଅପେକ୍ଷା କରିବି।
translate sentence into Odia : And I will wait upon the LORD, that hideth his face from the house of Jacob, and I will look for him.
isaiah
ଯେତବେେଳେ ସଦାପ୍ରଭୁ ଜାଣିବେ ଯେ ଅଶୂର ତୁମ୍ଭମାନଙ୍କୁ ବହୁ ଦଣ୍ଡ ଦଇେସାରିଛି, ସେତବେେଳେ ମାରେ କୋର୍ଧ ପ୍ରଶମିତ ହବେ।'
translate sentence into Odia : For yet a very little while, and the indignation shall cease, and mine anger in their destruction.
isaiah
ସର୍ବଶକ୍ତିମାନ ସଦାପ୍ରଭୁ ଶପଥ କରି କହିଲେ, "ମୁଁ ଶପଥ କରୁଛି, ମୁଁ ଯାହା ଚାହିଁଥିଲି ତାହାହିଁ ଘଟିବ। ମୁଁ ଯେପରି ମନ୍ତ୍ରଣା କରିଛି ସହେିପରି ମଧ୍ଯ ଘଟିବ।
translate sentence into Odia : The LORD of hosts hath sworn, saying, Surely as I have thought, so shall it come to pass; and as I have purposed, so shall it stand:
isaiah
ସହେି ସମୟରେ ଯାକୁବର ଗୌରବ ଲୋପ ପାଇବ। ଯାକୁବର ସ୍ଥୁଳତା ହ୍ରାସ ପାଇବ ଓ ସେ ଦୁର୍ବଳ ଓ କ୍ଷୀଣ ଦଖାୟିବେ।
translate sentence into Odia : And in that day it shall come to pass, that the glory of Jacob shall be made thin, and the fatness of his flesh shall wax lean.
isaiah
ସହେି ସମୟରେ ମିଶରରୁ ଅଶୂର ପର୍ୟ୍ଯନ୍ତ ଏକ ରାଜପଥ ନିର୍ମିତ ହବେ। ତା'ପ ରେ ଅଶୂରର ଲୋକମନେ ମିଶରକୁ ଆସିବେ ଓ ମିଶରର ଲୋକମାନେ ଅଶୂରକୁ ଯିବେ। ମିଶରର ଲୋକମାନେ ଅଶୂରର ଲୋକମାନଙ୍କ ସହିତ ପୂଜା କରିବେ।
translate sentence into Odia : In that day shall there be a highway out of Egypt to Assyria, and the Assyrian shall come into Egypt, and the Egyptian into Assyria, and the Egyptians shall serve with the Assyrians.
isaiah
ମାରେପ୍ରଭୁ ସଦାପ୍ରଭୁ ମାେତେ ସଗେୁଡ଼ିକ ଘଟିବ ବୋଲି କହିଲେ। "ଏକ ବର୍ଷ ମଧିଅରେ ବତନେ ଜୀବିର ବର୍ଷ ପ୍ରମାଣେ କଦରରେ ସମସ୍ତ ଗୌରବ ଲୁପ୍ତ ହବେ।
translate sentence into Odia : For thus hath the LORD said unto me, Within a year, according to the years of an hireling, and all the glory of Kedar shall fail:
isaiah
ସମସ୍ତ ଲୋକ ପୃଥିବୀରୁ ବିତାଡ଼ିତ ହବେେ ଓ ସେ ସମ୍ପୂର୍ଣ୍ଣ ଭାବରେ ଲୁଣ୍ଠିତ ହବେେ। ଏହା ଘଟିବ କାଣ ସଦାପ୍ରଭୁ ଏହା କହିଛନ୍ତି।
translate sentence into Odia : The land shall be utterly emptied, and utterly spoiled: for the LORD hath spoken this word.
isaiah
ସମସ୍ତ ଗୋଷ୍ଠୀମାନଙ୍କ ଉପ ରେ ଯେଉଁ ଓଢ଼ଣି ପଡ଼ିଅଛି ଓ ସର୍ବଦେଶୀଯମାନଙ୍କ ଉପ ରେ ଯେଉଁ ବସ୍ତୁର ଆବରଣ ରହିଛି ତାକୁ ସବୁ ସଦାପ୍ରଭୁ ଏହି ପର୍ବତ ରେ "ବିନାଶ' କରିବେ।
translate sentence into Odia : And he will destroy in this mountain the face of the covering cast over all people, and the vail that is spread over all nations.
isaiah
ଦ୍ରାକ୍ଷାଗଛ ରେ ଡ଼ାଳ ଶୁଷ୍କ ହେଲେ ଭଙ୍ଗାୟିବ। ସ୍ତ୍ରୀ ଲୋକମାନେ ତାକୁ ଜାଳଣେି ରୂପେ ବ୍ଯବହାର କରିବେ।
translate sentence into Odia : When the boughs thereof are withered, they shall be broken off: the women come, and set them on fire: for it is a people of no understanding: therefore he that made them will not have mercy on them, and he that formed them will shew them no favour.
isaiah
ଦେଖ, ଜଣେ ରାଜା ଧର୍ମାନୁସା ରେ ରାଜତ୍ବ କରିବେ ଓ ଅଧିପତିଗଣ ନ୍ଯାଯ ରେ ଶାସନ କରିବେ।
translate sentence into Odia : Behold, a king shall reign in righteousness, and princes shall rule in judgment.
isaiah
ସେତବେେଳେ ଅନ୍ଧମାନେ ଚକ୍ଷୁଷ୍ମାନ ହାଇେ ଦେଖିପାରିବେ ଓ ବଧିରମାନେ ମୁକ୍ତ କର୍ଣ୍ଣ ରେ ଶ୍ରବଣ କରିବେ।
translate sentence into Odia : Then the eyes of the blind shall be opened, and the ears of the deaf shall be unstopped.
isaiah