text
stringlengths
0
69.8k
୨ ) ଏହାକୁ ଧାରଣ କଲେ ଜ୍ଞାନ ବୃଦ୍ଧି ହୋଇଥାଏ ।
୩ ) ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ଏହାକୁ ବ୍ୟକ୍ତି ନିଜର ଓଜନ ଅନୁଯାୟୀ ୪ଟି , ୬ଟି କିମ୍ବା ୭ଟି ଧାରଣ କରିବା ଆବଶ୍ୟକ ଅଟେ ।
୪ ) ଗୋଲ ମୋତିକୁ ସବୁଠାରୁ ଅଧିକ ପ୍ରାଚୀନ ଓ ସର୍ବଶ୍ରେଷ୍ଠ ବୋଲି ମାନ୍ୟତା ରହିଛି ।
ଏହି ମୋତିକୁ ଚାନ୍ଦିର ମୁଦିରେ ଶୁକ୍ଳ ପକ୍ଷ ସୋମବାର ଦିନ ଧାରଣ କରିବା ଉଚିତ ।
୨୦୧୧ ମସିହାରେ ଭୂକମ୍ପରେ ଅଧିକ ପ୍ରଭାବିତ ହୋଇଥିଲା ଏହି ଆଣବିକ କେନ୍ଦ୍ର ।
ତେଣୁ ହଗିବିସ୍ ଦ୍ୱାରା ଏହା କ୍ଷତିର ଶିକାର ହେଲେ ଜାପାନ ପାଇଁ ଆଣବିକ ବିକିରଣର ବଡ ବିପଦ ସୃଷ୍ଟି ହେବ ।
ତେଣୁ ଏହାକୁ କିପରି ସୁରକ୍ଷା ଦେବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଜାପାନ ସରକାର ।
ଜାପନକୁ ସହାୟତାର ହାତ ବଢାଇଲା ଭାରତ ଜାପାନର ଏଭଳି ପରିସ୍ଥିତିରେ ସହାୟତାର ହାତ ବଢାଇଛି ଭାରତ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ଏହି ଝଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ଜାପାନର ଏଭଳି ବିପତ୍ତିରେ ଭାରତ ସମସ୍ତ ସାହାଯ୍ୟ ପାଇଁ ଛିଡା ହୋଇଥିବା କରିଛନ୍ତି ।
ଭାରତୀୟ ନୈସେନାର ଦୁଇଟି ଜାହାଜ ରିଲିଫ ସାମଗ୍ରୀ ନେଇ ଜାପାନ ଅଭିମୁଖେ ଯାଇଛନ୍ତି ।
ତେଣୁ ଆମେ ଆପଣଙ୍କୁ କିଛି ବସ୍ତୁ ଟିପ୍ସ ଦେବାକୁ ଯାଉଛୁ ଯାହାକୁ ଅନୁକରଣ କାଲେ ଆପଣ ଘରଧାନ୍ୟରେ ପରିପୂର୍ଣ ହୋଇଯିବ ।
ଧନତେରା ସ ଦିନ ଘରର ମୁଖ୍ୟ ଦ୍ୱାରରେ ମାତା ଲକ୍ଷ୍ମୀଙ୍କ ପାଦ ଲଗାଇବା ବହୁତ ଶୁଭ ବୋଲି ଧରାଯାଏ ।
ଆପଣଙ୍କୁ କେବଳ ଏହା ଧ୍ୟାନ ରଖିବାକୁ ହେବ ଯେ ପାଦର ଦିଗ ଦ୍ୱାର ଆଡକୁ ରହିଥିବା ଆବଶ୍ୟକ ।
ଏହାକୁ ଲଗାଇବା ଦ୍ୱାରା ଘରେ କିମ୍ବ ବ୍ୟବସାୟରେ କେବେବି ଧନର ଅଭାବ ନଥାଏ ।
ଘରର ଅଗଣାରେ ମାତା ଲକ୍ଷ୍ମୀଙ୍କ ପାଦ ବ୍ୟତୀତ ଦୋକାନରେ ମୁଖ୍ୟ ଦ୍ୱାରରେ ଓମ୍ ବନାଇ ଶୁଭ ଲାଭ ଲେଖନ୍ତୁ ।
ଏହାକୁ ପୂର୍ବ ଏବଂ ଉତ୍ତର ଦିଗରେ ହିଁ ବନାଇବା ଉଚିତ ।
ଏମିତି କଲେ ଘରେ ରୋଗ ବୈରାଗ ହୋଇନଥାଏ ।
୧ ) ଧନତେରାସ ମଉକାରେ ଦୋକାନ ଦ୍ୱାରରେ ଚାନ୍ଦିରେ ସ୍ୱସ୍ତିକ ଲଗାଇବା ଶୁଭ ଫଳଦାୟକ ବୋଲି ଧରାଯାଏ ।
ବାସ୍ତୁ ଅନୁସାରେ ଏହାଦ୍ୱାରା ଘରେ ଶୁଭ ଶାନ୍ତି ଲାଗି ରହିଥାଏ ।
ଏମିତି କରିବା ଦ୍ୱାରା ଲାଲ କୁମକୁମ ମଧ୍ୟ ସ୍ୱସ୍ତିକ ବନାଇପାରିବେ ।
୨ ) ଦୀପାବଳି ପୂର୍ବରୁ ଘରର ଦ୍ୱାରରେ ସୁନ୍ଦର ଏବଂ ରେଙ୍ଗ ବେରଙ୍ଗ ତୋରଣ ବାନ୍ଧିବା ଉଚିତ ।
ଯଦି ତୋରଣ ଆମ୍ଭ ପତ୍ର , ଓଶସ୍ଥ ଗଛ କିମ୍ବା ଅଶୋକ ପତ୍ରରେ ବନା ହୋଇଥିଲେ ତାହା ଆହୁରି ଶୁଭ ହୋଇଥାଏ ।
୩ ) ଦୀପାବଳି ଦିନ ଘର କିମ୍ବା ଦୋକନାର ମୁଖ୍ୟ ଦ୍ୱାରରେ ମାତା ଲକ୍ଷ୍ମୀଙ୍କ ଫଟୋ ଲଗାନ୍ତୁ ।
ଫଟୋରେ ଯେପରି ମାତା ଲକ୍ଷ୍ମୀ ବିରାଜମାନ ହୋଇଥିବେ ।
ଏମିତି କଲେ ଦୋକାନ ଏବଂ ଘର ସବୁବେଳେ ଧନରେ ଭରି ରହିଥିବ ।
ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 2 ଲକ୍ଷ 32 ହଜାର 264 ଭୋଟର ।
ସକାଳ 7ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଚାଲିବ ମତଦାନ ।
ନିର୍ବାଚନକୁ ଅବାଧ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ସ୍ୱାମୀ - ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ , ଭଲ ପାଇବା ବଦଳରେ ବଢି ଯାଇଛି ରାଗରୁଷା , ମାନ ଅଭିମାନ ।
ଯେତେ ଚେଷ୍ଟା କଲେ ବି ସମ୍ପର୍କ ସୁଧୁରିବା ନାଁ ଧରୁନି ।
କାହାକୁ ଏହାର ଦୋଷ ଦେବେ ।
ଝରକା ଥିବା ଜରୁରୀ ବେଡରୁମ୍ ଘରର ମୁଖ୍ୟ ଅଂଶ ହୋଇଥାଏ ।
ତେଣୁ ସକାଳର ସୂର୍ଯ୍ୟକିରଣ ଏହି ରୁମ୍ରେ ପଡ଼ିବା ନିହାତି ଜରୁରୀ ।
ଏହାଦ୍ୱାରା ମାନସିକ ଅବସାଦ ଦୂର ହୋଇଥାଏ ଓ ସକରାତ୍ମକ ଚିନ୍ତାଧାରା ମନକୁ ଆସିଥାଏ ।
ବାସ୍ତୁ ଅନୁଯାୟୀ ମଧ୍ୟ ବେଡରୁମ୍ରେ ଝରକା ରହିବା ନିହାତି ଜରୁରୀ ।
ଏହାବ୍ୟତୀତ ଧ୍ୟାନ ରଖିବେ , ଶୋଇବା ସମୟରେ ଆପଣଙ୍କ ପାଦ ଯେପରି ବେଡରୁମ୍ର ପ୍ରବେଶ ପଥ ଆଡକୁ ନ ରୁହେ ।
୨ଟି ସୁନ୍ଦର ଫୁଲ ପାତ୍ର ରଖନ୍ତୁ ବାସ୍ତୁ ଅନୁଯାୟୀ , ପ୍ରେମର ପ୍ରତୀକ ସ୍ୱରୂପ ସ୍ୱାମୀସ୍ତ୍ରୀ ବେଡରୁମ୍ରେ ୨ଟି ସୁନ୍ଦର ଫୁଲ ଭର୍ତ୍ତି ପାତ୍ର ରଖିବା ଜରୁରୀ ।
ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ପ୍ରେମ ବଢିଥାଏ ।
ଏହାବ୍ୟତୀତ ଏକ ସୁନ୍ଦର ବାଉଲରେ କ୍ରିଷ୍ଟଲ ରଖନ୍ତୁ ।
ସେଥିରେ ଅଳ୍ପ ଚାଉଳ ପକାଇ ଦିଅନ୍ତୁ ।
ଆପଣ ଲକ୍ଷ୍ୟ ରଖିବେ , ଆପଣଙ୍କ ମଧ୍ୟରେ ଥିବା ସମସ୍ତ ଟେନସନ୍ ଦୂରେଇ ଯିବ ।
ସେହିପରି ୧୧ ତାରିଖରୁ ୧୬ ତାରିଖ ଯାଏଁ ଫର୍ମ ପୂରଣ କଲେ ୫୦ ଟଙ୍କା ଜରିମନା ଦେବାକୁ ପଡିବ ।
ଏହାପରେ ବିଳମ୍ବରେ ଅର୍ଥାତ୍ ୧୮ରୁ ୨୦ ତାରିଖ ଭିତରେ ଫର୍ମପୂରଣ କଲେ , ଛାତ୍ରଛାତ୍ରୀମାନେ ୩୫୦ ଟଙ୍କା ଜରିମନା ଦେବେ ।
ସମସ୍ତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ଡିସେମ୍ବର ୨ ତାରିଖ ଯାଏ ଇ - ରିସିପ୍ଟକୁ ଦାଖଲ କରିବେ ।
ଏହି ତାରିଖ ପରେ କୌଣସି ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ ନାହିଁ ।
ପରୀକ୍ଷା କେନ୍ଦ୍ର ବଦଳିଲେ ଛାତ୍ରଛାତ୍ରୀଙ୍କୁ ଅଧିକ ୫ଶହ ଟଙ୍କା ଦେବାକୁ ପଡିବ ।
ଆଡମିଟ୍ କାର୍ଡ ସାମ୍ସ ଓଡ଼ିଶା ୱେବସାଇଟ୍ରେ ଉପଲବ୍ଧ ହେବ ।
ପ୍ରତି କଲେଜର ଅଧ୍ୟକ୍ଷ ୱେବସାଇଟ୍ରୁ ନିଜ ପିଲାଙ୍କ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିବେ ।
ଏହା ପରେ କାର୍ଡରେ ଦସ୍ତଖତ କରି ପିଲାଙ୍କୁ ଦେବେ ।
ମାତ୍ର ଅଳ୍ପ କେତେ ଟଙ୍କା ବଦଳରେ କ୍ରେଡିଟ୍ ଓ ଡେବିଟ୍ କାର୍ଡ ସଂପର୍କିତ ତଥ୍ୟ ପ୍ରଦାନ କରୁଥିବା ଅନେକ ୱେବ୍ସାଇଟ୍ ଏବେ ବଜାରରେ ମହଜୁଦ୍ ଅଛି ।
୩୫୦ ଟଙ୍କାରୁ ଆରମ୍ଭ କରି ୨୦୦୦ ଟଙ୍କା ଭିତରେ କାର୍ଡର ତଥ୍ୟ ବିକୁଛନ୍ତି ୱେବ୍ସାଇଟ୍ଗୁଡ଼ିକ ।
ତେବେ ଭିସା , ରୁପେ ଓ ମାଷ୍ଟରକାର୍ଡ ଆଦି ଅଲଗା ଅଲଗା ପ୍ରକାରର କାର୍ଡ ପାଇଁ ଭିନ୍ନ ରାଶି ଦାବି କରାଯାଉଛି ।
ପିନ୍କୋର୍ଡରୁ ଆଧାର କରି କାର୍ଡଧାରୀଙ୍କ ରହୁଥିବା ସ୍ଥାନ ସଂପର୍କରେ ସହଜରେ ସୂଚନା ମିଳିପାରୁଛି ।
ତେବେ , ଯେଉଁ ମୁଖ୍ୟ ପାଞ୍ଚଟି ଅଞ୍ଚଳର କାର୍ଡଧାରୀଙ୍କ ତଥ୍ୟ ୱେବ୍ସାଇଟ୍ରେ ଉପଲବ୍ଧ ସେ ଅଞ୍ଚଳଗୁଡ଼ିକ ହେଉଛି ବଞ୍ଜାରା ହିଲ୍ସ , ମାଧପୁର , ସୋମାଜିଗୁଡା , ବେଗୁମପେଟ୍ ଓ ଅଫ୍ଜଲ୍ଗଞ୍ଜ ।
୪ ଘଣ୍ଟା ଦର୍ଶନ ବନ୍ଦ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ ।
ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ।
ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ ।
ହିଙ୍ଗୁଳ , ହରିତାଳ , ଶଙ୍ଖ , କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ ।
ମହାପ୍ରଭୁଙ୍କ ଗୁପ୍ତ ସେବା ବନକଲାଗି ନୀତି ପାଇଁ ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଏଥି ପାଇଁ ଆଜି ଶ୍ରୀମନ୍ଦିରରେ ତିନି ଘଣ୍ଟା ଦର୍ଶନ ବନ୍ଦ ରହିଥିଲା ।
ଅପରାହ୍ଣ ସାଢ଼େ ୩ଟାରୁ ଦିବା ପହୁଡ଼ ନୀତି ଆରମ୍ଭ ହୋଇଥିଲା ।
ପହୁଡ଼ ଖୋଲିବା ପରେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଦର୍ଶନ ସ୍ବାଭାବିକ ହୋଇଥିଲା ।
ପୁରୀ ପୋଲିସର ଓ୍ୱାଣ୍ଟେଡ୍ ତାଲିକାରେ ରହିଥିଲା ଭାଗୀରଥୀ ।
ତେବେ ପିପିଲି ନିକଟରେ ଭାଗୀରଥୀ ଥିବା ନେଇ ପୋଲିସ ଖବର ପାଇବା ପରେ ସ୍ପେଶାଲ ଟିମ ଚଢ଼ାଉ କରିଥିଲା ।
ଭାଗୀରଥୀ ଖସି ପଳାଇବାକୁ ଚେଷ୍ଟା କରି ପୋଲିସ ଉପରକୁ ଗୁଳି ଚଳାଇଥିଲା ।
ପୋଲିସ ଭାଗୀରଥୀକୁ କାବୁ କରିବାକୁ ଯାଇ ଏନକାଉଣ୍ଟଟର କରିଛି ।
ଅପରାଧୀ ପ୍ରତି ଜିରୋ ଟୋଲେରାନ୍ସ ନୀତି ଜାରି ରହିବ ବୋଲି ପୁରୀ ଏସପି କହିଛନ୍ତି ।
82 ୧ ) କିଛି ଲୋକଙ୍କ କହିବା ଅନୁସାରେ ଋତୁସ୍ରାବ ସମୟରେ ୱାର୍କଆଉଟ କଲେ ଅଧିକ ରକ୍ତସ୍ରାବ ହୋଇଥାଏ ।
କିନ୍ତୁ ଯଦି ଡାକ୍ତରଙ୍କ କଥା ମାନିବା ତାହେଲେ ଆପଣ ଏହି ସମୟରେ ଲାଇଟ ୱାର୍କଆଉଟ କରିପାରିବେ ।
ଆପଣ ଆପଣଙ୍କ ଏକ୍ସରସାଇଜ ଗୁଡ଼ିକୁ ନିଜ ପିରିୟଡର୍ସ ର ଦିନ ଗୁଡ଼ିକ ସହିତ ପ୍ଲାନ କରିନିଅନ୍ତୁ ।
ପ୍ରାରମ୍ଭିକ ଦିନ ଗୁଡ଼ିକରେ ଷ୍ଟ୍ରେଚିଙ୍ଗ ଭଳି ଏକ୍ସରସାଇଜକୁ ଆଭୋଏଡ କରନ୍ତୁ ।
୨ ) ପିରିୟଡର୍ସ ସମୟରେ ଯୋଗ କରିବା ଆପଣଙ୍କ ପାଇଁ ଖୁବ ଲାଭଦାୟକ ହୋଇପାରିବ ।
ଏହାଦ୍ୱରା ଯନ୍ତ୍ରଣା ସହିବାର କ୍ଷମତା ମିଳିବା ସହ ନିଜକୁ ହାଲୁକା ଅନୁଭବ ହେବା ସହ ଏକାଗ୍ରତା ବୃଦ୍ଧି ହୋଇଥାଏ ।
ଶୀର୍ଷାସନ , ସର୍ବାଙ୍ଗାସନ , କପାଳଭାରତୀ ଭଳି ଆସନ କରନ୍ତୁ ନାହି ।
୩ ) ପିରିୟଡର୍ସ ସମୟରେ ପ୍ରାଣାୟମ ଆୁଣଙ୍କ ପାଇଁ ଖିୁବ ଲାଭଦାୟକ ରହିବ ।
ଅନୁଲୋମ ବିଲୋମ କରିବା ଦ୍ୱାରା ନିଜକୁ ହାଲୁକା ଅନୁଭବ କରିବା ସହ ଏକାଗ୍ରତା ବୃଦ୍ଧି ହୋଇଥାଏ ।
ହାଲୁକା ବ୍ୟାୟାମ କରିବା ଦ୍ୱାରା ଆପଣ ନିଜକୁ ଫିଟ ତ ରଖିବେ ଏହା ସହ ଆପଣଙ୍କ ବ୍ୟାୟାମ ରୁଟିନରେ ମଧ୍ୟ କୌଣସି ବ୍ୟାଘାତ ଆସିବ ନାହିଁ ।
୪ ) ପିରିୟଡର୍ସ ଆରମ୍ଭ ହେବା ପୂର୍ବରୁ ଏବଂ ଚାଲିଥିବା ସମୟରେ ମୁଡି ସ୍ୱିଙ୍ଗ ହେବା ସ୍ୱାଭାବିକ କଥା ।
ଆରମ୍ଭର କିଛି ଦିନ ପରେ ଏକୁଟିଆ ବସି ଗୋଟେ ସ୍ଥାନରେ ମେଡ଼ିଟେସନ କଲେ ଆପଣଙ୍କ ମୁଡ୍ ଭଲ ରହିବ ।
କିନ୍ତୁ ଯଦି ଆପଣଙ୍କ ମୁଡ ଏକ୍ସରସାଇଜ ବା ଯୋଗ କରିବାରୁ ବ୍ରେକ ନେବାକୁ ଚାହେଁ ତେବେ ଆପଣଙ୍କ ଏହି ସମୟରେ କେବଳ ଆରାମ ମଧ୍ୟ କରିପାରିବେ ।
118 ଆବଶ୍ୟକୀୟ ସାମଗ୍ରୀଃ - ଉଭୟ ମାନିକିୟୋର ଓ ପେଡିକିୟୋର୍ ଗେଟାଏ ପ୍ରଣାଳୀରେ କରିହେବ ।
ସେଥିପାଇଁ ଆପଣଙ୍କୁ ଆବଶ୍ୟକ ବଡି ସମ୍ପୋ , ଲୁଣ , କାଗେଜି , ହାଇଡ୍ରୋଜେନ୍ ପେରକ୍ସାଇଡ୍ ( ପ୍ରତ୍ୟେକ ମେଡିସିନ୍ ଷ୍ଟୋର୍ରେ ମିଳେ ) , ଗୋଲାପ ଜଳ , ବଡି ଲୋସନ ଓ ପାଣି ।
ପ୍ରଥମେ କିଛି ପାଣି ନେଇ ତାହାକୁ ହାଲୁକା ଉଷୁମ କରନ୍ତୁ ।
ସେହି ପାଣିକି ଏକ ପାତ୍ରରେ କାଢ଼ି ସେଥିରେ ଆବଶ୍ୟକ ମୁତାବକ ଲୁଣ ପକାଇ ମିଶାଇ ଦିଅନ୍ତୁ ।
ତାପରେ ସେଥିରେ ଫେଣ ହେବା ପରିମାଣର ବଡି ସାମ୍ପୋ ମିଶାନ୍ତୁ ।
ସାମ୍ପୋ ମିଶାଇ ଗୋଳାଇବା ପରେ ସେଥିରେ କାଗେଜି କାଟି ଚିପୁଡ଼ି ଦିଅନ୍ତୁ ।
କିଛି ସମୟ ପର୍ଯ୍ୟନ୍ତ ସେହି ପାଣିରେ ହାତ କିମ୍ବା ଗୋଡ଼କୁ ବୁଡ଼ାଇ ରଖନ୍ତୁ ।
ଭଲ ଭାବେ ହାତ / ଗୋଡ଼କୁ ଧୋଇ ଦେବା ପରେ ଏକ ନରମ ତଉଲିଆରେ ପୋଛି ସେଥିରେ ପ୍ରଥମେ ଗୋଲାପ ଜଳ ଲଗାନ୍ତୁ ଓ ଗୋଲାପ ଜଳ ଶୁଖି ଗଲା ପରେ ବଡି ଲୋସନ ଲଗାଇ ସାମାନ୍ୟ ମାଲିସ୍ କରନ୍ତୁ ।
ଦିଲ୍ଲୀରେ ରସୁଣ କିଲୋ ପିଛା ୩୦୦ଟଙ୍କାରେ ବିକ୍ରି ହେଉଛି ।
ଖୁଚୁରା ବଜାରରେ ରସୁଣ କିଲୋ ପ୍ରତି ୨୫୦ - ୩୦୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଦୁଇ ସପ୍ତାହ ପୂର୍ବରୁ ଏହା କିଲୋ ପିଛା ୧୫୦ - ୨୦୦ଟଙ୍କାରେ ମିଳୁଥିଲା ।
ଶନିବାର ବିଭିନ୍ନ କ୍ୱାଲିଟିର କୁଇଣ୍ଟାଲ ପିଛା ରସୁଣ ମୂଲ୍ୟ ୮ , ୦୦୦ - ୧୭୦୦ଟଙ୍କା ରହିଥିଲା ବ୍ୟବସାୟୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ , ସ୍ପେଶାଲ କ୍ୱାଲିଟିର ରସୁଣ ପ୍ରତି କୁଇଣ୍ଟାଲ ପିଛା ୨୧ , ୭୦୦ଟଙ୍କାରେ ବିକ୍ରି ହେଉଛି ।
କୋଟାରେ ରସୁଣ ଦର ପ୍ରତି କୁଇଣ୍ଟାଲ ପିଛା ୭ , ୦୦୦ - ୧୭ , ୫୦୦ ଟଙ୍କା ରହିଛି ।
ଦେଶର ପ୍ରମୁଖ ରସୁଣ ମଣ୍ଡି ମଧ୍ୟପ୍ରଦେଶର ନିମଚଳ ମଂଦସୋର ଓ ରାଜସ୍ଥାନର କୋଟାର ବ୍ୟବସାୟୀଙ୍କ କହିବାନୁସାରେ , ବର୍ଷା କାରଣରୁ ଗଚ୍ଛିତ ଥିବା ରସୁଣ ନଷ୍ଟ ହୋଇଯାଇଥିବା ହେତୁ ରସୁଣ ଯୋଗାଣ ହ୍ରାସ ପାଇଛି ।
ତେଣୁ ଏହାର ଦର ବୃଦ୍ଧି ପାଇବାରେ ଲାଗିଛି ।
ବିମାନରେ ନିଆଁ ଲାଗିବା ପରେ ଚିତ୍କାରରେ ଫାଟି ପଡ଼ିଥିଲା ଏଆଇସି - ୬୭୦ । ଏହି କୋଳାହଳ ଭିତରେ ବି କିଛି ବ୍ୟକ୍ତି କାନ୍ଦ କାନ୍ଦ ହୋଇ ଜଗନ୍ନାଥ . . ଜଗନ୍ନାଥ . . ବୋଲି ଡାକ ଛାଡ଼ିଥିଲେ ।
ମହାପ୍ରଭୁ ଆଜି ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଥିବା ବେଳେ ବିପଦରେ ପଡ଼ିଥିବା ଯାତ୍ରୀଙ୍କ ବିକଳ ସ୍ବର ଶୁଣି ଯେମିତି ଉଦ୍ଧାର କରିବାକୁ ଚାଲି ଆସିଥିଲେ ।
କିଛି ଅଘଟଣ ଘଟିବା ପୂର୍ବରୁ ସୁରକ୍ଷିତ ଭାବେ ଓହ୍ଲାଇଥିଲେ ୮୯ ଯାତ୍ରୀ ଓ ଏୟାର ଇଣ୍ଡିଆର କର୍ମକର୍ତା ।
କିଛି ଏପରି ଥିଲା ମଝି ଆକାଶରେ ନିଆଁ ଲାଗିଥିବା ଏୟାର ଇଣ୍ଡିଆ ବିମାନରେ ଭିତରର ଦୃଶ୍ୟ ।
ସନ୍ଧ୍ୟାରେ ମାତ୍ର ୨୫ ମିନିଟ୍ର ଉଡ଼ାଣ ପରେ ନିଆଁ ଲାଗିଯିବାରୁ ସମସ୍ତ ଯାତ୍ରୀ ଭୟରେ ଥରିବାକୁ ଲାଗିଲେ ।
ଏୟାର ଇଣ୍ଡିଆର ସଦସ୍ୟମାନେ ଯେତେ ବୁଝେଇଥିଲେ ମଧ୍ୟ ମନ କୋଉ ବୁଝୁଥିଲା ।