audio
audioduration (s)
0.14
183
sentence
stringlengths
2
748
ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲର ଶେଷଦିନ ରହିଛି
ଦେଶର ଭୌଗଳିକ ବିବିଧତାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଯେପରି ଖୁବ୍ ଶୀଘ୍ର ପ୍ରତିଷେଧକ ଦିଆଯାଇ ପାରିବ ସେଥିପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି
ଘଡ଼ ଘଡ଼ି ସହ ବର୍ଷା ହୋଇଥିଲା
ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ମାନସ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯୁବ ସଂଗଠନକୁ ଅଧିକ ସକ୍ରିୟ ଓ କ୍ରିୟାଶୀଳ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା
ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି
ପୁରୀକୁ ବିଶ୍ ଐତିହ୍ୟ ନଗରୀଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଏହି କାର୍ଯ୍ୟକ୍ରମର ଅଂଶ ବିଶେଷଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି
ପାଞ୍ଚ
ସେତେବେଳେ ଯବାନମାନେ କିସ୍ତାରାମ ଅଞ୍ଚଳର ସଲଠାରେ ଖାନତଲାସୀ ଚଳାଇଥିଲେ
ଗଞ୍ଜାମ ଜିଲ୍ଲାପାଳ ଝିଟ୍ କରି ଏହି ସୂଚନା ଦେଇଛନ୍ତି
ଏହି ଯୋଜନାରେ ଚାଷୀମାନେ ବାର୍ଷିକ ୩ଟି କିସ୍ତିରେ ୬ହଜାର ଟଙ୍କା ପାଇବା ସହ କାର୍ଡ ମାଧ୍ୟମରେ ଆବଶ୍ୟକ ପରିମାଣର ରୁଣ ପାଇବେ
ତାକୁ ଜଣେ ଧନୀ ଲୋକ ଘରେ ଚାକିରି ମିଳିଲା ସେ ଓ ତା ମା ଆରାମ୍‌ରେ ରହିଲେ
ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର ପାଇଁ ଅକ୍ଟୋବର ପନ୍ଦର ରୁ ନଭେମ୍ବର ପନ୍ଦର ପର୍ଯ୍ୟନ୍ତ ବାୟୁର ମାନ ଖରାପ ରହିଥାଏ
ଏନ୍ସିପି ମହାରାଷ୍ଟ୍ର ପାଇଁ ସତସ୍ତରୀ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି
ପ୍ରଚଳିତ ଭିସାଗୁଡ଼ିକୁ ଅସ୍ଥାୟୀ ଭାବେ ବାତିଲ୍ କରାଯାଇଥିଲେ ମଧ ଭିସା ଆବେଦନ ନିଷିଦ୍ଧ କରାଯାଇ ନାହିଁ
କ୍ଷେପଣାସ୍ତ୍ର ଚାନ୍ଦିପୁରରେ ଥିବା ଅନ୍ତରୀଣ ପରୀକ୍ଷଣ ଘାଟିରୁ ଆଜି ସୁପରସୋନିକ୍ କୁଜ୍ ମିଶାଇଲ୍ ବ୍ରହ୍ମାସ୍ ବ୍ୟାବହାରିକ ପରୀକ୍ଷଣ ହୋଇଯାଇଛି
ଏହି ସମୟରେ ବସ୍ତିବାସିନ୍ଦାଙ୍କ ସମସ୍ୟାକୁ ନେଇ ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଡେକର ଓ କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସହ ଏ ନେଇ ଆଲୋଚନା କରିବେ
ଆସନ୍ତା ଏକସପ୍ତାହ ମଧ୍ୟରେ କମିଟି ତାର ରିପୋର୍ଟ ପ୍ରଦାନ କରିବ
ଗତ ଚବିଶି ଘଣ୍ଟା ଭିତରେ ଦେଶରେ ୭ଲକ୍ଷ କୋଡିଏ ହଜାରରୁ ଊଦ୍ଧ ନମୁନା ପରୀକ୍ଷା କରାଯାଇଛି
ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ସଂସ୍ଥା ମଧ୍ୟ ବିଭିନ୍ନ ଗବେଷଣାଗାରରେ ହେଉଥିବା ପରୀକ୍ଷା ଏବଂ ବ୍ୟବହୃତ ଯନ୍ତ୍ରାଶର ଗୁଣାତ୍ମକ ମାନକକୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ କରିବାରେ ସହାୟତା କରିବ
ଦିଲ୍ଲୀ ହାଇକୋର୍ଟର ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ଷାଠିଏ ଏବଂ ବର୍ତ୍ତମାନ ମଧ୍ୟ ଆହୁରି କୋଡିଏ ଜଣ ବିଚାରପତିଙ୍କ ପଦବୀ ପୂରଣ ହେବାର ବାକି ଅଛି
ବନ୍ଦେ ପାଳନ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଜୁନାଗଡ଼ ବ୍ଳକୁ ସ୍ବତନ୍ତ୍ର ଜିଲ୍ଲାମାନ୍ୟତା ଦାବି ନେଇ ଆଜି ଜୁନାଗଡ଼ ଓ ଧର୍ମଗଡ଼ ଉପଖଣ୍ଡରେ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଇଛି
ମୁଁ ଯଦି ମରିଯାଏ ମୋ ପୁଅ ବଡ଼ ହେଲେ ତାରି ହାତରେ ଦେବୁ
ଏକ
ଏହା ପରେ ଶ୍ରୀ ମିଶ୍ର ସାମ୍ବାଦିକଙ୍କ ସୁରକ୍ଷା ସମ୍ପର୍କରେ ମଧ୍ୟ ଗୃହରେ ଦୃଷ୍ଟି ଆକର୍ଷଣ କରିଥିଲେ
ଆମପାଇଁ ବଣ ଜଙ୍ଗଲର ଆଉ ଏକ ଉପକାରିତା ହେଲା ମୃତ୍ତିକା ସଂରକ୍ଷଣ
ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଦୁଇ ହଜାର ଚବିଶି ମସିହା ସୁଦ୍ଧା ଭାରତକୁ ପାଞ୍ଚ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କର ଲକ୍ଷ୍ୟ ରହିଛି
ବ୍ରାହ୍ମଣୀ ଦିନେ ପିଲା ଜନ୍ମ କଲା କିନ୍ତୁ ମଣିଷଛୁଆ ନୁହଁ ସାପ ଛୁଆଟିଏ
ସେ ଚଢ଼େଇଙ୍କ ପରି ଡାକି ପାରୁଥିଲା
ଏବେ ମଧ୍ୟ ସମାଜରେ ଅନେକ ସାଧୁସନ୍ଥ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହିପରି ସମାଧିଲାଭ କରୁଛନ୍ତି
ଏଥିସହିତ ଏପର୍ଯ୍ୟନ୍ତ ମୋଟ୍ ନଅ କୋଟି ବାର ଲକ୍ଷ ଛବିଶି ହଜାର ନମୁନା ପରୀକ୍ଷା କରାଯାଇ ସାରିଲାଣି
ସେମାନେ ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ଆର୍ଥର ଆକିନ୍ ଫ୍ରାନ୍ସର ଜେରାଡ ମୌରୋ ଏବଂ କାନାଡ଼ାର ଡୋନା ଷ୍ଟିଲାଣ୍ଡ
ଜୀବନର ଏହି ବୁଢ଼ା ବୟସରେ ଲୋକମାନଙ୍କର କିଛି ଉପକାର କରି ମୁଁ କରିଥିବା ପାପର ପ୍ରାୟଶ୍ଚିତ କରିବି
ଏହି ଅବସରରେ ଶତାଧୁକ ସଦସ୍ୟ ନିଜ ନିଜ ଅନୁଭୂତି ସଂପର୍କରେ ଆଲୋଚନା କରିଥିଲେ
ଗୋଟିଏ ଚୁମା ଦେଲେ ଟିକିଏ କୋଡ଼ରେ ଧଇଲେ ମୋର ପ୍ରାଣ ଶୀତଳ ହେବ
ସେହିଭଳି ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସୁବିଧା ମଧ୍ୟ ଖୁବଶୀଘ୍ର ଉପଲବ୍ଧ ହେବ
ଯାହାକି ମୋଟ ସଂଗ୍ରହର ଅଣସ୍ତରୀ ଦଶମିକ ଆଠ ପ୍ରତିଶତ ରହିଛି
ଆଜରବୈଜାର ବାକୁଠାରେ ଅଷ୍ଟଦଶ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଶିଖର ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡୁ କହିଛନ୍ତି ପାକିସ୍ତାନକୁ ନିଜର ତଥା ପଡ଼ୋଶୀ ଓ ବିଶ୍ ହିତ ପାଇଁ ନିର୍ଣ୍ଣାୟକ ଭାବେ ସନ୍ତ୍ରାସବାଦର ଦମନ କରିବାକୁ ପଡ଼ିବ
କ୍ଷୟକ୍ଷତି ଆକଳନ ବାତ୍ୟା ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଆକଳନ ମେ ବାଇଶି ତାରିଖ ସୁଦ୍ଧା ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି
ରାତିରେ ଖାଇପିଇ ଶୋଇଲା ସ୍ଵପ୍ନ ଦେଖିଲା ଯେ ସେ ସେଇ ବରଗଛ ମୂଳରେ ଠିଆ ହୋଇଛି
ଆସନ୍ତାକାଲି ସେ ଲୁଜେମ୍ବବର୍ଗରେ ପହଞ୍ଚିବେ ଓ ବୁଧବାରଠାରୁ ଶନିବାର ମଧ୍ୟରେ ବେଲ୍ଜିୟମ୍ ଗସ୍ତ କରିବେ
ଆଜି ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ
ନାଲୁ ମିର୍ଦ୍ଧା ଦୀର୍ଘାକାର ଖୁବ୍ ବଳିଷ୍ଠ
ମତେ ଗୋଟାଏ ସାଙ୍ଗ ମିଳିଗଲା
ଏକ
ରାଜ୍ୟର ଏକ ହଜାର ବସ୍ତିରେ ଖୁବ୍ ଶୀଘ୍ର ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ
ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତଙ୍କ ଅଧୀନରେ ଗଠିତ ଖଣ୍ଡପୀଠ କହିଛନ୍ତି ପନ୍ଦର ଦିନ ଭିତରେ ପ୍ରାରମ୍ଭିକ ତଦନ୍ତ ଶେଷ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ବିଷୟରେ ସିବିଆଇ ପକ୍ଷରୁ ନିଷ୍ପତ୍ତି ନିଆଯିବ
ଘଣ୍ଟାପ୍ରତି ଦୁଇ ଷୋହଳ କିଲୋମିଟର ବେଗରେ ପବନ ବୋହୁଥିବା ସୂଚନା ମିଳିଛି
ଆଇଏଏସ୍ ଚାକିରି ତାଙ୍କର ଆହୁରି ଦୀର୍ଘବର୍ଷ ବାକିଥିବା ବେଳେ ଏହା ଦ୍ବାରା ଲୋକଙ୍କ ସେବା କରିବାର ବଡ଼ ମଞ୍ଚର ସୁଯୋଗ ମିଳିବ ବୋଲି ସେ ଆଶା କରିଛନ୍ତି
ଗତ ରାତିରୁ ସେଠାରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି
ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ସଫଳତା ଦିଗରେ ଯେଉଁମାନେ ଅହରହ କାର୍ଯ୍ୟ କରିଛନ୍ତି ଶ୍ରୀ ମୋଦି ସେମାନଙ୍କର ପ୍ରଶଂସା କରିଛନ୍ତି
ଜମ୍ମୁ ଓ କାଶ୍ମୀରରୁ ତିନି ଶହେ ସତୂରୀ ଧାରା ଉଚ୍ଛେଦକୁ ନେଇ କେତେକ ଇସ୍ଲାମିକ୍ ସଙ୍ଗଠନ ପକ୍ଷରୁ ବ୍ୟଲାଦେଶରେ ଗାଁ ଗାଁ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଆର୍ଏବି ମୁଖ୍ୟ ଏଭଳି ଚେତାବନୀ ଦେଇଛନ୍ତି
ରାଜାଙ୍କ ଆଗରେ ପ୍ରହରୀମାନେ ତାକୁ ପୁନଶ୍ଚ ଖୁବ୍ ପିଟିଲେ ତଥାପି ଅଭିଯୁକ୍ତ ଦୋଷ ସ୍ୱୀକାର କଲା ନାହିଁ
ଗାଏ ଦୁଇ ପଦକୁ ମୋଟ ଆଦାୟ ସତରଟଙ୍କା ପାଞ୍ଚ ଅଣା ଦୁଇପଇସା ବାଦେ ବାକି ଛାଡ଼ ଦେଢ଼ ଗଣ୍ଡା
ଏବଂ ଅହମ୍ମଦାବାଦରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ ନଅ ିକେଟ୍ରେ ପରାସ୍ତ କରିଛି
ସେଥି ସକାଶେ ବଗିଚାର ସଜନାଶାଗ କେରାଏ ମଧ୍ୟ ହାଟକୁ ଯାଏ ନାହିଁ
ଏହି ଡିସ୍ଫେଟାଣ୍ଟକୁ ଯେକୌଣସି ଜିନିଷ ଉପରେ ସ୍ତେ କରାଯାଇ କୋଭିଡ୍ ନାଇଣ୍ଟିନ୍ ଭୂତାଣୁକୁ ବ୍ୟାପିବାରୁ ରୋକାଯାଇ ପାରିବ
କର୍କଟ ରୋଗ ନିରାକରଣ ଉପଦେଷ୍ଟା କମିଟିର ବୈଠକ ଆଜି ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି
ରାଜ୍ୟ ଅତିଥିଶାଳା ହରିନିବାସରେ ଶ୍ରୀ ଅବଦୁଲ୍ଲା ମଧାହ୍ନ ବେଳକୁ ଉଭୟ ପୁତ୍ରଙ୍କୁ ସାକ୍ଷାତ କରିଥିବାର ଜଣାପଡ଼ିଛି
ଆମ୍ଭେମାନେ ଅନୁମାନ କରୁଁ ଜଣେ ମରହଟ୍ଟୀ କବି ଏହି କବିତା କହିଅଛନ୍ତି
ବିଦେଶୀ କୋର୍ଟରେ ଏ ନେଇ ମାମଲା ଚାଲିଥିବାରୁ ପିଏନ୍ବି ଅର୍ଥ ଆଦାୟ ବିଷୟ କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟକୁ ଜଣାଇ ଦେଇଛି
ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ଓ ସେମାନେ ବିଜେପିରେ ଯୋଗ ଦେଇଛନ୍ତି
ତେଣୁ ସେ ନଈକୂଳରେ ନିଜ ପୋଷାକପତ୍ର ଓ ମୂଲ୍ୟବାନ୍ ଅଳଙ୍କାର ସବୁ ରଖିଦେଇ ଗାଧୋଇବା ପାଇଁ ଗଲେ
ଠେକୁଆ ଆହୁରି ଭଲକରି ଆସନ ଜମେଇଦେଇ କହିଲା ଘରର ମାଲିକାନା କଥାଟା କେବଳ ମନୁଷ୍ୟ ସମାଜରେ ଅଛି
ତେବେ ପାର୍କରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି
ଏହି ସମୟରେ କରୋନା କଟକଣାକୁ ମାନି ଅଧୁକ ସଚେତନ ରହିବାର ଆବଶ୍ୟକତା ରହିଛି
ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସକାଶେ ଆଜି ବିଜ୍ଞପ୍ତି ଜାରି ହେବା ପରେ ମନୋନୟନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ
ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆକାଶବାଣୀର ମନ୍ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ
କମିଟିରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏବଂ ଡେରାଡୁନ୍ ସ୍ଥିତ ାଇଁ ଲାଇଫ୍ ଇଷ୍ଟିଟ୍ୟୁଟର ଜଣେ ଲେଖାଏଁ ସଦସ୍ୟ ରହିବେ
ସେ କହିଛନ୍ତି ନିଜର ଭାଇଭଉଣୀମାନଙ୍କୁ ବିଦେଶରେ ସୁନିଶ୍ଚିତ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି
ସାଙ୍ଗରେ ଘେନି ଯାଇ ଗାଧୁଆପାଧୁଆ କରାଇ ଆଣେ
ପୁଣି ଏଥିରେ ସିଲେଇ ହେଲେ ଏତେ ଟିକେ ଫାଙ୍କ ରହିବ ନାହିଁ
ସେ କହିଛନ୍ତି ସାକ୍ଷୀମାନଙ୍କର ଓ ଅଭିଯୁକ୍ତମାନଙ୍କର ପରିଚୟ ପ୍ରଘଟଦ୍ବାରା ଅନେକ କ୍ଷେତ୍ରରେ ତାହା ବିଚାରକୁ ପ୍ରଭାବିତ କରିଥାଏ
ବଡ଼ କଥା ନୁହେ ଏ ଯେ ହେଲା ଆକବରୀ ମୋହର
ଲୋକମାନେ ମଧ୍ୟ ଯାତାୟତ କରିଥିବାର ଦେଖୁବାକୁ ମିଳିଛି
ତିନୋଟିଯାକ ସଶସ୍ତ୍ର ବାହିନୀ ସେନାବାହିନୀ ନୌବାହିନୀ ଓ ବିମାନ ବାହିନୀର କ୍ୟାଡେଟ୍ମାନେ ପ୍ରଧାନମନ୍ତ୍ରୀଙ୍କୁ ସାମରିକ ଅଭିବାଦନ ଦେବେ
ଝିଅଟି କଳସରେ ପାଣି ଆଣୁଥିବା ଦେଖିଲେ
ଏଥିରେ ମାତିଲେ ଲୋକ ଶେଷରେ ଫାଶୀ କାଠରେ ଝୁଲିବା ହିଁ ସାର ହେବ
ଭାରତୀୟ ପାଣିପାଗ ବିଭାଗ କହିଛି ଆସନ୍ତା ବାର ଘଣ୍ଟା ଭିତରେ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ରତ୍ନଗିରି ଓ ସିନ୍ଧୁଦୁର୍ଗ ଜିଲ୍ଲାରେ ପ୍ରବଳ ବର୍ଷା ଓ ବାତ୍ୟା ହେବ
ଖୁବ୍ ତଦାରଖ ହେଲା ଧୂମଧାମ ହେଲା କିଏ ମାଡ଼ ମାରିଲା ସ୍ଥିର ହେଲା ନାହିଁ
ଚନ୍ଦ୍ରଯାନ୨ ଭାରତର ଦ୍ିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ୨ ଜୁଲାଇ ୯ରୁ ଷୋହଳ ତାରିଖ ମଧ୍ୟରେ ଏକ ଦିନରେ ଆରମ୍ଭ ହେବ
ମନ୍ତ୍ରୀ ପଚାରିଲେ ମୋ ପାଖରେ ଆପଣଙ୍କର କି କାମ ଅଛି
ଗତ ଚବିଶି ଘଣ୍ଟା ମଧ୍ୟରେ ପଚାଶ ହଜାରରୁ ଅଧିକ ରୋଗୀ ସୁସ୍ତ ହୋଇଛନ୍ତି
ଯେଉଁ ବ୍ୟବସ୍ଥାରେ ଗୁଣାତ୍ମକ ଶିକ୍ଷାପ୍ରଦାନ ସାଙ୍ଗକୁ ଦୈନିକ କେତେ ଛାତ୍ରଛାତ୍ରୀ ଶ୍ରେଣୀକକ୍ଷରେ ଉପସ୍ଥିତ ରହୁଛନ୍ତି ତାର ରିପୋର୍ଟ ମଧ୍ୟ ବିଭାଗ ପାଖରେ ରହିବ
ଅଟ୍ଟାଳିକା ଲୋକାର୍ପଣ ରମାଦେବୀ ମହିଳା ବିଶ୍ବିଦ୍ୟାଳୟର ବିଭିନ୍ନ ଅଟ୍ଟାଳିକାର ନବିକରଣ ପାଇଁ ରାଜ୍ୟ ସରକାର ୧୮କୋଟି ଟଙ୍କା ଖର୍ଚ୍ଚ କରିବେ
ଜେକେ ପ୍ରୋଜେକ୍ଟ ଜାମ୍ମୁ କାଶ୍ମୀରରେ ବିକାଶ ମୂଳକ କାର୍ଯ୍ୟ ପ୍ରତି ଏକ ବଡ଼ ସଫଳତା ସ୍ବରୂପ ଦୁଇ ଦୁଇ ଶହ ୮୦କୋଟି ଟଙ୍କା ସମ୍ବଳିତ ଏକ ଦୁଇ ଶହ ୫୬ଟି ପ୍ରକଳ୍ପର କାର୍ଯ୍ୟ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଯାଉଛି
ଯାଦ୍ାରା ଦେଶର ଆଭ୍ୟନ୍ତରିଣ ନିରାପତ୍ତା ପ୍ରତି କୌଣସି ବିପଦ ସୃଷ୍ଟି ହେବ ନାହିଁ
ଅନ୍ୟ ଗଣମାଧ୍ୟମ ତୁଳନାରେ ରେଡିଓର ଗ୍ରହଣ କ୍ଷମତା ଅଧିକ
ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା
ଏହି ମେଳାରେ ରାଜ୍ୟର ୩୦ଟି ଜିଲ୍ଲାରୁ ୨୫୦ରୁ ଊଦ୍ଧ ଷ୍ଟଲରେ ମହିଳା ଗୋଷ୍ଠୀ ନିଜ ସାମଗ୍ରୀ ବିକ୍ରି କରୁଛନ୍ତି
ଆଜି ଦଳର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରି କହିଥିଲେ ଦଳର ଗୌରବମୟ ଯାତ୍ରାର ଆଜି ଏକଚାଳିଶି ବର୍ଷ ପୂରଣ ହେଉଛି
ସିନ୍ଧି ଗାତ ବାଟେ ବ୍ରାହ୍ମଣ ଯାଇ ଘରେ ପଶିବା ମାତ୍ରେ ମୋହର ମାଠିଆ ଦେଖି ଖୁସିହେଲା
ଦାଣ୍ଡ ଲୋକ ତ ଘର ଭିତରକୁ କେହି ଆସନ୍ତି ନାହିଁ ଏ ଗାଁ ହାଲ କାହୁଁ ଜାଣିବେ
ପିଏମ କିଷାନ ଯୋଜନା ଦ୍ବାରା ଲକ୍ଷ ଲକ୍ଷ ଚାଷୀ ଲାଭବାନ୍ ହେଉଛନ୍ତି
ବନ୍ଦେ ଭାରତ ଯୋଜନା କରୋନା ଲଡାଉନରେ ବିଶ୍ବର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଭାରତୀୟମାନଙ୍କୁ ଆଣିବା ପାଇଁ ବନ୍ଦେ ଭାରତ ମିଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି
ସାତ
ପ୍ରଥମେ ଦୁଇ ଜଣ ଓ ପରେ ଅନ୍ୟ ଜଣେ କରୋନା ଆକ୍ରାନ୍ତଙ୍କୁ ସଫଳତାର ସହ ପ୍ଲାଜମା ଥେରପି ପ୍ରଦାନ କରା ଯାଇଛି
ଶାସକଦଳ ସଦସ୍ୟ ଅମର ପ୍ରସାଦ ଶତପଥୀ ଓ ଦେବୀ ପ୍ରସାଦ ମିଶ୍ର ବିଦ୍ୟାଳୟ ବନ୍ଦ ନେଇ ଉଦ୍ବେଗ ପ୍ରକାଶ କରିଥିବାବେଳେ ଏହି ପ୍ରସଙ୍ଗରେ ଆଜି ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧ ସଦସ୍ୟମାନେ ଅଡି ବସିଥିଲେ
ସେ ଯେଉଁଠି ଛିଡ଼ା ହୋଇ ତୁମକୁ ଗାଳିଗୁଲଜ କରିବ ତୁମେ ନୀରବ ନ ରହି ତାକୁ ଗାଳି ଦେବ
ତେବେ ଆପଣ ଏହି ମହାଭାରତ ଲେଖା ନିମନ୍ତେ ନବାବଙ୍କ ଠାରୁ ପାଂଚ ହଜାର ଟଙ୍କା ଅଣାଇ ଦିଅନ୍ତୁ