audio
audioduration (s) 0.14
183
| sentence
stringlengths 2
1.11k
|
---|---|
ଏହି ଅର୍ଥ ଆଗାମୀ ଦୁଇବର୍ଷ ଭିତରେ ଦିଆଯିବ |
|
ହଜାରେ ଟଙ୍କା ଲାଭ ମିଳିଲେ ଦେଇ ଦେବି |
|
ଚୋର ଧରାଗଲା ପ୍ରହରୀମାନେ ଦୋଷ ସ୍ୱୀକାର ନିମିତ୍ତ ନିସ୍ତୁକ ପିଟିଲେ |
|
ମୋ ବସ୍ ଆସନ୍ତାକାଲିଠାରୁ ଊଣାଇଶ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲଡାଉନ୍କୁ ଦୃଷ୍ଟିରେ ରଖ୍ ମୋ ବସ୍ ସେବାକୁ ସାମୟିକ ଭାବେ ବନ୍ଦ ରଖାଯାଇଛି |
|
ଏହି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ଏହାଦ୍ବାରା ବାସ୍ତବ କ୍ଷେତ୍ରରେ କୃଷକମାନଙ୍କ ଆୟ ଯେପରି ବୃଦ୍ଧି ହେବ ସେଥିପ୍ରତି ଦୃଷ୍ଟି ଦେବା ଲାଗି ଶ୍ରୀ ପାଢ଼ି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |
|
ଦଶପଲା ଜଙ୍ଗଲରୁ ଅଣଚାଶ ଖଣ୍ଡ ଅସନ ଓ ଧଉଁରା କାଠ ଆସିଛି |
|
ବାଜପେୟୀଡେଥ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଇହଲୀଳା ସମ୍ବରଣ କରିଛନ୍ତି |
|
ସେହିଭଳି ସ୍ବାସ୍ଥ୍ୟକେନ୍ଦ୍ର ରାସନ ସାମଗ୍ରୀ ବଣ୍ଟନ କେନ୍ଦ୍ର ସାର୍ବଜନୀନ ଶୌଚାଳୟ ଗୋଷ୍ଠୀ ଜଳସଂଗ୍ରହ କେନ୍ଦ୍ର ଭଳି ସ୍ଥାନଗୁଡ଼ିକରେ ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି |
|
ଇଦ୍ ପାଳନ ପାଇଁ ଜିନିଷପତ୍ର କିଣିବାକୁ ଲୋକମାନେ ବଜାରକୁ ଆସୁଛନ୍ତି |
|
ଏହାର ନିଛାଟିଆ ନିରୋଳା ଅନୁଭବ ଆମ ମନ ଗହନରେ ଅପୂର୍ବ ଭାବନା ସୃଷ୍ଟି କରେ |
|
ନିର୍ଭୟା ସାମୁହିକ ବଳାତ୍କାର ଓ ହତ୍ୟା ମାମଲାର ଚାରି ଜଣ ଯାକ ଦୋଷୀ ବ୍ୟକ୍ତିଙ୍କୁ ମାର୍ଚ୍ଚ ତିନି ତାରିଖ ସକାଳ ୬ଟା ବେଳେ ଫାଶି ଦିଆଯିବା ପାଇଁ ଦିଲ୍ଲୀର ଏକ ଅଦାଲତ ସାନି ତାରିଖ ଘୋଷଣା କରିଛନ୍ତି |
|
ତିନି |
|
ବୈଠକରେ ପାର୍ଲାମେଣ୍ଟର କାର୍ଯ୍ୟଧାରାରେ ଅଧିକ ଆଲୋଚନା ଏକ ନବଭାରତର ଗଠନ ମହାତ୍ମାଗାନ୍ଧୀଙ୍କ ଏକ ଶହେ ପଚାଶ ଜନ୍ମବାର୍ଷିକୀ ପାଳନ ପ୍ରସଙ୍ଗ ଓ ଅନୁନ୍ନତ ଜିଲ୍ଲା ଗୁଡ଼ିକର ବିକାଶ ଆଦି ବିଷୟରେ ମଧ୍ୟ ଆଲୋଚନା ହୋଇଛି |
|
ବକେୟା ଅର୍ଥକୁ ପାଇବା ଲାଗି ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିବାକୁ ଆବାସିକ କମିଶନରଙ୍କୁ କୁହାଯାଇଛି |
|
କର୍ଣ୍ଣାଟକ ତୁମ୍ବକରେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କାର ସ୍ବରୂପ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି |
|
ଏହି ଯୋଜନାରେ ମିଳୁଥିବା ସୁବିଧା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇବାକୁ ସେ ଆହ୍ବାନ କରିଛନ୍ତି |
|
ଉତ୍ସବରେ ଶ୍ରୀ ନାଇଡୁ ତିନି ଶହେ ଅଠାଇଶି ଜଣଙ୍କୁ ସ୍ବର୍ଣ୍ଣପଦକ ଏବଂ ବୟାନବେ ଜଣଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି |
|
ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ଭାବେଳେ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ଡକ୍ଟର ମନୋହର ଅଗ୍ରନାନୀ କହିଛନ୍ତି ଗତ ଦୁଇ ଦିନ ଭିତରେ ସର୍ବମୋଟ୍ ଦୁଇ ଲକ୍ଷ ଚବିଶି ହଜାର ତିନି ଶହେ ଏକ ଜଣଙ୍କୁ ପ୍ରତିଷେଧକ ଟିକା ଦିଆଯାଇଛି |
|
ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶର ଆଲୋକରେ ସମସ୍ତଙ୍କ ଜୀବନକୁ ଉଦ୍ଭାସିତ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ଆହ୍ମାନ ଜଣାଇଛନ୍ତି |
|
ଦୁଇ |
|
କିନ୍ତୁ କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ ଛତିଶି ଶତାଂଶ କମିଥିବା ଦର୍ଶାଯାଇଛି |
|
ଏହି ସମୟ ମଧ୍ୟରେ ବାୟୁପ୍ରଭାବର ଦିଗ ବଦଳିବା ସହ ରାଜ୍ୟକୁ ଦକ୍ଷିଣପୂର୍ବ ଦିଗରୁ ପବନ ବହିବା ସମ୍ଭାବନା ରହିଛି |
|
କେତେକ ଲୋକ ସହ୍ୟ କରି ପାରୁ ନଥାନ୍ତି କାରଣ ରାଜା ଗୋପାଳଙ୍କୁ ବେଶୀ ଭଲ ପାଉଥାନ୍ତି ଓ ପାଖରୁ କ୍ଷଣେ ସୁଦ୍ଧା ଛାଡ଼ୁ ନଥାନ୍ତି |
|
ସେହିଭଳି ତୁମୁଳିଆ ଗେଟ୍ ଫାଓ ଓଭର ଠାରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ଛଅ ଥାକିଆ କରାଯିବ |
|
ତିନି |
|
ସେହିପରି ସୁନ୍ଦରଗଡ଼ର ଦୁଇ ଶହେ ତେର ନମ୍ବର ବୁଥରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ |
|
ଆଥଲେଟିକ୍ସ ଚେକ୍ ସାଧାରଣତନ୍ତ୍ରର ତାବୋରଠାରେ ଚାଲିଥିବା ଦୌଡ଼କୁଦ ପ୍ରତିଯୋଗିତାରେ ଭାରତର ହିମା ଦାସ ଦୁଇ ଶହେ ମିଟର ଦୌଡ଼ ପ୍ରତିଯୋଗିତାରେ ଗତକାଲି ସ୍ବର୍ଣ୍ଣପଦକ ଜିତିଛନ୍ତି |
|
ରାଜା କହିଲେ ସତେ ତେବେ ମୋ ଚେହେରା ଭଳି ଦେଖା ଯାଉଛି କେମିତି। |
|
ଛଅ |
|
ଏକ ବୁଦ୍ଧି ପାଂଚି ଗୋଟିଏ ମାଠିଆରେ ବିଷ୍ଠା ପୂର୍ଣ୍ଣ କରି ତା ଉପରେ ଦୁଇ ଚାରିଟି ମୋହର ଥୋଇ ଦେଲା ଏବଂ ନିଜେ ସତର୍କ ହୋଇ ରହିଲା |
|
ହାମଦରଦୀ ଲୋକ ପାଖରେ କାନ୍ଦି ମନକଥା କହିଲେ ମନକଷ୍ଟ ଟିକିଏ ଊଣା ପଡ଼େ |
|
ନାମଟି ଯେପରି ବାସୁଦେବ ଲୋକଟା ମଧ୍ୟ ସେହିପରି ବାସୁଦେବ |
|
ସେହିପରି ଭଣ୍ଡାରୀପୋଖରୀ ଥାନା ରଣଜିତ ପଞ୍ଚାୟତର ଦୁଇଭାଇ ଜମିରେ କାମ କରୁଥିବା ସମୟରେ ବଜ୍ରପାତରେ ମୃତ୍ୟୁ ଘଟିଛି |
|
ଚମ୍ପକକଳିକା ଆଉ କିଛି ନକହି ମୁଣ୍ଡ ନୂଆଁଇଦେଲା |
|
ସଚେତନତା କାର୍ଯ୍ୟକ୍ରମ ଟେଲିକମ୍ ନିୟନ୍ତ୍ରଣ କର୍ତ୍ତୁପକ୍ଷଙ୍କ ହାଇଦ୍ରାବାଦସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଦୂରସଂଚାରପ୍ରସାରଣ ଓ କେବୁଲ ଉପଭୋକ୍ତମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ସ୍ଥାନୀୟ ବଜ୍ରକବାଟି ରୋଡ ବୃନ୍ଦାବନ ସିନେମା ହଲ୍ ପରିସରରେ ଥିବା ଦ୍ାରିକା ହୋଟେଲ ଠାରେ ଆଜି ପୂର୍ବାହ୍ନ ଏଗାର ଟାରେ ଅନୁଷ୍ଠିତ ହେବ |
|
ଦୁଇଟି ଲୋକସଭା ଆସନ ଓ ୫୧ଟି ବିଧାନସଭା ଆସନ ଉପନିର୍ବାଚନରେ ମଧ୍ୟ ମତଦାନ ଚାଲିଛି |
|
ଛତିଶଗଡ଼ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ଯେ ମାଓବାଦୀ ସମସ୍ୟା ବୁଲେଟ୍ ଦ୍ାରା ସମାଧାନ ହୋଇପାରିବ ନାହିଁ |
|
ଏଥିସହ ବରେ କୌଣସି ଯାତ୍ରୀ ଠିଆ ହୋଇ ନ ଯିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି |
|
ଶାସକ ଦଳ ପକ୍ଷରୁ ବିଧାୟକ ଉମାକାନ୍ତ ସାମନ୍ତରାୟ ଅଭିଭାଷଣ ଉପରେ ଆଲୋଚନା ଆରମ୍ଭ କରିଥିଲେ |
|
୧୬ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକଅଙ୍କ ମଧ୍ୟରେ ସୀମିତ ରହିଛି |
|
ରାଜା ବି ତାଙ୍କ ଉପରେ ଖୁସି ହୋଇ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ଦେଲେ |
|
ହେନେରୀ ତାଙ୍କର ସମସ୍ତ ସମ୍ପତ୍ତି ଏହି ଅନୁଷ୍ଠାନକୁ ଦାନ କରିଦେଲେ |
|
ରାକ୍ଷସମାନଙ୍କୁ ବଦ୍ଧ କରିବା ପାଇଁ ମା ମହାନସନ୍ଥ କତ୍ୟଙ୍କ ଝିଅଭାବେ ଜନ୍ମ ନେଇଥିଲେ |
|
ଏହି ମହାମାରୀ ପରିପ୍ରେକ୍ଷୀରେ ଅନ୍ୟକୁ ସାହାଯ୍ୟ କରିବା ଦ୍ାରା ଆମେ ନିଜର ମ ଉପକାର କରିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |
|
ଆଇସିଏମଆର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ଚବିଶି ଘଣ୍ଟା ମଧ୍ୟରେ ଦେଶ ବ୍ୟାପୀ ସାତ ଲକ୍ଷ ଚାଳିଶି ହଜାରରୁ ଊଦ୍ଧ କରୋନା ନମୁନା ପରୀକ୍ଷା କରାଯାଇଛି |
|
ସଚିବାଳୟଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଜେନା ସାପକାମୁଡ଼ା ଇଂଜେସନଠାରୁ ଆରମ୍ଭ କରି ସବୁ ପ୍ରକାର ଔଷଧ ମହଜୁଦ ରଖୁବା ସହ ସ୍ାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି |
|
ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏପି ନେତୃତ୍ବରେ ଗଠିତ ସାତ ଦଳିଆ ବିରୋଧୀ ଜାତୀୟ ଐକ୍ୟ ମେଣ୍ଟ ମାତ୍ର ୩୩ଟି ଆସନରେ ଜିତିଛି |
|
ରାଜସ୍ଥାନ ଟେଣ୍ଟ ରାଜସ୍ଥାନର ବାଡ଼ମର୍ ଜିଲ୍ଲାରେ ଏକ ତମ୍ବୁ ଭାଙ୍ଗି ପଡ଼ିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି |
|
ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୨୯ହଜାର ୧କୁ ବୃଦ୍ଧି ପାଇଛି |
|
ଆଉସବୁ ପଶୁମାନେ ଜଙ୍ଗଲ ଛାଡ଼ି ଯେ ଯାହା ବାଟରେ ଚାଲିଗଲେଣି |
|
ସେ କହିଛନ୍ତି ଭାରତର ଜନସାଧାରଣ ଯେକୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ସମ୍ପୂର୍ଣ୍ଣ ସକ୍ଷମ ବୋଲି ସମଗ୍ର ବିଶ୍କୁ ଦେଖାଇ ପାରିଛନ୍ତି |
|
ବର୍ତ୍ତମାନ ଏଠାରେ ଇଂରାଜଙ୍କର ସବ୍ଡ଼ିବିଜନ କଚେରୀ ଅଛି |
|
ତେବେ ତାଙ୍କର ଧୈର୍ଯ୍ୟ ଗୁଣରେ ସେ ସମସ୍ତ ସହିଲେ |
|
ତେଣୁ ଭୀଷଣ ରାଗିଯାଇ ତାକୁ ବହୁତ୍ ଗାଳି ଦେଲା |
|
ବ୍ୟକ୍ତିବିଶେଷ ଓ କମ୍ପାନିମାନେ ଯେତେବେଳେ ଳେ ସେମାନଙ୍କର ବକେୟା ଋଣ ପରିଶୋଧ କରିନପାରନ୍ତି ସେତେବେଳେ ସେମାନଙ୍କୁ ଦେବାଳିଆ ଘୋଷଣା କରାଯାଇଥାଏ |
|
ତା ପରେ ସେ ମୁଖିଆ ତାକୁ ନଅଟି ହୀରା ଦେଇ ଦେଲେ ସୁରେଶ ଏଥିରେ ଖୁସି ହେଲା |
|
କେନ୍ଦ୍ର ସରକାର ଫଳ ଓ ପନିପରିବା ପରିବହନ ଉପରେ ଶତକଡ଼ା ପଚାଶ ଭାଗ ରିହାତି ଘୋଷଣା କରିଛନ୍ତି |
|
ଅନ୍ଲକ୍୨୦ କେନ୍ଦ୍ର ସରକାର ଦ୍ବିତୀୟ ପର୍ଯ୍ୟାୟ କଟକଣା କୋହଳ ସଂକ୍ରାନ୍ତୀୟ ନିୟମାବଳୀ ଜାରି କରିଛନ୍ତି |
|
ସେଥିରେ ମୋର କଣ ବା ଯାଏ ଆସେ |
|
ଟିଡିପିର ଏହି ନିଷ୍ପତ୍ତିକୁ ନେଇ ବିଜେପି ମୁଖପାତ୍ର ଜିଭିଏଲ୍ ନରସିଂହା କହିଛନ୍ତି ଟିଡିପିର ଠିକ୍ ସମୟରେ ଓହରିଯିବା ମେଣ୍ଟ ପାଇଁ ଏକ ଧମକ ନୁହେଁ ବରଂ ଏହା ରାଜ୍ୟରେ ବିଜେପିର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବ |
|
ସେ କହିଛନ୍ତି ବିଧାନସଭା ଅଧିବେଶନ ଡକାଇବାପାଇଁ ରାଜ୍ୟପାଳଙ୍କର ଅକାର ରହିଛି କିନ୍ତୁ ତାଙ୍କ ଉପରେ ଏଥିପାଇଁ ଚାପ ପ୍ରୟୋଗ କରିବା ଆଇନସମ୍ମତ ନୁହେଁ |
|
ରାଷ୍ଟ୍ର ସର୍ବୋପରିର ମନ୍ତ୍ରଦ୍ାରା ଦେଶବାସୀ ଏକତା ସୂତ୍ରରେ ବାନ୍ଧି ହୋଇଥିବାର ସନ୍ଦେଶ ସେନାର ସାମର୍ଥ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି |
|
ଏହାଦ୍ାରା ରବିନ୍ଦ୍ରନାଥ ଟାଗୋରଙ୍କର ଜୀବନଦର୍ଶନର ଯଥାର୍ଥ ମୂଲ୍ୟାଙ୍କନ ହୋଇପାରିବ |
|
ସେହିପରି ଆସନ୍ତାକାଲି ଏହି ଦଳ ଭୁବନେଶ୍ର ମହାନଗର ନିଗମ ଅଞ୍ଚଳ ଅନୁଧ୍ୟାନ କରିବା ପରେ ମୁଖ୍ୟଶାସନ ସଚିବଙ୍କ ସହ ଏ ସଂପର୍କରେ ଏକ ବୈଠକରେ ଆଲୋଚନା କରିବେ |
|
ମଣିପୁର ଗ୍ରାମରେ ଶ୍ରୀମଦମୋହନ ଓ ସମୁଦ୍ରେଶ୍ଵର ନାମକ ମହାଦେବ ସ୍ଥାପନ କରିଥିଲେ |
|
ଏଣେ ଜଙ୍ଗଲ କଟା ଯୋଗୁଁ ପରିବେଶ ଉଜୁଡ଼ି ଗଲାଣି |
|
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଲୋକସଭାରେ କୋଡିଏ ଦୁଇ ହଜାର ଏକୋଇଶି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଥିଲେ |
|
ସେ କହିଲା କାହିଁକି ଗୋପାଳ କହିଲା ରାଜା ଝାଡ଼ା ଫେରିବାକୁ କହିଛନ୍ତି କିନ୍ତୁ ସେ ପରିସ୍ରା କରିବାକୁ କହି ନାହାଁନ୍ତି |
|
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶର ଆଲୋକ ସମସ୍ତଙ୍କର ଜୀବନକୁ ଉଦ୍ଭାସିତ କରୁ ବୋଲି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ କହିଛନ୍ତି |
|
ଏବଂ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ସୁରକ୍ଷା ବାବଦରେ ବାର୍ଷିକ ଏକ ହଜାର ଦୁଇ ଶହେ ସତଷଠି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଜଣାଇଛି |
|
ଦୁଇଦେଶ ମଧ୍ୟରେ ସୁଗମ ପରିବହନ ବ୍ୟବସ୍ଥା ଓ ଯାତାୟାତ ନେଇ କେତେକ ରାଜିନାମାରେ ଉପନୀତ ହେବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି |
|
ଚଣ୍ଡୀ ଚାଟଶାଳୀରେ ବଡ଼ ଗୋଳମାଳ କରେ |
|
ସେ ନିର୍ବାଚନ ପ୍ରଚାର ପାଇଁ ନିଜର କିଛି ସହଯୋଗୀ ଓ ସମର୍ଥକଙ୍କ ସହ ଯାଉଥିବାବେଳେ ତାଙ୍କ ଗାଡ଼ି ନିକଟରେ ଏହି ବିସ୍କୋରଣ ହୋଇଥିଲା |
|
ଏହି ଅବସରରେ ଶ୍ରୀ ଶୋରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି |
|
ମମତା ବାନାର୍ଜୀଙ୍କ ସରକାର ଏ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ଅମିତ ଶାହା ଅଭିଯୋଗ କରିଛନ୍ତି |
|
ଆଜି ହାଇକୋର୍ଟ ବାର ଆସୋସିଏସରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି |
|
ମଦନ ରାଗିଉଠି କହିଲା ମିଛ କଥା କହୁଛ ଚିଲ କେଉଁଠି ମଣିଷ ପିଲାକୁ ଝାମ୍ପିନେଲାଣି |
|
ଆଗାମୀ ସଂସଦୀୟ ଅଧବେଶନପାଇଁ ସାଂସଦମାନେ ପାର୍ଟିର ରଣକୌଶଳ ସ୍ଥିର କରିବେ |
|
ଚମ୍ପା ସାଆନ୍ତାଣି ମୁଁ କଣ କରିବି |
|
ମୃତକଙ୍କୁ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧୂକ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀରୁ ଚାରି ଖୋର୍ଦ୍ଧାରୁ ତିନି ଅନୁଗୁଳରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି |
|
ସେ କଣାପଇସାଟିଏ ହିଁ ଜୋରିମାନା ଦେବେ |
|
ଛଅ |
|
ଶୁକ୍ରବାର ଦିନ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଦିଲ୍ଲୀରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା |
|
ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କର ଅବଦାନ ପ୍ରତି ଏହା ଏକ ଶ୍ରଦ୍ଧାଞ୍ଜଳି ବୋଲି ବିବେଚନା କରାଯାଉଛି |
|
ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଲକ୍ଷ ଛପନ ହଜାର ୯୩୭କୁ ବୃଦ୍ଧି ପାଇଛି |
|
ଗତ ଚବିଶି ଘଣ୍ଟା ମଧ୍ୟରେ ଏକ ଶହେ ସତୂରୀ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |
|
ବ୍ୟାଡ୍ମିଣ୍ଟନ ଜର୍ମାର ସାରବୃକେଠାରେ ଚାଲିଥିବା ସାରଲରଲକ୍ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମର୍ଟର ପାଇନାଲ୍ ପର୍ଯ୍ୟାୟକୁ ଭାରତର ଶୁଭଙ୍କର ଦେ ଉନ୍ନୀତ ହୋଇଛନ୍ତି |
|
ବୁଢ଼ୀ – ହଁ ଭଲ ତ ହେବ ଜାତି କଥାଟା ବୁଝିଛୁ ନା |
|
ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିଧାୟକ ଅନନ୍ତ ଦାସଙ୍କ ନେତୃତ୍ବରେ ଚାନ୍ଦବାଲି ବିଧାୟକ ବୋମକେଶ ରାୟ ବିଧାୟକ ମୋହନ ମାଝା ବିଧାୟକ ସୁକାନ୍ତ କୁମାର ନାୟକ ବିଧାୟକ ପ୍ରଫୁଲ୍ଲ ସାମଲ ବିଧାୟକ ସଞ୍ଜିବ ମଲ୍ଲିକଙ୍କୁ ନେଇ ପାଞ୍ଚଜଣିଆ ପ୍ରତିନି ଦଳ ଆଗରପଡ଼ା ଏବଂ ଭଦ୍ରକ ର ବାଗୁରାଇଠାରେ ନିର୍ମାଣାଧୀନ ବିଦ୍ୟୁତ୍ ସଷ୍ଟେସନ୍ କାର୍ଯ୍ୟ ଅନୁଧ୍ୟାନ କରି କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି |
|
ମାତ୍ର ଅଧା ରାସ୍ତାରେ ହିଁ କ୍ଷୀରୋଦ୍ଙ୍କ ସ୍ତ୍ରୀ ପ୍ରାଣ ହରାଇଥିଲେ |
|
ଥରେ ଗ୍ରୀଷ୍ମ ଋତୁରେ ସେଠାରେ ନାହିଁ ନଥିବା ପବନ ହେଲା |
|
ସେ ବିଦ୍ାନମାନଙ୍କୁ ଉଦ୍ବୋଧନ ଦେବେ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ାରା ମେରି କାଶୀ ପୁସ୍ତକ ଦୁଇ ଉନ୍ମୋଚନ ଉତ୍ସବରେ ଯୋଗ ଦେବେ |
|
ସେହିପରି କାଳବୈଶାଖୀ ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ୍ ସେବା ଖୁଣ୍ଟ ଉପୁଡ଼ିଯିବାରୁ ବାଧାପ୍ରାପ୍ତ ହୋଇଛି |
|
ବିଜେପି େଷ୍ଟ ବେଙ୍ଗଲ ତୃଣମୂଳ କଂଗ୍ରେସର କର୍ମୀମାନେ ପଶ୍ଚିମବଙ୍ଗର ବାରାପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଜବରଦଖଲ ଓ ଗୁଣ୍ଡାଗର୍ଦ୍ଦି କରିଥିବା ଅଭିଯୋଗ ସହ ସେହି ନିର୍ବାଚନ ମଣ୍ଡଳୀରେ ସାନି ଭୋଟ୍ଗ୍ରହଣ ପାଇଁ ବିଜେପି ଆଜି ଦାବି କରିଛି |
|
ଛଅ |
|
ଷ୍ଟାର୍ଟ ଅଫ୍ ଇଣ୍ଡିଆ ଜଳ ଜୀବନ ମିଶନ ଓ ଆର୍ଥିକ ଅନ୍ତର୍ଭୁନ୍ତୀକରଣ ଆଦି ବିଷୟବସ୍ତୁକୁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ପ୍ରଜ୍ଞାପନ ମେଢ଼ରେ ସ୍ଥାନିତ କରାଯାଇଛି |
|
ଆମ ସମ୍ବାଦଦାତା ଜଣାଇଛନ୍ତି ଏହି ପୋର୍ଟାଲର ଦୈନନ୍ଦିନ ଭିଭିରେ ଉଚ୍ଚ ପଦସ୍ଥ କର୍ମକର୍ତ୍ତାମାନଙ୍କ ଦ୍ାରା ତଦାରଖ କରାଯିବ |
|
ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଗୃହରେ ଉପସ୍ଥିତ ହେବାକୁ ସବୁ ବିଧାୟକ ସମୟାନୁବର୍ତ୍ତୀ ଓ ନିଷ୍ଠାବାନ୍ ହେବା ଉଚିତ |
|
ଜେ ଆଣ୍ଡ କେ ଗ୍ରେନେଡ ଆଟାକ୍ ଦକ୍ଷିଣ କାଶ୍ମୀରର ପୁଲାମା ଜିଲ୍ଲା ଅନ୍ତର୍ଗତ ଅବନ୍ତୀପୁରା ଅଞ୍ଚଳରେ ଆଜି ଅପରାହ୍ନରେ ଏକ ଗ୍ରେନେଡ୍ ଆକ୍ରମଣ ଫଳରେ ତିନିଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି |
|
ଏନ୍ଏସ୍ଜି ଗୁଜରାଟ କ୍ୟାଡରର ବରିଷ୍ଠ ଭାରତୀୟ ପୁଲିସ୍ ଅଧିକାରୀ ଅନୁପ କୁମାର ସିଂହଙ୍କୁ ଜାତୀୟ ନିରାପତ୍ତା ବିହିନୀ ଏନ୍ ଏସ୍ଜିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି |